Breaking News

କବିସୂର୍ଯ୍ୟ ନଗରନିର୍ବାଚନ ମଣ୍ଡଳି ବିଜୁ ଜନତା ଦଳ ସକ୍ରିୟ |    (13-Oct-2026)       ||      ଦାରିଙ୍ଗବାଡି ରେ ଚୋରି ଓ ଅପରାଧୀର ଗୁମର ଖୋଲିବ ସିସି ଟିଭି |   (13-Oct-2026)       ||      ବର୍ତ୍ତିନି ଆଞ୍ଚଳିକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି --2026 ଅନୁଷ୍ଠିତ |   (13-Oct-2026)       ||      ଗଜଲକ୍ଷ୍ମୀ ପୂଜା ପାଇଁ ଶିକର ପାଇ ରେ ଶୁଭ ଖୁଣ୍ଟି ସ୍ଥାପନ |    (13-Oct-2026)       ||      ସାମ୍ବାଦିକ ମାନଙ୍କୁ ଧମକ ଦେବ ଅଭିଯୋଗ ରେ ଏସପି ଙ୍କୁ ସ୍ମାରକ ପତ୍ର ଦେଲେ ସାମ୍ବାଦିକ ମାନେ |    (13-Oct-2026)       ||      ତାଳ ପଡା ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026ଅନୁଷ୍ଠିତ |   (13-Oct-2026)       ||      ମିଷ୍ଟ ଭାସି ପରୋପକାରୀ ମଦନ ମୋହନ ଜେନାଙ୍କ ପରଲୋକ ||   (13-Oct-2026)       ||      ପାସପୋର୍ଟ କରିବାରେ ଅପରାଧୀ ସକ୍ରିୟ ଉଚ୍ଚ ସ୍ତରୀୟ ତଦନ୍ତ ଦାବି |   (13-Oct-2026)       ||      ଗଞ୍ଜେଇ ଜବତ ସହ ତିନି ଜଣଙ୍କୁ କୋର୍ଟ ଚାଲାଣ କଲା ହିଞ୍ଜିଳି ପୋଲିସ |    (12-Oct-2026)       ||      ବସ କଣ୍ଡକ୍ଟର କୁ ମରଣା ନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେମେଡିକାଲ ରେ ଭର୍ତ୍ତି |   (12-Oct-2026)       ||      ନାଇଟ ଶୋର ଦାଣ୍ଡିଆ ନୃତ୍ୟ ରେ ନାଚିଲେ ଦର୍ଶକ |   (12-Oct-2026)       ||      ଫୋଟ ଗ୍ରାଫର ଅଶୋକ ରଥ ନେସନ ବିଲଡର ଆୱାର୍ଡ ରେ ସାମ୍ନାନୀତ |   (12-Oct-2026)       ||      ଦିଗାପଡା --ଢାମଣାଖୋଲ ରାସ୍ତା ଭିତ୍ତି ପ୍ରସ୍ତର ସ୍ଥାପନ କଲେ ବିଧାୟକ |   (12-Oct-2026)       ||      କେବେ ସୁଧୁରିବ ଡେ଼ମା ଗୁଡ଼ି ରାସ୍ତା, ଏବେବି ଭାରରେ ବୁହା ହେଉଛନ୍ତି ରୋଗୀ |    (12-Oct-2026)       ||      10ଦଫା ଦାବି ନେଇ ଗର୍ଜିଲେ ଅଙ୍ଗନୱାଡି କର୍ମୀ ଓ ସହାୟିକା |    (12-Oct-2026)       ||      ପୋଲସରା ପଞ୍ଚାୟତ ସମିତି ରେ ଜିଲ୍ଲପାଳ ଓ ଏସପି ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ |    (12-Oct-2026)       ||      ବେଲକଣା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ |   (12-Oct-2026)       ||      ବରଗଡ଼ ରେ ରାଜ୍ୟପାଳ ଙ୍କ ଦ୍ୱାରା ବୋଇଁ ସୁକନ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ |    (12-Oct-2026)       ||      ଭୈରବ ବାଲିଯାତ୍ରା ରେ ଛୁରୀ ମାଡ଼ କରିଥିବା 2ଅଭିଯୁକ୍ତ କୁ କୋର୍ଟ ଚାଲାଣ |   (11-Oct-2026)       ||      ମୃତକ ଙ୍କ ପରିବାର କୁ ସମବେଦନା ଜଣାଇବା ସହ ଦଳୀୟ କର୍ମୀଙ୍କ ସ୍ୱାସ୍ଥ୍ୟ ବସ୍ଥା ବୁଝିଲେ ବିଷମ କଟକ ବିଧାୟକ |   (11-Oct-2026)       ||     

