Breaking News

ନବେ ଦଶକ ରେ ଝିଅ ଙ୍କ ହୃଦୟ ରେ ରାଜ କରୁଥିବା ଅଭିନେତା ଆଜି ବାହାଘର ପାର୍ଟିରେ କରୁଛନ୍ତି ଡେନ୍ସ |   (11-Sep-2026)       ||      ଶେରଗଡ଼ ରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ |    (10-Sep-2026)       ||      ସିଏଚ ନୂଆଙ୍ଗା ଓ ଶିକୁଳା ରେ ବିଜେପି ର ସେବା ସଂକଳ୍ପ ଅଭିଯାନ |    (10-Sep-2026)       ||      କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲକାଙ୍କୁ "ସଂସଦ ରତ୍ନ ସମ୍ମାନ |   (10-Sep-2026)       ||      ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ରେ 247ଜଣଙ୍କ ପଞ୍ଜିକରଣ ||   (10-Sep-2026)       ||      ପୃଥକ ପୃଥକ ଦୁର୍ଘଟଣା ରେ କୋଦଳା ଠାରେ ଜଣେ ମୃତ, ପାଞ୍ଚ ଗୁରୁତର,    (10-Sep-2026)       ||      ଏକ କୋଟିରୁ ଉର୍ଦ୍ଧ ଟଙ୍କାର ଗଞ୍ଜେଇ କୁ ଜବତ କଲା ପୋଲସରା ପୋଲିସ |   (10-Sep-2026)       ||      ଲାଞ୍ଜିଗଡ ରେ ପହଁଚିଲେ ଅଞ୍ଚଳ ବାସୀ, ଲୋଦ ଶିକାକା ଙ୍କ ଜାମିନ ପାଇଁ |    (10-Sep-2026)       ||      ଲୁକାୟିତ କଳାକୁ ବଜାର ଦେବା ଉପରେ ଗୁରୁତ୍ୱ ଦେବାକୁ ଆଲୋଚନା |    (10-Sep-2026)       ||      ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ, ଉଲ୍ଲାସ ଜନ ସଚେତନତା କାର୍ଯ୍ୟକ୍ରମ ||   (10-Sep-2026)       ||      ଶାରଳା ସଂସ୍କୃତ ମହା ବିଦ୍ୟାଳୟ ର 14 ତମ ପ୍ରତିଷ୍ଠା ଦିବସ ପାଳିତ ||   (10-Sep-2026)       ||      ହାତରେ ଲାଗିବନି ଅଟା, ରୁଟି କରିବାର ସହଜ ପ୍ରଣାଳୀ ||   (10-Sep-2026)       ||      17 ବର୍ଷ ରେ 1700 ରୁ ଅଧିକ ଦଣ୍ଡ ନୃତ୍ୟ ପରିବେଷଣ କରିଛନ୍ତି ଦେବେନ୍ଦ୍ର ନାଏକ ||   (10-Sep-2026)       ||      ଛୁରୀ ଦେଖାଇ ଲୁଟ ଅଭିଯୁକ୍ତ କୁ କୋର୍ଟ ଚାଲାଣ ||   (09-Sep-2026)       ||      ଗଣେଶ ପୂଜା ପାଇଁ ମୂର୍ତ୍ତି ନିର୍ମାଣ ରେ କାରିଗର ବ୍ୟସ୍ତ |    (09-Sep-2026)       ||      ସାମାନ୍ୟ କଥାକୁ ନେଇ ଜଣେ ଯୁବକଙ୍କୁ ମରଣା ନ୍ତାକ ଆକ୍ରମଣ |    (09-Sep-2026)       ||      ନାବାଳିକା ଙ୍କୁ ବଳତ୍କାର କରିବା ଅଭିଯୋଗ ରେ 20ବର୍ଷ ଜେଲ ଦଣ୍ଡ ସହ 70 ହଜାର ଜୋରିମାନା |    (09-Sep-2026)       ||      ବୈଦ୍ୟନାଥ ପୁର ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରତାରଣା କରି କୋର୍ଟ ଚାଲାଣ ||   (09-Sep-2026)       ||      ଦୁର୍ଘଟଣା ରେ ଆହତ ଦୁଇ ବ୍ୟକ୍ତି ମେଡିକାଲ ରେ ଭର୍ତ୍ତି ||   (09-Sep-2026)       ||      ପୋଲସରା ରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା -2026 ଅନୁଷ୍ଠିତ |   (09-Sep-2026)       ||     

ଖଲ୍ଲିକୋଟ ସରକାରୀ ଚାରୁ ଓକାରୁକଳା ମହାବିଦ୍ୟାଳୟ ରେ ପେପର କୋଲାଜ ଉଦଘାଟିତ ||

07-Sep-2026

ସରକାରୀ ଚାରୁ ଓ କାରୁକଳା ମହାବିଦ୍ୟାଳୟ, ଖଲ୍ଲିକୋଟରେ " :From Scrap to Creation" ପେପେର କୋଲାଜ ପ୍ରଦର୍ଶନୀ ମହାସମାରୋହରେ ଉଦଘାଟିତ।

ଓଡିଶା ଜନମତ, ମାଧବ ବେହେରା,

ଖଲ୍ଲିକୋଟ ତା ୦୭. ୦୯. ୨୦୨୬:------

  ଆଜି ସନ୍ଧ୍ୟାରେ ସରକାରୀ ଚାରୁ ଓ କାରୁକଳା ମହାବିଦ୍ୟାଳୟ ପକ୍ଷରୁ ଆୟୋଜିତ  "From Scrap to Creation " ପେପେର କୋଲାଜ ପ୍ରଦର୍ଶନୀ ଉଦଘାଟିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମକୁ ଛତ୍ରପୁର ଉପ-ଜିଲ୍ଲାପାଳ  ଶ୍ରୀଯୁକ୍ତ ଶିବାଶିଷ ବରାଳ(ଓ. ପ୍ର. ସେ ) ମୁଖ୍ୟ ଅତିଥି ଭାବେ ଯୋଗଦେଇ ରିବନକାଟି ଉଦଘାଟନ କରିଥିଲେ।

