Breaking News

ସମବାୟ ମନ୍ତ୍ରୀ ଦେଲେ ସୂଚନା, ଧାନ ନଷ୍ଟ ହେଲେ ଚାଷୀ ଙ୍କୁ ମିଳିବ କ୍ଷତି ପୂରଣ |    (22-Dec-2024)       ||      ଅଦିନିଆ ବର୍ଷା ପାଣି ପଶି କଟାଯାଇଥିବା ଧାନ, ପରିବାଚାଷ କ୍ଷତିଗ୍ରସ୍ତ |    (22-Dec-2024)       ||      ପୁରୁଷୋତ୍ତମପୁର ସରସ୍ବତୀ ଶିଶୁମନ୍ଦିର ରେ ଜାତୀୟ ଗଣିତ ଦିବସ ଓ ମାତୃ କର୍ମଶାଳା ଅନୁଷ୍ଠିତ |    (22-Dec-2024)       ||      ବୁଗୁଡ଼ା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର 27ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ |    (22-Dec-2024)       ||      ବୁଗୁଡ଼ା ନିୟୁ ଏରା ପବ୍ଲିକ ସ୍କୁଲ ରେ ବାର୍ଷିକ କ୍ରୀଡା ଅନୁଷ୍ଠିତ |   (22-Dec-2024)       ||      ବୁଗୁଡ଼ା ପିପୁଲସ ହାଇସ୍କୁଲ ର 1992 ମାଟ୍ରିକ ବ୍ୟାଚ ଛାତ୍ର ଙ୍କ ପ୍ରଥମ ବନ୍ଧୁ ମିଳନ |    (22-Dec-2024)       ||      ଖଲ୍ଲିକୋଟ କନକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ |    (22-Dec-2024)       ||      ଲଗାଣ ବର୍ଷା ରେ ଚାଷୀ ବେହାଲ |    (21-Dec-2024)       ||      ପାଟ ଖଣ୍ଡା ପବ୍ଲିକ ସ୍କୁଲ ରେ 27ତମ ବାର୍ଷିକ କ୍ରୀଡା ଉଦଯାପିତ |   (21-Dec-2024)       ||      ବାଲିଗୁଡା କାଳୀ ମନ୍ଦିର ଠାରେ ଜଳିଗଲା କ୍ରିଷ୍ଣା ଘରୋଇ ବସ |    (21-Dec-2024)       ||      ଅଦିନିଆ ଲଗାଣ ବର୍ଷାରେ ଭିଜିଲା ଚାଷୀଙ୍କ କଟା ଧାନ, ଚିନ୍ତାରେ ଚାଷୀ |    (21-Dec-2024)       ||      କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଶିକ୍ଷା ମନ୍ତ୍ରୀ ଙ୍କ ପାଖରେ ଦାବୀ କଲେ ଆସ୍କା ସାଂସଦ |   (21-Dec-2024)       ||      ଲୋକସଭା ର ସରିଲା ଶୀତ ଅଧିବେଶନ ||   (21-Dec-2024)       ||      ଉତ୍ତମ ସେବା ପାଈଁ ଜରଡ଼ା ଥାନା ଷ୍ଟାଫ ଏସପି ଙ୍କ ଠାରୁ ସମ୍ବର୍ଦ୍ଧିତ ||   (20-Dec-2024)       ||      ବୁଗୁଡ଼ା ଅଞ୍ଚକ ରେ ଲଗାଣ ବର୍ଷା ରେ କଟା ଧାନ ଫସଲ ନଷ୍ଟ |    (20-Dec-2024)       ||      ବାଲିଗୁଡା ଥାନା କୁଟିକିଆ ଅଞ୍ଚଳ ରୁ 120 ଏକର ଗଞ୍ଜେଇ ଗଛ ନଷ୍ଟ କଲା ପୋଲିସ |   (20-Dec-2024)       ||      ଜିଲ୍ଲା ଶିକ୍ଷା ବିଭାଗ ର ଜିଲ୍ଲା ପ୍ରକଳ୍ପ ପରିଚାଳନା ବିଭାଗ ର ବୈଠକ ଅନୁଷ୍ଠିତ |   (20-Dec-2024)       ||      ଦଣ୍ଡପଦର ଆଦର୍ଶ ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ଅନୁଷ୍ଠିତ |    (20-Dec-2024)       ||      ପୁରୁଷୋତ୍ତମପୁର ଏନଏସି ବୈଠକ ହଲ ରେ ସପ୍ତମ କାଉନ ସିଲ ବୈଠକ ଅନୁଷ୍ଠିତ |    (20-Dec-2024)       ||      ଯୋଗାଣ ସହାୟକ ନିଯୁକ୍ତି ରେ ଆଦିବାସୀ ଙ୍କୁ ପ୍ରାଥମିକତା ଦେବା ପାଈଁ ବିଡ଼ିଓ ଙ୍କୁ ଦାବି ପତ୍ର ପ୍ରଦାନ |    (20-Dec-2024)       ||     

