Breaking News

ସମବାୟ ମନ୍ତ୍ରୀ ଦେଲେ ସୂଚନା, ଧାନ ନଷ୍ଟ ହେଲେ ଚାଷୀ ଙ୍କୁ ମିଳିବ କ୍ଷତି ପୂରଣ |    (22-Dec-2024)       ||      ଅଦିନିଆ ବର୍ଷା ପାଣି ପଶି କଟାଯାଇଥିବା ଧାନ, ପରିବାଚାଷ କ୍ଷତିଗ୍ରସ୍ତ |    (22-Dec-2024)       ||      ପୁରୁଷୋତ୍ତମପୁର ସରସ୍ବତୀ ଶିଶୁମନ୍ଦିର ରେ ଜାତୀୟ ଗଣିତ ଦିବସ ଓ ମାତୃ କର୍ମଶାଳା ଅନୁଷ୍ଠିତ |    (22-Dec-2024)       ||      ବୁଗୁଡ଼ା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର 27ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ |    (22-Dec-2024)       ||      ବୁଗୁଡ଼ା ନିୟୁ ଏରା ପବ୍ଲିକ ସ୍କୁଲ ରେ ବାର୍ଷିକ କ୍ରୀଡା ଅନୁଷ୍ଠିତ |   (22-Dec-2024)       ||      ବୁଗୁଡ଼ା ପିପୁଲସ ହାଇସ୍କୁଲ ର 1992 ମାଟ୍ରିକ ବ୍ୟାଚ ଛାତ୍ର ଙ୍କ ପ୍ରଥମ ବନ୍ଧୁ ମିଳନ |    (22-Dec-2024)       ||      ଖଲ୍ଲିକୋଟ କନକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ |    (22-Dec-2024)       ||      ଲଗାଣ ବର୍ଷା ରେ ଚାଷୀ ବେହାଲ |    (21-Dec-2024)       ||      ପାଟ ଖଣ୍ଡା ପବ୍ଲିକ ସ୍କୁଲ ରେ 27ତମ ବାର୍ଷିକ କ୍ରୀଡା ଉଦଯାପିତ |   (21-Dec-2024)       ||      ବାଲିଗୁଡା କାଳୀ ମନ୍ଦିର ଠାରେ ଜଳିଗଲା କ୍ରିଷ୍ଣା ଘରୋଇ ବସ |    (21-Dec-2024)       ||      ଅଦିନିଆ ଲଗାଣ ବର୍ଷାରେ ଭିଜିଲା ଚାଷୀଙ୍କ କଟା ଧାନ, ଚିନ୍ତାରେ ଚାଷୀ |    (21-Dec-2024)       ||      କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଶିକ୍ଷା ମନ୍ତ୍ରୀ ଙ୍କ ପାଖରେ ଦାବୀ କଲେ ଆସ୍କା ସାଂସଦ |   (21-Dec-2024)       ||      ଲୋକସଭା ର ସରିଲା ଶୀତ ଅଧିବେଶନ ||   (21-Dec-2024)       ||      ଉତ୍ତମ ସେବା ପାଈଁ ଜରଡ଼ା ଥାନା ଷ୍ଟାଫ ଏସପି ଙ୍କ ଠାରୁ ସମ୍ବର୍ଦ୍ଧିତ ||   (20-Dec-2024)       ||      ବୁଗୁଡ଼ା ଅଞ୍ଚକ ରେ ଲଗାଣ ବର୍ଷା ରେ କଟା ଧାନ ଫସଲ ନଷ୍ଟ |    (20-Dec-2024)       ||      ବାଲିଗୁଡା ଥାନା କୁଟିକିଆ ଅଞ୍ଚଳ ରୁ 120 ଏକର ଗଞ୍ଜେଇ ଗଛ ନଷ୍ଟ କଲା ପୋଲିସ |   (20-Dec-2024)       ||      ଜିଲ୍ଲା ଶିକ୍ଷା ବିଭାଗ ର ଜିଲ୍ଲା ପ୍ରକଳ୍ପ ପରିଚାଳନା ବିଭାଗ ର ବୈଠକ ଅନୁଷ୍ଠିତ |   (20-Dec-2024)       ||      ଦଣ୍ଡପଦର ଆଦର୍ଶ ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ଅନୁଷ୍ଠିତ |    (20-Dec-2024)       ||      ପୁରୁଷୋତ୍ତମପୁର ଏନଏସି ବୈଠକ ହଲ ରେ ସପ୍ତମ କାଉନ ସିଲ ବୈଠକ ଅନୁଷ୍ଠିତ |    (20-Dec-2024)       ||      ଯୋଗାଣ ସହାୟକ ନିଯୁକ୍ତି ରେ ଆଦିବାସୀ ଙ୍କୁ ପ୍ରାଥମିକତା ଦେବା ପାଈଁ ବିଡ଼ିଓ ଙ୍କୁ ଦାବି ପତ୍ର ପ୍ରଦାନ |    (20-Dec-2024)       ||     

