Breaking News

ସମବାୟ ମନ୍ତ୍ରୀ ଦେଲେ ସୂଚନା, ଧାନ ନଷ୍ଟ ହେଲେ ଚାଷୀ ଙ୍କୁ ମିଳିବ କ୍ଷତି ପୂରଣ |    (22-Dec-2024)       ||      ଅଦିନିଆ ବର୍ଷା ପାଣି ପଶି କଟାଯାଇଥିବା ଧାନ, ପରିବାଚାଷ କ୍ଷତିଗ୍ରସ୍ତ |    (22-Dec-2024)       ||      ପୁରୁଷୋତ୍ତମପୁର ସରସ୍ବତୀ ଶିଶୁମନ୍ଦିର ରେ ଜାତୀୟ ଗଣିତ ଦିବସ ଓ ମାତୃ କର୍ମଶାଳା ଅନୁଷ୍ଠିତ |    (22-Dec-2024)       ||      ବୁଗୁଡ଼ା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର 27ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ |    (22-Dec-2024)       ||      ବୁଗୁଡ଼ା ନିୟୁ ଏରା ପବ୍ଲିକ ସ୍କୁଲ ରେ ବାର୍ଷିକ କ୍ରୀଡା ଅନୁଷ୍ଠିତ |   (22-Dec-2024)       ||      ବୁଗୁଡ଼ା ପିପୁଲସ ହାଇସ୍କୁଲ ର 1992 ମାଟ୍ରିକ ବ୍ୟାଚ ଛାତ୍ର ଙ୍କ ପ୍ରଥମ ବନ୍ଧୁ ମିଳନ |    (22-Dec-2024)       ||      ଖଲ୍ଲିକୋଟ କନକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ |    (22-Dec-2024)       ||      ଲଗାଣ ବର୍ଷା ରେ ଚାଷୀ ବେହାଲ |    (21-Dec-2024)       ||      ପାଟ ଖଣ୍ଡା ପବ୍ଲିକ ସ୍କୁଲ ରେ 27ତମ ବାର୍ଷିକ କ୍ରୀଡା ଉଦଯାପିତ |   (21-Dec-2024)       ||      ବାଲିଗୁଡା କାଳୀ ମନ୍ଦିର ଠାରେ ଜଳିଗଲା କ୍ରିଷ୍ଣା ଘରୋଇ ବସ |    (21-Dec-2024)       ||      ଅଦିନିଆ ଲଗାଣ ବର୍ଷାରେ ଭିଜିଲା ଚାଷୀଙ୍କ କଟା ଧାନ, ଚିନ୍ତାରେ ଚାଷୀ |    (21-Dec-2024)       ||      କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଶିକ୍ଷା ମନ୍ତ୍ରୀ ଙ୍କ ପାଖରେ ଦାବୀ କଲେ ଆସ୍କା ସାଂସଦ |   (21-Dec-2024)       ||      ଲୋକସଭା ର ସରିଲା ଶୀତ ଅଧିବେଶନ ||   (21-Dec-2024)       ||      ଉତ୍ତମ ସେବା ପାଈଁ ଜରଡ଼ା ଥାନା ଷ୍ଟାଫ ଏସପି ଙ୍କ ଠାରୁ ସମ୍ବର୍ଦ୍ଧିତ ||   (20-Dec-2024)       ||      ବୁଗୁଡ଼ା ଅଞ୍ଚକ ରେ ଲଗାଣ ବର୍ଷା ରେ କଟା ଧାନ ଫସଲ ନଷ୍ଟ |    (20-Dec-2024)       ||      ବାଲିଗୁଡା ଥାନା କୁଟିକିଆ ଅଞ୍ଚଳ ରୁ 120 ଏକର ଗଞ୍ଜେଇ ଗଛ ନଷ୍ଟ କଲା ପୋଲିସ |   (20-Dec-2024)       ||      ଜିଲ୍ଲା ଶିକ୍ଷା ବିଭାଗ ର ଜିଲ୍ଲା ପ୍ରକଳ୍ପ ପରିଚାଳନା ବିଭାଗ ର ବୈଠକ ଅନୁଷ୍ଠିତ |   (20-Dec-2024)       ||      ଦଣ୍ଡପଦର ଆଦର୍ଶ ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ଅନୁଷ୍ଠିତ |    (20-Dec-2024)       ||      ପୁରୁଷୋତ୍ତମପୁର ଏନଏସି ବୈଠକ ହଲ ରେ ସପ୍ତମ କାଉନ ସିଲ ବୈଠକ ଅନୁଷ୍ଠିତ |    (20-Dec-2024)       ||      ଯୋଗାଣ ସହାୟକ ନିଯୁକ୍ତି ରେ ଆଦିବାସୀ ଙ୍କୁ ପ୍ରାଥମିକତା ଦେବା ପାଈଁ ବିଡ଼ିଓ ଙ୍କୁ ଦାବି ପତ୍ର ପ୍ରଦାନ |    (20-Dec-2024)       ||     

