Breaking News

ମାଳ ଦ୍ୱୀପ ରେ ଫସିଥିବା ଦାଦନ ଶ୍ରମିକ ଙ୍କୁ ଉଦ୍ଧାର କରିବାଜୁ ପ୍ରଶାସନ ଙ୍କୁ ଅନୁରୋଧ |    (23-Dec-2024)       ||      ମାରଦା ମହୋତ୍ସବ ପାଈଁ ଶୁଭଖୁଣ୍ଟି ସ୍ଥାପନ |    (23-Dec-2024)       ||      କରଚୁଲି ଶିଶୁମନ୍ଦିର ର ବାର୍ଷିକ ଉତ୍ସବ ଅନୁଷ୍ଠିତ |   (23-Dec-2024)       ||      ନୂଆଁ ବର୍ଷରୁ ମାସିକିଆ ମିଳିବ ରାସନ ||   (23-Dec-2024)       ||      ପୋଲସରା ହାତୀଓଟ ଆଦର୍ଶ ବିଦ୍ୟାଳୟ ର 3ୟ ବାର୍ଷିକ ଉତ୍ସବ ଅନୁଷ୍ଠିତ |   (23-Dec-2024)       ||      ବୁଗୁଡ଼ା ବ୍ଲକ ଅଙ୍ଗନ ୱାଡି କର୍ମୀ ସମ୍ମିଳନୀ |    (23-Dec-2024)       ||      ପୋଲସରା ଏନଏସିରେ ଚଞ୍ଚକତା କରି ଧନିବ୍ୟକ୍ତି ପାଇଛନ୍ତି ଆବାସ ଯୋଜନା |    (23-Dec-2024)       ||      ସମବାୟ ମନ୍ତ୍ରୀ ଦେଲେ ସୂଚନା, ଧାନ ନଷ୍ଟ ହେଲେ ଚାଷୀ ଙ୍କୁ ମିଳିବ କ୍ଷତି ପୂରଣ |    (22-Dec-2024)       ||      ଅଦିନିଆ ବର୍ଷା ପାଣି ପଶି କଟାଯାଇଥିବା ଧାନ, ପରିବାଚାଷ କ୍ଷତିଗ୍ରସ୍ତ |    (22-Dec-2024)       ||      ପୁରୁଷୋତ୍ତମପୁର ସରସ୍ବତୀ ଶିଶୁମନ୍ଦିର ରେ ଜାତୀୟ ଗଣିତ ଦିବସ ଓ ମାତୃ କର୍ମଶାଳା ଅନୁଷ୍ଠିତ |    (22-Dec-2024)       ||      ବୁଗୁଡ଼ା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର 27ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ |    (22-Dec-2024)       ||      ବୁଗୁଡ଼ା ନିୟୁ ଏରା ପବ୍ଲିକ ସ୍କୁଲ ରେ ବାର୍ଷିକ କ୍ରୀଡା ଅନୁଷ୍ଠିତ |   (22-Dec-2024)       ||      ବୁଗୁଡ଼ା ପିପୁଲସ ହାଇସ୍କୁଲ ର 1992 ମାଟ୍ରିକ ବ୍ୟାଚ ଛାତ୍ର ଙ୍କ ପ୍ରଥମ ବନ୍ଧୁ ମିଳନ |    (22-Dec-2024)       ||      ଖଲ୍ଲିକୋଟ କନକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ |    (22-Dec-2024)       ||      ଲଗାଣ ବର୍ଷା ରେ ଚାଷୀ ବେହାଲ |    (21-Dec-2024)       ||      ପାଟ ଖଣ୍ଡା ପବ୍ଲିକ ସ୍କୁଲ ରେ 27ତମ ବାର୍ଷିକ କ୍ରୀଡା ଉଦଯାପିତ |   (21-Dec-2024)       ||      ବାଲିଗୁଡା କାଳୀ ମନ୍ଦିର ଠାରେ ଜଳିଗଲା କ୍ରିଷ୍ଣା ଘରୋଇ ବସ |    (21-Dec-2024)       ||      ଅଦିନିଆ ଲଗାଣ ବର୍ଷାରେ ଭିଜିଲା ଚାଷୀଙ୍କ କଟା ଧାନ, ଚିନ୍ତାରେ ଚାଷୀ |    (21-Dec-2024)       ||      କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଶିକ୍ଷା ମନ୍ତ୍ରୀ ଙ୍କ ପାଖରେ ଦାବୀ କଲେ ଆସ୍କା ସାଂସଦ |   (21-Dec-2024)       ||      ଲୋକସଭା ର ସରିଲା ଶୀତ ଅଧିବେଶନ ||   (21-Dec-2024)       ||     

ଇସ୍ରାଏଲ ପ୍ରଧାନମନ୍ତ୍ରୀ ଙ୍କ ଘର ଉପରକୁ ବୋମା ମାଡ଼ |

17-Nov-2024

ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ଘର ଉପରକୁ ବୋମା ମାଡ,  ପରିବାର ଲୋକେ ଅଳ୍ପକେ  ରକ୍ଷା ପାଇଲେ  |

    ଓଡିଶା ଜନମତ ବ୍ୟୁରୋ,

ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ଘରକୁ ବୋମା ମାଡ଼ । ବଗିଚାରୁ ମିଳିଲା ୨ଟି ବୋମା। ଅଳ୍ପକେ ବର୍ତ୍ତିଲେ ନେତ୍ୟାନାହୁଙ୍କ ପରିବାର।
ନେତାନ୍ୟାହୁଙ୍କ ପରିବାରର କିଛି ହୋଇନି କ୍ଷୟକ୍ଷତି ।
ଇସ୍ରାଏଲ ପ୍ରଧାନମନ୍ତ୍ରୀ
ବେଞ୍ଜାମିନ ନେତାନ୍ୟାହୁଙ୍କୁ ହତ୍ୟା ଉଦ୍ୟମ । ଘର ଭିତରୁ ମିଳିଲା ବୋମା । ତାଙ୍କ ବାସଭବନର ବଗିଚାରୁ ବୋମା ଜବତ କରାଯାଇଛି । ଉତ୍ତର ଇସ୍ରାଏଲର କେସରିୟା ରେ ଥୂବା ଇସ୍ରାଏଲ ପ୍ରଧାନ ମନ୍ତ୍ରୀଙ୍କ ଘର ଉପରେ ଫ୍ଲାଶ୍ ବୋମାରେ ଆକ୍ରମଣ କରା ଯାଇଛି । କିନ୍ତୁ ସେହି ସମୟ ରେ ତାଙ୍କ ଘରେ ବେଞ୍ଜାମିନ ନେତାନ୍ୟାହୁ ବାତାଙ୍କପରିବାର ଉପସ୍ଥିତ ନଥିଲେ । ତେବେ କୌଣସି ପ୍ରକାରର କ୍ଷୟକ୍ଷତି ହୋଇନଥିବା ଜଣାପଡ଼ିଛି । ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ, ସବୁ ସମୀ ଟପିଯାଇଛି।ଇସ୍ରାଏଲ ରାଷ୍ଟ୍ରପତି ଆଇଜାକ୍ ହେରଜୋକ୍ ଏହି ଘଟଣାକୁ କଡା ନିନ୍ଦା କରିଛନ୍ତି । ଏହାସହ ଉସୁକାଇବା ଭଳି ଏପରି ଆକ୍ରମଣ କରିବା ଘଟଣା ସବୁ ସୀମା ଟପି ଯାଇଛି। ଏହା ପୂର୍ବରୁ ଗତମାସ କେସରିୟାରେ ବେଞ୍ଜାମିନ ନେତାନ୍ୟାହୁଙ୍କ ଘରେ ଡ୍ରୋନରେ ଆକ୍ରମଣ ହୋଇଥିଲା। ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିଲା ଗତବର୍ଷ ଅକ୍ଟୋବର ୭ତାରିଖରୁ ଆତଙ୍କୀ ସଙ୍ଗଠନ ହିଜବୁଲ୍ଲା ବିରୋଧରେ ଲଢ଼େଇ ଲଢୁଛି ଇସ୍ରାଏଲା ଉଭୟ ପକ୍ଷରୁ ବାରମ୍ବାର ଆକ୍ରମଣ ପ୍ରତିଆକ୍ରମଣ ଜାରି ରହିଛି ଏୟାର ଷ୍ଟ୍ରାଇକ ଠାରୁ ଆରମ୍ଭ କରି ବୋମାମାଡ଼ ଜାରି ରହିଛି।

News Comment

You Might Also Like

BACK TO TOP