Breaking News

ବେଗୁନିଆପଡା ବ୍ଲକର 49 ଅଙ୍ଗନବାଡି କେନ୍ଦ୍ରର ନାହିଁ ନିଜସ୍ୱ ଗୃହ |    (21-Aug-2026)       ||      ପୁରୁଷୋତ୍ତମପୁର ରେ ଉଦଯାପିତ ହେଲା ତିନିଦିନ ଧରି ଚାଲିଥିବା ଲକ୍ଷପତି ଦିଦି କାର୍ଯ୍ୟକ୍ରମ ||   (21-Aug-2026)       ||      ବିଧାନ ସଭା ଗୃହ କମିଟି ଅଧକ୍ଷ ଓ ସଦସ୍ୟ ମାନେ ମା ତାରା ତାରିଣୀ ଙ୍କୁ ଦର୍ଶନ କଲେ ||   (21-Aug-2026)       ||      ବିଭିନ୍ନ ଅସୁବିଧା ନେଇ ବିଡ଼ିଓ ଙ୍କୁ ଦାବିପତ୍ର ଦେଲେ ମଠ ବରିଡା ଗ୍ରାମବାସୀ |   (20-Aug-2026)       ||      ବିଭିନ୍ନ ସମସ୍ୟା ନେଇ କୃଷକ ସଂଘର ଜିଲ୍ଲା ପାଳ ଙ୍କୁ ଦାବିପତ୍ର |    (20-Aug-2026)       ||      ସୁନା ଲୁଟ କରିବାକୁ ଆସି ଭୁଜାଲିରେ ପରିବାର ଙ୍କୁ ଆକ୍ରମଣ |    (20-Aug-2026)       ||      ବଟି ମାଗିବାକୁ ନେଇ ବିଜେପି ନାରୀ ନେତ୍ରୀଙ୍କ ବିରୁଦ୍ଧରେ ଥାନା ରେ ଅଭିଯୋଗ |   (20-Aug-2026)       ||      ଯୋଗ୍ୟ ହିତାଧିକାରୀ ଆବାସ ଯୋଜନା ରୁ ବଞ୍ଚିତ ହୋଇ ପାଲଥିନ ତଳେ ଜୀବନ ବିତାଉଛନ୍ତି |    (20-Aug-2026)       ||      ଦାରା ସିଂହ ଙ୍କ କେଶ ରେ ସରକାର ଙ୍କ ଉପରେ ବର୍ଷିଲେ ସୁପ୍ରିମ କୋର୍ଟ ||   (20-Aug-2026)       ||      ଦାରା ସିଂହ ଙ୍କ ଶୁଣାଣୀ ଉପରେ ସରକାର ଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ସୁପ୍ରିମ କୋର୍ଟ |    (20-Aug-2026)       ||      କରେଣ୍ଟ ଲଗାଇ ହାତୀ ମାରିବା ଘଟଣା ରେ ଅଭିଯୁକ୍ତ ଗିରିଫ |   (20-Aug-2026)       ||      ହାତୀ ଦାନ୍ତ ଜବତ ସହ ଚାରି ଅଭିଯୁକ୍ତ ଗିରଫ |    (20-Aug-2026)       ||      ଅନ୍ତର୍ଜାତୀୟ ଜୁଡେ ଏବଂ ମାର୍ଶାଲ ସ୍ଵର୍ଣ ପଦକ ବିଜେତା ଏବେ ଦିନ ମଜୁରିଆ |    (20-Aug-2026)       ||      ସୃଜନ ସାହିତ୍ୟ ସଂସ୍କୃତି ସଂସଦ ର ଷଷ୍ଟ ବାର୍ଷିକ ଉତ୍ସବ ଅବସର ରେ ସାରସ୍ୱତ ସମ୍ମାନ ସମାରୋହ ଆୟୋଜିତ |   (20-Aug-2026)       ||      ଗଞ୍ଜାମ ଜିଲ୍ଲା ଶାଖା ଭାରତୀୟ ଦଳିତ ସାହିତ୍ୟ ଏକାଡେମୀ ର ପ୍ରଥମ କାର୍ଯ୍ୟ କାରିଣୀ ବୈଠକ |   (20-Aug-2026)       ||      ଏୟାର ଇଣ୍ଡିଆର ଦୁଇ ପାଇଲେଟ ଡ୍ରଗ ଟେଷ୍ଟ ରେ ପଯେତିଭ |   (19-Aug-2026)       ||      ଟ୍ରେନ ର ଏସି ରୁମରେ ପସି ଚୋର କରୁଥିଲା ସୁନା ଚୋରି |    (19-Aug-2026)       ||      ଧସିଗଲା ନୁଆଁ ପୋଖରୀର ପାଖ ସୁରକ୍ଷା କାନ୍ଥ ||   (19-Aug-2026)       ||      ଚାକିରୀ ଦେବା ନାଁରେ 16 ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୁକ୍ତ ଗିରଫ |   (19-Aug-2026)       ||      ଦକ୍ଷିଣ ଓଡିଶା ସାହିତ୍ୟ ସମ୍ମିଳନୀ ତରଫରୁ କୋଦଳା ଠାରେ ପ୍ରତିଭା ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ |    (19-Aug-2026)       ||     

