Breaking News

ନବେ ଦଶକ ରେ ଝିଅ ଙ୍କ ହୃଦୟ ରେ ରାଜ କରୁଥିବା ଅଭିନେତା ଆଜି ବାହାଘର ପାର୍ଟିରେ କରୁଛନ୍ତି ଡେନ୍ସ |   (11-Sep-2026)       ||      ଶେରଗଡ଼ ରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ |    (10-Sep-2026)       ||      ସିଏଚ ନୂଆଙ୍ଗା ଓ ଶିକୁଳା ରେ ବିଜେପି ର ସେବା ସଂକଳ୍ପ ଅଭିଯାନ |    (10-Sep-2026)       ||      କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲକାଙ୍କୁ "ସଂସଦ ରତ୍ନ ସମ୍ମାନ |   (10-Sep-2026)       ||      ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ରେ 247ଜଣଙ୍କ ପଞ୍ଜିକରଣ ||   (10-Sep-2026)       ||      ପୃଥକ ପୃଥକ ଦୁର୍ଘଟଣା ରେ କୋଦଳା ଠାରେ ଜଣେ ମୃତ, ପାଞ୍ଚ ଗୁରୁତର,    (10-Sep-2026)       ||      ଏକ କୋଟିରୁ ଉର୍ଦ୍ଧ ଟଙ୍କାର ଗଞ୍ଜେଇ କୁ ଜବତ କଲା ପୋଲସରା ପୋଲିସ |   (10-Sep-2026)       ||      ଲାଞ୍ଜିଗଡ ରେ ପହଁଚିଲେ ଅଞ୍ଚଳ ବାସୀ, ଲୋଦ ଶିକାକା ଙ୍କ ଜାମିନ ପାଇଁ |    (10-Sep-2026)       ||      ଲୁକାୟିତ କଳାକୁ ବଜାର ଦେବା ଉପରେ ଗୁରୁତ୍ୱ ଦେବାକୁ ଆଲୋଚନା |    (10-Sep-2026)       ||      ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ, ଉଲ୍ଲାସ ଜନ ସଚେତନତା କାର୍ଯ୍ୟକ୍ରମ ||   (10-Sep-2026)       ||      ଶାରଳା ସଂସ୍କୃତ ମହା ବିଦ୍ୟାଳୟ ର 14 ତମ ପ୍ରତିଷ୍ଠା ଦିବସ ପାଳିତ ||   (10-Sep-2026)       ||      ହାତରେ ଲାଗିବନି ଅଟା, ରୁଟି କରିବାର ସହଜ ପ୍ରଣାଳୀ ||   (10-Sep-2026)       ||      17 ବର୍ଷ ରେ 1700 ରୁ ଅଧିକ ଦଣ୍ଡ ନୃତ୍ୟ ପରିବେଷଣ କରିଛନ୍ତି ଦେବେନ୍ଦ୍ର ନାଏକ ||   (10-Sep-2026)       ||      ଛୁରୀ ଦେଖାଇ ଲୁଟ ଅଭିଯୁକ୍ତ କୁ କୋର୍ଟ ଚାଲାଣ ||   (09-Sep-2026)       ||      ଗଣେଶ ପୂଜା ପାଇଁ ମୂର୍ତ୍ତି ନିର୍ମାଣ ରେ କାରିଗର ବ୍ୟସ୍ତ |    (09-Sep-2026)       ||      ସାମାନ୍ୟ କଥାକୁ ନେଇ ଜଣେ ଯୁବକଙ୍କୁ ମରଣା ନ୍ତାକ ଆକ୍ରମଣ |    (09-Sep-2026)       ||      ନାବାଳିକା ଙ୍କୁ ବଳତ୍କାର କରିବା ଅଭିଯୋଗ ରେ 20ବର୍ଷ ଜେଲ ଦଣ୍ଡ ସହ 70 ହଜାର ଜୋରିମାନା |    (09-Sep-2026)       ||      ବୈଦ୍ୟନାଥ ପୁର ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରତାରଣା କରି କୋର୍ଟ ଚାଲାଣ ||   (09-Sep-2026)       ||      ଦୁର୍ଘଟଣା ରେ ଆହତ ଦୁଇ ବ୍ୟକ୍ତି ମେଡିକାଲ ରେ ଭର୍ତ୍ତି ||   (09-Sep-2026)       ||      ପୋଲସରା ରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା -2026 ଅନୁଷ୍ଠିତ |   (09-Sep-2026)       ||     

