Breaking News

ସମବାୟ ମନ୍ତ୍ରୀ ଦେଲେ ସୂଚନା, ଧାନ ନଷ୍ଟ ହେଲେ ଚାଷୀ ଙ୍କୁ ମିଳିବ କ୍ଷତି ପୂରଣ |    (22-Dec-2024)       ||      ଅଦିନିଆ ବର୍ଷା ପାଣି ପଶି କଟାଯାଇଥିବା ଧାନ, ପରିବାଚାଷ କ୍ଷତିଗ୍ରସ୍ତ |    (22-Dec-2024)       ||      ପୁରୁଷୋତ୍ତମପୁର ସରସ୍ବତୀ ଶିଶୁମନ୍ଦିର ରେ ଜାତୀୟ ଗଣିତ ଦିବସ ଓ ମାତୃ କର୍ମଶାଳା ଅନୁଷ୍ଠିତ |    (22-Dec-2024)       ||      ବୁଗୁଡ଼ା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର 27ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ |    (22-Dec-2024)       ||      ବୁଗୁଡ଼ା ନିୟୁ ଏରା ପବ୍ଲିକ ସ୍କୁଲ ରେ ବାର୍ଷିକ କ୍ରୀଡା ଅନୁଷ୍ଠିତ |   (22-Dec-2024)       ||      ବୁଗୁଡ଼ା ପିପୁଲସ ହାଇସ୍କୁଲ ର 1992 ମାଟ୍ରିକ ବ୍ୟାଚ ଛାତ୍ର ଙ୍କ ପ୍ରଥମ ବନ୍ଧୁ ମିଳନ |    (22-Dec-2024)       ||      ଖଲ୍ଲିକୋଟ କନକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ |    (22-Dec-2024)       ||      ଲଗାଣ ବର୍ଷା ରେ ଚାଷୀ ବେହାଲ |    (21-Dec-2024)       ||      ପାଟ ଖଣ୍ଡା ପବ୍ଲିକ ସ୍କୁଲ ରେ 27ତମ ବାର୍ଷିକ କ୍ରୀଡା ଉଦଯାପିତ |   (21-Dec-2024)       ||      ବାଲିଗୁଡା କାଳୀ ମନ୍ଦିର ଠାରେ ଜଳିଗଲା କ୍ରିଷ୍ଣା ଘରୋଇ ବସ |    (21-Dec-2024)       ||      ଅଦିନିଆ ଲଗାଣ ବର୍ଷାରେ ଭିଜିଲା ଚାଷୀଙ୍କ କଟା ଧାନ, ଚିନ୍ତାରେ ଚାଷୀ |    (21-Dec-2024)       ||      କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଶିକ୍ଷା ମନ୍ତ୍ରୀ ଙ୍କ ପାଖରେ ଦାବୀ କଲେ ଆସ୍କା ସାଂସଦ |   (21-Dec-2024)       ||      ଲୋକସଭା ର ସରିଲା ଶୀତ ଅଧିବେଶନ ||   (21-Dec-2024)       ||      ଉତ୍ତମ ସେବା ପାଈଁ ଜରଡ଼ା ଥାନା ଷ୍ଟାଫ ଏସପି ଙ୍କ ଠାରୁ ସମ୍ବର୍ଦ୍ଧିତ ||   (20-Dec-2024)       ||      ବୁଗୁଡ଼ା ଅଞ୍ଚକ ରେ ଲଗାଣ ବର୍ଷା ରେ କଟା ଧାନ ଫସଲ ନଷ୍ଟ |    (20-Dec-2024)       ||      ବାଲିଗୁଡା ଥାନା କୁଟିକିଆ ଅଞ୍ଚଳ ରୁ 120 ଏକର ଗଞ୍ଜେଇ ଗଛ ନଷ୍ଟ କଲା ପୋଲିସ |   (20-Dec-2024)       ||      ଜିଲ୍ଲା ଶିକ୍ଷା ବିଭାଗ ର ଜିଲ୍ଲା ପ୍ରକଳ୍ପ ପରିଚାଳନା ବିଭାଗ ର ବୈଠକ ଅନୁଷ୍ଠିତ |   (20-Dec-2024)       ||      ଦଣ୍ଡପଦର ଆଦର୍ଶ ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ଅନୁଷ୍ଠିତ |    (20-Dec-2024)       ||      ପୁରୁଷୋତ୍ତମପୁର ଏନଏସି ବୈଠକ ହଲ ରେ ସପ୍ତମ କାଉନ ସିଲ ବୈଠକ ଅନୁଷ୍ଠିତ |    (20-Dec-2024)       ||      ଯୋଗାଣ ସହାୟକ ନିଯୁକ୍ତି ରେ ଆଦିବାସୀ ଙ୍କୁ ପ୍ରାଥମିକତା ଦେବା ପାଈଁ ବିଡ଼ିଓ ଙ୍କୁ ଦାବି ପତ୍ର ପ୍ରଦାନ |    (20-Dec-2024)       ||     

