Breaking News

ସମବାୟ ମନ୍ତ୍ରୀ ଦେଲେ ସୂଚନା, ଧାନ ନଷ୍ଟ ହେଲେ ଚାଷୀ ଙ୍କୁ ମିଳିବ କ୍ଷତି ପୂରଣ |    (22-Dec-2024)       ||      ଅଦିନିଆ ବର୍ଷା ପାଣି ପଶି କଟାଯାଇଥିବା ଧାନ, ପରିବାଚାଷ କ୍ଷତିଗ୍ରସ୍ତ |    (22-Dec-2024)       ||      ପୁରୁଷୋତ୍ତମପୁର ସରସ୍ବତୀ ଶିଶୁମନ୍ଦିର ରେ ଜାତୀୟ ଗଣିତ ଦିବସ ଓ ମାତୃ କର୍ମଶାଳା ଅନୁଷ୍ଠିତ |    (22-Dec-2024)       ||      ବୁଗୁଡ଼ା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର 27ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ |    (22-Dec-2024)       ||      ବୁଗୁଡ଼ା ନିୟୁ ଏରା ପବ୍ଲିକ ସ୍କୁଲ ରେ ବାର୍ଷିକ କ୍ରୀଡା ଅନୁଷ୍ଠିତ |   (22-Dec-2024)       ||      ବୁଗୁଡ଼ା ପିପୁଲସ ହାଇସ୍କୁଲ ର 1992 ମାଟ୍ରିକ ବ୍ୟାଚ ଛାତ୍ର ଙ୍କ ପ୍ରଥମ ବନ୍ଧୁ ମିଳନ |    (22-Dec-2024)       ||      ଖଲ୍ଲିକୋଟ କନକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ |    (22-Dec-2024)       ||      ଲଗାଣ ବର୍ଷା ରେ ଚାଷୀ ବେହାଲ |    (21-Dec-2024)       ||      ପାଟ ଖଣ୍ଡା ପବ୍ଲିକ ସ୍କୁଲ ରେ 27ତମ ବାର୍ଷିକ କ୍ରୀଡା ଉଦଯାପିତ |   (21-Dec-2024)       ||      ବାଲିଗୁଡା କାଳୀ ମନ୍ଦିର ଠାରେ ଜଳିଗଲା କ୍ରିଷ୍ଣା ଘରୋଇ ବସ |    (21-Dec-2024)       ||      ଅଦିନିଆ ଲଗାଣ ବର୍ଷାରେ ଭିଜିଲା ଚାଷୀଙ୍କ କଟା ଧାନ, ଚିନ୍ତାରେ ଚାଷୀ |    (21-Dec-2024)       ||      କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଶିକ୍ଷା ମନ୍ତ୍ରୀ ଙ୍କ ପାଖରେ ଦାବୀ କଲେ ଆସ୍କା ସାଂସଦ |   (21-Dec-2024)       ||      ଲୋକସଭା ର ସରିଲା ଶୀତ ଅଧିବେଶନ ||   (21-Dec-2024)       ||      ଉତ୍ତମ ସେବା ପାଈଁ ଜରଡ଼ା ଥାନା ଷ୍ଟାଫ ଏସପି ଙ୍କ ଠାରୁ ସମ୍ବର୍ଦ୍ଧିତ ||   (20-Dec-2024)       ||      ବୁଗୁଡ଼ା ଅଞ୍ଚକ ରେ ଲଗାଣ ବର୍ଷା ରେ କଟା ଧାନ ଫସଲ ନଷ୍ଟ |    (20-Dec-2024)       ||      ବାଲିଗୁଡା ଥାନା କୁଟିକିଆ ଅଞ୍ଚଳ ରୁ 120 ଏକର ଗଞ୍ଜେଇ ଗଛ ନଷ୍ଟ କଲା ପୋଲିସ |   (20-Dec-2024)       ||      ଜିଲ୍ଲା ଶିକ୍ଷା ବିଭାଗ ର ଜିଲ୍ଲା ପ୍ରକଳ୍ପ ପରିଚାଳନା ବିଭାଗ ର ବୈଠକ ଅନୁଷ୍ଠିତ |   (20-Dec-2024)       ||      ଦଣ୍ଡପଦର ଆଦର୍ଶ ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ଅନୁଷ୍ଠିତ |    (20-Dec-2024)       ||      ପୁରୁଷୋତ୍ତମପୁର ଏନଏସି ବୈଠକ ହଲ ରେ ସପ୍ତମ କାଉନ ସିଲ ବୈଠକ ଅନୁଷ୍ଠିତ |    (20-Dec-2024)       ||      ଯୋଗାଣ ସହାୟକ ନିଯୁକ୍ତି ରେ ଆଦିବାସୀ ଙ୍କୁ ପ୍ରାଥମିକତା ଦେବା ପାଈଁ ବିଡ଼ିଓ ଙ୍କୁ ଦାବି ପତ୍ର ପ୍ରଦାନ |    (20-Dec-2024)       ||     

