Breaking News

ନବେ ଦଶକ ରେ ଝିଅ ଙ୍କ ହୃଦୟ ରେ ରାଜ କରୁଥିବା ଅଭିନେତା ଆଜି ବାହାଘର ପାର୍ଟିରେ କରୁଛନ୍ତି ଡେନ୍ସ |   (11-Sep-2026)       ||      ଶେରଗଡ଼ ରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ |    (10-Sep-2026)       ||      ସିଏଚ ନୂଆଙ୍ଗା ଓ ଶିକୁଳା ରେ ବିଜେପି ର ସେବା ସଂକଳ୍ପ ଅଭିଯାନ |    (10-Sep-2026)       ||      କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲକାଙ୍କୁ "ସଂସଦ ରତ୍ନ ସମ୍ମାନ |   (10-Sep-2026)       ||      ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ରେ 247ଜଣଙ୍କ ପଞ୍ଜିକରଣ ||   (10-Sep-2026)       ||      ପୃଥକ ପୃଥକ ଦୁର୍ଘଟଣା ରେ କୋଦଳା ଠାରେ ଜଣେ ମୃତ, ପାଞ୍ଚ ଗୁରୁତର,    (10-Sep-2026)       ||      ଏକ କୋଟିରୁ ଉର୍ଦ୍ଧ ଟଙ୍କାର ଗଞ୍ଜେଇ କୁ ଜବତ କଲା ପୋଲସରା ପୋଲିସ |   (10-Sep-2026)       ||      ଲାଞ୍ଜିଗଡ ରେ ପହଁଚିଲେ ଅଞ୍ଚଳ ବାସୀ, ଲୋଦ ଶିକାକା ଙ୍କ ଜାମିନ ପାଇଁ |    (10-Sep-2026)       ||      ଲୁକାୟିତ କଳାକୁ ବଜାର ଦେବା ଉପରେ ଗୁରୁତ୍ୱ ଦେବାକୁ ଆଲୋଚନା |    (10-Sep-2026)       ||      ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ, ଉଲ୍ଲାସ ଜନ ସଚେତନତା କାର୍ଯ୍ୟକ୍ରମ ||   (10-Sep-2026)       ||      ଶାରଳା ସଂସ୍କୃତ ମହା ବିଦ୍ୟାଳୟ ର 14 ତମ ପ୍ରତିଷ୍ଠା ଦିବସ ପାଳିତ ||   (10-Sep-2026)       ||      ହାତରେ ଲାଗିବନି ଅଟା, ରୁଟି କରିବାର ସହଜ ପ୍ରଣାଳୀ ||   (10-Sep-2026)       ||      17 ବର୍ଷ ରେ 1700 ରୁ ଅଧିକ ଦଣ୍ଡ ନୃତ୍ୟ ପରିବେଷଣ କରିଛନ୍ତି ଦେବେନ୍ଦ୍ର ନାଏକ ||   (10-Sep-2026)       ||      ଛୁରୀ ଦେଖାଇ ଲୁଟ ଅଭିଯୁକ୍ତ କୁ କୋର୍ଟ ଚାଲାଣ ||   (09-Sep-2026)       ||      ଗଣେଶ ପୂଜା ପାଇଁ ମୂର୍ତ୍ତି ନିର୍ମାଣ ରେ କାରିଗର ବ୍ୟସ୍ତ |    (09-Sep-2026)       ||      ସାମାନ୍ୟ କଥାକୁ ନେଇ ଜଣେ ଯୁବକଙ୍କୁ ମରଣା ନ୍ତାକ ଆକ୍ରମଣ |    (09-Sep-2026)       ||      ନାବାଳିକା ଙ୍କୁ ବଳତ୍କାର କରିବା ଅଭିଯୋଗ ରେ 20ବର୍ଷ ଜେଲ ଦଣ୍ଡ ସହ 70 ହଜାର ଜୋରିମାନା |    (09-Sep-2026)       ||      ବୈଦ୍ୟନାଥ ପୁର ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରତାରଣା କରି କୋର୍ଟ ଚାଲାଣ ||   (09-Sep-2026)       ||      ଦୁର୍ଘଟଣା ରେ ଆହତ ଦୁଇ ବ୍ୟକ୍ତି ମେଡିକାଲ ରେ ଭର୍ତ୍ତି ||   (09-Sep-2026)       ||      ପୋଲସରା ରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା -2026 ଅନୁଷ୍ଠିତ |   (09-Sep-2026)       ||     

