Breaking News

ଧସିଗଲା ନୁଆଁ ପୋଖରୀର ପାଖ ସୁରକ୍ଷା କାନ୍ଥ ||   (19-Aug-2026)       ||      ଚାକିରୀ ଦେବା ନାଁରେ 16 ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୁକ୍ତ ଗିରଫ |   (19-Aug-2026)       ||      ଦକ୍ଷିଣ ଓଡିଶା ସାହିତ୍ୟ ସମ୍ମିଳନୀ ତରଫରୁ କୋଦଳା ଠାରେ ପ୍ରତିଭା ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ |    (19-Aug-2026)       ||      ଯଳସେଚନ ସମସ୍ୟା ନେଇ ତହସିଲଦାର ଙ୍କୁ ଦାବିପତ୍ର ଦେଲେ ୩ ଗୋଟି ପଞ୍ଚାୟତ ବାସୀ |   (19-Aug-2026)       ||      ପ୍ରେମରେ ବିଫଳ ହୋଇ ଯୁବକଙ୍କ ଉନ୍ମୁତ କାଣ୍ଡ ¡   (19-Aug-2026)       ||      ଭାରତୀୟ ଦଳିତ ସାହିତ୍ୟ ଏକାଡେମୀ ଗଞ୍ଜାମ ଜିଲ୍ଲା ଶାଖା ର କାର୍ଯ୍ୟକାରିଣୀ ବୈଠକ |   (19-Aug-2026)       ||      ଦେଢକୋଟି ଟଙ୍କାର ସାମଗ୍ରୀ ହେର ଫେର ଘଟଣା ରେ ଜଣେ ଗିରଫ ||   (19-Aug-2026)       ||      ସରକାରୀ ଚାକିରୀ ଦେବା ଆଳରେ ଅନଲାଇନ ରେ ଅର୍ଥ ଠକେଇ କରୁଥିବା ଯୁବକ ଗିରଫ ||   (19-Aug-2026)       ||      ଶାହରୁଖାନ ଙ୍କ ପାଇଁ ଗୀତ ଲେଖିଥିଲେ ପୂର୍ବତନ ପ୍ରଧାନ ମନ୍ତ୍ରୀ ||   (19-Aug-2026)       ||      ଏଗାର ଦଫା ଦାବି ନେଇ ଜିଲ୍ଲା ପାଳ ଙ୍କ ଅଫିସ ଆଗରେ ଭାରତୀୟ ମଜୁଦୁର ସଂଘ ର ବିକ୍ଷୋଭ |    (18-Aug-2026)       ||      ସୁନା ଦୋକାନୀ ଉପରେ ପ୍ରତିଶୋଧ ପାଇଁ ଡକାୟତି ଯୋଜନା ପଣ୍ଡ, ପାଞ୍ଚ ଅଭିଯୁକ୍ତ ଗିରଫ |    (18-Aug-2026)       ||      ଚଢ଼େୟାପଡା ଠାରେ ଦୁଇ ମାସ ହେଲା ପାନୀୟ ଜଳ ଯୋଗାଣ ବନ୍ଦ |   (18-Aug-2026)       ||      ତାଡି ଜବତ ସହ ବାଇକ ଓ ଦୁଇ ଜଣ ବ୍ୟକ୍ତିଙ୍କୁ ଗିରଫ କଲା ଅବକାରୀ ପୋଲିସ ||   (18-Aug-2026)       ||      ଭାଲୁ ଆକ୍ରମଣ ରେ ଜଣେ ବ୍ୟକ୍ତି ଗୁରୁତର ମେଡିକାଲ ରେ ଭର୍ତ୍ତି ||   (18-Aug-2026)       ||      ଶୁଭ୍ରା ସେଟ୍ଟି ଙ୍କୁତୃତୀୟ ବିବାହ କରିବେ 20 ବର୍ଷ ରୁ ଅଧିକ ନିର୍ଦେଶକ ଅନୁରାଗ କଶ୍ୟପ |   (18-Aug-2026)       ||      ପିଏମ ଶ୍ରୀ ସର୍ଦ୍ଦାରଅନ୍ତର୍ଯ୍ୟାମୀ ଉଚ୍ଚ ବିଦ୍ୟାଳୟ ରେ 10କୋଟି ନିଶାମୁକ୍ତ ପ୍ରତିଜ୍ଞା ମହା ଅଭିଯାନ ||   (17-Aug-2026)       ||      ଦୁର୍ଘଟଣା ରେ ମୃତ ବ୍ୟକ୍ତିଙ୍କପରିବାର କୁ କ୍ଷତି ପୂରଣ ଦାବି କରି ଗ୍ରାମବାସୀ ଙ୍କ ରାସ୍ତା ରୋକ |    (17-Aug-2026)       ||      ଦୁର୍ଘଟଣା ରେ ସ୍ତ୍ରୀ ଆଗରେ ଚାଲିଗଲା ସ୍ୱାମୀର ଜୀବନ ||   (17-Aug-2026)       ||      ସରକାର ଙ୍କ ଘୋଷଣା,ରାକ୍ଷୀ ପୁର୍ଣିମା ନିମନ୍ତେ ମହିଳାଙ୍କୁ ମିଳିବ ତିନିଦିନ ମାଗଣା ବସ ସେବା    (17-Aug-2026)       ||      ମାନବା ଧିକାର ମିଶନ ଗଞ୍ଜାମ ଜିଲ୍ଲା ତରଫରୁ, 4ଅନାଥ ଶିଶୁଙ୍କ ପରିବାରକୁ 25ହଜାର ଟଙ୍କା ଓ ରାସନ ସାମଗ୍ରୀ ପ୍ରଦାନ |   (17-Aug-2026)       ||     

