Breaking News

ସମବାୟ ମନ୍ତ୍ରୀ ଦେଲେ ସୂଚନା, ଧାନ ନଷ୍ଟ ହେଲେ ଚାଷୀ ଙ୍କୁ ମିଳିବ କ୍ଷତି ପୂରଣ |    (22-Dec-2024)       ||      ଅଦିନିଆ ବର୍ଷା ପାଣି ପଶି କଟାଯାଇଥିବା ଧାନ, ପରିବାଚାଷ କ୍ଷତିଗ୍ରସ୍ତ |    (22-Dec-2024)       ||      ପୁରୁଷୋତ୍ତମପୁର ସରସ୍ବତୀ ଶିଶୁମନ୍ଦିର ରେ ଜାତୀୟ ଗଣିତ ଦିବସ ଓ ମାତୃ କର୍ମଶାଳା ଅନୁଷ୍ଠିତ |    (22-Dec-2024)       ||      ବୁଗୁଡ଼ା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର 27ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ |    (22-Dec-2024)       ||      ବୁଗୁଡ଼ା ନିୟୁ ଏରା ପବ୍ଲିକ ସ୍କୁଲ ରେ ବାର୍ଷିକ କ୍ରୀଡା ଅନୁଷ୍ଠିତ |   (22-Dec-2024)       ||      ବୁଗୁଡ଼ା ପିପୁଲସ ହାଇସ୍କୁଲ ର 1992 ମାଟ୍ରିକ ବ୍ୟାଚ ଛାତ୍ର ଙ୍କ ପ୍ରଥମ ବନ୍ଧୁ ମିଳନ |    (22-Dec-2024)       ||      ଖଲ୍ଲିକୋଟ କନକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ |    (22-Dec-2024)       ||      ଲଗାଣ ବର୍ଷା ରେ ଚାଷୀ ବେହାଲ |    (21-Dec-2024)       ||      ପାଟ ଖଣ୍ଡା ପବ୍ଲିକ ସ୍କୁଲ ରେ 27ତମ ବାର୍ଷିକ କ୍ରୀଡା ଉଦଯାପିତ |   (21-Dec-2024)       ||      ବାଲିଗୁଡା କାଳୀ ମନ୍ଦିର ଠାରେ ଜଳିଗଲା କ୍ରିଷ୍ଣା ଘରୋଇ ବସ |    (21-Dec-2024)       ||      ଅଦିନିଆ ଲଗାଣ ବର୍ଷାରେ ଭିଜିଲା ଚାଷୀଙ୍କ କଟା ଧାନ, ଚିନ୍ତାରେ ଚାଷୀ |    (21-Dec-2024)       ||      କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଶିକ୍ଷା ମନ୍ତ୍ରୀ ଙ୍କ ପାଖରେ ଦାବୀ କଲେ ଆସ୍କା ସାଂସଦ |   (21-Dec-2024)       ||      ଲୋକସଭା ର ସରିଲା ଶୀତ ଅଧିବେଶନ ||   (21-Dec-2024)       ||      ଉତ୍ତମ ସେବା ପାଈଁ ଜରଡ଼ା ଥାନା ଷ୍ଟାଫ ଏସପି ଙ୍କ ଠାରୁ ସମ୍ବର୍ଦ୍ଧିତ ||   (20-Dec-2024)       ||      ବୁଗୁଡ଼ା ଅଞ୍ଚକ ରେ ଲଗାଣ ବର୍ଷା ରେ କଟା ଧାନ ଫସଲ ନଷ୍ଟ |    (20-Dec-2024)       ||      ବାଲିଗୁଡା ଥାନା କୁଟିକିଆ ଅଞ୍ଚଳ ରୁ 120 ଏକର ଗଞ୍ଜେଇ ଗଛ ନଷ୍ଟ କଲା ପୋଲିସ |   (20-Dec-2024)       ||      ଜିଲ୍ଲା ଶିକ୍ଷା ବିଭାଗ ର ଜିଲ୍ଲା ପ୍ରକଳ୍ପ ପରିଚାଳନା ବିଭାଗ ର ବୈଠକ ଅନୁଷ୍ଠିତ |   (20-Dec-2024)       ||      ଦଣ୍ଡପଦର ଆଦର୍ଶ ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ଅନୁଷ୍ଠିତ |    (20-Dec-2024)       ||      ପୁରୁଷୋତ୍ତମପୁର ଏନଏସି ବୈଠକ ହଲ ରେ ସପ୍ତମ କାଉନ ସିଲ ବୈଠକ ଅନୁଷ୍ଠିତ |    (20-Dec-2024)       ||      ଯୋଗାଣ ସହାୟକ ନିଯୁକ୍ତି ରେ ଆଦିବାସୀ ଙ୍କୁ ପ୍ରାଥମିକତା ଦେବା ପାଈଁ ବିଡ଼ିଓ ଙ୍କୁ ଦାବି ପତ୍ର ପ୍ରଦାନ |    (20-Dec-2024)       ||     

ବାଲିଆ ଗ୍ରାମରେ ରାମାୟଣ ନାଟକ ମଞ୍ଚସ୍ତ |

29-Nov-2024

ବାଲିଆ ଗ୍ରାମରେ ଉତ୍ତର ମୂଖୀ                 ଠାକୁରାଣୀ ଙ୍କକୋଠିଶାଳ  ଯାତ୍ରା ରେ        ରାମାୟଣ ନାଟକ ମଞ୍ଚସ୍ଥ   |