ବ୍ଲକ ସ୍ତରୀୟ ଜନ ଜାତୀୟ ଗୌରବ ଦିବସ ପାକିତ |

15-Nov-2024

ବ୍ଲକ ସ୍ତରୀୟ ଜନଜାତୀୟ ଗୌରବ ଦିବସ ପାଳିତ l

              ଓଡିଶା  ଜନମତ  ବ୍ୟୁରୋ,

କୁକୁଡାଖଣ୍ଡି ବ୍ଲକ ସ୍ତରୀୟ ଆଦିବାସୀ ଇଲାକାଧିନ ଅଞ୍ଚଳ ରେ ଥିବା ଆବାସିକ ବିଦ୍ୟାଳୟ ମାନଙ୍କ ରେ ଜାତୀୟ ସ୍ତରୀୟ ବିଶିଷ୍ଟ ଆଦିବାସି ନେତା ସ୍ବର୍ଗତ ଭଗବାନ ବିର୍ସାମୁଣ୍ଡା ଙ୍କ ଜନ୍ମଜୟନ୍ତୀ ଦିବସ ଏବଂ ଗ୍ରାମ ପଂଚାୟତର ସ୍ୱତନ୍ତ୍ର ପ୍ରଶିକ୍ଷଣ ଶିବିର  କୁକୁଡାଖଣ୍ଡି ଅନ୍ତର୍ଗତ କଙ୍କିଆ ପଂଚାୟତ ସରପଞ୍ଚ ଚନ୍ଦ୍ରଶେଖର ନାୟକ ଏବଂ ବନ୍ଥପଲ୍ଲୀ ରାମଗୁଡା ଆବାସିକ ବିଦ୍ୟାଳୟ ପରିସରରେ ସରପଞ୍ଚ କାମିନୀ ନାୟକଙ୍କ ସହଯୋଗ କ୍ରମେ ପାଳିତ ହୋଇଛି l ଏହି ଦିବସ ଅବସର ରେ ବିର୍ସାମୁଣ୍ଡା ଙ୍କ ସମାଜ ପ୍ରତି ଅତ୍ମୀୟତା ଏବଂ ଆଦିବାସୀ ସମ୍ପ୍ରଦାୟ ମାନଙ୍କ ନିମନ୍ତେ ନେତୃତ୍ୱ ପାଇଁ ଇଂରାଜୀ ମାନଙ୍କ ସହ ଲଢେଇ କରି ବଳିଦାନର ବିଷୟ ସମସ୍ତ ଆଦିବାସୀ ମାନଙ୍କ ମନ ରେ ଜାଗ୍ରତ ସୃଷ୍ଟି କରାଯାଇଛି l ବିର୍ସା ମୁଣ୍ଡାଙ୍କ ସାହସୀକଥା ଯୋଗୁଁ  ଆଦିବାସୀ ମାନେ ପାହାଡିଆ ଜଙ୍ଗଲ ଘେର ରେ ନିର୍ଭିକ ଭାବେ ବସବାସ କରୁଥିବା ର ବିଷୟ ଆଦିବାସୀ ଶିଶୁ ଏବଂ ପରିବାର ସଦସ୍ୟଙ୍କୁ ନେଇ ବିଦ୍ୟାଳୟ ପରିସରରେ ଏକ ଆଲୋଚନା ଚକ୍ର ରେ ସୂଚିତ କରାଯାଇଛି ଏବଂ ଅନୁସୂଚିତ ଜନଜାତି ଓ ସମାଜ ଥିବା ଅନ୍ୟାନ୍ୟ ଆଦିମ ଅଧିବାସୀ ପାଇଁ ଜୀବନ ଜୀବିକା ପାଇଁ ଜଙ୍ଗଲ ଉପରେ ଥିବା ପରମ୍ପରିକ ଅଧିକାର କୁ ସ୍ୱୀକୃତି ସହ ଆଦିବାସୀ ସଂସ୍କୃତି କୁ ସୁରକ୍ଷା କରିବା ହେଉଛି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜଙ୍ଗଲ ଏହି ଅଧିନିୟମ ର ପ୍ରମୁଖ ଉଦେଶ୍ୟ ଉପରେ ଆଲୋକପାତ କରିଥିଲେ ଏବଂ ଏହା ସାଙ୍ଗ କୁ ଆଦିବାସି ସମ୍ପ୍ରଦାୟ ଛାତ୍ରଛାତ୍ରୀ ପ୍ରାଚୀନ କାଳ ର କୁସଂସ୍କାର କୁ ଛାଡି ଆଧୁନିକ ପିଢ଼ି ରେ କିପରି ପାଠପଡା ପ୍ରତି ଗୁରୁତ୍ୱ ଦେଇ ଭବିଷ୍ୟତ ନିର୍ମାଣ କରି ସୁନାଗରିକ ହେବା ଲକ୍ଷ୍ୟ ନେଇ ସରକାର ସେମାନଙ୍କୁ ବିଭିନ୍ନ ଯୋଜନା ରେ ଅନ୍ତର୍ଭୁକ୍ତ କରି କୋଟି କୋଟି ଟଙ୍କା ରାଜସ୍ୱ ବିନିଯୋଗ କରି ଆଦିବାସୀଙ୍କ ବିକାଶ କ୍ଷେତ୍ରରେ ବିନିଯୋଗ ସହ ସଚେତନତା କରୁଛନ୍ତି l ଆଜି ଆଦିବାସୀଙ୍କ ସମ୍ପ୍ରଦାୟ ର ବୀରଯୋଦ୍ଧା ବା ବୀର ତାରକା ବିର୍ସାମୁଣ୍ଡା,ଚକରାବିଷୟୀ, ଦୋରାବିଷୟୀ,ରିଣ୍ଡୋମାଝୀ,ଧ୍ୟାନଚାନ୍ଦ,ଧରଣୀଧର ନାୟକ,ଲକ୍ଷଣ ନାୟକ, ତୁଳସୀ ମୁଣ୍ଡା ଙ୍କ ଭଳି ଅନ୍ୟାନ୍ୟ ବ୍ୟକ୍ତିଙ୍କ ସମାଜ ପ୍ରତି ଅବଦାନ ଗୌରବ ପ୍ରତି ଉପରେ ଶିଶୁ ଙ୍କ ଠାରେ ଆଦିବାସୀ ଆବାସିକ ବିଦ୍ୟାଳୟ ମାନଙ୍କ ରେ  ଠାରେ ସଚେତନତା ସୃଷ୍ଟି କରାଯାଇଛି l ଏଥିରେ କୁକୁଡାଖଣ୍ଡି ବିଡ଼ିଓ ପୋଲ୍ଲବୀ ସ୍ୱାଇଁ ମୁଖ୍ୟଅତିଥି ଭାବେ ଯୋଗଦେଇ ଆଦିବାସୀଙ୍କ ବିକାଶ ଉପରେ ସଚେତନତା କରିଥିଲେ l ଏଥିରେ ସଂମାନିତ ଅତିଥି ଭାବେ ବିଇଓ ସନ୍ତୋଷ କୁମାର ମହାପାତ୍ର,ଜିପିଓ ସୁପ୍ରଭା ସାହୁ, ସିଡିପିଓ କୁସୁମ ସାହୁ, ବିଏସଏସଓ ମନୋଜ ପ୍ରଧାନ, ସିଆରସିସି ହୃଷିକେଶ ପାଣିଗ୍ରାହୀଙ୍କ ସମେତ ଆରଆଇ ସନ୍ତୋଷ ପାଢ଼ୀ,ପିଇଓ ସୁବାସିନୀ ପାଳ,ଯୋଗାଣ ସହାୟିକା ସୁମିତ୍ରା ନାୟକ, ସ୍ୱାସ୍ଥ୍ୟ, ପରିମଳ ବିଭାଗର ମାନସ୍ବିନୀ ମହାପାତ୍ର, ସଚ୍ଚିତାନନ୍ଦ ବିଷୟୀ ଙ୍କ ସମେତ ବହୁ ବିଭାଗୀୟ ଅଧିକାରୀ ଓ ଆଦିବାସୀ ସମ୍ପ୍ରଦାୟ ବ୍ୟକ୍ତି ବିଶେଷ ଯୋଗଦେଇଥିଲେ l

News Comment

You Might Also Like

BACK TO TOP