Breaking News

ନବେ ଦଶକ ରେ ଝିଅ ଙ୍କ ହୃଦୟ ରେ ରାଜ କରୁଥିବା ଅଭିନେତା ଆଜି ବାହାଘର ପାର୍ଟିରେ କରୁଛନ୍ତି ଡେନ୍ସ |   (11-Sep-2026)       ||      ଶେରଗଡ଼ ରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ |    (10-Sep-2026)       ||      ସିଏଚ ନୂଆଙ୍ଗା ଓ ଶିକୁଳା ରେ ବିଜେପି ର ସେବା ସଂକଳ୍ପ ଅଭିଯାନ |    (10-Sep-2026)       ||      କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲକାଙ୍କୁ "ସଂସଦ ରତ୍ନ ସମ୍ମାନ |   (10-Sep-2026)       ||      ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ରେ 247ଜଣଙ୍କ ପଞ୍ଜିକରଣ ||   (10-Sep-2026)       ||      ପୃଥକ ପୃଥକ ଦୁର୍ଘଟଣା ରେ କୋଦଳା ଠାରେ ଜଣେ ମୃତ, ପାଞ୍ଚ ଗୁରୁତର,    (10-Sep-2026)       ||      ଏକ କୋଟିରୁ ଉର୍ଦ୍ଧ ଟଙ୍କାର ଗଞ୍ଜେଇ କୁ ଜବତ କଲା ପୋଲସରା ପୋଲିସ |   (10-Sep-2026)       ||      ଲାଞ୍ଜିଗଡ ରେ ପହଁଚିଲେ ଅଞ୍ଚଳ ବାସୀ, ଲୋଦ ଶିକାକା ଙ୍କ ଜାମିନ ପାଇଁ |    (10-Sep-2026)       ||      ଲୁକାୟିତ କଳାକୁ ବଜାର ଦେବା ଉପରେ ଗୁରୁତ୍ୱ ଦେବାକୁ ଆଲୋଚନା |    (10-Sep-2026)       ||      ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ, ଉଲ୍ଲାସ ଜନ ସଚେତନତା କାର୍ଯ୍ୟକ୍ରମ ||   (10-Sep-2026)       ||      ଶାରଳା ସଂସ୍କୃତ ମହା ବିଦ୍ୟାଳୟ ର 14 ତମ ପ୍ରତିଷ୍ଠା ଦିବସ ପାଳିତ ||   (10-Sep-2026)       ||      ହାତରେ ଲାଗିବନି ଅଟା, ରୁଟି କରିବାର ସହଜ ପ୍ରଣାଳୀ ||   (10-Sep-2026)       ||      17 ବର୍ଷ ରେ 1700 ରୁ ଅଧିକ ଦଣ୍ଡ ନୃତ୍ୟ ପରିବେଷଣ କରିଛନ୍ତି ଦେବେନ୍ଦ୍ର ନାଏକ ||   (10-Sep-2026)       ||      ଛୁରୀ ଦେଖାଇ ଲୁଟ ଅଭିଯୁକ୍ତ କୁ କୋର୍ଟ ଚାଲାଣ ||   (09-Sep-2026)       ||      ଗଣେଶ ପୂଜା ପାଇଁ ମୂର୍ତ୍ତି ନିର୍ମାଣ ରେ କାରିଗର ବ୍ୟସ୍ତ |    (09-Sep-2026)       ||      ସାମାନ୍ୟ କଥାକୁ ନେଇ ଜଣେ ଯୁବକଙ୍କୁ ମରଣା ନ୍ତାକ ଆକ୍ରମଣ |    (09-Sep-2026)       ||      ନାବାଳିକା ଙ୍କୁ ବଳତ୍କାର କରିବା ଅଭିଯୋଗ ରେ 20ବର୍ଷ ଜେଲ ଦଣ୍ଡ ସହ 70 ହଜାର ଜୋରିମାନା |    (09-Sep-2026)       ||      ବୈଦ୍ୟନାଥ ପୁର ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରତାରଣା କରି କୋର୍ଟ ଚାଲାଣ ||   (09-Sep-2026)       ||      ଦୁର୍ଘଟଣା ରେ ଆହତ ଦୁଇ ବ୍ୟକ୍ତି ମେଡିକାଲ ରେ ଭର୍ତ୍ତି ||   (09-Sep-2026)       ||      ପୋଲସରା ରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା -2026 ଅନୁଷ୍ଠିତ |   (09-Sep-2026)       ||     

ଜାଗିଲି ପଦର ଗାଁର ବିଧବା, ନିରାଶ୍ରୟ ବିଷ୍ଣୁ ପ୍ରିୟା କୁ ଆବାସ ଯୋଜନା ଏଜନ୍ମ ରେ ମିଳିଵତ??? |

01-Sep-2026

ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାହାପାଇଁ,ବେସାହାରା ବିଧବା ବିଷ୍ନୁପ୍ରିୟା  | 

