Breaking News

ନବେ ଦଶକ ରେ ଝିଅ ଙ୍କ ହୃଦୟ ରେ ରାଜ କରୁଥିବା ଅଭିନେତା ଆଜି ବାହାଘର ପାର୍ଟିରେ କରୁଛନ୍ତି ଡେନ୍ସ |   (11-Sep-2026)       ||      ଶେରଗଡ଼ ରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ |    (10-Sep-2026)       ||      ସିଏଚ ନୂଆଙ୍ଗା ଓ ଶିକୁଳା ରେ ବିଜେପି ର ସେବା ସଂକଳ୍ପ ଅଭିଯାନ |    (10-Sep-2026)       ||      କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲକାଙ୍କୁ "ସଂସଦ ରତ୍ନ ସମ୍ମାନ |   (10-Sep-2026)       ||      ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ରେ 247ଜଣଙ୍କ ପଞ୍ଜିକରଣ ||   (10-Sep-2026)       ||      ପୃଥକ ପୃଥକ ଦୁର୍ଘଟଣା ରେ କୋଦଳା ଠାରେ ଜଣେ ମୃତ, ପାଞ୍ଚ ଗୁରୁତର,    (10-Sep-2026)       ||      ଏକ କୋଟିରୁ ଉର୍ଦ୍ଧ ଟଙ୍କାର ଗଞ୍ଜେଇ କୁ ଜବତ କଲା ପୋଲସରା ପୋଲିସ |   (10-Sep-2026)       ||      ଲାଞ୍ଜିଗଡ ରେ ପହଁଚିଲେ ଅଞ୍ଚଳ ବାସୀ, ଲୋଦ ଶିକାକା ଙ୍କ ଜାମିନ ପାଇଁ |    (10-Sep-2026)       ||      ଲୁକାୟିତ କଳାକୁ ବଜାର ଦେବା ଉପରେ ଗୁରୁତ୍ୱ ଦେବାକୁ ଆଲୋଚନା |    (10-Sep-2026)       ||      ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ, ଉଲ୍ଲାସ ଜନ ସଚେତନତା କାର୍ଯ୍ୟକ୍ରମ ||   (10-Sep-2026)       ||      ଶାରଳା ସଂସ୍କୃତ ମହା ବିଦ୍ୟାଳୟ ର 14 ତମ ପ୍ରତିଷ୍ଠା ଦିବସ ପାଳିତ ||   (10-Sep-2026)       ||      ହାତରେ ଲାଗିବନି ଅଟା, ରୁଟି କରିବାର ସହଜ ପ୍ରଣାଳୀ ||   (10-Sep-2026)       ||      17 ବର୍ଷ ରେ 1700 ରୁ ଅଧିକ ଦଣ୍ଡ ନୃତ୍ୟ ପରିବେଷଣ କରିଛନ୍ତି ଦେବେନ୍ଦ୍ର ନାଏକ ||   (10-Sep-2026)       ||      ଛୁରୀ ଦେଖାଇ ଲୁଟ ଅଭିଯୁକ୍ତ କୁ କୋର୍ଟ ଚାଲାଣ ||   (09-Sep-2026)       ||      ଗଣେଶ ପୂଜା ପାଇଁ ମୂର୍ତ୍ତି ନିର୍ମାଣ ରେ କାରିଗର ବ୍ୟସ୍ତ |    (09-Sep-2026)       ||      ସାମାନ୍ୟ କଥାକୁ ନେଇ ଜଣେ ଯୁବକଙ୍କୁ ମରଣା ନ୍ତାକ ଆକ୍ରମଣ |    (09-Sep-2026)       ||      ନାବାଳିକା ଙ୍କୁ ବଳତ୍କାର କରିବା ଅଭିଯୋଗ ରେ 20ବର୍ଷ ଜେଲ ଦଣ୍ଡ ସହ 70 ହଜାର ଜୋରିମାନା |    (09-Sep-2026)       ||      ବୈଦ୍ୟନାଥ ପୁର ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରତାରଣା କରି କୋର୍ଟ ଚାଲାଣ ||   (09-Sep-2026)       ||      ଦୁର୍ଘଟଣା ରେ ଆହତ ଦୁଇ ବ୍ୟକ୍ତି ମେଡିକାଲ ରେ ଭର୍ତ୍ତି ||   (09-Sep-2026)       ||      ପୋଲସରା ରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା -2026 ଅନୁଷ୍ଠିତ |   (09-Sep-2026)       ||     