            ଓଡିଶା  ଜନମତ  ବ୍ୟୁରୋ,

ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ  କେ ଏନ ପୁର ପଞ୍ଚାୟତ ର ବାଲିଆ ଗ୍ରାମରେ  ସମସ୍ତ ଗ୍ରାମବାସୀ ଙ୍କ ଉପ ସ୍ଥିତି ରେ ମାଆଉତ୍ତର ମୁଖୀ  ଠାକୁରାଣୀ ଙ୍କ ଗ୍ରାମ୍ୟ ଯାତ୍ରା ତରଫରୁ  ପ୍ରତିବର୍ଷ ପରି ଏହି ବର୍ଷ ମଧ୍ୟ  ଗ୍ରାମର ମଙ୍ଗଳ ପାଇଁ  କୋଠିଶାଳ  ଯାତ୍ରା ଉପଲକ୍ଷେ   ରାମାୟଣ  ନାଟକ ମଞ୍ଚସ୍ଥ ହେବା ପାଇଁ ବ୍ୟବସ୍ତା କରାଯାଉଥିଲା  | ଏହାକୁ  ବ୍ଲକ ଅଧକ୍ଷା  ପିଙ୍କି ବେହେରା, ଖଲ୍ଲିକୋଟ ବିଧ୍ୟା ୟକ ପ୍ରତିନିଧି  ତଥା ଭାଟ କୁମାରଡ଼ା ସମିତି ସଭ୍ୟ କୋରନାଥ ସ୍ବାଇଁ,  ରିବନ କାଟି ଉଦଘାଟନ କରିଥିଲେ | ଏବଂ ଦୀପ ପ୍ରଜ୍ବଳନ କରି ମାଙ୍କ ଠାରେ  ପୁଷ୍ପମାଲ୍ୟା ଅର୍ପଣ କରିଥିଲେ | ଅନ୍ୟ ମାନଙ୍କ ମଧ୍ୟରେସମାଜ ସେବୀ ଜଗତ ବନ୍ଧୁ ପଣ୍ଡା, ପାଣ୍ଡିଆ ସମିତି ସଭ୍ୟ ସିମାଞ୍ଚଳଗୌଡ଼, ଶିକୁଳା ସମିତି ସଭ୍ୟ କୁମୁଦ ବେହେରା, ଜଗନ୍ନଥ ପୁର  ସମିତି ସଭ୍ୟ ସନ୍ତୋଷ ଦାସ,  ଜାମୁନି ସରପଞ୍ଚ ଇନ୍ଦ୍ରଜିତ ନାୟକ,  କେ ଏନ ପୁର ସରପଞ୍ଚ ରାଜଲକ୍ଷ୍ମୀ ବେହେରା, ସମିତି ସଭ୍ୟା ସାରଳା ବେହେରା, ୱାର୍ଡ ସଭ୍ୟ ଝଡିଆ ବେହେରା ଦୁଃଖିଶ୍ୟାମ ମୁଦୁଲି, ସତ୍ୟ ବେହେରା,  ନମିତା ବେହେରା, ଙ୍କ ସହ ପୁରୁଷୋ ତ୍ତମପୁର ଥାନା ଏସ ଆଇ ରାଜେଶ ଛତ୍ରିଆ, ଏ ଏସ ଆଇ ସ୍ୱଦେଶ ଦାଶ,  ଏ ଏସ ଆଇ ସାହୁ, ତାପସବେହେରା, ଙ୍କ ସହ ଅନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ  | ଶ୍ରୀ ଶ୍ରୀ ଉତ୍ତର ମୁଖୀ ଠାକୁରାଣୀ ଙ୍କ ନାଟ୍ୟ ଯାତ୍ରା ତଥା କୋଠି ଶାଳ, ରେ ଯାତ୍ରା ନାଟକ ରାମାୟଣ ପସରିବେଷଣ ହୋଇ ଥିଲା, ଏହି କାର୍ଯ୍ୟକ୍ରମ କୁ ସମସ୍ତ  ଯୁବକ ସଙ୍ଘ, ଯୁବଗୋଷ୍ଟି, ଗ୍ରାମବାସୀ,       ଙ୍କ ସମ୍ପୂର୍ଣ ସହଯୋଗ ରେ ଅନୁଷ୍ଠିତ ହୋଇ ଥିଲା  | ଉପସ୍ଥିତ ଅତିଥି ମାନେ  ରାବଣ ନୁହଁ ରାମଚନ୍ଦ୍ର ଙ୍କ ପରି  ହୋଇ କାର୍ଯ୍ୟ କଲେ ଗ୍ରାମ ର ମଙ୍ଗଳ  ହୋଇ ପାରିବ ବୋଲି  ମତ ଦେଇଥିଲେ  | ଏହି କାର୍ଯ୍ୟ କୁ ଏନ ରାମଚନ୍ଦ୍ର ରେଡି  ସଂଯୋଜନା କରିଥିଲେ  | ଏହାସହ  ମେଡିକାଲ କାମରେ ବ୍ୟସ୍ତ ଥିବା ଯୁବ ନେତା ତଥା ପୂର୍ବତନ ବିଜେଡି  ରାଜ୍ୟ ସମ୍ପାଦକ  ନିର୍ମଳ ଚନ୍ଦ୍ର ସାହୁ ଉପସ୍ଥିତ ହୋଇ ପାରି ନଥିବାରୁ  ଦୁଃଖ ପ୍ରକାଶ କରି  ଏହି ଅନୁଷ୍ଠାନ କୁ ତାଙ୍କ ତରଫରୁ ଦଶ ହଜାର ଟଙ୍କା   ପ୍ରଦାନ କରିଥିଲେ  |   ଯାତ୍ରା କୁ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଦୁଇଜଣ  ପୋଲିସ ଉପସ୍ଥିତ ରହି ଥିଲେ  |

News Comment

You Might Also Like

BACK TO TOP