 ଓଡିଶା ଜନ ମତ,କୋଦଳା : 01.09.2026, 

ନରେନ୍ଦ୍ର ନାଥ ଗୌଡ଼ :---

 ରାଜ୍ୟ ସରକାର  ଦାରିଦ୍ର ସୀମାରେଖା ତଳେ ରହିଥିବା ଗରିବ, ନିରାଶ୍ରୟ, ଜନ ସାଧାରଣ ଙ୍କ ପାଈଁ ବହୁ ଯୋଜନା ପ୍ରଣୟନ କରିଛନ୍ତି |  ହେଲେ ତାର ସୁଫଳ ପାଇ ପାରୁନାହାନ୍ତି ପ୍ରକୃତ ଗରିବ, ବିଧବା, ନିରାଶ୍ରୟ,  ବ୍ୟକ୍ରି ବିଶେଷ ଙ୍କ ପାଖରେ | ଯିଏ  ବ୍ଲକରେ ଦଲାଲ କରୁଥିବା ବ୍ୟକ୍ତି ଙ୍କୁ ଅର୍ଥ ଦେଇ ପାରିବ ସେହିଁ ଏହି ଯୋଜନାର ଲାଭ ପାଇ ପାରିବ |କିନ୍ତୁ ଅନ୍ୟମାନେ ନୁହନ୍ତି  |ତେବେ ଏହାଉପରେ ବିଡ଼ିଓ ମଧ୍ୟ କିଛି ଅନୁଧ୍ୟାନ  ନକରି କେବଳ ଫମ୍ପା ଆଶା ଦେଖେଇବା କେତେଦୂର ଯୁକ୍ତି ଯୁକ୍ତ ଅଟେ ||ଏପରି ଏକ ସମ୍ବେଦନ ଶିଳ ଘଟଣା ଦେଖିବାକୁ ମିଳିଛି ବେଗୁନିଆପଡା ବ୍ଲକ ଅନ୍ତର୍ଗତ କlଳିମେଘି  ଗ୍ରାମପଞ୍ଚାୟତର ଜାଗିଲିପଦର ଗ୍ରାମରେ | ସେଠାରେବାସ କରୁଥିବା ବିଧବା ବିଷ୍ନୁପ୍ରିୟା ଗୌଡ଼, ସ୍ୱାମୀ -ବଂଶୀଧର  ଗୌଡ଼, ଭଙ୍ଗା ଟିଣ ଘରେ ଦିନମଜୁରିଆ ଭାବେ ଦିନକଟାଉଛନ୍ତି ,|ତାଙ୍କର ସାହାରା ବୋଲି କେହିନାହାନ୍ତି |ଘର ଖଣ୍ଡିଏ କରିବା ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ବହୁଥର ଚେଷ୍ଟା କରି ବିଫଳ ହେଉଛନ୍ତି |ବ୍ଲକ ରେ ବିଡ଼ିଓ ଙ୍କୁ ସାକ୍ଷାତ କରି ବହୁଥର ଗୁହାରି ଜଣାଇଲେଣି  | କିନ୍ତୁ ମିଳିବ ବୋଲି ଭରସା ମିଳୁଛି, ପ୍ରକୃତରେ ପ୍ରଧାନମନ୍ତ୍ରୀ ଆବାସ ମିଳୁନାହିଁ |ଘରଖଣ୍ଡେ ସରକାରଙ୍କ ତରଫରୁ ମିଳିଲେ ଟିକିଏ ଭଲରେ ଚଳିପରିବେ | ଏହା ଉପରେ  ସରପଞ୍ଚ ଙ୍କ ଠାରୁ ବିଡ଼ିଓ ପର୍ଯ୍ୟନ୍ତ ଗୁହାରି କଲେ ମଧ୍ୟ ଅର୍ଥ ଦେଇପାରୁନଥିବାରୁ ତାଙ୍କର ଇନ୍ଦିରା ଆବାସ ହୋଇପାରୁନି ବୋଲି ଗରିବ ଲୋକଙ୍କ ଭିତରେ ସବୁଠି ଚର୍ଚ୍ଚା | ତେବେ ରାଜ୍ୟ ସରକାର ଙ୍କ ଏହି ପ୍ରଧନ ମନ୍ତ୍ରୀ ଆବାସ ଯୋଜନା କାହା ପାଇଁ |??? ଏହା ଉପରେ ଜିଲ୍ଲା କଲେକ୍ଟର  ଟିକେ ସହୃଦୟ କଲେ ବିଚାରି ଗରିବ ଲୋକଟି ଟିକେ ମୁଣ୍ଡ ଗୁଞ୍ଜିବାକୁ ସାହାରା ମିଳିବ | 

News Comment

You Might Also Like

BACK TO TOP