Breaking News

ବ୍ଳକ ପ୍ରଶାସନ ତରଫରୁ ସମ୍ଭାବ୍ୟ ବାତ୍ୟାକୁ ନେଇ 40ଜଣଙ୍କୁ ସ୍ଥାନାନ୍ତର |    (27-Oct-2026)       ||      ପୋଖରୀ ଗାଡ଼ ୱାଲ ନିର୍ମାଣ କୁ ନେଇ ବିବାଦ ||   (27-Oct-2026)       ||      ଜାତୀୟ ଏକତା ଦିବସରେ ସ୍ୱତନ୍ତ୍ର ଟ୍ରେନରେ ଏକତା ନଗର କୁ ଯାତ୍ରା କଲେ 150ରୁ ଉର୍ଦ୍ଧ ନାଗରିକ |    (27-Oct-2026)       ||      ସମ୍ଭାବ୍ୟ ବାତ୍ୟା"ଅର୍ଣ୍ଣବ `ମୁକାବିଲା ପାଇଁ ଗଞ୍ଜାମ ପ୍ରଶାସନର ପ୍ରସ୍ତୁତି ସମୀକ୍ଷା    (27-Oct-2026)       ||      ଭସାଣି ଯାତ୍ରା ସହ ସମପନା ହେଲା ଲଉଡ଼ି ଦର୍ହା ରେ କୁମାର ପୂର୍ଣ୍ଣିମା ରାବଣ ପୋଡି ||   (27-Oct-2026)       ||      ଗଞ୍ଜାମ ଜିଲ୍ଲପାଳ ଓ ପୋର୍ଟ କର୍ତ୍ତୃପକ୍ଷ ଙ୍କ ଆର୍ଯ୍ୟପଲୀ ଜେଟି ଓ ଗୋପାଳ ପୁର ବାତ୍ୟା ଆଶ୍ରୟ ସ୍ତଳ ପରିଦର୍ଶନ କଲେ |   (27-Oct-2026)       ||      ଭକ୍ତିମୟ ପରିବେଶ ରେ ଗଣ୍ଡଳା ଗ୍ରାମରେ ମା ଗଜଲକ୍ଷ୍ମୀ ଙ୍କ ପୂଜା ଅନୁଷ୍ଠିତ |    (27-Oct-2026)       ||      କୋଦଳା ଏନଏସି ଅଞ୍ଚଳ ରେ ଧନ ଦାତ୍ରୀ ମା ଗଜଲକ୍ଷ୍ମୀ ଙ୍କ ପୂଜା ||   (26-Oct-2026)       ||      ମାଝୀ ଗୁଡା ଜୁଆ ଆଡ୍ଡାରେ ପୋଲିସି ର ଚଢ଼ାଉ, 4ଯୁଆଡ଼ି ସହ ଟଙ୍କା, ମୋବାଇଲ ଓ ବାଇକ ଜବତ ||   (26-Oct-2026)       ||      ପାଇକମାଳ ବିଡ଼ିଓ ଙ୍କ ବିରୁଦ୍ଧରେ ମାଡ଼ ଅଭିଯୋଗ ରେ ଉଭୟ ପକ୍ଷରୁ ଥାନରେ ମାମଲା ରୁଜୁ ||   (26-Oct-2026)       ||      ରାଜବୋଡା ସମ୍ବର ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଜିଲ୍ଲା ପାଳ ଙ୍କ ଅଭିଯୋଗ ଶୁଣାଣି |   (26-Oct-2026)       ||      ଦୁର୍ନୀତି ନିବାରଣ ତଥା ସାଧୁତାର ଶପଥ ପାଠ କରାଗଲା ବରଗଡ ଜିଲ୍ଳାର ସମସ୍ତ କାର୍ଯ୍ୟାଳୟ ରେ |    (26-Oct-2026)       ||      ପାଇକ ମାଳ ବ୍ଲକରେ ବିଜେଡିବର ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ |   (26-Oct-2026)       ||      ହଳଦିଆ ପଦର ଓଭର ବ୍ରିଜ ରେ ପିଛା ଛାଡ଼ୁନି ଦୁର୍ଘଟଣା |   (26-Oct-2026)       ||      ଡ଼ାଇକି ଛକ ନିକଟରେ ଅଟୋ ବାଇକ ଧକ୍କା ||   (25-Oct-2026)       ||      ବର୍ଷା ଯୋଗୁଁ ସୋମବାରେ ଖୋଲିବାକୁ ଥିବା କଳିଙ୍ଗ ଘାଟି ରାସ୍ତା କିଛିଦିନ ପରେ ଖୋଲିବ    (25-Oct-2026)       ||      ନିଜ ପିଲାଙ୍କ ବିଷୟ ରେ ଏକ ଅଲଗା କଥା କହିଲେ ତୁକାରାମ ମୁଣ୍ଡେ |    (25-Oct-2026)       ||      ଆର ଏଣ୍ଡ ବି ର ନିର୍ବାହୀ ଯନ୍ତ୍ରୀ ତପନ ସେଠୀ ଭିଜିଲାନ୍ସ ରେ ଧରା ପଡିଲେ ||   (25-Oct-2026)       ||      "ସାବୁତ ନିଯୋଗ ଇଷ୍ଟେଟ ଚେସ ବ୍ୟାଟଲ ସିଜନ -1ରେ ପୁରୀରେ ଶୁଭମ ରଥ ଚାମ୍ପିୟାନ |   (25-Oct-2026)       ||      ମହିଳା ସ୍ୱୟଂ ସହାୟିକା ଗୋଷ୍ଟି ର ନୂତନ ଷ୍ଟେସେନେରୀ ଦୋକାନ କୁ ଉଦଘାଟନ କଲେ ବ୍ରହ୍ମପୁର ମେୟର |   (25-Oct-2026)       ||     

ବ୍ଳକ ପ୍ରଶାସନ ତରଫରୁ ସମ୍ଭାବ୍ୟ ବାତ୍ୟାକୁ ନେଇ 40ଜଣଙ୍କୁ ସ୍ଥାନାନ୍ତର |

27-Oct-2026

ସମ୍ଭାବ୍ୟ ବାତ୍ୟା କୁ ନେଇ ପ୍ରଶାସନ ତରଫ ରୁ 40 ଜଣଙ୍କୁ ସ୍ଥାନାନ୍ତର 

 ଓଡିଶା ଜନମତ,ଖଲ୍ଲିକୋଟ, 27/10,ମାଧବ ବେହେରା :-----

ବାତ୍ୟା ଅର୍ଣ୍ଣବ କୁ ନେଇ ପ୍ରଶାସନ ତରଫରୁ ଖଲ୍ଲିକୋଟ ବି ଦି ଓ ଦେବାଶିଷ ସାମଲ ଓ ଖଲ୍ଲିକୋଟ ତହସିଲଦାର ଦି ମାଲେଶ୍ୱର ପାତ୍ର  ସମେତ ଲାଇନ ଅଫିସର ମାନେ ଖଲ୍ଲିକୋଟ ବ୍ଲକ ର 16 ଗୋଟି ବାତ୍ୟା ଆଶ୍ରୟ ସ୍ଟଲ ପରିଦର୍ଶନ କରି ଆବଶ୍ୟକ ପାନୀୟ ଜଳ ବିଜୁଳି ଓ ଗୋ ଖାଦ୍ୟ ସମେତ ସାପ କାମୁଡା ଇଞ୍ଜେକ୍ସନ ବ୍ୟବସ୍ଥା ର ସମୀକ୍ଷା କରିଥିବା ବେଳେ ଖଲ୍ଲିକୋଟ ବ୍ଲକ ର ଚିଲିକା କୂଳରେ ଥିବା ବାତ୍ୟା ଆଶ୍ରୟ ସ୍ଥଳୀ କୁ 40 ଜଣ ଲୋକଙ୍କୁ ସ୍ଥାନାନ୍ତର କରାଯିବା ସହ ରାତି ସୁଧା ବିଭିନ୍ନ ସ୍ଥାନାନ୍ତର ଜାରି ରହିବ ବୋଲି ବି ଦି ଓ ଶ୍ରୀ ସମଳ ସୂଚନା ଦେଇଛନ୍ତି |ପଂଚାୟତ ଅଧିକାରୀ ଓ ରାଜସ୍ବ ନିରୀକ୍ଷକ ଙ୍କ ସହ ତହସିଲଦାର କଛା ଘର ଗୁଡିକ ଠାବ କରିବା ପାଇଁ ପଦକ୍ଷେପ ନେଉଥିବା ପ୍ରକାଶ ଏବଂ ଚିଲିକା କୂଳକୁ ଯାଇ ସମସ୍ତ ଡ଼ଙ୍ଗା କୁ କୂଳକୁ ଆଣିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି |ସମସ୍ତ କର୍ମଚାରୀ ଙ୍କ ଛୁଟୁ କୁ ବାତିଲ କରିବା ସହ ସମସ୍ତ ବିଦ୍ୟାଳୟ ଗୁଡିକ ସଜାଗ ରହିଛି |ସକାଳୁ ବର୍ଷା ଲାଗି ରହିବା ସହ ସନ୍ଧ୍ୟା ସୁଧା 21 ମି ମି ବର୍ଷା ରେକର୍ଡ ହୋଇଥିବା ବେଳେ ବର୍ଷା ଲାଗି ରହିଛି |ସେହିପରି ବାତ୍ୟା ଜନିତ ସମସ୍ୟା ମୁକାବିଲା ପାଇଁ ଅଗ୍ନି ଶମ ବାହିନୀ ଓ ଓଡ୍ରାଫ ଟିମ କୁ ସମସ୍ତ ଯନ୍ତ୍ରପାତି ସହ ସଜାଗ ରଖା ଯାଇଛି | ଆସନ୍ନ ପ୍ରଶାବା ମାନଙ୍କ ମଧ୍ୟରୁ 22 ଜଣ ଗର୍ଭବତୀ ମହିଳା ଙ୍କୁ ଖଲ୍ଲିକୋଟ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ରେ ରଖା ଯାଇଥିବା ମେଡିକାଲ ସୂତ୍ର ରୁ ଜଣା ପଡ଼ିଛି |

News Comment

You Might Also Like

BACK TO TOP