Breaking News

ନବେ ଦଶକ ରେ ଝିଅ ଙ୍କ ହୃଦୟ ରେ ରାଜ କରୁଥିବା ଅଭିନେତା ଆଜି ବାହାଘର ପାର୍ଟିରେ କରୁଛନ୍ତି ଡେନ୍ସ |   (11-Sep-2026)       ||      ଶେରଗଡ଼ ରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ |    (10-Sep-2026)       ||      ସିଏଚ ନୂଆଙ୍ଗା ଓ ଶିକୁଳା ରେ ବିଜେପି ର ସେବା ସଂକଳ୍ପ ଅଭିଯାନ |    (10-Sep-2026)       ||      କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲକାଙ୍କୁ "ସଂସଦ ରତ୍ନ ସମ୍ମାନ |   (10-Sep-2026)       ||      ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ରେ 247ଜଣଙ୍କ ପଞ୍ଜିକରଣ ||   (10-Sep-2026)       ||      ପୃଥକ ପୃଥକ ଦୁର୍ଘଟଣା ରେ କୋଦଳା ଠାରେ ଜଣେ ମୃତ, ପାଞ୍ଚ ଗୁରୁତର,    (10-Sep-2026)       ||      ଏକ କୋଟିରୁ ଉର୍ଦ୍ଧ ଟଙ୍କାର ଗଞ୍ଜେଇ କୁ ଜବତ କଲା ପୋଲସରା ପୋଲିସ |   (10-Sep-2026)       ||      ଲାଞ୍ଜିଗଡ ରେ ପହଁଚିଲେ ଅଞ୍ଚଳ ବାସୀ, ଲୋଦ ଶିକାକା ଙ୍କ ଜାମିନ ପାଇଁ |    (10-Sep-2026)       ||      ଲୁକାୟିତ କଳାକୁ ବଜାର ଦେବା ଉପରେ ଗୁରୁତ୍ୱ ଦେବାକୁ ଆଲୋଚନା |    (10-Sep-2026)       ||      ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ, ଉଲ୍ଲାସ ଜନ ସଚେତନତା କାର୍ଯ୍ୟକ୍ରମ ||   (10-Sep-2026)       ||      ଶାରଳା ସଂସ୍କୃତ ମହା ବିଦ୍ୟାଳୟ ର 14 ତମ ପ୍ରତିଷ୍ଠା ଦିବସ ପାଳିତ ||   (10-Sep-2026)       ||      ହାତରେ ଲାଗିବନି ଅଟା, ରୁଟି କରିବାର ସହଜ ପ୍ରଣାଳୀ ||   (10-Sep-2026)       ||      17 ବର୍ଷ ରେ 1700 ରୁ ଅଧିକ ଦଣ୍ଡ ନୃତ୍ୟ ପରିବେଷଣ କରିଛନ୍ତି ଦେବେନ୍ଦ୍ର ନାଏକ ||   (10-Sep-2026)       ||      ଛୁରୀ ଦେଖାଇ ଲୁଟ ଅଭିଯୁକ୍ତ କୁ କୋର୍ଟ ଚାଲାଣ ||   (09-Sep-2026)       ||      ଗଣେଶ ପୂଜା ପାଇଁ ମୂର୍ତ୍ତି ନିର୍ମାଣ ରେ କାରିଗର ବ୍ୟସ୍ତ |    (09-Sep-2026)       ||      ସାମାନ୍ୟ କଥାକୁ ନେଇ ଜଣେ ଯୁବକଙ୍କୁ ମରଣା ନ୍ତାକ ଆକ୍ରମଣ |    (09-Sep-2026)       ||      ନାବାଳିକା ଙ୍କୁ ବଳତ୍କାର କରିବା ଅଭିଯୋଗ ରେ 20ବର୍ଷ ଜେଲ ଦଣ୍ଡ ସହ 70 ହଜାର ଜୋରିମାନା |    (09-Sep-2026)       ||      ବୈଦ୍ୟନାଥ ପୁର ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରତାରଣା କରି କୋର୍ଟ ଚାଲାଣ ||   (09-Sep-2026)       ||      ଦୁର୍ଘଟଣା ରେ ଆହତ ଦୁଇ ବ୍ୟକ୍ତି ମେଡିକାଲ ରେ ଭର୍ତ୍ତି ||   (09-Sep-2026)       ||      ପୋଲସରା ରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା -2026 ଅନୁଷ୍ଠିତ |   (09-Sep-2026)       ||     

