Breaking News

କବିସୂର୍ଯ୍ୟ ନଗରନିର୍ବାଚନ ମଣ୍ଡଳି ବିଜୁ ଜନତା ଦଳ ସକ୍ରିୟ |    (13-Oct-2026)       ||      ଦାରିଙ୍ଗବାଡି ରେ ଚୋରି ଓ ଅପରାଧୀର ଗୁମର ଖୋଲିବ ସିସି ଟିଭି |   (13-Oct-2026)       ||      ବର୍ତ୍ତିନି ଆଞ୍ଚଳିକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି --2026 ଅନୁଷ୍ଠିତ |   (13-Oct-2026)       ||      ଗଜଲକ୍ଷ୍ମୀ ପୂଜା ପାଇଁ ଶିକର ପାଇ ରେ ଶୁଭ ଖୁଣ୍ଟି ସ୍ଥାପନ |    (13-Oct-2026)       ||      ସାମ୍ବାଦିକ ମାନଙ୍କୁ ଧମକ ଦେବ ଅଭିଯୋଗ ରେ ଏସପି ଙ୍କୁ ସ୍ମାରକ ପତ୍ର ଦେଲେ ସାମ୍ବାଦିକ ମାନେ |    (13-Oct-2026)       ||      ତାଳ ପଡା ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026ଅନୁଷ୍ଠିତ |   (13-Oct-2026)       ||      ମିଷ୍ଟ ଭାସି ପରୋପକାରୀ ମଦନ ମୋହନ ଜେନାଙ୍କ ପରଲୋକ ||   (13-Oct-2026)       ||      ପାସପୋର୍ଟ କରିବାରେ ଅପରାଧୀ ସକ୍ରିୟ ଉଚ୍ଚ ସ୍ତରୀୟ ତଦନ୍ତ ଦାବି |   (13-Oct-2026)       ||      ଗଞ୍ଜେଇ ଜବତ ସହ ତିନି ଜଣଙ୍କୁ କୋର୍ଟ ଚାଲାଣ କଲା ହିଞ୍ଜିଳି ପୋଲିସ |    (12-Oct-2026)       ||      ବସ କଣ୍ଡକ୍ଟର କୁ ମରଣା ନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେମେଡିକାଲ ରେ ଭର୍ତ୍ତି |   (12-Oct-2026)       ||      ନାଇଟ ଶୋର ଦାଣ୍ଡିଆ ନୃତ୍ୟ ରେ ନାଚିଲେ ଦର୍ଶକ |   (12-Oct-2026)       ||      ଫୋଟ ଗ୍ରାଫର ଅଶୋକ ରଥ ନେସନ ବିଲଡର ଆୱାର୍ଡ ରେ ସାମ୍ନାନୀତ |   (12-Oct-2026)       ||      ଦିଗାପଡା --ଢାମଣାଖୋଲ ରାସ୍ତା ଭିତ୍ତି ପ୍ରସ୍ତର ସ୍ଥାପନ କଲେ ବିଧାୟକ |   (12-Oct-2026)       ||      କେବେ ସୁଧୁରିବ ଡେ଼ମା ଗୁଡ଼ି ରାସ୍ତା, ଏବେବି ଭାରରେ ବୁହା ହେଉଛନ୍ତି ରୋଗୀ |    (12-Oct-2026)       ||      10ଦଫା ଦାବି ନେଇ ଗର୍ଜିଲେ ଅଙ୍ଗନୱାଡି କର୍ମୀ ଓ ସହାୟିକା |    (12-Oct-2026)       ||      ପୋଲସରା ପଞ୍ଚାୟତ ସମିତି ରେ ଜିଲ୍ଲପାଳ ଓ ଏସପି ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ |    (12-Oct-2026)       ||      ବେଲକଣା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ |   (12-Oct-2026)       ||      ବରଗଡ଼ ରେ ରାଜ୍ୟପାଳ ଙ୍କ ଦ୍ୱାରା ବୋଇଁ ସୁକନ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ |    (12-Oct-2026)       ||      ଭୈରବ ବାଲିଯାତ୍ରା ରେ ଛୁରୀ ମାଡ଼ କରିଥିବା 2ଅଭିଯୁକ୍ତ କୁ କୋର୍ଟ ଚାଲାଣ |   (11-Oct-2026)       ||      ମୃତକ ଙ୍କ ପରିବାର କୁ ସମବେଦନା ଜଣାଇବା ସହ ଦଳୀୟ କର୍ମୀଙ୍କ ସ୍ୱାସ୍ଥ୍ୟ ବସ୍ଥା ବୁଝିଲେ ବିଷମ କଟକ ବିଧାୟକ |   (11-Oct-2026)       ||     