ଜେଲରେ ଥିବା ବିଜେଡି ନେତା ବିକ୍ରମ ପଣ୍ଡା ଙ୍କୁହାଇକୋର୍ଟ ରୁ ମିଳିଲା ସର୍ତ୍ତ ମୂଳକ ଜାମିନ |

01-Sep-2026

୧୦ ମାସ ପରେ ସର୍ତମୂଳକ ଜାମିନ ରେ ମୁକୁଳିଲେ ବିକ୍ରମ ପଣ୍ଡା।

ଓଡିଶା ଜନ ମତ, ବ୍ରହ୍ମପୁର,  କୈଳାଶ ଚନ୍ଦ୍ର ଚୌଧୁରୀ ;---
ଗତ ଅକ୍ଟୋବର ମାସରେ ଘଟିଥିବା ଆଇନଜୀବି ପିତବାସ ପଣ୍ଡା ହତ୍ୟାକାଣ୍ଡ ରେ ଜଡିତ ହୋଇ ପୋଲିସ କିଛି ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ଏହା ମଧ୍ୟରେ ଜିଲ୍ଲା ଜଜ୍ କୋର୍ଟ ରେ ଶୁଣାଣି ଚାଲିଛି ଓ ସବୁ ଅଭିଯୁକ୍ତଙ୍କର ଜାମିନ ଆବେଦନ ହୋଇଥିଲା। ଏହି ପରିପ୍ରେକ୍ଷୀରେ ରାଜ୍ୟ ଉଚ୍ଚ ନ୍ୟାୟାଳୟ ବିକ୍ରମ ପଣ୍ଡା ଙ୍କୁ ସର୍ତ୍ତ ମୁଳକ ଜାମିନ ପ୍ରଦାନ କରିଥିଲେ। ଯାହାକି ଆଜି ବ୍ରହ୍ମପୁର କାରାଗାର ରୁ ସେ ମୁକଳିଛନ୍ତି। ସେ କାରାଗାର ରୁ ବାହାରିବା ବେଳେ ହଜାର ହଜାର ସମର୍ଥକ ବାହାରେ ଅପେକ୍ଷା କରି ତାଙ୍କୁ ସ୍ବାଗତ ଜଣାଇଛନ୍ତି। ରାଜ୍ୟ ବିଜେଡ଼ି ଦଳର ବରିଷ୍ଠ ନେତା ସର୍ବଶ୍ରୀ ଚନ୍ଦ୍ରଶେଖର ସାହୁ, ଦେବୀ ପ୍ରସାଦ ମିଶ୍ର, ସଞ୍ଜୟ ଦାସବର୍ମା, ପ୍ରତାପ ଜେନା,ଚିନ୍ମୟ ସାହୁଙ୍କ ଭଳି ବହୁ ନେତା ତାଙ୍କୁ ପୁଷ୍ପ ହାର ଓ ପୁଷ୍ପ ଗୁଚ୍ଛ ଦେଇ ସ୍ବାଗତ ଜଣାଇଛନ୍ତି। ମୋତେ ଅନ୍ୟାୟ ରେ ଏହି ଭଳି ପଦକ୍ଷେପ ପ୍ରଶାସନ ନେଇଛନ୍ତି ଓ ଆଇନ କୁ ସମ୍ମାନ ଦେଉଛି ମୋର ବିଶ୍ୱାସ ରହିଛି ବୋଲି ବିକ୍ରମ ଗଣମାଧ୍ୟମ କୁ ବିବୃତି ପ୍ରଦାନ କରିଛନ୍ତି।

News Comment

You Might Also Like

BACK TO TOP