ଶହେ ଦିନିଆ ସପନ ଯକ୍ଷ୍ମା ନିରାକରଣ ଅଭିଯାନ |

07-Dec-2024

ଶହେ ଦିନିଆ ସଘନ ଯକ୍ଷ୍ମା ନିରାକରଣ ଅଭିଯାନ  ଉଦଘାଟିତ | 
_______________________________
ଖଲ୍ଲିକୋଟ :  7/12 ଯକ୍ଷ୍ମା ମୁକ୍ତ ଭରତ କାର୍ଯ୍ୟକ୍ରମ ଆନୁକୂଲ୍ୟରେ ଶନିବାର ଦିନ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସର ରେ ସ୍ୱାସ୍ଥ୍ୟ କେନ୍ଦ୍ର ର ଅଧକ୍ଷ ଡାକ୍ତର ପ୍ରଦୀପ କୁମାର ଗନ୍ତାୟତ ଙ୍କ ଅଧକ୍ଷତା ରେ ଶହେ ଦିନିଆ ସଘନ ଯକ୍ଷ୍ମା ନିରାକରଣ ଅଭିଯାନ ର ଶୁଭାରମ୍ଭ ହୋଇଛି |ଆୟୋଜିତ କାର୍ଯ୍ୟକ୍ରମ ରେ ଡାକ୍ତର ଗନ୍ତାୟତ ଗଞ୍ଜାମ ର 53 ଗୋଟି ପଂଚାୟତ ଯକ୍ଷ୍ମା ମୁକ୍ତ ହୋଇଥିବା ବେଳେ ଖଲ୍ଲିକୋଟ ବ୍ଲକ ର ବି ଏନ ପଲ୍ଲୀ ଓ ଲଙ୍ଗଳେଶ୍ୱର ପଂଚାୟତ ଯକ୍ଷ୍ମା ମୁକ୍ତ ହୋଇଥିବା ଘୋଷଣା କରିଥିଲେ |ଚଳିତ ବର୍ଷ 280 ଜଣ ଯକ୍ଷ୍ମା ଆକ୍ରାନ୍ତ ଙ୍କୁ ଚିନ୍ନାତ କରାଯାଇଥିବସ ବେଳେ ଆଗାମୀ ବର୍ଷ 360 ରୋଗୀ ଙ୍କୁ ଚିନ୍ୱିତ କରିବା ପାଇଁ ଲକ୍ଷ୍ୟ ଧ|ର୍ଯ୍ୟ କରାଯାଇଛି |ଖଲ୍ଲିକୋଟ ବ୍ଲକ ରେ ବାଦପଲ୍ଲୀ, କୈରାଶି, ବାଣିଆ ଓ ଚିକିଲି ପ୍ରଭୃତି ପଂଚାୟତ ରେ ଅଧିକ ଯକ୍ଷ୍ମା ରୋଗୀ ଥିବା ପ୍ରକାଶ କରିଥିଲେ |ଯକ୍ଷ୍ମା ନିରାକରଣ ଅଭିଯାନ ରେ ଗଣମାଧ୍ୟମ, ପି ଆର ଆଇ ସଭ୍ୟ ଓ ବିଭିନ୍ନ ଧର୍ମ ଅନୁଷ୍ଠାନ ସମେତ ଅଙ୍ଗନବାଡି, ଆଶା ଓ ବୁଦ୍ଧିଜୀବୀ ମାନେ ସହାୟତା ର ହାତ ବଢ଼ାଇଲେ  ଶହେ ଦିନ ଭିତରେ ଖଲ୍ଲିକୋଟ ବ୍ଲକ ରୁ ଯକ୍ଷ୍ମା ନିରାକରଣ ସମ୍ଭବ ବୋଲି ଆଲୋଚନା ହୋଇଥିଲା | ଉକ୍ତ ସଚେତନତା ଅଭିଯାନ ରେ ବରିଷ୍ଠ ଡାକ୍ତର ହର ପ୍ରସାଦ ମହାପାତ୍ର ଯୋଗ ଦେଇ ଆମ ଚାରିପଟେ ର ପରିବେଶ କୁ ନିୟନ୍ତ୍ରଣ କରାଗଲେ ଯକ୍ଷ୍ମା ଓ କାମଳ ରୋଗ କୁ ନିୟନ୍ତ୍ରଣ ହେବ ବୋଲି ପ୍ରକାଶ କରିଥିଲେ |ଅନ୍ୟ ମନଙ୍କ ମଧ୍ୟରେ ଯକ୍ଷ୍ମା ଚିକିଛା ପରିଦର୍ଶକ ସନ୍ତୋଷ କୁମାର ପଣ୍ଡା,ବ୍ଲକ ପରିଦର୍ଶକ କାଳୁ ଚରଣ ନାୟକ, ବ୍ଲକ ତଥ୍ୟ ପରିଚାଳକ ଏ. କ୍ରିଷ୍ଣା ରେଡ୍ଡୀ, ବ୍ଲକ ହିସାବ ପରିଚାଳକ ଏ ନୀଳାଞ୍ଚଳ ରାଓ, ଓ ଅବସରପ୍ରାପ୍ତ ଚିତ୍ରଶିଳ୍ପୀ ଜଗନ୍ନାଥ ବେହେରା ଟି ବି ଚମ୍ପିୟାନ ଆରତୀ ସ୍ୱାଇଁ, ଚରଣ ଖୁଣ୍ଟିଆ ସ୍ବେଛାସେବୀ ସୁମିତ୍ରା ପାଣ୍ଡୀ,ସମେତ ସମସ୍ତ ମହିଳା ଓ ପୁରୁଷ ସ୍ୱାସ୍ଥ୍ୟ କର୍ମୀ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କର୍ମୀ ମାନେ ଯୋଗ ଦେଇ ଅଂଶ ଗ୍ରହଣ କରିଥିଲେ |ତେବେ ଯକ୍ଷ୍ମା ଆକ୍ରାନ୍ତ ରୋଗୀଙ୍କୁ ପ୍ରତି ମାସ ମାଗଣା ଔଷଧ ସହ ପୃଷ୍ଟିକର ଖାଦ୍ୟ ପାଇଁ ଏକ ହଜାର ଟଙ୍କା ପ୍ରଦାନ କରାଯାଉଥିବା ଜଣାପଡିଛି |ଏହି ଯକ୍ଷ୍ମା ନିରାକରଣ  ଅଭିଯାନ ଡ଼ିସେମ୍ବର 7 ଠାରୁ  24 ମାର୍ଚ୍ଚ 2025  ପର୍ଯ୍ୟନ୍ତ ଚଳିବା ସହ ଘର ଘର ବୁଲି ପରିବାର ସମସ୍ଥ ସଦସ୍ୟ ଙ୍କୁ କଫ ପରୀକ୍ଷା କରାଯାଇ ଯକ୍ଷ୍ମା ରୋଗ କୁ ମୁଳୁତ୍ପାଟନ କରାଯିବ ବୋଲି ପ୍ରକାଶ |

News Comment

You Might Also Like

BACK TO TOP