Breaking News

ସମବାୟ ମନ୍ତ୍ରୀ ଦେଲେ ସୂଚନା, ଧାନ ନଷ୍ଟ ହେଲେ ଚାଷୀ ଙ୍କୁ ମିଳିବ କ୍ଷତି ପୂରଣ |    (22-Dec-2024)       ||      ଅଦିନିଆ ବର୍ଷା ପାଣି ପଶି କଟାଯାଇଥିବା ଧାନ, ପରିବାଚାଷ କ୍ଷତିଗ୍ରସ୍ତ |    (22-Dec-2024)       ||      ପୁରୁଷୋତ୍ତମପୁର ସରସ୍ବତୀ ଶିଶୁମନ୍ଦିର ରେ ଜାତୀୟ ଗଣିତ ଦିବସ ଓ ମାତୃ କର୍ମଶାଳା ଅନୁଷ୍ଠିତ |    (22-Dec-2024)       ||      ବୁଗୁଡ଼ା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର 27ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ |    (22-Dec-2024)       ||      ବୁଗୁଡ଼ା ନିୟୁ ଏରା ପବ୍ଲିକ ସ୍କୁଲ ରେ ବାର୍ଷିକ କ୍ରୀଡା ଅନୁଷ୍ଠିତ |   (22-Dec-2024)       ||      ବୁଗୁଡ଼ା ପିପୁଲସ ହାଇସ୍କୁଲ ର 1992 ମାଟ୍ରିକ ବ୍ୟାଚ ଛାତ୍ର ଙ୍କ ପ୍ରଥମ ବନ୍ଧୁ ମିଳନ |    (22-Dec-2024)       ||      ଖଲ୍ଲିକୋଟ କନକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ |    (22-Dec-2024)       ||      ଲଗାଣ ବର୍ଷା ରେ ଚାଷୀ ବେହାଲ |    (21-Dec-2024)       ||      ପାଟ ଖଣ୍ଡା ପବ୍ଲିକ ସ୍କୁଲ ରେ 27ତମ ବାର୍ଷିକ କ୍ରୀଡା ଉଦଯାପିତ |   (21-Dec-2024)       ||      ବାଲିଗୁଡା କାଳୀ ମନ୍ଦିର ଠାରେ ଜଳିଗଲା କ୍ରିଷ୍ଣା ଘରୋଇ ବସ |    (21-Dec-2024)       ||      ଅଦିନିଆ ଲଗାଣ ବର୍ଷାରେ ଭିଜିଲା ଚାଷୀଙ୍କ କଟା ଧାନ, ଚିନ୍ତାରେ ଚାଷୀ |    (21-Dec-2024)       ||      କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଶିକ୍ଷା ମନ୍ତ୍ରୀ ଙ୍କ ପାଖରେ ଦାବୀ କଲେ ଆସ୍କା ସାଂସଦ |   (21-Dec-2024)       ||      ଲୋକସଭା ର ସରିଲା ଶୀତ ଅଧିବେଶନ ||   (21-Dec-2024)       ||      ଉତ୍ତମ ସେବା ପାଈଁ ଜରଡ଼ା ଥାନା ଷ୍ଟାଫ ଏସପି ଙ୍କ ଠାରୁ ସମ୍ବର୍ଦ୍ଧିତ ||   (20-Dec-2024)       ||      ବୁଗୁଡ଼ା ଅଞ୍ଚକ ରେ ଲଗାଣ ବର୍ଷା ରେ କଟା ଧାନ ଫସଲ ନଷ୍ଟ |    (20-Dec-2024)       ||      ବାଲିଗୁଡା ଥାନା କୁଟିକିଆ ଅଞ୍ଚଳ ରୁ 120 ଏକର ଗଞ୍ଜେଇ ଗଛ ନଷ୍ଟ କଲା ପୋଲିସ |   (20-Dec-2024)       ||      ଜିଲ୍ଲା ଶିକ୍ଷା ବିଭାଗ ର ଜିଲ୍ଲା ପ୍ରକଳ୍ପ ପରିଚାଳନା ବିଭାଗ ର ବୈଠକ ଅନୁଷ୍ଠିତ |   (20-Dec-2024)       ||      ଦଣ୍ଡପଦର ଆଦର୍ଶ ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ଅନୁଷ୍ଠିତ |    (20-Dec-2024)       ||      ପୁରୁଷୋତ୍ତମପୁର ଏନଏସି ବୈଠକ ହଲ ରେ ସପ୍ତମ କାଉନ ସିଲ ବୈଠକ ଅନୁଷ୍ଠିତ |    (20-Dec-2024)       ||      ଯୋଗାଣ ସହାୟକ ନିଯୁକ୍ତି ରେ ଆଦିବାସୀ ଙ୍କୁ ପ୍ରାଥମିକତା ଦେବା ପାଈଁ ବିଡ଼ିଓ ଙ୍କୁ ଦାବି ପତ୍ର ପ୍ରଦାନ |    (20-Dec-2024)       ||     