ବାହା ମଳ ତ୍ୟାଗ ଉପରେ ବ୍ରହ୍ମପୁର ପୌର ପରିଷଦ ର କାର୍ଯ୍ୟାନୁଷ୍ଠାନ ନିତୀ କୋହଳ |

06-Sep-2026

ପୌରପରିଷଦର ବାହ୍ୟ ମଳତ୍ୟାଗ ଉପରେ କାର୍ଯ୍ୟାନୁଷ୍ଠାନ ନୀତି  କୋହଳ ।
ହିଞ୍ଜିଳିକାଟୁ ପୌରାଞ୍ଚଳରେ ଜନତାଙ୍କ ପାଇଁ  ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ମାଣ କରାଯାଇଛି  ସୁଲଭ ଶୌଚାଳୟ । ପୁର୍ବ ସରକାରଙ୍କ ଅମଳରେ  ଶୌଚାଳୟ ଗୁଡ଼ିକ ଲୋକଙ୍କ ସକାଶେ ଦେୟ ମୁକ୍ତ କରାଯାଇଛି  । ତେବେ ଏହିସବୁ ଶୌଚାଳୟ ଥିଲେ ମଧ୍ୟ କୌଣସି ନା କୌଣସି କାରଣରୁ କାମରେ ଆସୁନଥିବା ଜଣାପଡିଛି । ଯାଦ୍ବାର ପୌରାଞ୍ଚଳର ବହୁ ସ୍ଥାନରେ ବାହ୍ୟ ମଳତ୍ୟାଗ କରିବା ଦେଖିବା ମିଳିଛି । ପ୍ରକାଶଥାଉକି ରାଜ୍ୟବ୍ୟାପି ସହରାଞ୍ଚଳ ଜନସମ୍ପର୍କ ଓ ନାଗରିକ ଭାଗୀଦାରୀ କାର୍ଯକ୍ରମ ହିଞ୍ଜିଳିକାଟୁ ଅଞ୍ଚଳର ୧ ନମ୍ବର ଓ୍ବାର୍ଡ ଠାରୁ ୨୧ ନମ୍ବର ୱାର୍ଡ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଥିବା କଲ୍ୟାଣ ମଣ୍ଡପ ଠାରେ ଲୋକଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସରକାରଙ୍କ ବିଭିନ୍ନ ଲୋକ କଲ୍ୟାଣକାରୀ ଯୋଜନା ସମ୍ପର୍କରେ କେବଳ ଲୋକଙ୍କୁ ମଧ୍ୟ ଅବଗତ କରାଯାଇଥିଲା ।  ଫୋଟ ଉଠାଇ  ଏବଂ ଖଣ୍ଡେ କାଗଜରେ ଏହି ସଚେତନତା ଦିଆଗଲା ।ସେହିଭଳି ଏହି ଉପଲକ୍ଷେ ପୌରପରିଷଦ ତରଫରୁ ସମୂହ ସଫେଇ ଅଭିଯାନ କାର୍ଯକ୍ରମର ଫୋଟ ଗୁଡ଼ିକ ମଧ୍ୟ  ବିଭାଗୀୟ ଅଧିକାରୀଙ୍କୁ ସେୟାର କରି କାମ ସମ୍ପୂର୍ଣ୍ଣ କରିଛନ୍ତି । କିନ୍ତୁ ସଫେଇ କାର୍ଯ୍ୟକ୍ରମ ସୁଚାରୁରୂପେ ସଫଳ ରୂପାୟନ ବେଳେ ବାହ୍ୟ ମଳତ୍ୟାଗ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି । ବାହ୍ୟ ମଳତ୍ୟାଗ କରିବା ବ୍ୟକ୍ତିଙ୍କ  ଉପରେ  ଆଖି ଦୃଷ୍ଟିଆ ପଦକ୍ଷେପ ନିଆଯାଇନଥିବା କିମ୍ବା ତଣ୍ଡ ଆଦାୟ କରାଯାଇନଥିବା ରହିଛି ବରଂ ସେମାନଙ୍କ ପ୍ରତି ସହାନୁଭୂତି ରହିଛି ବୋଲି  ଜଣାପଡୁଛି । ଅନ୍ୟ ପଟରୁ ସହରାଞ୍ଚଳରେ ଥିବା ବସଷ୍ଟାଣ୍ଡ ନିକଟରେ ଥିବା ଶୌଚାଳୟ ଭୋର ୫ଘଣ୍ଟ ଠାରୁ ରାତ୍ରି ପ୍ରାୟ ୯ ଘଣ୍ଟ ପର୍ଯ୍ୟନ୍ତ ଖୋଲା ଥିବା ବେଳେ ବାକି ସବୁ ଶୌଚାଳୟ କଥା ନକହିବା ଭଲ । ଶୌଚାଳୟ ଗୁଡିକର ସିସିଟିଭି  ଏବଂ ଦାୟିତ୍ୱରେ ଥିବା ବ୍ୟକ୍ତି କିମ୍ବା ଯେ କୌଣସି ସଂସ୍ଥା ତରଫରୁ ଉଚିତ ପଦକ୍ଷେପ ହୋଇଥାନ୍ତା କିମ୍ବା ବାହ୍ୟ ମଳତ୍ୟାଗକାରୀ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥାନ୍ତା ତେବେ ପୌରପରିଷଦ ହିଞ୍ଜିଳିକାଟୁ ବାହ୍ୟ ମଳତ୍ୟାଗ କ୍ଷେତ୍ରରେ ସମ୍ପୂର୍ଣ୍ଣ ସଫଳ ହୋଇପାରିଥାନ୍ତା ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

News Comment

You Might Also Like

BACK TO TOP