Breaking News

କବିସୂର୍ଯ୍ୟ ନଗରନିର୍ବାଚନ ମଣ୍ଡଳି ବିଜୁ ଜନତା ଦଳ ସକ୍ରିୟ |    (13-Oct-2026)       ||      ଦାରିଙ୍ଗବାଡି ରେ ଚୋରି ଓ ଅପରାଧୀର ଗୁମର ଖୋଲିବ ସିସି ଟିଭି |   (13-Oct-2026)       ||      ବର୍ତ୍ତିନି ଆଞ୍ଚଳିକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି --2026 ଅନୁଷ୍ଠିତ |   (13-Oct-2026)       ||      ଗଜଲକ୍ଷ୍ମୀ ପୂଜା ପାଇଁ ଶିକର ପାଇ ରେ ଶୁଭ ଖୁଣ୍ଟି ସ୍ଥାପନ |    (13-Oct-2026)       ||      ସାମ୍ବାଦିକ ମାନଙ୍କୁ ଧମକ ଦେବ ଅଭିଯୋଗ ରେ ଏସପି ଙ୍କୁ ସ୍ମାରକ ପତ୍ର ଦେଲେ ସାମ୍ବାଦିକ ମାନେ |    (13-Oct-2026)       ||      ତାଳ ପଡା ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026ଅନୁଷ୍ଠିତ |   (13-Oct-2026)       ||      ମିଷ୍ଟ ଭାସି ପରୋପକାରୀ ମଦନ ମୋହନ ଜେନାଙ୍କ ପରଲୋକ ||   (13-Oct-2026)       ||      ପାସପୋର୍ଟ କରିବାରେ ଅପରାଧୀ ସକ୍ରିୟ ଉଚ୍ଚ ସ୍ତରୀୟ ତଦନ୍ତ ଦାବି |   (13-Oct-2026)       ||      ଗଞ୍ଜେଇ ଜବତ ସହ ତିନି ଜଣଙ୍କୁ କୋର୍ଟ ଚାଲାଣ କଲା ହିଞ୍ଜିଳି ପୋଲିସ |    (12-Oct-2026)       ||      ବସ କଣ୍ଡକ୍ଟର କୁ ମରଣା ନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେମେଡିକାଲ ରେ ଭର୍ତ୍ତି |   (12-Oct-2026)       ||      ନାଇଟ ଶୋର ଦାଣ୍ଡିଆ ନୃତ୍ୟ ରେ ନାଚିଲେ ଦର୍ଶକ |   (12-Oct-2026)       ||      ଫୋଟ ଗ୍ରାଫର ଅଶୋକ ରଥ ନେସନ ବିଲଡର ଆୱାର୍ଡ ରେ ସାମ୍ନାନୀତ |   (12-Oct-2026)       ||      ଦିଗାପଡା --ଢାମଣାଖୋଲ ରାସ୍ତା ଭିତ୍ତି ପ୍ରସ୍ତର ସ୍ଥାପନ କଲେ ବିଧାୟକ |   (12-Oct-2026)       ||      କେବେ ସୁଧୁରିବ ଡେ଼ମା ଗୁଡ଼ି ରାସ୍ତା, ଏବେବି ଭାରରେ ବୁହା ହେଉଛନ୍ତି ରୋଗୀ |    (12-Oct-2026)       ||      10ଦଫା ଦାବି ନେଇ ଗର୍ଜିଲେ ଅଙ୍ଗନୱାଡି କର୍ମୀ ଓ ସହାୟିକା |    (12-Oct-2026)       ||      ପୋଲସରା ପଞ୍ଚାୟତ ସମିତି ରେ ଜିଲ୍ଲପାଳ ଓ ଏସପି ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ |    (12-Oct-2026)       ||      ବେଲକଣା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ |   (12-Oct-2026)       ||      ବରଗଡ଼ ରେ ରାଜ୍ୟପାଳ ଙ୍କ ଦ୍ୱାରା ବୋଇଁ ସୁକନ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ |    (12-Oct-2026)       ||      ଭୈରବ ବାଲିଯାତ୍ରା ରେ ଛୁରୀ ମାଡ଼ କରିଥିବା 2ଅଭିଯୁକ୍ତ କୁ କୋର୍ଟ ଚାଲାଣ |   (11-Oct-2026)       ||      ମୃତକ ଙ୍କ ପରିବାର କୁ ସମବେଦନା ଜଣାଇବା ସହ ଦଳୀୟ କର୍ମୀଙ୍କ ସ୍ୱାସ୍ଥ୍ୟ ବସ୍ଥା ବୁଝିଲେ ବିଷମ କଟକ ବିଧାୟକ |   (11-Oct-2026)       ||     

