Breaking News

ନବେ ଦଶକ ରେ ଝିଅ ଙ୍କ ହୃଦୟ ରେ ରାଜ କରୁଥିବା ଅଭିନେତା ଆଜି ବାହାଘର ପାର୍ଟିରେ କରୁଛନ୍ତି ଡେନ୍ସ |   (11-Sep-2026)       ||      ଶେରଗଡ଼ ରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ |    (10-Sep-2026)       ||      ସିଏଚ ନୂଆଙ୍ଗା ଓ ଶିକୁଳା ରେ ବିଜେପି ର ସେବା ସଂକଳ୍ପ ଅଭିଯାନ |    (10-Sep-2026)       ||      କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲକାଙ୍କୁ "ସଂସଦ ରତ୍ନ ସମ୍ମାନ |   (10-Sep-2026)       ||      ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ରେ 247ଜଣଙ୍କ ପଞ୍ଜିକରଣ ||   (10-Sep-2026)       ||      ପୃଥକ ପୃଥକ ଦୁର୍ଘଟଣା ରେ କୋଦଳା ଠାରେ ଜଣେ ମୃତ, ପାଞ୍ଚ ଗୁରୁତର,    (10-Sep-2026)       ||      ଏକ କୋଟିରୁ ଉର୍ଦ୍ଧ ଟଙ୍କାର ଗଞ୍ଜେଇ କୁ ଜବତ କଲା ପୋଲସରା ପୋଲିସ |   (10-Sep-2026)       ||      ଲାଞ୍ଜିଗଡ ରେ ପହଁଚିଲେ ଅଞ୍ଚଳ ବାସୀ, ଲୋଦ ଶିକାକା ଙ୍କ ଜାମିନ ପାଇଁ |    (10-Sep-2026)       ||      ଲୁକାୟିତ କଳାକୁ ବଜାର ଦେବା ଉପରେ ଗୁରୁତ୍ୱ ଦେବାକୁ ଆଲୋଚନା |    (10-Sep-2026)       ||      ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ, ଉଲ୍ଲାସ ଜନ ସଚେତନତା କାର୍ଯ୍ୟକ୍ରମ ||   (10-Sep-2026)       ||      ଶାରଳା ସଂସ୍କୃତ ମହା ବିଦ୍ୟାଳୟ ର 14 ତମ ପ୍ରତିଷ୍ଠା ଦିବସ ପାଳିତ ||   (10-Sep-2026)       ||      ହାତରେ ଲାଗିବନି ଅଟା, ରୁଟି କରିବାର ସହଜ ପ୍ରଣାଳୀ ||   (10-Sep-2026)       ||      17 ବର୍ଷ ରେ 1700 ରୁ ଅଧିକ ଦଣ୍ଡ ନୃତ୍ୟ ପରିବେଷଣ କରିଛନ୍ତି ଦେବେନ୍ଦ୍ର ନାଏକ ||   (10-Sep-2026)       ||      ଛୁରୀ ଦେଖାଇ ଲୁଟ ଅଭିଯୁକ୍ତ କୁ କୋର୍ଟ ଚାଲାଣ ||   (09-Sep-2026)       ||      ଗଣେଶ ପୂଜା ପାଇଁ ମୂର୍ତ୍ତି ନିର୍ମାଣ ରେ କାରିଗର ବ୍ୟସ୍ତ |    (09-Sep-2026)       ||      ସାମାନ୍ୟ କଥାକୁ ନେଇ ଜଣେ ଯୁବକଙ୍କୁ ମରଣା ନ୍ତାକ ଆକ୍ରମଣ |    (09-Sep-2026)       ||      ନାବାଳିକା ଙ୍କୁ ବଳତ୍କାର କରିବା ଅଭିଯୋଗ ରେ 20ବର୍ଷ ଜେଲ ଦଣ୍ଡ ସହ 70 ହଜାର ଜୋରିମାନା |    (09-Sep-2026)       ||      ବୈଦ୍ୟନାଥ ପୁର ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରତାରଣା କରି କୋର୍ଟ ଚାଲାଣ ||   (09-Sep-2026)       ||      ଦୁର୍ଘଟଣା ରେ ଆହତ ଦୁଇ ବ୍ୟକ୍ତି ମେଡିକାଲ ରେ ଭର୍ତ୍ତି ||   (09-Sep-2026)       ||      ପୋଲସରା ରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା -2026 ଅନୁଷ୍ଠିତ |   (09-Sep-2026)       ||     

ଏକ କୋଟିରୁ ଉର୍ଦ୍ଧ ଟଙ୍କାର ଗଞ୍ଜେଇ କୁ ଜବତ କଲା ପୋଲସରା ପୋଲିସ |

10-Sep-2026

ପୋଲସରା ପୋଲିସ ଦ୍ୱାରା ଏକ କୋଟିରୁ ଉର୍ଦ୍ଧ୍ ଟଙ୍କା ମୂଲ୍ୟର ଗଞ୍ଜେଇ ଜବତ,ଜଣେ ଗିରଫ ।ଓଡିଶା ଜନ ମତ, ପୋଲସରା,

