Breaking News

ଜ୍ୟୋତିଷ ବିଶାରଦ ବାଇକୋଳି ଙ୍କ 116ତମ ଜୟନ୍ତୀ ପାଳିତ |    (23-Dec-2024)       ||      ମାଳ ଦ୍ୱୀପ ରେ ଫସିଥିବା ଦାଦନ ଶ୍ରମିକ ଙ୍କୁ ଉଦ୍ଧାର କରିବାଜୁ ପ୍ରଶାସନ ଙ୍କୁ ଅନୁରୋଧ |    (23-Dec-2024)       ||      ମାରଦା ମହୋତ୍ସବ ପାଈଁ ଶୁଭଖୁଣ୍ଟି ସ୍ଥାପନ |    (23-Dec-2024)       ||      କରଚୁଲି ଶିଶୁମନ୍ଦିର ର ବାର୍ଷିକ ଉତ୍ସବ ଅନୁଷ୍ଠିତ |   (23-Dec-2024)       ||      ନୂଆଁ ବର୍ଷରୁ ମାସିକିଆ ମିଳିବ ରାସନ ||   (23-Dec-2024)       ||      ପୋଲସରା ହାତୀଓଟ ଆଦର୍ଶ ବିଦ୍ୟାଳୟ ର 3ୟ ବାର୍ଷିକ ଉତ୍ସବ ଅନୁଷ୍ଠିତ |   (23-Dec-2024)       ||      ବୁଗୁଡ଼ା ବ୍ଲକ ଅଙ୍ଗନ ୱାଡି କର୍ମୀ ସମ୍ମିଳନୀ |    (23-Dec-2024)       ||      ପୋଲସରା ଏନଏସିରେ ଚଞ୍ଚକତା କରି ଧନିବ୍ୟକ୍ତି ପାଇଛନ୍ତି ଆବାସ ଯୋଜନା |    (23-Dec-2024)       ||      ସମବାୟ ମନ୍ତ୍ରୀ ଦେଲେ ସୂଚନା, ଧାନ ନଷ୍ଟ ହେଲେ ଚାଷୀ ଙ୍କୁ ମିଳିବ କ୍ଷତି ପୂରଣ |    (22-Dec-2024)       ||      ଅଦିନିଆ ବର୍ଷା ପାଣି ପଶି କଟାଯାଇଥିବା ଧାନ, ପରିବାଚାଷ କ୍ଷତିଗ୍ରସ୍ତ |    (22-Dec-2024)       ||      ପୁରୁଷୋତ୍ତମପୁର ସରସ୍ବତୀ ଶିଶୁମନ୍ଦିର ରେ ଜାତୀୟ ଗଣିତ ଦିବସ ଓ ମାତୃ କର୍ମଶାଳା ଅନୁଷ୍ଠିତ |    (22-Dec-2024)       ||      ବୁଗୁଡ଼ା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର 27ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ |    (22-Dec-2024)       ||      ବୁଗୁଡ଼ା ନିୟୁ ଏରା ପବ୍ଲିକ ସ୍କୁଲ ରେ ବାର୍ଷିକ କ୍ରୀଡା ଅନୁଷ୍ଠିତ |   (22-Dec-2024)       ||      ବୁଗୁଡ଼ା ପିପୁଲସ ହାଇସ୍କୁଲ ର 1992 ମାଟ୍ରିକ ବ୍ୟାଚ ଛାତ୍ର ଙ୍କ ପ୍ରଥମ ବନ୍ଧୁ ମିଳନ |    (22-Dec-2024)       ||      ଖଲ୍ଲିକୋଟ କନକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ |    (22-Dec-2024)       ||      ଲଗାଣ ବର୍ଷା ରେ ଚାଷୀ ବେହାଲ |    (21-Dec-2024)       ||      ପାଟ ଖଣ୍ଡା ପବ୍ଲିକ ସ୍କୁଲ ରେ 27ତମ ବାର୍ଷିକ କ୍ରୀଡା ଉଦଯାପିତ |   (21-Dec-2024)       ||      ବାଲିଗୁଡା କାଳୀ ମନ୍ଦିର ଠାରେ ଜଳିଗଲା କ୍ରିଷ୍ଣା ଘରୋଇ ବସ |    (21-Dec-2024)       ||      ଅଦିନିଆ ଲଗାଣ ବର୍ଷାରେ ଭିଜିଲା ଚାଷୀଙ୍କ କଟା ଧାନ, ଚିନ୍ତାରେ ଚାଷୀ |    (21-Dec-2024)       ||      କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଶିକ୍ଷା ମନ୍ତ୍ରୀ ଙ୍କ ପାଖରେ ଦାବୀ କଲେ ଆସ୍କା ସାଂସଦ |   (21-Dec-2024)       ||     

