Breaking News

ନବେ ଦଶକ ରେ ଝିଅ ଙ୍କ ହୃଦୟ ରେ ରାଜ କରୁଥିବା ଅଭିନେତା ଆଜି ବାହାଘର ପାର୍ଟିରେ କରୁଛନ୍ତି ଡେନ୍ସ |   (11-Sep-2026)       ||      ଶେରଗଡ଼ ରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ |    (10-Sep-2026)       ||      ସିଏଚ ନୂଆଙ୍ଗା ଓ ଶିକୁଳା ରେ ବିଜେପି ର ସେବା ସଂକଳ୍ପ ଅଭିଯାନ |    (10-Sep-2026)       ||      କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲକାଙ୍କୁ "ସଂସଦ ରତ୍ନ ସମ୍ମାନ |   (10-Sep-2026)       ||      ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ରେ 247ଜଣଙ୍କ ପଞ୍ଜିକରଣ ||   (10-Sep-2026)       ||      ପୃଥକ ପୃଥକ ଦୁର୍ଘଟଣା ରେ କୋଦଳା ଠାରେ ଜଣେ ମୃତ, ପାଞ୍ଚ ଗୁରୁତର,    (10-Sep-2026)       ||      ଏକ କୋଟିରୁ ଉର୍ଦ୍ଧ ଟଙ୍କାର ଗଞ୍ଜେଇ କୁ ଜବତ କଲା ପୋଲସରା ପୋଲିସ |   (10-Sep-2026)       ||      ଲାଞ୍ଜିଗଡ ରେ ପହଁଚିଲେ ଅଞ୍ଚଳ ବାସୀ, ଲୋଦ ଶିକାକା ଙ୍କ ଜାମିନ ପାଇଁ |    (10-Sep-2026)       ||      ଲୁକାୟିତ କଳାକୁ ବଜାର ଦେବା ଉପରେ ଗୁରୁତ୍ୱ ଦେବାକୁ ଆଲୋଚନା |    (10-Sep-2026)       ||      ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ, ଉଲ୍ଲାସ ଜନ ସଚେତନତା କାର୍ଯ୍ୟକ୍ରମ ||   (10-Sep-2026)       ||      ଶାରଳା ସଂସ୍କୃତ ମହା ବିଦ୍ୟାଳୟ ର 14 ତମ ପ୍ରତିଷ୍ଠା ଦିବସ ପାଳିତ ||   (10-Sep-2026)       ||      ହାତରେ ଲାଗିବନି ଅଟା, ରୁଟି କରିବାର ସହଜ ପ୍ରଣାଳୀ ||   (10-Sep-2026)       ||      17 ବର୍ଷ ରେ 1700 ରୁ ଅଧିକ ଦଣ୍ଡ ନୃତ୍ୟ ପରିବେଷଣ କରିଛନ୍ତି ଦେବେନ୍ଦ୍ର ନାଏକ ||   (10-Sep-2026)       ||      ଛୁରୀ ଦେଖାଇ ଲୁଟ ଅଭିଯୁକ୍ତ କୁ କୋର୍ଟ ଚାଲାଣ ||   (09-Sep-2026)       ||      ଗଣେଶ ପୂଜା ପାଇଁ ମୂର୍ତ୍ତି ନିର୍ମାଣ ରେ କାରିଗର ବ୍ୟସ୍ତ |    (09-Sep-2026)       ||      ସାମାନ୍ୟ କଥାକୁ ନେଇ ଜଣେ ଯୁବକଙ୍କୁ ମରଣା ନ୍ତାକ ଆକ୍ରମଣ |    (09-Sep-2026)       ||      ନାବାଳିକା ଙ୍କୁ ବଳତ୍କାର କରିବା ଅଭିଯୋଗ ରେ 20ବର୍ଷ ଜେଲ ଦଣ୍ଡ ସହ 70 ହଜାର ଜୋରିମାନା |    (09-Sep-2026)       ||      ବୈଦ୍ୟନାଥ ପୁର ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରତାରଣା କରି କୋର୍ଟ ଚାଲାଣ ||   (09-Sep-2026)       ||      ଦୁର୍ଘଟଣା ରେ ଆହତ ଦୁଇ ବ୍ୟକ୍ତି ମେଡିକାଲ ରେ ଭର୍ତ୍ତି ||   (09-Sep-2026)       ||      ପୋଲସରା ରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା -2026 ଅନୁଷ୍ଠିତ |   (09-Sep-2026)       ||     

ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ, ଉଲ୍ଲାସ ଜନ ସଚେତନତା କାର୍ଯ୍ୟକ୍ରମ ||

10-Sep-2026

ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ-ଉଲ୍ଲାସ ଜନସଚେତନତା ପଦଯାତ୍ରା

ଓଡିଶା ଜନମତ,କନ୍ଧମାଳ, ତା, ୧୦/୦୯:

ସଞ୍ଜୟ କୁମାର ପାଣିଗ୍ରାହୀ : -----

ଅନ୍ତର୍ଜାତିକ ପକ୍ଷ ପାଳନ ଅବସରରେ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ-ଉଲ୍ଲାସ ଜନସଚେତନତା ପଦଯାତ୍ରା  ମହାସମାରୋହରେ ପାଳନ ହୋଇଯାଇଛି । ଜିଲ୍ଲା ଶିକ୍ଷାଧୁକାରୀ, କନ୍ଧମାଳ ଙ୍କ ଅନୁରୋଧ କ୍ରମେ କନ୍ଧମାଳ  ଜିଲ୍ଲାପାଳ ବେଦଭୂଷଣ ଏହି କାର୍ଯ୍ୟକ୍ରମ କୁ ଉଦଘାଟନ କରି ପତାକା ଦେଖାଇ ପଦଯାତ୍ରା ରାଲି କୁ ଆରମ୍ଭ କରିଥିଲେ । ଏଥିରେ ସଞ୍ଜୟ କୁମାର ପାତ୍ର, ଜିଲ୍ଲା ଶାରିରୀକ ଶିକ୍ଷା ଅଧୁକାରୀ, କନ୍ଧମାଳ, ସିମାଞ୍ଚଳ ସ୍ବାଇଁ, ବିଜ୍ଞାନ ନିରିକ୍ଷକ, କନ୍ଧମାଳ ଏବଂ ସମସ୍ତ ସ୍କାଉଟ ଶିକ୍ଷକ, ଜୁନିୟର ରେଡକ୍ରସ କାଉନସେଲର, ଶାରିରୀକ ଶିକ୍ଷକ ମାନେ ଉପସ୍ଥିତ ରହି କାର୍ଯ୍ୟକୁ ସଫଳ ମଣ୍ଡିତ କରିଥିଲେ । ପ୍ରାୟ ୨୦୦ ଜଣ ସ୍କାଉଟ, ଗାଇଡ, ଜୁନିୟର ରେଡକ୍ରସ ଏବଂ ଏନସିସି ତଥା ସିଭିଲିଆନ ଛାତ୍ର ଛାତ୍ରୀମାନେ ସ୍ଲୋଗାନ ଦେଇ ସମଗ୍ର ଫୁଲବାଣୀ ନଗର ପରିକ୍ରମା କରିଥିଲେ । ପଦଯାତ୍ରା ରାଲି ଜିଲ୍ଲାପାଳ କାର୍ଯ୍ୟ।ଳୟ ଠାରୁ ଆରମ୍ଭ ହୋଇ ମାଷ୍ଟରପଡା ଛକ, କଣ୍ଟ୍ରାକ୍ଟର ପଡା ଛକ, ମେଡିକାଲ ଛକ ହୋଇ ଏ.ଜେ.ଓ. ଉଚ୍ଚ ବିଦ୍ୟାଳୟ ନିକଟରେ ପହଞ୍ଚି ଥୁଲା । ଉକ୍ତ କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ହେଉଛି କନ୍ଧମାଳ ଜିଲ୍ଲାର ସମସ୍ତ ପନ୍ଦର ବର୍ଷରୁ ଉର୍ଦ୍ଧ ଅଣ ସାକ୍ଷର ପ୍ରୌଢ ମହିଳା ଏବଂ ପୁରୁଷ ମାନେ ଭାରତ ସରକାରଙ୍କ ଦ୍ବାରା ପରିଚାଳିତ ନବ ଭାରତ ସାକ୍ଷରତା-ଉଲ୍ଲାସ କାର୍ଯ୍ୟକ୍ରମରେ ସାମିଲ ହେବେ ଏବଂ ଶିକ୍ଷିତ ହୋଇ ଶିକ୍ଷିତ ହେବାର ପ୍ରମାଣପତ୍ର ପାଇବେ ଯାହା ଫଳରେ ସମଗ୍ର କନ୍ଧମାଳ ଜିଲ୍ଲା ଶତ ପ୍ରତିଶତ ସାକ୍ଷର ଘୋଷିତ ହୋଇ ପାରିବ ।

News Comment

You Might Also Like

BACK TO TOP