ଜଙ୍ଗଲ ଜମି ଅଧିକାର ଦାବିରେ, ଆଦିବାସୀ ଙ୍କ ଚେତାବନୀ ସମାରୋହ |

06-Feb-2025

ଜଙ୍ଗଲ ଜମି ଅଧିକାର ଦାବି ରେ ଆଦିବାସୀ ଙ୍କ ଚେତାବନୀ ସମାରୋହ |

ଓଡିଶା ଜନମତ, ଖଲ୍ଲିକୋଟ, ମାଧବ ବେହେରା, 6/2 :
ଖଲ୍ଲିକୋଟ ବ୍ଲକ ଭିଟାମାଟି ସୁରକ୍ଷା ଅଭିଯାନ ତରଫରୁ ବ୍ଲକ ର ଆଦିବାସୀ ଅଧୁଷିତ ପଂଚାୟତ  ବାଦପଲ୍ଲୀ ର ଛକାସିଙ୍ଗି ଓ ଗୁଣ୍ଡିପଦାର ଠାରେ ଜଙ୍ଗଲ ଜମି ଅଧିକାର ଦାବି ରେ ଆଦିବାସୀ ମାନଙ୍କ ଏକ ଚେତାବନୀ ସମାରୋହ ଅନୁଷ୍ଠିତ ହୋଇ ଯାଇଛି | ଆୟୋଜିତ ସମାରୋହ ରେ ଭାରତୀୟ ମୁକ୍ତି ମୋର୍ଚ୍ଚାର ଜିଲ୍ଲା ସଭାପତି ସୁମା ଶବର ଯୋଗ ଦେଇ ଆଦିବାସୀଅନଙ୍କ ଜଙ୍ଗଲ ଅଧିକାରୀ ଦୀର୍ଘ 18 ବର୍ଷ ହେଲା ନ ଦେବା ଫଳରେ ଆଦିବାସୀ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି |ମିନପୁର, ଫସିଖୋଲ, ଛକାସିଂ ପବୃତ୍ତି ଆଦିବାସୀ ଗ୍ରାମରେ ଥିବା ଜଙ୍ଗଲ ଜମି ଅଧିକାରୀ ଅଦ୍ୟାବଧି ମିଳିପାରିନି  ଏ ନେଇ ବହୁବାର ଗଞ୍ଜାମ ଜିଲ୍ଲପାଳ, ଉପଜିଲ୍ଲାପାଳ ଓ ଜିଲ୍ଲା କଲ୍ୟାଣ ଅଧିକାରୀ ଙ୍କୁ ଜଣାଇଲେ ମଧ୍ୟରେ ପ୍ରଶାସନ କୌଣସି ପଦକ୍ଷେପ ନେଉନି ତେଣୁ ଆଗାମୀ ଦିନରେ ଆଦିବାସୀ ମାନେ ଜଙ୍ଗଲ ଛାଡି ରାଜରାସ୍ତା ରେ ଆନ୍ଦୋଳନ କୁ ଓଲ୍ହାଇବା  ପାଇଁ  ପାର୍ବତୀ ଶବର, ସୁଭଦ୍ରା ଶବର ରାଜୁ ଶବର ବିଜୁ ଶବର ତାରା ଶବର ଲକ୍ଷ୍ମୀ ଶବର ପ୍ରମୁଖ ସମାରୋହ ରେ ପ୍ରକାଶ କରିଥିବା ଜନପଡ଼ିଛି |

News Comment

You Might Also Like

BACK TO TOP