କୁମାରୀ ଗ୍ରାମର ବିଦ୍ୟୁତ ଟ୍ରାନ୍ସଫର୍ମ ଠାରେ ଯୁବକଙ୍କ ମୃତ ଦେହ ଉଦ୍ଧାର |

09-Aug-2025

କୁମାରୀ ତ୍ରାନ୍ସଫର୍ମ ର ଠାରେ ଯୁବକଙ୍କ ଗଳିତ ମୃତ ଦେହ ଉଦ୍ଧାର,

ହତ୍ୟା ନା ଆତ୍ମହତ୍ୟା ସନ୍ଦେହ ଘେରରେ, 

ଓଡିଶା ଜନ ମତ  ବ୍ୟୁରୋ,

ପୁରୁଷୋତ୍ତମପୁର ବିଜ୍ଞାପିତ ଅଞ୍ଚଳ ଅନ୍ତର୍ଗତ ଆସିକା, ହୁମା ରୋଡ଼ କୁମାରୀ ବିଦ୍ୟୁତ ତ୍ରାନ୍ସଫର୍ମ ନିକଟରୁ  ପଚା ଗନ୍ଧ  ଆସୁ ଥିବାର  କିଛି ଲୋକ ଜାଣିବା ପରେ କଣ ମରିଛି ଯାହାଦ୍ୱାରା ଏତେ ଗନ୍ଧ ହେଉଛି ଦେଖିଲା ବେଳକୁ ଜଣେ ଯୁବକ ର ମୃତ ଦେହ ପଡିଛି | ଏହି ଘଟଣାପ୍ରଚାରିତ ପରେ ଘଟଣା ସ୍ଥଳ ରେ ବହୁଲୋକ ରୁଣ୍ଡ ହୋଇଥିଲେ | ଏବଂ ପୋଲିସକୁଖବର ଦେଇଥିଲେ | ପୋଲିସ ଆସି ଶବ କୁ ବାହାର କୁ ଆଣି ଦେଖିବା ପରେତାହା କୁମାରୀ ଗାଁ ର କବି ମହାରଣା  (27)ପିତା --ସୁରେନ୍ଦ୍ର ମହାରଣା ଙ୍କବୋଲି ଜଣା ପଡିଛି | ଏହି ଘଟଣା ଜଣା ପଡିବା ପରେ ଗାଁ ରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି |  ତେବେପିତା  ସୁରେନ୍ଦ୍ର ଙ୍କ ମୃତ୍ୟୁ ର ଆଠ ଦିନ ପୂର୍ବରୁ କବି କୁଆଡେ ନିଖୋଜ ହୋଇ ଯାଇଥିଲେ |ବହୁ ଖୋଜା ଖୋଜି ପରେ ମଧ୍ୟ ତାଙ୍କର  ସନ୍ଧାନ ମିଳି ନଥିଲା | ପୁରୁଷୋତ୍ତମପୁର ପୋଲିସ ମୃତଦେହକୁ ଜବତ କରିବା ସହ କେସ୍ ନଂ ୧୫/୨୫ରେ ଏକ ମାମଲା ରୁଜୁ କରାଯାଇଛି। ବ୍ରହ୍ମପୁର ବଡ଼ମେଡିକାଲକୁ ପଠାଯାଇ ପୋଷ୍ଟ ମଟମ କରିବା ପାଇଁ ପୋଲିସ ଚେଷ୍ଟା  କରୁଛି | ତେବେ ପୋଲିସ ର ତଦନ୍ତଏବଂ ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ଏହା ଆତ୍ମ ହତ୍ୟା ନା ହତ୍ୟା ତାହା ଜଣା ପଡିବ | ତେବେ କବିଙ୍କ ପରିବାର ବହୁତ ଗରିବ ଥିବା ବେଳେ ଏପଟେ ସ୍ୱାମୀ ଓ ପୁତ୍ର ର ମୃତ୍ୟୁ ତାଙ୍କ ପରିବାର କୁ ବଡ଼ ଧକ୍କା ଦେଇଛି  | ତେଣୁ ଏନଏସି କର୍ତ୍ତୃପକ୍ଷ ଙ୍କ ତରଫରୁ ତାଙ୍କୁ କିଛି ଆର୍ଥିକ ସାହାଯ୍ୟ ମିଳିଲେ ତାଙ୍କ ପରିବାର ଉପକୃତ ହୋଇ ପାରିବେ ବୋଲି  ଜନ ସାଧାରଣ କହି ଛନ୍ତି  |

News Comment

You Might Also Like

BACK TO TOP