ଖୁବ ଶୀଘ୍ର ଭାରତ ଆସିବେ ରୁଷ ରାଷ୍ଟ୍ରପତି |

20-Nov-2024

ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଖୁବଶୀଘ୍ର  ଭାରତ  ଆସିବେ  |

                  ଓଡିଶା ଜନମତ ବ୍ୟୁରୋ,

ନୂଆଦିଲ୍ଲୀ, 20/11:-- ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକ ପ୍ରିୟତା ଖାଲି ଭାରତ ବର୍ଷ ରେ ନୁହଁ ସାରା ବିଶ୍ୱରେ   ବାରିହୋଇ ପଡୁଛି | ତେଣୁ ରୁଷିଆ, ଆମେରିକା ବଡ଼ ବଡ଼  ଦେଶ ର ପ୍ରଧାନମନ୍ତ୍ରୀ  ଓ ରାଷ୍ଟ୍ରପତି ମାନେ ମୋଦିଙ୍କୁ ଏବଂ ଭାରତର ଅର୍ଥନୀତି କୁ ବେଶ ପସନ୍ଦ କରନ୍ତି |  ସେଥିପାଇଁ ରୁଷିଆ ରାଷ୍ଟ୍ରପତିଭ୍ଲାଦିମିର ପୁଟିନଙ୍କ ଖୁବଶୀଘ୍ର ଭାରତ ଗସ୍ତକରିବେ। ପୁଟିନଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି
ଖବରକୁ  ସୁନିଶ୍ଚିତ କରା ଯାଇଛି। ଏହି ଗସ୍ତ ପାଇଁ
ଖୁବଶୀଘ୍ର ନିଦ୍ଧି ନିର୍ଦ୍ଦିଷ୍ଟ ତାରିଖ ପ୍ରକାଶ କରାଯିବବୋଲି କ୍ରିମଲିନ୍ ମୁଖପାତ୍ର ଡିମିଟ୍ରି ପେସ୍କୋଭ୍କ କହିଛନ୍ତି। ସ୍ଫୁଟନିକ୍  ଦ୍ଵାରାଆୟୋଜିତ ଏକକାର୍ଯ୍ୟକ୍ର ଯୋଗ ଦେଇ ପେସ୍କୋଭ୍କହି ଛନ୍ତି ଯେ, ରୁଷିଆ ଚାଇନା ଏବଂ ଭାରତକୁ ପରସ୍ପରକୁ କିପରି ମୁକାବିଲା କରିବାକୁ କେହି ସାହସ କରିବ ନାହିଁ । “ ରୁଷିଆ ଉଭୟ ଭାରତ ଏବଂ ଚାଇନା ସହ ସମ୍ପର୍କକୁ ଗୁରୁତ୍ୱ ଦେଇଥାଏ।ରୁଷିଆ କୌଣସି ଆଞ୍ଚଳିକ କାର୍ଯ୍ୟରେ ହସ୍ତକ୍ଷେପ କରେ ନାହିଁ କିମ୍ବା ଆମେରିକା ମଧ୍ୟ କରିବାଉଚିତ ନୁହେଁ” ବୋଲି ପେସ୍କୋଭ ଏହି କାର୍ଯ୍ୟକ୍ରମରେ  କହିଛନ୍ତି ।ଭାରତଏବଂରୁଷିଆ ଏକଗୁରୁତ୍ବପୂର୍ଣ୍ଣ ପରିବର୍ତ୍ତିତ ସମୟ ଦେଇ ଗତି କରୁଛନ୍ତି । ଦୁର୍ଭାଗ୍ୟବଶତ, ଆମେ ଏପ ର୍ଯ୍ୟନ୍ତ ବହୁବିକେନ୍ଦ୍ରୀକରଣ ଦୁନିଆରେ ବାସ କରୁନାହୁଁ। ଆମେ ବର୍ଭମାନ ଏକ କେନ୍ଦ୍ରୀ କରଣରୁ ବହୁକେନ୍ଦ୍ରୀକରଣ ଦୁନିଆ ଆଡ଼କୁ ଯାଉଛୁ। କିନ୍ତୁ ଏଥୁପାଇଁ କିଛି ସମୟଲାଗିବ। ଯେଉଁଥୁପାଇଁଆନ୍ତର୍ଜାତୀୟ ସମ୍ପର୍କ, ଆନ୍ତର୍ଜାତୀୟ ଆଇନ ପାଇଁ ବର୍ତ୍ତମାନ ଏହା ବିପଦ ମଧ୍ଯ ସୃଷ୍ଟି କରିବବୋଲି ପେସ୍କୋଭ କହିଛନ୍ତି। ପେସ୍କୋଭ କହିଛନ୍ତି ଯେ, ଦ୍ଵିପାକ୍ଷିକ ବୈଠକ ପାଇଁ ଭାରତଏବଂ ଚାଇନା କାଜାନରେ ବ୍ରିକ୍ସ ସମ୍ମିଳନୀକୁ ଚୟନ କରିଥିବାରୁ ରୁଷିଆ ଆନନ୍ଦିତ, ଯାହାସମଗ୍ର ବିଶ୍ଵ ପାଇଁ ଏକ ବଡ଼ ଖବର ଥିଲା। ଏଥିସହିତ ପେସ୍କୋଭ କହିଛନ୍ତି ଯେ ଭାରତ-ରୁଷିଆରବାଣିଜ୍ୟ ଚଳିତ ବର୍ଷ ୬୦ ବିଲିୟନ ଡଲାର ମାର୍କ ଅତିକ୍ରମକରିବ। ପ୍ରଧାନମନ୍ତ୍ରୀନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରପତି ପୁଟିନଙ୍କ ମଧ୍ୟରେ ଘନିଷ୍ଠ ସମ୍ପର୍କ ରହିଛି। ଅକ୍ଟୋବରରେଅନୁଷ୍ଠିତକାଜାନ ରେ ଅନୁଷ୍ଠିତ ୧୬ ତମ ବ୍ରିକ୍ସ ସମ୍ମିଳନୀରେଦ୍ବିପାକ୍ଷିକବୈଠକ ରେ ପୁଟିନକହିଛନ୍ତି ଯେ, ସେ ଏବଂ ମୋଦି ଅନୁବାଦକ ବିନା ପରସ୍ପରକୁ ବୁଝିପାରନ୍ତି।

News Comment

You Might Also Like

BACK TO TOP