Breaking News

ସମବାୟ ମନ୍ତ୍ରୀ ଦେଲେ ସୂଚନା, ଧାନ ନଷ୍ଟ ହେଲେ ଚାଷୀ ଙ୍କୁ ମିଳିବ କ୍ଷତି ପୂରଣ |    (22-Dec-2024)       ||      ଅଦିନିଆ ବର୍ଷା ପାଣି ପଶି କଟାଯାଇଥିବା ଧାନ, ପରିବାଚାଷ କ୍ଷତିଗ୍ରସ୍ତ |    (22-Dec-2024)       ||      ପୁରୁଷୋତ୍ତମପୁର ସରସ୍ବତୀ ଶିଶୁମନ୍ଦିର ରେ ଜାତୀୟ ଗଣିତ ଦିବସ ଓ ମାତୃ କର୍ମଶାଳା ଅନୁଷ୍ଠିତ |    (22-Dec-2024)       ||      ବୁଗୁଡ଼ା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର 27ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ |    (22-Dec-2024)       ||      ବୁଗୁଡ଼ା ନିୟୁ ଏରା ପବ୍ଲିକ ସ୍କୁଲ ରେ ବାର୍ଷିକ କ୍ରୀଡା ଅନୁଷ୍ଠିତ |   (22-Dec-2024)       ||      ବୁଗୁଡ଼ା ପିପୁଲସ ହାଇସ୍କୁଲ ର 1992 ମାଟ୍ରିକ ବ୍ୟାଚ ଛାତ୍ର ଙ୍କ ପ୍ରଥମ ବନ୍ଧୁ ମିଳନ |    (22-Dec-2024)       ||      ଖଲ୍ଲିକୋଟ କନକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ |    (22-Dec-2024)       ||      ଲଗାଣ ବର୍ଷା ରେ ଚାଷୀ ବେହାଲ |    (21-Dec-2024)       ||      ପାଟ ଖଣ୍ଡା ପବ୍ଲିକ ସ୍କୁଲ ରେ 27ତମ ବାର୍ଷିକ କ୍ରୀଡା ଉଦଯାପିତ |   (21-Dec-2024)       ||      ବାଲିଗୁଡା କାଳୀ ମନ୍ଦିର ଠାରେ ଜଳିଗଲା କ୍ରିଷ୍ଣା ଘରୋଇ ବସ |    (21-Dec-2024)       ||      ଅଦିନିଆ ଲଗାଣ ବର୍ଷାରେ ଭିଜିଲା ଚାଷୀଙ୍କ କଟା ଧାନ, ଚିନ୍ତାରେ ଚାଷୀ |    (21-Dec-2024)       ||      କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଶିକ୍ଷା ମନ୍ତ୍ରୀ ଙ୍କ ପାଖରେ ଦାବୀ କଲେ ଆସ୍କା ସାଂସଦ |   (21-Dec-2024)       ||      ଲୋକସଭା ର ସରିଲା ଶୀତ ଅଧିବେଶନ ||   (21-Dec-2024)       ||      ଉତ୍ତମ ସେବା ପାଈଁ ଜରଡ଼ା ଥାନା ଷ୍ଟାଫ ଏସପି ଙ୍କ ଠାରୁ ସମ୍ବର୍ଦ୍ଧିତ ||   (20-Dec-2024)       ||      ବୁଗୁଡ଼ା ଅଞ୍ଚକ ରେ ଲଗାଣ ବର୍ଷା ରେ କଟା ଧାନ ଫସଲ ନଷ୍ଟ |    (20-Dec-2024)       ||      ବାଲିଗୁଡା ଥାନା କୁଟିକିଆ ଅଞ୍ଚଳ ରୁ 120 ଏକର ଗଞ୍ଜେଇ ଗଛ ନଷ୍ଟ କଲା ପୋଲିସ |   (20-Dec-2024)       ||      ଜିଲ୍ଲା ଶିକ୍ଷା ବିଭାଗ ର ଜିଲ୍ଲା ପ୍ରକଳ୍ପ ପରିଚାଳନା ବିଭାଗ ର ବୈଠକ ଅନୁଷ୍ଠିତ |   (20-Dec-2024)       ||      ଦଣ୍ଡପଦର ଆଦର୍ଶ ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ଅନୁଷ୍ଠିତ |    (20-Dec-2024)       ||      ପୁରୁଷୋତ୍ତମପୁର ଏନଏସି ବୈଠକ ହଲ ରେ ସପ୍ତମ କାଉନ ସିଲ ବୈଠକ ଅନୁଷ୍ଠିତ |    (20-Dec-2024)       ||      ଯୋଗାଣ ସହାୟକ ନିଯୁକ୍ତି ରେ ଆଦିବାସୀ ଙ୍କୁ ପ୍ରାଥମିକତା ଦେବା ପାଈଁ ବିଡ଼ିଓ ଙ୍କୁ ଦାବି ପତ୍ର ପ୍ରଦାନ |    (20-Dec-2024)       ||     

