Breaking News

ବୁଗୁଡ଼ା ନିୟୁ ଏରା ପବ୍ଲିକ ସ୍କୁଲ ରେ ବାର୍ଷିକ କ୍ରୀଡା ଅନୁଷ୍ଠିତ |   (22-Dec-2024)       ||      ବୁଗୁଡ଼ା ପିପୁଲସ ହାଇସ୍କୁଲ ର 1992 ମାଟ୍ରିକ ବ୍ୟାଚ ଛାତ୍ର ଙ୍କ ପ୍ରଥମ ବନ୍ଧୁ ମିଳନ |    (22-Dec-2024)       ||      ଖଲ୍ଲିକୋଟ କନକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ |    (22-Dec-2024)       ||      ଲଗାଣ ବର୍ଷା ରେ ଚାଷୀ ବେହାଲ |    (21-Dec-2024)       ||      ପାଟ ଖଣ୍ଡା ପବ୍ଲିକ ସ୍କୁଲ ରେ 27ତମ ବାର୍ଷିକ କ୍ରୀଡା ଉଦଯାପିତ |   (21-Dec-2024)       ||      ବାଲିଗୁଡା କାଳୀ ମନ୍ଦିର ଠାରେ ଜଳିଗଲା କ୍ରିଷ୍ଣା ଘରୋଇ ବସ |    (21-Dec-2024)       ||      ଅଦିନିଆ ଲଗାଣ ବର୍ଷାରେ ଭିଜିଲା ଚାଷୀଙ୍କ କଟା ଧାନ, ଚିନ୍ତାରେ ଚାଷୀ |    (21-Dec-2024)       ||      କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଶିକ୍ଷା ମନ୍ତ୍ରୀ ଙ୍କ ପାଖରେ ଦାବୀ କଲେ ଆସ୍କା ସାଂସଦ |   (21-Dec-2024)       ||      ଲୋକସଭା ର ସରିଲା ଶୀତ ଅଧିବେଶନ ||   (21-Dec-2024)       ||      ଉତ୍ତମ ସେବା ପାଈଁ ଜରଡ଼ା ଥାନା ଷ୍ଟାଫ ଏସପି ଙ୍କ ଠାରୁ ସମ୍ବର୍ଦ୍ଧିତ ||   (20-Dec-2024)       ||      ବୁଗୁଡ଼ା ଅଞ୍ଚକ ରେ ଲଗାଣ ବର୍ଷା ରେ କଟା ଧାନ ଫସଲ ନଷ୍ଟ |    (20-Dec-2024)       ||      ବାଲିଗୁଡା ଥାନା କୁଟିକିଆ ଅଞ୍ଚଳ ରୁ 120 ଏକର ଗଞ୍ଜେଇ ଗଛ ନଷ୍ଟ କଲା ପୋଲିସ |   (20-Dec-2024)       ||      ଜିଲ୍ଲା ଶିକ୍ଷା ବିଭାଗ ର ଜିଲ୍ଲା ପ୍ରକଳ୍ପ ପରିଚାଳନା ବିଭାଗ ର ବୈଠକ ଅନୁଷ୍ଠିତ |   (20-Dec-2024)       ||      ଦଣ୍ଡପଦର ଆଦର୍ଶ ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ଅନୁଷ୍ଠିତ |    (20-Dec-2024)       ||      ପୁରୁଷୋତ୍ତମପୁର ଏନଏସି ବୈଠକ ହଲ ରେ ସପ୍ତମ କାଉନ ସିଲ ବୈଠକ ଅନୁଷ୍ଠିତ |    (20-Dec-2024)       ||      ଯୋଗାଣ ସହାୟକ ନିଯୁକ୍ତି ରେ ଆଦିବାସୀ ଙ୍କୁ ପ୍ରାଥମିକତା ଦେବା ପାଈଁ ବିଡ଼ିଓ ଙ୍କୁ ଦାବି ପତ୍ର ପ୍ରଦାନ |    (20-Dec-2024)       ||      ଅଦିନିଆ ବର୍ଷାଯୋଗୁଁ ପାଚିଲା ଧାନ ଚାଷ କ୍ଷତିଗ୍ରସ | ଚିନ୍ତାରେ ଚାଷୀ |    (20-Dec-2024)       ||      ଭୁବନେଶ୍ୱର ରେ ଅଙ୍ଗନୱାଡି କର୍ମୀଙ୍କ ବିଭିର୍ଣ୍ଣ ଦାବି ନେଇ ଧାରଣା |    (20-Dec-2024)       ||      ଦୁଈ ଦିନିଆ ଓଡିଶା ଗ୍ରସ୍ତ ରେ ଆସୁଛନ୍ତି ଅମିତଶାହା |    (20-Dec-2024)       ||      ଆସ୍କା ସୂତାକଳ ର ଭାଗ୍ୟ ବଦକି ବକି???   (19-Dec-2024)       ||     