ପୁଇଁତୋଳା ଗ୍ରାମରେ ରାଧାକୃଷ୍ଣ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ |

08-Feb-2025

ଗଞ୍ଜାମ ପୁଇଁତଳା ରେ ରାଧା କୃଷ୍ଣ ମନ୍ଦିର ପ୍ରତିଷ୍ଠା, 
ଓଡିଶା ଜନମତ, ଗଞ୍ଜାମ, ବଟକୃଷ୍ଣ ରାଉଳ, ତା -08/02/25:

ଗଞ୍ଜାମ ପୁଇଁତଳା ଗ୍ରାମରେ ରାଧା କୃଷ୍ଣ ମନ୍ଦିର ପ୍ରତିଷ୍ଠା କୁ ନେଇ ପୁଇଁତଳା ବାରିକି ସାହିର ଉଦୟ ମାନ ଯୁବ ସଂଗଠକ ମାନେ ସଂଗଠିତ ହୋଇଛନ୍ତି ଆଜି ଯଜ୍ଞ ରେ ଶୁଭାରମ୍ଭରେ ସାହିର ଶତାଧିକ ମହିଳା ଙ୍କ ଦ୍ୱାରା ପୂନ୍ୟତୟା ଋଷୁକୂଲ୍ୟା ନଈରୁ ନୂତନ ବସ୍ତ୍ର ପରିଧାନ କରିଜଳକଳସ ମସ୍ତକ ରେ ଧରି ଗଞ୍ଜାମ ନଗର ଭ୍ରମଣ କରି ଯଜ୍ଞ ମଣ୍ଡପରେ ପହଁଚିଥିଲେ ଉକ୍ତମଣ୍ଡପ ରେ ପହଁଚି ଯଜ୍ଞ ସାଲା ପରିକ୍ରମା କରିଥିଲେ ଶଙ୍ଖ ହୁଳହୁଳି ଶବ୍ଦ ରେ ନଗର ପ୍ରକମ୍ପିତ ହେଉଥିବା ଦେଖିବାକୁ ମିଳିଛି ଏହି ଯଜ୍ଞ ତିନିଦିନ ବ୍ୟାପି ଚାଲୁ ରହିବଏହି ଯଜ୍ଞ ରେ ଆଜି ଠାରୁ ଅଙ୍କୁରପନ୍ନ ଅଷ୍ଟ ପ୍ରହରୀ ନାମ ଯଜ୍ଞ ଅର୍ଣ୍ଣ ଯଜ୍ଞ ଘୃତ ଯଜ୍ଞ ଜପ ଯଜ୍ଞ ଚାଲୁ ରହିବ ବୋଲି ବରିଷ୍ଠ ବ୍ୟବସାୟୀ ଯଜ୍ଞ ସଭାପତି ଶଙ୍କର ବାରିକି କହିଛନ୍ତି ଉକ୍ତ ଯଜ୍ଞ ରେ ମୁଖ୍ୟ ପଣ୍ଡିତ ପ୍ରଶାନ୍ତ କୁମାର ପଣ୍ଡା ବାବୁ ପଣ୍ଡା ଓ ତାଙ୍କ ସହ ପାଠୀ ଙ୍କ ଦ୍ୱାରା ଦଶ ତାରିଖ ରେ ଏହି ପୂର୍ଣ୍ଣାହୁତି ହେବ ବୋଲି ପଣ୍ଡିତ ଙ୍କ ଠାରୁ ସୂଚନା ମିଳିଛି |

News Comment

You Might Also Like

BACK TO TOP