ପୋଲସରା ବିଜ୍ଞାନ କଲେଜ ରେ ବିଶ୍ୱ ଏଡଶ ଦିବସ ପାଳିତ |

01-Dec-2024

ପୋଲସରା କଲେଜରେ ବିଶ୍ୱ ଏଡସ ଦିବସ ପାଳନ,

           ଓଡିଶା ଜନମତ ବ୍ୟୁରୋ,

ପୋଲସରା ୦୧/୧୨/୨୪ : ଗଞ୍ଜାମ ଜିଲ୍ଲା ରାଜ୍ୟରେ ଏକ ଏଡସ ରୋଗ ବହୁଳ ଜିଲ୍ଲା। ଗଞ୍ଜାମ ଜିଲ୍ଲାରେ ମୋଟ ୧୮ହଜାର ୪୮୪ ଜଣ ଏଡସ ରୋଗୀ ଚିହ୍ନଟ ହୋଇଛନ୍ତି। ସେଥି ମଧ୍ୟରୁ ପୋଲସରା ବ୍ଲକ ଓ ଏନଏସି ରେ ମୋଟ ୧୩୪୨ ଜଣ ଥିବା ବେଳେ ଗଞ୍ଜାମ ଜିଲ୍ଲାରେ ପ୍ରଥମ ସ୍ଥାନରେ ରହିଅଛି। ଏହି କାରଣ ଯୋଗୁଁ ପୋଲସରା ଅଞ୍ଚଳରେ ଏଡସ ସଚେତନ ତାର ଯଥେଷ୍ଟ ଆବଶ୍ୟକ ରହିଅଛି। ପ୍ରଶଂସନୀୟ ବିଷୟ ପୋଲସର ବିଜ୍ଞାନ ମହାବିଦ୍ୟାଳୟର  ଜାତୀୟ ସେବା ଯୋଜନା, ଯୁବ ରେଡ କ୍ରସ୍ ଓ ରେଡ୍ ରିବନ କ୍ଲବ୍ ପକ୍ଷରୁ ଡିସେମ୍ବର ୦୧ ତାରିଖ ଦିନ ବିଶ୍ୱ ଏଡସ ଦିବସ ଉପଲକ୍ଷେ  ଏଚ୍. ଆଇ. ଭି/ଏଡ଼ସ ସଚେତନତା ଶୋଭା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଦିବସ ଅବସରରେ ମହା ବିଦ୍ୟାଳୟ ଆଡମିନିଷ୍ଟ୍ରଟିଭ ବରସର ତଥା ଦର୍ଶନଶାସ୍ତ୍ର ବିଭାଗର ମୁଖ୍ୟ  ରୁଦ୍ର ପ୍ରସାଦ ଗୌଡ଼ ପ୍ଲାକାର୍ଡ ଧରି ଶୋଭ ଯାତ୍ରାକୁ ଉଦଘାଟନ କରି ଥିଲେ। ଯୁବ ରେଡକ୍ରସ୍ କାଉନସିଲ ବିଶ୍ଵନାଥ ଚୌଧୁରୀ, ଜାତୀୟ ସେବା ଯୋଜନାର ତିନିଗୋଟି ୟୁନିଟର ପ୍ରୋଗ୍ରାମ ଅଫିସର ସେକ ଫରିଦ୍, ପ୍ରକାଶ ଚନ୍ଦ୍ର ସାହୁ ଓ ବସନ୍ତ କୁମାର ପାଣି ସଂଯୋଜନା କରିଥିଲେ।  ସ୍ବେଛାସେବୀ ମାନେ ପ୍ଲାକାର୍ଡ ମାଧ୍ୟମରେ ସ୍ଲୋଗାନ ଦେଇ ଜନ ସାଧାରଣଙ୍କୁ ଏଡ଼ସରୁ ଦୁରେଇ ରହିବା ପାଇଁ ସଚେତତା କରିଥିଲେ। ଶୋଭାଯାତ୍ରା କଲେଜ ଛକ , ବ୍ଲକ ଛକ, ହାଇସ୍କୁଲ ଛକ ଦେଇ କଲେଜକୁ ଫେରିଥିଲା। ଇତିହାସ ବିଭାଗର ମୁଖ୍ୟ ଶାନ୍ତନୁ କୁମାର ପ୍ରଧାନ ସହଯୋଗ କରିଥିଲେ।

News Comment

You Might Also Like

BACK TO TOP