ଦକ୍ଷିଣ ଓଡିଶା ସାହିତ୍ୟ ସମ୍ମିଳନୀ ତରଫରୁ କୋଦଳା ଠାରେ ପ୍ରତିଭା ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ |

19-Aug-2026

କୋଦଳା ଠାରେ ଦକ୍ଷିଣ ଓଡିଶା ସାହିତ୍ୟ ସମିଳନୀ ତରଫରୁ ପ୍ରତିଭା ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ

ଓଡିଶା ଜନମତ,କୋଦଳା : 19/08/26 :

ନରେନ୍ଦ୍ର ନାଥ ଗୌଡ଼

ଗଞ୍ଜାମ ଜିଲ୍ଲା କୋଦଳା ଦଣ୍ଡିଶ୍ୱର ମନ୍ଦିର ସ୍ଥିତ କଲ୍ୟାଣ ମଣ୍ଡପ ଠାରେ କୋଦଳା `ସ୍ୱାଭିମାନ ସୁରକ୍ଷା ମଞ୍ଚ` ଆନୁକୂଲ୍ୟରେ ବୁଧବାର ଦିନ "ଦକ୍ଷିଣ ଓଡିଶା ସାହିତ୍ୟ ସମିଳନୀ ତରଫରୁ ପ୍ରତିଭା ସମ୍ବର୍ଦ୍ଧନା ସମାରୋହ" ଅନୁଷ୍ଠିତ ହୋଇଯାଇଛି l କୋଦଳା ସ୍ୱାଭିମାନ ମଞ୍ଚ ଆବାହକ ତଥା ସାହିତ୍ୟ ସମିଳନୀ ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ ସନ୍ତୋଷ କୁମାର ନାୟକଙ୍କ ସଭାପତିତ୍ବ ଏବଂ  ଦକ୍ଷିଣ ଓଡିଶା ସାହିତ୍ୟ ସମିଳନୀ ମହାସଚିବ ଦଣ୍ଡପାଣି ମହାପାତ୍ରଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଓଡିଶା ହାଇକୋର୍ଟର ପୂର୍ବତନ ନ୍ୟାୟଧୀଶ ନ୍ୟାୟମୂର୍ତ୍ତି ଶ୍ରୀଯୁକ୍ତ ବିଶ୍ୱନାଥ ମହାପାତ୍ର ମହାପ୍ରଭୁ ଜଗନ୍ନାଥଙ୍କ ସମୁଖରେ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ l "ସାହିତ୍ୟ ହେଉଛି ସମାଜର ଦର୍ପଣ ଏବଂ ସଂସ୍କୁତି ଓ ସମୃଦ୍ଧିର ପ୍ରତୀକ l ସାହିତ୍ୟକ ହେଉଛି ଏକାଧାରାରେ ସମାଜର ସ୍ରଷ୍ଟା, ପାଳକ ଏବଂ ଵିଧ୍ଵଂସକ l ସାହିତ୍ୟକର କଲମର ମୂଲ୍ୟ ଯେକୌଣସି ମାରଣାସ୍ତ୍ରଠୁ ବି ଅଧିକ ଶକ୍ତିଶାଳୀ l" ବୋଲି ନ୍ୟାୟମୁର୍ତ୍ତି ଶ୍ରୀ ମହାପାତ୍ର ତାଙ୍କ ବକ୍ତବ୍ୟରେ ମତ ପୋଷଣ କରିଥିଲେ l ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଡକ୍ଟର  ଗୀତାଞ୍ଜଳି ଦାସ ମୁଖ୍ୟବକ୍ତା ଭାବେ ଯୋଗଦେଇ ଅଷ୍ଟଦୁର୍ଗ ମାଟିର ଜ୍ଞାନ ତପସ୍ୱି -ସଂସ୍କୃତ ସାହିତ୍ୟର ପ୍ରବୀଣ ପ୍ରତିଭା ପୁଣ୍ୟଶ୍ଳୋକ ପଣ୍ଡିତ ବାସୁଦେବ ମିଶ୍ରଙ୍କ ସ୍ମୃତି ଉଜାଗର କରିଥିଲେ l ପୂର୍ବତନ ଓଡିଶା ସାହିତ୍ୟ ଏକାଡେମୀର ସଚିବ ତଥା ଅଧିକ୍ଷିକା ଏବଂ ଓଡିଶା ସରକାରଙ୍କ ରାଜ୍ୟ ସଂଗ୍ରହାଳୟ ଓ ସଂସ୍କୃତି ବିଭାଗ ସଚିବ ଜୟନ୍ତୀ ରଥ ସମ୍ନାନୀତ ଅତିଥି ଭାବେ ଯୋଗଦେଇ ଓଡ଼ିଆ ଜାତିର ଇତିହାସରେ ସାହିତ୍ୟର ବିଶିଷ୍ଠ ପ୍ରତିଭା ସତ୍ୟନାରାୟଣ ରାଜଗୁରୁଙ୍କ ଅମୁଲ୍ୟ ଯୋଗଦାନ ଏବଂ ତାଙ୍କର ପ୍ରଗାଢ଼ ପାଣ୍ଡିତ୍ୱ ଉପରେ ଆଲୋକପାତ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଦକ୍ଷିଣ ଓଡିଶା ସାହିତ୍ୟ ସମ୍ମିଳନୀର ସଭାପତି ତଥା ବିପ୍ଲବୀ କବି ପ୍ରଶାନ୍ତ ମିଶ୍ର, ବଲାଙ୍ଗୀରର କେନ୍ଦ୍ରୀୟ ନବୋଦୟ ବିଦ୍ୟାଳୟ ଅଧ୍ୟାପକ ବନବିହାରୀ ଦାଶ ଯୋଗଦେଇ ସମାଜରେ ସାହିତ୍ୟର ଭୂମିକା ଅତ୍ୟନ୍ତ ଭାବେ ଗୁରୁତ୍ୱ ବହନ କରେ ଏବଂ ସାହିତ୍ୟକୁ ଭଲ ନପାଇଲେ ଆମର ପୁରାତନ ସଭ୍ୟତା, ସଂସ୍କୃତି, ପରମ୍ପରା ଆଦି ନଷ୍ଟ ହୋଇଯିବ ବୋଲି ମତପ୍ରକାଶ କରିଥିଲେ l ଏହି ଅବସରରେ ଡକ୍ଟର ବିଭୂପ୍ରଭା ରଥଙ୍କ ପୌରାଣିକ ଉପନ୍ୟାସ `ମେଘାମ୍ବରୀ` ଏବଂ ଜୟସେନ ପ୍ରଧାନଙ୍କ `ସ୍ମୃତିର ଅକ୍ଷର` ଓ `ଗଳ୍ପ ମଞ୍ଜରୀ` ପୁସ୍ତକ ଲୋକାର୍ପିତ ହୋଇଥିଲା l ଉକ୍ତ ସମାରୋହ ବହୁସଂଖ୍ୟାରେ ସାହିତ୍ୟ ପ୍ରେମୀ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିଥିବାବେଳେ ସାହିତ୍ୟ ସମାଜର ବିଭିନ୍ନ କ୍ଷେତ୍ରରେ କୃତିଲାଭ କରିଥିବା ପ୍ରତିଭା ମାନଙ୍କୁ ଉପଢୌକନ ସହ ପ୍ରମାଣପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା l

News Comment

You Might Also Like

BACK TO TOP