Breaking News

ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||      ବାଲି ଚୋରା ଚାଲାଣ ଅଭିଯୋଗ ରେ ପାଇକମାଳ ପୋଲିସ ଦ୍ୱାରା ଜଣକୁ ଗିରଫ ସହ ବାଲି ହାଇୱା ଜବତ କଲା |    (05-Oct-2026)       ||      ଛତ୍ରପୁର ରେ ଅବସର ପ୍ରାପ୍ତ ସହକାରୀ ଯୋଗାଣ ଅଧିକାରୀ ଙ୍କ ଦ୍ୱାଦଶାହ କାର୍ଯ୍ୟ ପାଳିତ |   (05-Oct-2026)       ||      ଝାଡବାଇ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ||   (05-Oct-2026)       ||      ଗରଦ ପୁର ମଧୁବାବୁ ପାଠାଗାର ରେ କବିବର ରାଧାନାଥ ଜୟନ୍ତୀ ପାଳିତ ||   (05-Oct-2026)       ||      ଜିଲ୍ଲା କଂଗ୍ରେସର ପରିବର୍ଦ୍ଧିତ୍ବ କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ |   (05-Oct-2026)       ||      ବରଗଡ଼ ଜିଲ୍ଲା ରେ ଜିଲ୍ଲପାଳ ଙ୍କ ନିର୍ଦ୍ଧେଶ ରେ ବାଦ ପଡ଼ିଥିବା ଓ ନୂତନ ଯୁବ ଭୋଟର ଙ୍କ ପାଇଁ ସ୍ୱତନ୍ତ୍ର ଅଭିଯାନ ||   (04-Oct-2026)       ||      ବ୍ରହ୍ମପୁର ନିମଖଣ୍ଡି ଥାନା ଅଞ୍ଚଳ ରେ ବନ୍ଧୁର ଆକ୍ରମଣ ରେ ବନ୍ଧୁର ମୃତ୍ୟୁ |    (04-Oct-2026)       ||      ପୋଲମା ବିଦ୍ୟାଳୟ ଛାତ୍ର ସୁଶାନ୍ତ ଙ୍କୁ ଜାତୀୟ ଥ୍ରୋ- ବଲରେ ସ୍ଵର୍ଣ ପଦକ |   (04-Oct-2026)       ||      ଆଲିଜିନିଗୁଡା ଆମ୍ବ ତୋଟା ରେ ବିଜେଡିର ବିଶାଳ ମିଶ୍ରଣ ପର୍ବ |   (04-Oct-2026)       ||     

ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||

05-Oct-2026

ମା ତାରାତାରିଣୀ ପୀଠରରେ ଥିବା  ଦାନ ହୁଣ୍ଡୀ, ଖୋଲାଗଲା,

ଓଡିଶା ଜନ ମତ,, ପୁରୁଷୋତ୍ତମପୁର,ତା --05/10/26, 

ଶୁଭଙ୍କର ଦାଶ:---

ମାଆ ତାରାତାରିଣୀ ଙ୍କ ପାହାଡ଼ ଉପରେ ଥିବା ଦାନ ହୁଣ୍ଡି ପେଡି ଦଶହରା  ପୂର୍ବରୁ ପୁରୁଷୋତ୍ତମପୁର ତହସିଲ ଦାର ତଥା ମନ୍ଦିର କାର୍ଯ୍ୟ ନିର୍ବାହୀଅଧିକାରୀ ଓ ଅନ୍ୟାନ୍ୟ ଷ୍ଟାଫ ଙ୍କ ଉପସ୍ଥିତି ରେ ଖୋଲା ଯାଇଛି | ଦାନ ହୁଣ୍ଡି ଖୋଲା ଗଲା ପରେ ବାହାରିଲା ବହୁ ସୁନା, ରୁପା ଅଳଙ୍କାର,ବିଦେଶୀ ମୁଦ୍ରା ସହ ଶ୍ରଦ୍ଧାଳୁ ଙ୍କ ଭାବ ବିହ୍ଵଳ ଚଠି  | ଭାରତର 
ଚାରି ଆଦିଶକ୍ତି ପୀଠ ମଧ୍ୟରେ ଅନ୍ୟତମ ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ତାରାତାରିଣୀ ପୀଠର ଖୋଲିଲା ଦାନ ହୁଣ୍ଡୀ l ମା ଙ୍କ ପୀଠର ଗର୍ଭ ଗୃହ,ମୁଖ୍ୟ ଦ୍ୱାରରେ ରହିଥିବା ପାଞ୍ଚ ଦାନ ହୁଣ୍ଡୀ କୁ ଆଜି ଖୋଲିଛି ପ୍ରଶାସନ l ଦୀର୍ଘ ଛଅ ମାସ ପରେ ମା ଙ୍କ ଦାନ ହୁଣ୍ଡୀ ଖୋଲିଥିବା ବେଳେ ହୁଣ୍ଡିରୁ ଶ୍ରଦ୍ଧାଳୁ ଦାନ କରିଥିବା ଲକ୍ଷାଧିକ ଟଙ୍କା ସହ ବହୁ ସୁନା, ରୁପା ଅଳଙ୍କାର,ବିଦେଶୀ ମୁଦ୍ରା ବାହାରିଛି l ବିଶେଷକରି ମା ଙ୍କୁ ନିଜ ଦୁଃଖ ଜଣାଇଥିବା ବହୁ ଶ୍ରଦ୍ଧାଳୁ ଙ୍କ ଚିଠି ହୁଣ୍ଡିରୁ ଉଧାର ହୋଇଛି l ନିଜ ପରିବାର ର ମଙ୍ଗଳ ଏବଂ ଭଲ ଚାକିରୀ କରାଇଦେବାକୁ ଶ୍ରଦ୍ଧାଳୁ ମାନେ ମା ଙ୍କୁ ଚିଠି ଜରିଆରେ ଜଣାଇଥିବା ବେଳେ ଶ୍ରଦ୍ଧାଳୁ ଙ୍କ ଭାବବିହ୍ୟୁଳ ନିବେଦନ ମା ପୂରଣ କରନ୍ତୁ ବୋଲି କହିଛନ୍ତି ପୂଜକ l 
ତେବେ ଗଣତି କାର୍ଯ୍ୟରେ ପୁରୁଷୋତ୍ତମପୁର ତହସିଲ ର ସମସ୍ତ କର୍ମଚାରୀ ଙ୍କ ସମେତ ପୋଲିସ, ବ୍ୟାଙ୍କ କର୍ମଚାରୀ ଲାଗିଥିବା ବେଳେ ଗଣତି ବିଳମ୍ବିତ ରାତି ପର୍ଯ୍ୟନ୍ତ ଜାରିରହିଥିଲା l  ତେବେ ପୁରୁଷୋତ୍ତମପୁର ପୋଲିସ ଅଧିକାରୀ କୂଳମଣି ସେଠୀ,ଓ ଥାନା ଷ୍ଟାଫ ସମେତ ସେବାୟତ, ମାନେ, ମୁଖ୍ୟ ପୂଜକ ବାପୁଜୀ ରଣା, ଦେବେନ୍ଦ୍ର ନାଥ ରଣା ସେବାୟତ ସଭାପତି ତପନ କୁମାର ରଣା ଙ୍କ ସହିତ ସମସ୍ତ ମନ୍ଦିର ଷ୍ଟାଫ ଙ୍କ ଉପସ୍ଥିତି ରେ ମୋଟ 25,91,743, ନଗଦ ଓ ସୁନା ରୁପା, ବିଦେଶୀ ମୁଦ୍ରା ମିଳିଛି  | 

News Comment

You Might Also Like

BACK TO TOP