Breaking News

ଜ୍ୟୋତିଷ ବିଶାରଦ ବାଇକୋଳି ଙ୍କ 116ତମ ଜୟନ୍ତୀ ପାଳିତ |    (23-Dec-2024)       ||      ମାଳ ଦ୍ୱୀପ ରେ ଫସିଥିବା ଦାଦନ ଶ୍ରମିକ ଙ୍କୁ ଉଦ୍ଧାର କରିବାଜୁ ପ୍ରଶାସନ ଙ୍କୁ ଅନୁରୋଧ |    (23-Dec-2024)       ||      ମାରଦା ମହୋତ୍ସବ ପାଈଁ ଶୁଭଖୁଣ୍ଟି ସ୍ଥାପନ |    (23-Dec-2024)       ||      କରଚୁଲି ଶିଶୁମନ୍ଦିର ର ବାର୍ଷିକ ଉତ୍ସବ ଅନୁଷ୍ଠିତ |   (23-Dec-2024)       ||      ନୂଆଁ ବର୍ଷରୁ ମାସିକିଆ ମିଳିବ ରାସନ ||   (23-Dec-2024)       ||      ପୋଲସରା ହାତୀଓଟ ଆଦର୍ଶ ବିଦ୍ୟାଳୟ ର 3ୟ ବାର୍ଷିକ ଉତ୍ସବ ଅନୁଷ୍ଠିତ |   (23-Dec-2024)       ||      ବୁଗୁଡ଼ା ବ୍ଲକ ଅଙ୍ଗନ ୱାଡି କର୍ମୀ ସମ୍ମିଳନୀ |    (23-Dec-2024)       ||      ପୋଲସରା ଏନଏସିରେ ଚଞ୍ଚକତା କରି ଧନିବ୍ୟକ୍ତି ପାଇଛନ୍ତି ଆବାସ ଯୋଜନା |    (23-Dec-2024)       ||      ସମବାୟ ମନ୍ତ୍ରୀ ଦେଲେ ସୂଚନା, ଧାନ ନଷ୍ଟ ହେଲେ ଚାଷୀ ଙ୍କୁ ମିଳିବ କ୍ଷତି ପୂରଣ |    (22-Dec-2024)       ||      ଅଦିନିଆ ବର୍ଷା ପାଣି ପଶି କଟାଯାଇଥିବା ଧାନ, ପରିବାଚାଷ କ୍ଷତିଗ୍ରସ୍ତ |    (22-Dec-2024)       ||      ପୁରୁଷୋତ୍ତମପୁର ସରସ୍ବତୀ ଶିଶୁମନ୍ଦିର ରେ ଜାତୀୟ ଗଣିତ ଦିବସ ଓ ମାତୃ କର୍ମଶାଳା ଅନୁଷ୍ଠିତ |    (22-Dec-2024)       ||      ବୁଗୁଡ଼ା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର 27ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ |    (22-Dec-2024)       ||      ବୁଗୁଡ଼ା ନିୟୁ ଏରା ପବ୍ଲିକ ସ୍କୁଲ ରେ ବାର୍ଷିକ କ୍ରୀଡା ଅନୁଷ୍ଠିତ |   (22-Dec-2024)       ||      ବୁଗୁଡ଼ା ପିପୁଲସ ହାଇସ୍କୁଲ ର 1992 ମାଟ୍ରିକ ବ୍ୟାଚ ଛାତ୍ର ଙ୍କ ପ୍ରଥମ ବନ୍ଧୁ ମିଳନ |    (22-Dec-2024)       ||      ଖଲ୍ଲିକୋଟ କନକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ |    (22-Dec-2024)       ||      ଲଗାଣ ବର୍ଷା ରେ ଚାଷୀ ବେହାଲ |    (21-Dec-2024)       ||      ପାଟ ଖଣ୍ଡା ପବ୍ଲିକ ସ୍କୁଲ ରେ 27ତମ ବାର୍ଷିକ କ୍ରୀଡା ଉଦଯାପିତ |   (21-Dec-2024)       ||      ବାଲିଗୁଡା କାଳୀ ମନ୍ଦିର ଠାରେ ଜଳିଗଲା କ୍ରିଷ୍ଣା ଘରୋଇ ବସ |    (21-Dec-2024)       ||      ଅଦିନିଆ ଲଗାଣ ବର୍ଷାରେ ଭିଜିଲା ଚାଷୀଙ୍କ କଟା ଧାନ, ଚିନ୍ତାରେ ଚାଷୀ |    (21-Dec-2024)       ||      କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଶିକ୍ଷା ମନ୍ତ୍ରୀ ଙ୍କ ପାଖରେ ଦାବୀ କଲେ ଆସ୍କା ସାଂସଦ |   (21-Dec-2024)       ||     