ସିଏଚ ନୂଆଙ୍ଗା ଓ ଶିକୁଳା ରେ ବିଜେପି ର ସେବା ସଂକଳ୍ପ ଅଭିଯାନ |

10-Sep-2026

ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ସିଏଚ ନୂଆଙ୍ଗା  ରେ ବିଜେପିର ସେବା ସଂକଳ୍ପ ଅଭିଯାନ  | 
(ଏଠାରୁ ବାଜିଲା ବିଗୁଲ ପଞ୍ଚାୟତ ନିର୍ବାଚନ ପାଇଁ |
ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ସିଏଚ ନୂଆଙ୍ଗା ଓ ଶିକୁଳା ପଞ୍ଚାୟତ ରେ ବିଜେପି ର ପାଣ୍ଡିଆ ମଣ୍ଡଳ ସଭାପତି ପ୍ରଶାନ୍ତ କୁମାର ସ୍ୱାଇଁ ଓ ମଣ୍ଡଳ ସାଧାରଣ ସମ୍ପାଦକ ରାଜୀବ କୁମାର ବେହେରା, ଏବଂ  ସିଏଚ ନୂଆଙ୍ଗା ସମିତି ସଭ୍ୟା ଓ ଜିଲ୍ଲା ବିଜେପି ର ମହିଳା ସମ୍ପାଦକ ଆଭା ପରିଡା ଙ୍କ ମିଳିତ  ସଂଯୋଜନା ରେ ଏହି ବୈଠକ  ସେଠାରେ ଥିବା  ଶିବମନ୍ଦିର ପରିସରରେ ଅନୁଷ୍ଠିତ ହୋଇ ଥିଲା  | ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ, ସମ୍ମାନିତ ଅତିଥି ଭାବେ   ବିଜେପି ରାଜ୍ୟ ସମ୍ପାଦକ ପୃଥ୍ଵୀରାଜ ମହାପାତ୍ର, ଗଞ୍ଜାମ ଜିଲ୍ଲା ପ୍ରଭାରୀ  ପ୍ରକାଶ ମଙ୍ଗରାଜ,ଜିଲ୍ଲା ସାଧାରଣ ସମ୍ପାଦକ  ଶ୍ରୀକାନ୍ତ କୁମାର ପଣ୍ଡା, ପାଣ୍ଡିଆ ସରପଞ୍ଚ ସନ୍ତୋଷ  ସେଠୀ,, ଜିଲ୍ଲା ଉପସଭାପତି ଶ୍ରୀକାନ୍ତ ମହାପାତ୍ର, ଲିଟୁନ୍ଦାଶ ପ୍ରମୁଖ ମଞ୍ଚାସିନ  ଥିଲେ | ପ୍ରଥମେ ବିଧାୟକ ଏହି କାର୍ଯ୍ୟକ୍ରମ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ 25 ବର୍ଷ ର  ସୁଶାସନ ଯାହା ଗୁଜରାଟ ରେ ମୁଖ୍ୟମନ୍ତ୍ରୀ ଭାବେ 13 ବର୍ଷ ଏବଂ ପ୍ରଧାନମନ୍ତ୍ରୀ ଭାବେ 12 ବର୍ଷ  ର ସୁଶାସନ  ଉପରେ ଆଲୋକ ପାତ କରିଥିଲେ | ତାଙ୍କରି  ନିତୀ ନିୟମ କୁ  ପାଳନ କରି ଆଗେଇ ଯିବାକୁ ମତ ଦେଇ ଥିଲେ | ରାଜ୍ୟ ସମ୍ପାଦକ ମଧ୍ୟ କର୍ମୀ ମାନେ  ସଚେତନ ହୋଇବୁଥ ସ୍ତର ରୁ କାର୍ଯ୍ୟଆରମ୍ଭ କଲେ ମୋଦିଜୀ ଙ୍କ ସବୁ ଜନହିତକର  କାର୍ଯ୍ୟକ୍ରମ ରେସାମିଲ ହୋଇ ତାର ଫାଇଦା ପାଇ ପାରିବେ ବୋଲି ମତ ଦେଇଥିଲେ ||ଏହା ସହ ପ୍ରଭାରୀ ମଧ୍ୟ ଅନୁରୂପ ମତ ଦେଇଥିଲେ | ଶେଷରେ ବୁଥ ସ୍ତର କୁ ମଜବୁତ କରି ଆଗକୁ ବଢିବାକୁ ଉପଦେଶ ଦେଇଥିଲେ ||ଏହି କାର୍ଯ୍ୟକ୍ରମ ରେ ବୁଥ ଓ ମଣ୍ଡଳ  ସ୍ତରୀୟ  ବହୁ କର୍ମକର୍ତ୍ତା , ମହିଳା ସଦସ୍ୟା ମାନେ ଉପସ୍ଥିତ ହୋଇ ଥିଲେ | କିନ୍ତୁ ବିଧାୟକ ଯେତେ ମନା କଲେ ମଧ୍ୟ ଜନ ସାଧାରଣ  ଙ୍କ ମତ ଯେ ରାଜ୍ୟ ସରକାର ଙ୍କ ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା  ପରେ ଏହା ଆଗାମୀ  ପଞ୍ଚାୟତ ନିର୍ବାଚନ ନିମନ୍ତେ  ବୁଥ ସ୍ତର ରୁ  ଏହା ଆରମ୍ଭ କରିବାକୁ ବିଗୁଲ ବାଜିଲା ବୋଲି  ସବୁଠି  ଚର୍ଚ୍ଚା ହେଉଛି  |

News Comment

You Might Also Like

BACK TO TOP