2022 ଓଡିଶା ପ୍ରଶାସନ ସେବାରେ ଗଞ୍ଜାମ ର 17 ଜଣ ଙ୍କୁ ଖଲ୍ଲିକୋଟ ଠାରେ ସମ୍ବର୍ଦ୍ଧିତ |

22-Nov-2024

୨୦୨୨ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ୧୭ ଜଣଙ୍କୁ ଖଲ୍ଲିକୋଟ ଠାରେ ସମ୍ବର୍ଦ୍ଧିତ କରଯାଇଛି ।

                 ଓଡିଶା   ଜନମତ ବ୍ୟୁରୋ 

ଚଳିତ ବର୍ଷ ପ୍ରକାଶ ପାଇଥିବା ୨୦୨୨ର ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା ଫଳରେ ଗଞ୍ଜାମ ଜିଲ୍ଲାର ଉତ୍ତୀର୍ଣ୍ଣ ହୋଇଥିବା ୧୭ ଜଣଙ୍କୁ ଆଜି ଖଲ୍ଲିକୋଟ ଠାରେ ସମ୍ବର୍ଦ୍ଧିତ କରାଯାଇଛି । ଖଲ୍ଲିକୋଟ ସ୍ଥିତ ଏକ ଘରୋଇ ଶିକ୍ଷା ଅନୁଷ୍ଠାନ  ଆର୍ଯ୍ୟାନ୍ ଏକାଡେମୀ ଦ୍ୱାରା ଆୟୋଜିତ ଏକ ଭବ୍ୟ ସମ୍ବର୍ଧନା କାର୍ଯକ୍ରମ ସ୍ଥାନୀୟ ରାମଚଂଦ୍ର ବିଜ୍ଞାନ ମହାବିଦ୍ୟାଳୟର ଖେଳ ପଡିଆ ଠାରେ ଆୟୋଜିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କେଶପୁର ମହାବିଦ୍ୟାଳୟର ଅଧକ୍ଷ ଶ୍ରୀ ଅଶୋକ କୁମାର ପଲେଇ ଅଧ୍ୟକ୍ଷତା କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ଆର୍. ସି. ଏମ. ବିଜ୍ଞାନ  ମହାବିଦ୍ୟାଳୟ ଅଧକ୍ଷ ଶ୍ରୀ ସୁରେନ୍ଦ୍ର କୁମାର ସ୍ବାଇଁ ଓ ଖଲ୍ଲିକୋଟ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯନିର୍ବାହୀ ଅଧିକାରୀ ଶ୍ରୀ ପ୍ରମୋଦ କୁମାର ନାୟକ ଯୋଗ ଦେଇ ଥିଲେ। ଅତିଥି ମାନଙ୍କ ଦ୍ଵାରା ଦୀପ ପ୍ରଜ୍ବଳନ କରାଯିବା ସହ ଅନୁଷ୍ଠାନର ଛାତ୍ର ଛାତ୍ରୀ ଓ କର୍ମକର୍ତ୍ତାଙ୍କ ଦ୍ଵାରା ଆମନ୍ତ୍ରିତ ଅତିଥି ମାନଙ୍କୁ ଉପଢୌକନ ଓ ପୁଷ୍ପଗୁଛ ଦେଇ ସ୍ଵାଗତ କରଯାଇଥିଲା ।ପରେ ପରେ ୨୦୨୨ ର ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ୧୭ ଜଣଙ୍କୁ ଅତିଥି ମାନଙ୍କ ଦ୍ଵାରା ମାନ ପତ୍ର ଦେଇ ସମ୍ବର୍ଧିତ କରାଯାଇଥିଲା ଓ ସେମାନେ  ନିଜ ନିଜର ସଫଳତାର ସଂଘର୍ଷର କଥା  ବକ୍ତବ୍ୟ ମାଧ୍ୟମରେ ପ୍ରକାଶ କରିଥିଲେ ।ଏହି କାର୍ଯ୍ୟକ୍ରମକୁ କେଶପୁର ମହାବିଦ୍ୟାଳୟ ଓଡିଆ ଅଧ୍ୟାପକ ଶ୍ରୀ ବିଷ୍ଣୁ ଚରଣ ଦାସ ଅତିଥି ପରିଚୟ ପ୍ରଦାନ କରିବା ସହିତ ସଭା କାର୍ଯ୍ଯ ପରିଚାଳନା କରିଥିଲେ।

News Comment

You Might Also Like

BACK TO TOP