            ଶ୍ରୀଯୁକ୍ତ ବରାଳ ପ୍ରଦର୍ଶନୀରେ ପ୍ରଦର୍ଶିତ ଚିତାକର୍ଷକ ପେପେର କୋଲାଜ କଳାକୃତିଗୁଡିକ ବୁଲି ଦେଖିବା ସହ ଯୁବଚିତ୍ରଶିଳ୍ପୀମାନଙ୍କୁ  ପ୍ରଶଂସା କରିଥିଲେ। ଶ୍ରୀଯୁକ୍ତ ବରାଳ ନିଜ ଅଭିଭାଷଣରେ ଓଡିଶା କଳା ଏନ୍ତୁଡ଼ିଶାଳାର  ଏହି ଅବିନବ ପ୍ରୟାସ ନିମନ୍ତେ ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀଯୁକ୍ତ ଦେବୀ ପ୍ରସାଦ ଦାଶ ଏବଂ ସମସ୍ତ ଛାତ୍ରଛାତ୍ରୀଙ୍କୁ ଭୂୟସୀ ପ୍ରଶଂସା କରିଥିଲେ।

          ବରଣ୍ୟ ଅତିଥି ତଥା ଅନୁଷ୍ଠାନର ପ୍ରଥମ ଛାତ୍ରୀ ଶ୍ରୀମତୀ ବସନ୍ତ କୁମାରୀ ସାମନ୍ତ ମହାବିଦ୍ୟାଳୟ ସହ ନିଜର ପ୍ରାକ୍ତନ ମଧୁର ସ୍ମୃତି ଚାରଣ କରିଥିଲେ ଏବଂ ପ୍ରଦର୍ଶନୀରେ ପ୍ରଦର୍ଶିତ ସମସ୍ତ କଳାକୃତି ଦେଖି ଛାତ୍ରଛାତ୍ରୀଙ୍କୁ ସାଧୁବାଦ ଜଣାଇଥିଲେ।

          କର୍ମଶାଳାର ବିଶେଷଜ୍ଞ ଶ୍ରୀଯୁକ୍ତ ପଞ୍ଚାନନ ସୁର କର୍ମଶାଳାରେ ଅଂଶଗ୍ରହଣ କରିଥିବା ସମସ୍ତ ଛାତ୍ରଛାତ୍ରୀଙ୍କ ସହ ଅତିବାହିତ କରିଥିବା ଅନେକ ସୃଜନଚର୍ଚ୍ଚା ଓ ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କ ଚିତ୍ରିତ ଚିତାକର୍ଷକ କଳାକୃତି ସମ୍ପର୍କରେ ନିଜ ବକ୍ତବ୍ୟରେ ବ୍ୟକ୍ତ କରିଥିଲେ।

          ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଦାଶ ଉକ୍ତ କର୍ମଶାଳାକୁ ସଫଳ କରିଥିବା କରିଥିବା ସମସ୍ତ ଯୁବଶିଳ୍ପୀମାନଙ୍କୁ ଶୁଭେଚ୍ଛା  ସହ ତାଙ୍କର ଉଜ୍ୱଳ ଭବିଷ୍ୟତ ପାଇଁ କାମନା କରିଥିଲେ। ଏଥିସହ ଆଗାମୀ କର୍ମଶାଳାର ରୂପରେଖ ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ।

           ପରିଶେଷରେ ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ମନମୁଗ୍ଧକାରୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

            କାର୍ଯ୍ୟକ୍ରମରେ ଅନୁଷ୍ଠାନର  ଭାସ୍କର୍ଯ୍ୟ କଳା ବିଭାଗର ଅଧ୍ୟାପକ ଶ୍ରୀଯୁକ୍ତ ସୋମନାଥ ରାଉତ, ଭାରତୀୟ ଚିତ୍ରକଳା ବିଭାଗର ଅତିଥି ଅଧ୍ୟାପକ ଶ୍ରୀଯୁକ୍ତ ଦିନେଶ କୁମାର ସାହୁ, ଅତିଥି ଅଧ୍ୟାପିକା ମୀରା ବେହେରା,କ୍ରାଫ୍ଟସ ଓ ସେରାମିକ୍ସର ଅଧ୍ୟାପିକା ଦିପାଲି ଦେବସ୍ମିତା ଦାସ,ଭାସ୍କର୍ଯ୍ୟ କଳା ବିଭାଗର ଅତିଥି ପ୍ରଶିକ୍ଷକ ବରୁଣ ବେହେରା, ଚିତ୍ରକଳା ବିଭାଗର ପ୍ରଶିକ୍ଷକ ସଞ୍ଜୟ ସାମନ୍ତ,ଭାରତୀୟ ଚିତ୍ରକଳା ବିଭାଗର ପ୍ରଶିକ୍ଷିକା ସୁମିତ୍ରା ମହାରଣା, ମୁଦ୍ରଣ କଳା ବିଭାଗର ଅତିଥି ପ୍ରଶିକ୍ଷିକା ସ୍ମୃତିଲିପି ପ୍ରଧାନ,କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା  କରିଥିଲେ।

News Comment

You Might Also Like

BACK TO TOP