ଜଙ୍ଗଲ ସୁରକ୍ଷା ପାଇଁ ଆଦିବାସୀ ଙ୍କ ସଚେତନତା |

06-Feb-2025

ଜଙ୍ଗଲ ସୁରକ୍ଷା ପାଇଁ ସଚେତନତା,

                          ଓଡିଶା ଜନମତ ବ୍ୟୁରୋ,

ବନ୍ଧୁଗାଁ ତା ୬/୨/୨୫; ନାରାୟଣପାଟଣା ରେଞ୍ଜ ଅଧିନସ୍ଥ ବନ୍ଧୁଗାଁ ବ୍ଲକ ଆଲମଣ୍ଡା ୧ ଜଙ୍ଗଲ ବିଭାଗର ବନପାଳ ଅଜିତ ଖରାଙ୍କ ନେତୃତ୍ଵ ରେ ଜଙ୍ଗଲ  ନିଆଁ ନିବାରଣ ନିମନ୍ତେ ଲୋକଙ୍କୁ ସଚେତନତା ସୃଷ୍ଟି କରାଯାଇଛି। ଆନ୍ଧ୍ର ସୀମାନ୍ତ ଅଞ୍ଚଳକୁ ଲାଗି  ଥିବା ଘଞ୍ଚ ବଣଜଙ୍ଗଲ ଘେରା ପାହାଡ଼ ଗୁଡ଼ିକରେ ଲୋକେ ବସବାସ କରନ୍ତି। ଏମାନେ ସମସ୍ତେ ଜଙ୍ଗଲ ଉପରେ ନିର୍ଭର କରି ଚଳୁଥିବା ବେଳେ ଅନେକ ସମୟରେ ସଚେତନତାର ଅଭାବ ରୁ ଜଙ୍ଗଲରେ ନିଆଁ ଲଗାଇ ଦେଇଥାନ୍ତି।  ଜଙ୍ଗଲରେ ନିଆଁ ଲାଗିବା ଯୋଗୁଁ ଅନେକ ବନ୍ୟପ୍ରାଣୀ , ଔଷଧୀୟ ଗୁଣ ଥିବା ବୃକ୍ଷ ଓ ମୂଲ୍ୟବାନ ଗଛ ଗୁଡିକ ନଷ୍ଟ ହୋଇ ଜଙ୍ଗଲ କ୍ଷୟ ବହୁ ପରିମାଣରେ ହେଉଛି। ଫଳରେ ଜଳବାୟୁ ପରିବର୍ତ୍ତନ ହେବା ସହ ଅସମୟରେ ବର୍ଷା ହେବା, ଆବଶ୍ୟକ ଅନୁସାରେ ବର୍ଷା ନ ହେଉଥିବା ଓ ପ୍ରବଳ ଗରମ ଅନୁଭୂତ ହେଉଥିବା ଯୋଗୁଁ ଆମେ ସମସ୍ତେ ସତର୍କ ରହିବା ଆବଶ୍ୟକ ରହିଛି। ଜଙ୍ଗଲ ବିଭାଗ ପକ୍ଷରୁ ଜଙ୍ଗଲରେ ନିଆଁ ନ ଲଗାଇବା ପାଇଁ  ଡାକବାଜି ଯନ୍ତ୍ର ମାଧ୍ୟମରେ ଲୋକଙ୍କୁ ସାପ୍ତାହିକ ହାଟ ,ବଜାର ଛକ, ପ୍ରତି ଗାଁ କୁ ଯାଇ ସଚେତନ କରିବା ସହ ଗାଁ ଗହଳିକୁ ଯାଇ ଗୋଷ୍ଠିଗତ ଆଲୋଚନା କରାଯାଉଛି। ଯେଉଁ ମାନେ ଜଙ୍ଗଲରେ ନିଆଁ ଲଗାନ୍ତି ଜଙ୍ଗଲ ବିଭାଗ ଆଇନ ଅନୁଯାୟୀ ୭ ବର୍ଷ ଜେଲ ଦଣ୍ଡ ସହିତ ୨୫ ହଜାର ଟଙ୍କା ଜୋରିମାନା ବ୍ୟବସ୍ଥା ରହିଛି। ଜଙ୍ଗଲ ସୁରକ୍ଷା ସଚେତନତା ଅଭିଯାନରେ ଆଲମଣ୍ଡା ୧ ବନପାଳ ଙ୍କ ସମେତ , ପିଏନଜିଓ ଟିମ ଲିଡର ଓ ତାଙ୍କ କର୍ମଚାରୀ ରାଜେନ୍ଦ୍ର ମହାନନ୍ଦିଆ, ବନରଖି ସୁଶାନ୍ତ ପ୍ରଧାନ, ଆଲମଣ୍ଡା ୧ ର ବନ କର୍ମଚାରୀ, ଆଲମଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବାସୁ ଦେବ ଦେବରପଲ୍ଲୀ, ଓ ଅନେକ ୱାର୍ଡ ମେମ୍ବର ଉପସ୍ଥିତ ରହି ସଚେତନ କରିଥିଲେ।

News Comment

You Might Also Like

BACK TO TOP