 ସନ୍ତୋଷ କୁମାର ପଣ୍ଡା:------

ପୋଲସରା ପୋଲିସ ଆଜି ଏକ କୋଟିରୁ ଉର୍ଦ୍ଧ୍ ଟଙ୍କା ମୂଲ୍ୟର ଗଞ୍ଜେଇ ଜବତ କରିଥିବା ପୁରୁଷୋତ୍ତମ ପୁର ଉପଖଣ୍ଡ ଆରକ୍ଷୀ ଅଧିକାରୀ ସୁଜିତ କୁମାର ନାୟକ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ କହିଛନ୍ତି । ଆରକ୍ଷୀ ଅଧିକାରୀ ସୁଜିତ କୁମାର ନାୟକ ଦେଇଥିବା ସୁଚନା ଅନୁଯାୟୀ ଆଜି  ପୋଲସରା ପୋଲିସ ପକ୍ଷରୁ ମଥୁରା ନିକଟସ୍ଥ ମାର୍ଦ୍ଦା ମନ୍ଦିର ନିକଟରେ ଯାନବାହାନ ଯାଞ୍ଚ ଚାଲିଥିବା ବେଳେ ମଥୁରା ପଟୁ ବୁଢ଼ାମ୍ବ ଅଭିମୁଖେ ଯାଉଥିବା ଗୋଟିଏ ଧଳା ପିକଅପ୍ ଗାଡ଼ି ନମ୍ବର ଓଡି୦୨ବିଏନ୍-୦୦୮୭ ଉପରେ ସନ୍ଦେହ ହେବାରୁ ତାକୁ ଅଟକାଇ ଯାଞ୍ଚ କରିଥିଲେ । ଯାଞ୍ଚ ସମୟରେ ଗାଡି ମଧ୍ୟରୁ ୧୧ ଟି ପଲିଥିନ ବ୍ୟାଗ ରେ ଗଞ୍ଜେଇ ଥିବା ଜଣା ପଡିଥିଲା । ଉକ୍ତ ଗଞ୍ଜେଇ ର ଓଜନ ୫ . ୮୨ କ୍ଵିଣ୍ଟାଲ ଏବଂ ଆନୁମାନିକ ମୂଲ୍ୟ ଏକ କୋଟିରୁ ଉର୍ଦ୍ଧ୍ ଟଙ୍କା ହେବ ବୋଲି ଶ୍ରୀ ନାୟକ କହିଛନ୍ତି । ଗାଡି କୁ ଅଟକାଇବା ସମୟରେ ଗାଡି ଚାଳକ ସମେତ ଗାଡ଼ିରେ ବସିଥିବା ଅନ୍ୟ ଜଣେ ଦୌଡ଼ି ପଳାଇବାକୁ ଉଦ୍ୟମ କରିବା ସମୟରେ ପୋଲିସ ଜଣଙ୍କୁ ଧରିବାରେ ସକ୍ଷମ ହୋଇଥିଲେ । ପୋଲିସ ହାତରେ ଧରା ପଡ଼ିଥିବା ବ୍ୟକ୍ତି ଙ୍କ ନାମ ଚିତ୍ର ଷଣ୍ଢ ଏବଂ ତାଙ୍କ ଘର କନ୍ଧମାଳ ଜିଲ୍ଲା ର ଫିରିଙ୍ଗିଆ ଥାନା ଅନ୍ତର୍ଗତ ଟେଟେକାପଦର/ପାଟପୁର ବୋଲି କହିଛି । ତେବେ ଗାଡ଼ି ଚାଳକ ଫେରାର ହୋଇଯାଇଛି । ତାକୁ ଶୀଘ୍ର ଗିରଫ୍ କରାଯିବ ବୋଲି ମଧ୍ୟ ଆରକ୍ଷୀ ଅଧିକାରୀ କହିଛନ୍ତି । ପୋଲିସ ଚିତ୍ର ଷଣ୍ଢ କୁ କୋର୍ଟ ଚାଲାଣ କରିବା ସହିତ ଗଞ୍ଜେଇ , ପିକଅପ୍ ଗାଡ଼ି ଓ ଗୋଟିଏ ମୋବାଇଲ ଫୋନ ଜବତ କରିଛି । ପୋଲିସ  ୫୩୬/୨୦୨୬  ନମ୍ବର ମୋକଦ୍ଦମା ରୁଜ୍ଜୁ କରି ଅଧିକ ତଦନ୍ତ କରୁଛି । ଆରକ୍ଷୀ ଅଧିକାରୀ ସୁଜିତ କୁମାର ନାୟକ ଏହି ସୂଚନା ଦେବା ସମୟରେ ଥାନା ଅଧିକାରୀ କୌଶିକ ମାଝୀ , ଏସ‌୍ଆଇ ସଂଗ୍ରାମ କେଶରୀ ସେଠୀ ଙ୍କ ସମେତ ଅନ୍ୟ ଆରକ୍ଷୀ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

News Comment

You Might Also Like

BACK TO TOP