ସୁନାଥର ପରମା ନନ୍ଦ ଶିଶୁ ବିଦ୍ୟା ମନ୍ଦିର ରେ ରାଜ୍ୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ |

01-Dec-2024

ସୁନାଥର ରେ ରାଜ୍ୟସ୍ତରୀୟ ଶିଶୁ ବିଜ୍ଞାନମେଳା ଅନୁଷ୍ଠିତ ,

           ଓଡିଶା ଜନମତ ବ୍ୟୁରୋ,

ଶିକ୍ଷା ପରିଷଦ ଓଡିଶା ଦ୍ବାରା ଆୟୋଜିତ ଚଳିତ ବର୍ଷର ରାଜ୍ୟସ୍ତରୀୟ ଶିଶୁ ବିଜ୍ଞାନ ମେଳା ପରମାନନ୍ଦ ଶିଶୁ ବିଦ୍ୟାମନ୍ଦିର, ସୁନାଥର ଠାରେ ଶିକ୍ଷାପରିଷଦ, ଓଡିଶାର ସଭାପତି ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥୀ ରୂପେ  ବ୍ଲକ ଅଧକ୍ଷା ପିଙ୍କି ବେହେରା, ଓ ଶ୍ରୀଯୁକ୍ତ ସିମାଞ୍ଚଳ ରଥ, ବି ଆର ସି ସି  ଉପସ୍ଥିତ ରହି ଶିଶୁ ବିଜ୍ଞାନ ମେଳାରଶୁଭାରମ୍ଭକରିଥିଲେ । ବିଚାରକ ରୂପେ ଶ୍ରୀ ରାଜେନ୍ଦ୍ର କୁମାର ନାହାଜ, ଶ୍ରୀ ନିରଞ୍ଜନ ନାୟକ, ଶ୍ରୀ ଅଜୟ କୁମାର ପାଣିଗ୍ରାହି, ଶ୍ରୀ ପିତବାସ ବସନ୍ତିଆ, ଶ୍ରୀ ଏସ୍.ଲକ୍ଷ୍ମୀ ନାରାୟଣ ପାତ୍ର. ଶ୍ରୀ ନୀଳକଣ୍ଠ ବେହେରା ଯୋଗଦାନ କରି ମୋଟ ୧୨୭ଟି ପ୍ରକଳ୍ପର ମୂଲ୍ୟାୟନ କରିଥିଲେ । ଏଥିରେ ରାଜ୍ୟର ପ୍ରାୟ ୧୧ଟି ଜିଲ୍ଲା ଯଥା କନ୍ଧମାଳ, ଗଞ୍ଜାମ, ବାଲେ ଶ୍ବର, ନୟାଗତ, ଜଗତସିଂହ ପୁର, ବଲାଙ୍ଗିର, ଗଜପତି, ଖୋର୍ଦ୍ଧା, ପୁରୀ, କଟକ, ସମ୍ବଲପୁରର ଶିକ୍ଷାପରିଷଦ ଓଡିଶା ସହ ସହବନ୍ଧିତ ବିଦ୍ୟାଳୟ ଗୁଡିକର ଛାତ୍ର ଛାତ୍ରୀମାନେ ଆସି ସେମାନଙ୍କ ର ପ୍ରକଳ୍ପକୁ ଉପସ୍ଥାପନ କରିଥିଲେ । ଅପରାହ୍ନରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ବରେଣ୍ୟ ଅତିଥୀ ରୂପେ ଶ୍ରୀମତୀ ପିଙ୍କି ବେହେରା, ଅଧ୍ୟକ୍ଷା, ପୁରୁଷୋତ୍ତମପୁର ପଞ୍ଚାୟତ ସମିତି, ମୁଖ୍ୟବକ୍ତା ଭାବେ ଶ୍ରୀ ଅନୀଲ କୁମାର ନାହାକ, ସ୍ଥାନୀୟ ସରପଞ୍ଚ ଓ ସମ୍ମାନନୀୟ ଅତିଥୀ ରୂପେ ଶ୍ରୀ ବିଷ୍ଣୁ ପ୍ରସାଦ ରଥ, ସଂପାଦକ, ସାମନ୍ତ ଚନ୍ଦ୍ର ଶେଖର ଶିକ୍ଷାକେନ୍ଦ୍ର, ଖଣ୍ଡପଡା, ଶ୍ରୀ ଅରୁଣ କୁମାର ଷଡଙ୍ଗୀ, ସାମ୍ବାଦିକ ତଥା ସଂପାଦକ, ବିବେକାନନ୍ଦ ଶିକ୍ଷାକେନ୍ଦ୍ର, କନ୍ଧମାଳ, ଶ୍ରୀମତୀ ନମିତା ବସନ୍ତିଆ, ସ୍ଥାନୀୟ ସମିତି ସଭ୍ୟା, ଶ୍ରୀ ଜଗତବନ୍ଧୁ ପଣ୍ଡା, ସମାଜ ସେବୀ, ଶ୍ରୀ ଇନ୍ଦ୍ରଜିତ ନାୟକ, ସରପଞ୍ଚ, ଯାମୁନୀ, ଶ୍ରୀ ସୁରେଶ ଚନ୍ଦ୍ର ପଣ୍ଡା, ଶିକ୍ଷାବିତ୍, ଶ୍ରୀ ଏସ୍.ଲକ୍ଷ୍ମୀନାରାୟଣ ପାତ୍ର, ସ୍ଥାନୀୟ  ସି ଆର ସି ସି  ଶ୍ରୀ ପିତାମ୍ବର ମହାଙ୍କୁତ, ପ୍ରଧାନ ଆଚାର୍ଯ୍ୟ ଯୋଗଦାନ କରି ବିଜ୍ଞାନମେଳାରେ ପ୍ରଥମ. ଦ୍ବିତୀୟ ଓ ତୃତୀୟ ସ୍ଥାନ ପାଇଥିବା ଜୁନିୟର, ସବ୍‌ ଜୁନିୟର ଓ ସିନିୟର ସ୍ତରର ଛାତ୍ର ଛାତ୍ରୀମାନଙ୍କୁ ଟ୍ରଫି, ମେତେଲ୍ ସହିତ ପ୍ରମାଣ ପତ୍ର ପ୍ରଦାନ କରିଥିଲେ । ମୁଖ୍ୟ ଅତିଥୀ ଶ୍ରୀଯୁକ୍ତ ରଥ ମହୋଦୟ ଶିଶୁମାନଙ୍କୁ ଟିମ୍ ୱାର୍କ ମାଧ୍ୟମରେ ଶିକ୍ଷାଲାଭ କରି ବୈଜ୍ଞାନିକ ଚିନ୍ତାଧାରା ରଖି ନିଜକୁ ତଥା ଜାତିର ଓ ଦେଶର ଉନ୍ନତି ପାଇଁ ଭଲକାମ କରି ସୁନାମ ଅର୍ଜନ କରିବା ପାଇଁ ଅମୃତମୟ ବାଣୀ ପ୍ରଦାନ କରିଥିଲେ । ଏତବ୍ୟତୀତ ଅଧ୍ୟୟନରେ ଆହରଣ ଜ୍ଞାନକୁ ସମାଜ ସେବାରେ ପ୍ରୟୋଗ କରିବା ନିମନ୍ତେ ସି ଆର ସି ସି ମହୋ ଦୟ ଶିଶୁ ବୈଜ୍ଞାନିକମାନଙ୍କୁ ପ୍ରେରଣା ପ୍ରଦ ଉପଦେଶ ପ୍ରଦାନ କରିଥିଲେ । ଏଥିରେ ଭାଗ ନେଇଥିବା ସମସ୍ତ ଛାତ୍ର ଛାତ୍ରୀଙ୍କୁ ମଧ୍ୟ ଉପସ୍ଥିତ ମଞ୍ଚାସୀନ ଅତିଥୀମାନଙ୍କ ଦ୍ବାରା ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ଏହି ବର୍ୟାଜ୍ୟ ପରିବେଶରେ ରାଜ୍ୟସ୍ତରୀୟ ମେଧାବୃତ୍ତରେ କୃତିତ୍ବ ଲାଭ କରିଥିବା ବୃତ୍ତାଧାରୀମାନଙ୍କୁ ମେଡେଲ୍ ସହ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା ।

News Comment

You Might Also Like

BACK TO TOP