ଘର ଆଗରେ ବିଦ୍ୟୁତ ଖୁଣ୍ଟ ରହିଥିବାରୁ ଅସୁବିଧା ଭୋଗ କରିଛନ୍ତି ଘର ମାଲିକ |

04-Dec-2024

ବିଜୁଳି ବିଭାଗ ର ଅବହେଳା ଯୋଗୁଁ ଘର ଆଗରୁ ଉଠୁନି ବିଜୁଳି ଖୁଣ୍ଟ | 
__________________________
           ଓଡିଶା ଜନମତ ବ୍ୟୁରୋ,

ଖଲ୍ଲିକୋଟ : 4/12 ବିଜୁଳି ବିଭାଗ ର ଅବହେଳା ଯୋଗୁଁ ଖଲ୍ଲିକୋଟ ବ୍ଲକ ମଥୁରା ପଂଚା ୟତ ଅନ୍ତର୍ଗତ ଭରସା ଗ୍ରାମ ର ସିମାଞ୍ଚଳ ଗୌଡ଼ ନାମକ ଜଣେ ବିଜୁଳି ଉପ ଭୋକ୍ତା ତାଙ୍କ ଘର ଆଗରେ ଥିବା ବିଜୁଳି ଖୁଣ୍ଟ କୁ ଉଠାଇବା ପାଇଁ ଗତ ବିଜୁଳି ବିଭାଗ  ଏସ ଡ଼ି ଓ କନିଷ୍ଟ ଯନ୍ତି ଙ୍କୁ ଲିଖିତ ଭାବେ ଜଣାଇଲେ ମଧ୍ୟ ଖୁଣ୍ଟକୁଉଠାଇବାପାଇଁକୌଣସି ପଦକ୍ଷେପ ନେଉନଥିବା ଗଣ ମାଧ୍ୟମ ପ୍ରତିନିଧି ଙ୍କ ଆଗରେ ଅଭିଯୋଗ କରିଛନ୍ତି | ସିମା ଞ୍ଚଳ ଙ୍କ ଘର ଆଗରେ ବିଜୁଳି ଖୁଣ୍ଟ ଥିବା ଯୋଗୁଁ ଛୋଟ ପିଲା ଓ ଗାଡି ଓ ଘରକୁ କୌଣସି ଦ୍ରବ୍ୟ ନେବା ରେ ଘୋର ଅସୁବିଧା ଉପୁଜୁଛି ଓ ଦୈନାଦିନ ଯାତାୟତ ରେ ଘୋର ଅସୁବିଧା ଘଟୁଛି ବୋଲି ଅଭିଯୋଗ କରିଛନ୍ତି |ଏସମ୍ପର୍କ ରେ ଖଲ୍ଲିକୋଟ ବିଜୁଳି ଉପ ଖଣ୍ଡ ଅଧିକାରୀ ଇଂଚିତ୍ତରଞ୍ଜନ ମଲ୍ଲିକ ଙ୍କ ସହ ଯୋଗା ଯୋଗ କରିବା ରେ ଗତ ଏପ୍ରିଲ 3 ରେ ବିଜୁଳି ଉପୋଭୋକ୍ତା ଙ୍କ ଆବେଦନ ପତ୍ର ପାଇବା ପରେ ଗତ ଅଗଷ୍ଟମାସରେଏସ୍ଟିମେଟ ପ୍ରସ୍ତୁତ ହୋଇଛି ଖୁବ ଶୀଘ୍ର ଉପୋଭୋକ୍ତା ଙ୍କ ଖର୍ଚ୍ଚ ରେ ବିଜୁଳି ଖୁଣ୍ଟ କୁ ସ୍ଥାନାନ୍ତର କରାଯିବ ବୋଲି ପ୍ରକାଶ କରିଥିଲେ | ଏହିଭଳି ଖଲ୍ଲି କୋଟ ବ୍ଲକ ଓ ଏନ ଏ ସି ର ବହୁ ରାସ୍ତା ମଝିରେ ବର୍ଷ ବର୍ଷ ଧରି ବିଜୁଳି ଖୁଣ୍ଟ ସାଙ୍ଗକୁ ବିଦ୍ୟାଳୟ ମନ୍ଦିର ନିକଟରେ ବିଜୁଳି ଟ୍ରାନ୍ସଫର୍ମେର ଥିବା ବେଳେ ତି ପି ଏସ ଓ ଡ଼ି ଏଲ ଘୁଞ୍ଚାଇବା ପାଇଁ କୌଣସି ପଦକ୍ଷେପ ନେଉନଥିବା ଯୋଗୁଁ ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଉଛି |

News Comment

You Might Also Like

BACK TO TOP