ଦିବ୍ୟଜୀବନ ସଙ୍ଘ ମହିଳା ଶାଖା ତରଫରୁ ସୁନ୍ଦରା କାଣ୍ଡ ପାଠ ପାରାୟଣ |

14-Nov-2024

ଦିବ୍ୟ ଜୀବନ ସଂଘ ମହିଳା ଶାଖା ତରଫରୁ ସୁନ୍ଦରକାଣ୍ଡ ପାଠ ପାରାୟଣ ଅନୁଷ୍ଠିତ  | 

            ଓଡିଶା ଜନମତ  ବ୍ୟୁରୋ,

ବ୍ରହ୍ମପୁର -  ଦିବ୍ୟ ଜୀବନ ସଂଘ ମହିଳା ଶାଖା ତରଫରୁ ଚାଲିଆସୁଥିବା ଆଧ୍ୟାତ୍ମିକ କାର୍ଯ୍ୟକ୍ରମର ସପ୍ତମ ଦିବ ସରେ ବ୍ୟାସ ପ୍ରମୋଦ କୁମାର ଦାସ, (ମାହାଙ୍ଗା), ଅରୁଣ କୁମାର ଦାସ ଓ ଶ୍ରୀନିବାସ ପାତ୍ରଙ୍କ ଦ୍ଵାରା ସୁନ୍ଦରକାଣ୍ଡ ପାଠ କରା ଯାଇଥିଲା। ସନ୍ଧ୍ୟା ପ୍ରବଚନ ରେ ସୁଶ୍ରୀ ଅନୁପମା, (ପୁରୀ) ଯୋଗଦେଇ ମର୍ଯ୍ୟାଦା ପୁରୁଶୋତ୍ତମ ଶ୍ରୀରାମଚନ୍ଦ୍ର ଙ୍କ ପିତୃଭକ୍ତି ଓ ବନବାସ ବିଷୟ ରେ ଅଶ୍ରୀବଚନ ରଖିଥିଲେ। ଅଧର୍ମର ବିନାଶ ପାଇଁ ଭଗ ବାନ ଶ୍ରୀରାମ ପ୍ରକଟ ହୋଇ ବହୁତ ଦାନବ ସଂହାର   କରି ଥିଲେ। ଆସନ୍ତା ୧୩ ରୁ ୧୫ ତାରିଖ ଯାଏଁ ଓଡ଼ିଶାରପ୍ରଖ୍ୟାତ ବକ୍ତାଶ୍ରୀମତୀକମଳକୁମାରୀ ପାଣିଗ୍ରାହି, ଉତ୍କଳ ମୀରା, ସୁନାବେଢ଼ା ଉପସ୍ଥିତ ରହି ଶ୍ରୀକୃଷ୍ଣ ଚରିତାମୃତ ଓ ଗୁରୁ ଶିବାନନ୍ଦ ସରସ୍ୱତୀ ମହାରାଜ ଓ ସ୍ବାମୀ ଚିଦାନନ୍ଦ ସରସ୍ୱତୀ ମହାରାଜ ଙ୍କ ଲିଳା ମୃତ ଆଧା ରିତ ଅଶ୍ରୀବଚନ ଦେବେ।ଆଜି  ହରିହାଟ ଏବଂ  ଗୀତାପାଠ ଅନୁଷ୍ଠିତ ହେବା ସହ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଶ୍ରୀକୃଷ୍ଣ ଚରିତା ମୃତ ପ୍ରବଚନ, ନାମ ଯଜ୍ଞ ଓ ପ୍ରାୟ ୧୦୦୦ ଜଣ ନରନାରା ୟଣ ଙ୍କୁ ବସ୍ତ୍ର ବଣ୍ଟନ ସହିତ ପ୍ରାୟ ୪୦୦୦ ଭକ୍ତ ଙ୍କ ନିମନ୍ତେ ପ୍ରସାଦ ବ୍ୟବସ୍ଥା କରାଯିବ ବୋଲି ଦିବ୍ୟ ଜୀବନ ସଂଘ ସମନ୍ୱୟ ସମିତିର କୋଷାଧ୍ୟକ୍ଷ ଶାନ୍ତିଭୁଷଣ ପଣ୍ଡାସୂଚନାଦେଇ ଥିଲେ। ଏହି ପବିତ୍ର କାର୍ତ୍ତିକ ମାସରେ ଆଶ୍ରମ ରେ ପୂଜା ପାଉଥିବା ଚତୁର୍ଦ୍ଧାମୂର୍ତ୍ତି ଓ ଗୁରୁମହରାଜ ଙ୍କ ଠାରେ ପ୍ରତ୍ୟେକ ଦିନ ପ୍ରାତଃ ୫.୦୦ ଓ ସନ୍ଧ୍ୟା ୬.୦୦ ରେ ବରିଷ୍ଠ ଗୁରିଭାଇ ଅରୁଣ କୁମାର ଦାସ ଙ୍କ ଦ୍ଵାରା ହେଉଥିବା ୧୦୮ ଆରତୀ ଦେଖିବା ପାଇଁ ବହୁ ଜନସମାଗମ ଦେଖିବାକୁ ମିଳୁଛି।ବରିଷ୍ଠ ଗରୁଭାଇ ବଂଶୀଧର ଦାଶଙ୍କ ଅକାଳ ବିୟୋଗରେ ସ୍ମୃତିଚାରଣ କରିବା ସହିତ ଆମର ଆତ୍ମାର ସଦ୍ଗତି ପାଇଁ ମନ୍ତ୍ର ପାଠ କରା ଯାଇଥିଲା।

News Comment

You Might Also Like

BACK TO TOP