Breaking News

କବିସୂର୍ଯ୍ୟ ନଗରନିର୍ବାଚନ ମଣ୍ଡଳି ବିଜୁ ଜନତା ଦଳ ସକ୍ରିୟ |    (13-Oct-2026)       ||      ଦାରିଙ୍ଗବାଡି ରେ ଚୋରି ଓ ଅପରାଧୀର ଗୁମର ଖୋଲିବ ସିସି ଟିଭି |   (13-Oct-2026)       ||      ବର୍ତ୍ତିନି ଆଞ୍ଚଳିକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି --2026 ଅନୁଷ୍ଠିତ |   (13-Oct-2026)       ||      ଗଜଲକ୍ଷ୍ମୀ ପୂଜା ପାଇଁ ଶିକର ପାଇ ରେ ଶୁଭ ଖୁଣ୍ଟି ସ୍ଥାପନ |    (13-Oct-2026)       ||      ସାମ୍ବାଦିକ ମାନଙ୍କୁ ଧମକ ଦେବ ଅଭିଯୋଗ ରେ ଏସପି ଙ୍କୁ ସ୍ମାରକ ପତ୍ର ଦେଲେ ସାମ୍ବାଦିକ ମାନେ |    (13-Oct-2026)       ||      ତାଳ ପଡା ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026ଅନୁଷ୍ଠିତ |   (13-Oct-2026)       ||      ମିଷ୍ଟ ଭାସି ପରୋପକାରୀ ମଦନ ମୋହନ ଜେନାଙ୍କ ପରଲୋକ ||   (13-Oct-2026)       ||      ପାସପୋର୍ଟ କରିବାରେ ଅପରାଧୀ ସକ୍ରିୟ ଉଚ୍ଚ ସ୍ତରୀୟ ତଦନ୍ତ ଦାବି |   (13-Oct-2026)       ||      ଗଞ୍ଜେଇ ଜବତ ସହ ତିନି ଜଣଙ୍କୁ କୋର୍ଟ ଚାଲାଣ କଲା ହିଞ୍ଜିଳି ପୋଲିସ |    (12-Oct-2026)       ||      ବସ କଣ୍ଡକ୍ଟର କୁ ମରଣା ନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେମେଡିକାଲ ରେ ଭର୍ତ୍ତି |   (12-Oct-2026)       ||      ନାଇଟ ଶୋର ଦାଣ୍ଡିଆ ନୃତ୍ୟ ରେ ନାଚିଲେ ଦର୍ଶକ |   (12-Oct-2026)       ||      ଫୋଟ ଗ୍ରାଫର ଅଶୋକ ରଥ ନେସନ ବିଲଡର ଆୱାର୍ଡ ରେ ସାମ୍ନାନୀତ |   (12-Oct-2026)       ||      ଦିଗାପଡା --ଢାମଣାଖୋଲ ରାସ୍ତା ଭିତ୍ତି ପ୍ରସ୍ତର ସ୍ଥାପନ କଲେ ବିଧାୟକ |   (12-Oct-2026)       ||      କେବେ ସୁଧୁରିବ ଡେ଼ମା ଗୁଡ଼ି ରାସ୍ତା, ଏବେବି ଭାରରେ ବୁହା ହେଉଛନ୍ତି ରୋଗୀ |    (12-Oct-2026)       ||      10ଦଫା ଦାବି ନେଇ ଗର୍ଜିଲେ ଅଙ୍ଗନୱାଡି କର୍ମୀ ଓ ସହାୟିକା |    (12-Oct-2026)       ||      ପୋଲସରା ପଞ୍ଚାୟତ ସମିତି ରେ ଜିଲ୍ଲପାଳ ଓ ଏସପି ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ |    (12-Oct-2026)       ||      ବେଲକଣା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ |   (12-Oct-2026)       ||      ବରଗଡ଼ ରେ ରାଜ୍ୟପାଳ ଙ୍କ ଦ୍ୱାରା ବୋଇଁ ସୁକନ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ |    (12-Oct-2026)       ||      ଭୈରବ ବାଲିଯାତ୍ରା ରେ ଛୁରୀ ମାଡ଼ କରିଥିବା 2ଅଭିଯୁକ୍ତ କୁ କୋର୍ଟ ଚାଲାଣ |   (11-Oct-2026)       ||      ମୃତକ ଙ୍କ ପରିବାର କୁ ସମବେଦନା ଜଣାଇବା ସହ ଦଳୀୟ କର୍ମୀଙ୍କ ସ୍ୱାସ୍ଥ୍ୟ ବସ୍ଥା ବୁଝିଲେ ବିଷମ କଟକ ବିଧାୟକ |   (11-Oct-2026)       ||     

ବାଣିଆ ପଞ୍ଚାୟତ ର ଶତାଧିକ ବିଜେଡିକର୍ମୀ ବିଜେପିରେ ସାମିଲ ହେଲେ |

07-Feb-2025

ବାଣିଆ ପଂଚାୟତ ଶତାଧିକ ବିଜେଡି କର୍ମୀ ବିଜେପି ରେ ମିଶିଲେ |
ଆସନ୍ତା ତ୍ରି ସ୍ତରୀୟ ପଂଚାୟତ ରେ ବିରୋଧୀ ଶୂନ୍ୟ ହେବ ଖଲ୍ଲିକୋଟ 