ପୃଥକ ପୃଥକ ଦୁର୍ଘଟଣା ରେ କୋଦଳା ଠାରେ ଜଣେ ମୃତ, ପାଞ୍ଚ ଗୁରୁତର,

10-Sep-2026

କୋଦଳା ଠାରେ ପୃଥକ ପୃଥକ ଦୁର୍ଘଟଣାରେ ଜଣେ ମୃତ, 5 ଗୁରୁତର

ଜନମତ ଓଡିଶା, କୋଦଳା : 10/09/2020

ନରେନ୍ଦ୍ର ନାଥ ଗୌଡ଼ 
କୋଦଳା :10/09/26 : ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ କୋଦଳା-ଖଲ୍ଲିକୋଟ ରାଜ୍ୟ ରାଜପଥ ଏବଂ କୋଦଳା ଠାରୁ ସିଂହାଂସନୀ ରାସ୍ତାରେ ଗୁରୁବାର ଦିନ ଦୁଇଟି ପୃଥକ ଦୁର୍ଘଟଣା ଘଟି ଜଣେ ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ ପାଞ୍ଚଜଣ  ଗୁରୁତର ଆହତ ହୋଇଛନ୍ତି l ପ୍ରାପ୍ତ ସୂଚନାରୁ ପ୍ରକାଶ ଆଜି ଅପରାହ୍ନ ପ୍ରାୟ 1:30 ସମୟରେ କଞ୍ଚଣା ପଟୁ କୋଦଳା ଅଭିମୁଖେ ଆସୁଥିବା ଏକ ହାଇୱା କୋଦଳା ଲୁହାଶଙ୍ଖ ନିକଟରେ ସାଇକେଲ ରେ ଆସୁଥିବା ଜଣେ ବ୍ୟକ୍ତିଙ୍କୁ ଧକ୍କା ଦେଇଥିଲା l ଫଳରେ ଘଟଣାସ୍ଥଳରେ ସାଇକେଲ ଆରୋହୀଙ୍କ ମୃତ୍ୟ ଘଟିଥିଲା l ଘଟଣାସ୍ଥଳରେ କୋଦଳା ପୁଲିସ ପହଞ୍ଚି ହାଇୱା ଜବତ କରି ଡ୍ରାଇଭରକୁ ଅଟକକହିଥିବାବେଳେ ମୃତକଙ୍କ ପରିଚୟ ଜଣାପଡ଼ିନାହିଁ l ଅନ୍ୟପକ୍ଷରେ ଆଜି ସକାଳ 10 ଘଣ୍ଟ ସମୟ ରେ ଏକ ଯାତ୍ରୀବାହି ଅଟୋ ଓଲଟି ଚାରିଜଣ ମହିଳା ଓ ଜଣେ ପୁରୁଷ ଗୁରୁତର ଆହତ ହୋଇ ବ୍ରହ୍ମପୁର ବଡମେଡିକାଲ ସ୍ଥାନାନ୍ତର ହୋଇଥିବା ଜଣାପଡ଼ିଛି l ସୂଚନା ପ୍ରକାରେ ବର୍ତ୍ତମାନ ବିଲକାମ ଚାଲିଥିବା ବେଳେ କୋଦଳା ଖଲାଡି ସାହିର କିଛି ମହିଳା ନିଜ ପରିବାର ଚଳାଇବାବା ପାଇଁ ଅର୍ଥ ସଂଗ୍ରହ ନିମନ୍ତେ ବାଘୁଆ ପାହାଡ ନିକଟ କୁ ଧାନ ବାଛିବା ନିମନ୍ତେ ଯାଇଥିଲେ ! କାର୍ଯ୍ୟ ଶେଷ ହେବା ପରେ ରାସ୍ତା ଉପରକୁ ଆସି କୋଦଳା ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହି ଅଟକୁ ହାତ ମାରି କୋଦଳା ନେଇଯିବା କହିଥିଲେ, ଡ୍ରାଇଭରଙ୍କ ସହମତି  କ୍ରମେ 5 ଜଣ ଉକ୍ତ ଅଟୋରେ ବସିଥିଲେ l କିଛିବାଟ ଗଲାପରେ ବାଘୁଆ ଭୂଇଁଢିମିରା ବାଙ୍କ ନିକଟରେ କୌଣସି କାରଣରୁ ଅଟୋଟି ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡିଥିଲା l ସେଠାରୁ କୌଣସି  ପ୍ରକାରେ ଆହତଙ୍କୁ ଆଣି କୋଦଳା ମେଡିକାଲରେ ଭର୍ତ୍ତି କରାଯାଇଥିଲା l  ଅଟୋରେ ବସିଥିବା ଅମୁଲ୍ୟ ନାହାକ (45)ଙ୍କ ବାମ ହାତ ଭାଙ୍ଗି ଯାଇଥିବା ବେଳେ ସୁନି ନାହାକ(37)ଙ୍କ ଡାହାଣ ଗୋଡ଼,ଉରୀ ନାହାକ(30)ଙ୍କ ମୁଣ୍ଡ,ରଞ୍ଜନ ସାହୁ (35) ଙ୍କ ଗୋଡ଼ ମାଡ଼, ଝୁନୁ ବେହେରା (45)ଙ୍କ ହାତ ଓ ଛାତି ରେ ଆଘାତ ଲାଗିଥିଲା l କିନ୍ତୁ ଅବସ୍ଥା ଗୁରୁତର ଥିବାରୁ ତୁରନ୍ତ ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ଼ ମେଡିକାଲ ପଠାଇ ଦିଆଯାଇଛି l ଦୁର୍ଘଟଣା ଘଟିଥିବା ଯାତ୍ରୀବାହି ଅଟୋଟିକୁ ପୋଲିସ ଗିରଫ କରିବା ସହିତ ଡ୍ରାଇଭରକୁ ଅଟକ ରଖିଥିବା ଜଣାପଡ଼ିଛି l

News Comment

You Might Also Like

BACK TO TOP