ବାଲିଗୁଡା ମା ଠାକୁରାଣୀ ମନ୍ଦିର କମିଟି ତରଫରୁ ବୈଠକ ଅନୁଷ୍ଠିତ |

29-Nov-2024

ମା’ ଠାକୁରାଣୀ ମନ୍ଦିର କମିଟି ତରଫରୁ ବୈଠକ,

                 ଓଡିଶା  ଜନମତ   ବ୍ୟୁରୋ, 

ବାଲିଗୁଡା, ୨୯/୧୧): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ମା’ଠାକୁରାଣୀ ମନ୍ଦିର କମିଟି ପକ୍ଷରୁ ଶୁକ୍ରବାର ଡୁଲୁରୀଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ କମିଟିର ତଥା ବଣିକ ସଂଘର ସଭାପତି ଲଡ଼ୁ କିଶୋର ସାହୁଙ୍କ ଅଧ୍ୟକ୍ଷତାରେ ସମ୍ପାଦକ ଭଗବାନ ସାହୁ ସଭା ପରିଚାଳନା କରିଥିଲେ। ମୁଖ୍ୟ ଅତିଥି ଭାବେ ଦାରିଙ୍ଗବାଡ଼ି ସରପଞ୍ଚ ତଥା କାର୍ଯ୍ୟକାରୀ ସଭାପତି ଚନ୍ଦ୍ରିକା ମଲିକ ଯୋଗଦେଇ ଥିବାବେଳେ ଅନ୍ୟତମ ଅତିଥି ଭାବେ ଭାଜପା ମଣ୍ଡଳ ସଭାପତି ସନ୍ତୋଷ କୁମାର ସାହୁ, ଜଳେଶ୍ୱର ବାବା ବୋଲବମ୍‌ ସଂଘର ସଭାପତି ପ୍ରଦୀପ କୁମାର ସାହୁ ଭାଗବତ ଟୁଙ୍ଗିର ସଭାପତି ସରୋଜ ସାହୁ, ଟୁକୁନା ସାହୁ, ପ୍ରମୋଦ ସାହୁ, ମଣ୍ଟୁ ସାହୁ ପ୍ରମୁଖ ଯୋଗ ଦେଇ ମା’ ଠାକୁରାଣୀଙ୍କ ମନ୍ଦିର ଅର୍ଦ୍ଧ ନିର୍ମିତ ରହିଛି ତାକୁ କିଭଳି ସମ୍ପୂର୍ଣ୍ଣ କରାଯିବା ସହ ନୀତିକାନ୍ତିରେ ପୂଜାର୍ଚ୍ଚନା କରାଯିବା ସହ ଦୈନିକ ଭୋଗ ଲାଗି କରାଯିବା ଆଦି ଆଲୋଚନା କରାଯାଇଥିଲା। ଚଳିତ ବର୍ଷ ବଡ଼ ଧୂମ୍‌ଧାମରେ ଏହି ଠାକୁରାଣୀ ଯାତ୍ରା ଅନୁଷ୍ଠିତ ହୋଇଥିଲା। ପୁଣି ଆଗାମୀ  ୩ ବର୍ଷ ପରେ ଏହି ଯାତ୍ରା କିଭଳି ବଡ଼ ଧୂମ୍‌ଧାମରେ ପାଳନ କରାଯିବ ଓ ଯୁବପିଢ଼ି ଏହାକୁ କିଭଳି ଆଗକୁ ନେବେ ସେ ସମ୍ପର୍କରେ ଆଲୋଚନା କରାଯାଇ ଥିଲା। କାର୍ଯ୍ୟକ୍ରମରେ ଅଞ୍ଚଳର ଅନେକ ଲୋକ ଯୋଗଦାନ କରି ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ।

News Comment

You Might Also Like

BACK TO TOP