କଳାକାର ଙ୍କ ତରଫରୁ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ |

15-Dec-2024

କଳାକାରମାନଙ୍କ ପକ୍ଷରୁ ବନ୍ଧୁ ମିଳନ ଓ ପ୍ରତିଭାବାନ ବ୍ଯକ୍ତି ବିଶେଷଙ୍କୁ ସମ୍ମାନୀତ, 

              ଓଡିଶା   ଜନମତ   ବ୍ୟୁରୋ

ପୋଲସରା ୧୫/୧୨/୨୪ ପୋଲସରା ବ୍ଲକ ଅନ୍ତର୍ଗତ ମଥୁରା ପଞ୍ଚାୟତର ସୁନାଦେଇ ମାଁଙ୍କ ମନ୍ଦିର ପରିସରରେ ଆଜି ପୋଲସରା କଳାକାର ବୃନ୍ଦଙ୍କ ଦ୍ବାରା ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମ ସୁଶ୍ରୀ ଇଣ୍ଟରଟେନମେଣ୍ଟ ୟୁଟ୍ୟୁବ ଚ୍ୟାନେଲର ପ୍ରତିଷ୍ଠାତା ଶ୍ରୀକାନ୍ତ କୁମାର ଡାକୁଆଙ୍କ ସହଯୋଗରେ ଆୟୋଜନ ହୋଇଥିବା ବେଳେ ମୁଁ ଜଣେ କଳାକାର ୟୁଟ୍ୟୁବ ଚ୍ୟାନେଲର ପ୍ରତିଷ୍ଠାତା ଜିତେନ୍ଦ୍ର କୁମାର ସାହୁ ପରିଚାଳନା କରିଥିଲେ। ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆଲବମ ଅଭିନେତା ଶ୍ରୀକାନ୍ତ କୁମାର ଡାକୁଆ ଓ ତାଙ୍କ ସହଧର୍ମିଣୀ ମୁକ୍ତି ମଲ୍ଲିକ ଯୋଗଦାନ ପୂର୍ବକ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହାସହିତ ସମ୍ମାନୀତ ଅତିଥି ଭାବେ ଶିଶୁ କଳାକାର ଖୁସି ପ୍ରଧାନ, ଜିତେନ୍ଦ୍ର କୁମାର ସାହୁ, ସଦାଶିବ ନାୟକ, ସୀତାକାନ୍ତ ମିଶ୍ର, ରଶ୍ମି ଶତପଥୀ, ଜିତେନ୍ଦ୍ର କୁମାର ମିଶ୍ର, ଆଇନଜୀବୀ ବ୍ରଜେନ୍ଦ୍ର ସାହୁ, ଜୟନ୍ତ ପ୍ରଧାନ, ସତ୍ୟବାନ ପ୍ରଧାନ, ସୁଶାନ୍ତ ସ୍ବାଇଁ, ଶାନ୍ତନୁ ସ୍ବାଇଁ ସମେତ ଅନ୍ୟାନ୍ୟ କଳାକାର ମାନେ ଯୋଗଦେଇ ଥିଲେ। ଏହି ସଙ୍ଗଠନ ଆଗକୁ ଆହୁରି କିଭଳି ଭାବେ ମଜଭୁତ ହୋଇ ପାରିବ, କଳାକାରମାନେ ଜିଲ୍ଲା ଓ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ନିଜ ଅଞ୍ଚଳ ପାଇଁ ଗୈାରବ ଆଣି ପାରିବେ ଓ କଳାକାରମାନଙ୍କ ଉନ୍ନତି ବିଷୟ ନେଇ ଆଲୋଚନା ହେବା ସହିତ ଆଗାମୀ ଦିନରେ ଏକ କଳାକାର ଅନୁଷ୍ଠାନ ପ୍ରତିଷ୍ଠା କରି ସରକାରଙ୍କ ଅଧୀନରେ ପଞ୍ଜୀକୃତ କରିବାପାଇଁ ନିଷ୍ପତ୍ତି ନିଆଯାଇଥିଲା। ବନ୍ଧୁମିଳନ କାର୍ଯ୍ୟକ୍ରମ ସହିତ ଅଞ୍ଚଳର ଶିଶୁ କଳାକାର, ପ୍ରତିଭାବାନ ବ୍ଯକ୍ତି ବିଶେଷ ଓ ସାମ୍ବାଦିକ ବନ୍ଧୁମାନଙ୍କୁ ମୁଁ ଜଣେ କଳାକାର ୟୁଟ୍ୟୁବ ଚ୍ୟାନେଲ ତରଫରୁ ସମ୍ମାନିତ କରା ଯାଇଥିଲା । ଏହି ପରିପ୍ରେକ୍ଷୀରେ ମାଁ ସୁନାଦେଇ ଙ୍କ ପ୍ରତିଭାକୁ ଲୋକଲୋଚନକୁ ଆଣିବା ଓ ଏହାର ଉନ୍ନତି କରଣ କରିବା ପାଇଁ ସୁଶ୍ରୀ ଇଣ୍ଟରଟେନମେଣ୍ଟ ୟୁଟ୍ୟୁବ ଚ୍ୟାନେଲର ପ୍ରତିଷ୍ଠାତା ଶ୍ରୀ ଡାକୁଆ ଆଲୋଚନା କରିଥିଲେ । ପରିଶେଷରେ ଆଇନଜୀବୀ ବ୍ରଜେନ୍ଦ୍ର ସାହୁ ଧନ୍ୟବାଦ ଅପର୍ଣ କରିଥିଲେ।

News Comment

You Might Also Like

BACK TO TOP