    ****************************
ଓଡିଶା ଜନ ମତ ,ଖଲ୍ଲିକୋଟ, ମାଧବ ବେହେରା, 7/2:

ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ବାଣିଆ ପଂଚାୟତ ର ଶତାଧିକ କର୍ମୀ ବିଜେଡି ଛାଡି ବିଜେପି ରେ ମିଶିଥିବା ଜଣାପଡିଛି | ଗୁରୁବାର ଦିନ ସ୍ଥାନୀୟ ବିଧାୟକ ପୂର୍ଣ୍ଣ ଚନ୍ଦ୍ର  ସେଠୀ ଙ୍କ ବାସ ଭବନ ରେ ବିଜେପି ର ଆୟୋଜିତ ମିଶ୍ରଣ ପର୍ବ ରେ  ବାଣିଆ ପଂଚାୟତ ର ସରପଞ୍ଚ   ଏସ ସାବିତ୍ରୀ ଦୋରା ଙ୍କ ପ୍ରତିନିଧି ଏସ ସିମାଞ୍ଚଳ ଦୋରା ଙ୍କ ନେତୃତ୍ୱ ପଂଚାୟତ ସମିତି ସଭ୍ୟ  ରଞ୍ଜୁ ପ୍ରଧାନ ଓ ୱାର୍ଡ ସଭ୍ୟ ଙ୍କ ସମେତ ନୂଆ ପଲ୍ଲୀ, ମେଡି ପୁର ଏନ ଜଗନାଥ ପୁର, ଖରିଣୀପଡ଼ା, ବାଣିଆ ପଭୃତି ଗ୍ରାମ ସନ୍ତୋଷ ପ୍ରଧାନ, ଦଣ୍ଡପାଣି ପ୍ରଧାନ, ତ୍ରିନାଥ ପ୍ରଧାନ ନାରାୟଣ ପ୍ରଧାନ, ରବୀନ୍ଦ୍ର କୁମାର ପ୍ରଧାନ, ଦୁର୍ଯ୍ୟୋଧନ ପ୍ରଧାନ, ଭରତ ବେହେରା ପ୍ରକାଶ ପ୍ରଧାବ କାଳୁ ପ୍ରଧାନ ନାରାୟଣ ପ୍ରଧାନ ମାଳତୀ ପ୍ରଧାନ ପ୍ରମିଳା ପ୍ରଧାନ ଭୀମା ପ୍ରଧାନ ରାଜୁ ରାଜୁ ଯାନୀ ଦେବରାଜ ଯାନୀ, ନରସିଂହ ପାତ୍ର  ବି ପ୍ରକାଶ ପାତ୍ର ଦମ୍ବୁରୁ ପାତ୍ର ଓ ଗ୍ରାମ ସଭାପତି କୃଷ୍ଣ ଚନ୍ଦ୍ର ଗୌଡ଼ ପ୍ରମୁଖ ପଂଚାୟତ ସ୍ତରୀୟ ନେତା ଓ କର୍ମୀ ପ୍ରଧାନ ମନ୍ତ୍ରୀନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ମୋହନ ମାଝି ଓ ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ ଙ୍କ ନେତୃତ୍ୱ ଓ ବିକାଶ ଓ ବିଶୃଙ୍ଖଳା କୁ ଆକ୍ଷି ଆଗରେ ରଖି ବିଜେଡି ପରିତ୍ୟାଗ କରି ବିଜେପି ରେ ଯୋଗ ଦେଇଥିବା ଗଣମାଧ୍ୟମ ଆଗରେ ପ୍ରକାଶ କରିଥିଲେ |ଉକ୍ତ ମିଶ୍ରଣ ପର୍ବ ରେ ବରିଷ୍ଟ ବିଜେପି ନେତା ଅନିଲ ପଣ୍ଡା, ବ୍ଲକ ଅଧକ୍ଷ ପ୍ରତିନିଧି ଅରୁଣ କୁମାର ଖୁଣ୍ଟିଆ, ଯୁବ ବିଜେପି ନେତା ପ୍ରଦୀପ୍ତ କୁମାର ପଟ୍ଟନାୟକ, ମନୋଜ ପ୍ରଧାନ ନିରଞ୍ଜନ ନାୟକ ତାଳପଡା ସରପଞ୍ଚ ମନୋଜ କୁମାର ସେଠୀ, ପଦ୍ମ ଚାରଣ ସୁବୁଦ୍ଧି କାଳୁ ଚାରଣ ମହାରଣା, ଜଗନ୍ନାଥ  ଭୁୟାଁ ସମେତ ବିଜେପି ର ବହୁ ଛମୁଆ ନେତା ଓ କର୍ମୀ ମାନେ ଯୋଗ ଦେଇ ଅଂଶ ଗ୍ରହଣ  କରିଥିଲେ | ଆଗାମୀ ତ୍ରି ସ୍ତରୀୟ ପଂଚାୟତ ନିର୍ବାଚବ ରେ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀ ରେ ବିରୋଧୀ ଶୂନ୍ୟ ହୋଇଯିବ ବୋଲି ବିଜେପି କର୍ମକର୍ତା ମାନେ ଗଣ ମାଧ୍ୟମ କୁ ସୂଚନା ଦେଇଥିଲେ |

News Comment

You Might Also Like

BACK TO TOP