Breaking News

ପୋଲସରା ବାଲିଘାଇ ରେ ବଡ଼ ଭାଇର ବାହାଘର ପ୍ରୋସେସନ ରେ ସାନଭାଇକି କିଛି ବଚଷା କୁନେଇ ସଙ୍ଘବଦ୍ଧ ଆକ୍ରମଣ ରେ ମୃତ୍ୟୁ ପରେ ରାସ୍ତା ରୋକ |    (26-Apr-2026)       ||      କାରକୁ ବଞ୍ଚେଇବାକୁ ଯାଇ ବସ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ 40ରୁ ଉର୍ଦ୍ଧ ଯାତ୍ରୀ |   (26-Apr-2026)       ||      ପର୍ଯ୍ୟଟନ ସଚିବ ଙ୍କ ଜଉଗଡ଼ ଓ ତାରା ତାରିଣୀ ମନ୍ଦିର ଦର୍ଶନ |    (25-Apr-2026)       ||      ରୁଣ ଭାର ଯୋଗୁଁ ବେକରେ ରଶି ଲଗାଇ ବୃଦ୍ଧ ଦମ୍ପତି ଙ୍କ ଆତ୍ମ ହତ୍ୟା |   (25-Apr-2026)       ||      ନୂତନ ଗୁରୁଣ୍ଠି ରେ ମଙ୍ଗଳା ମାଆଙ୍କ ନୂତନ ମଦିର ଓ ବିଗ୍ରହ ପ୍ରତିଷ୍ଠା ଓ ପୂର୍ଣ୍ଣାହୁତି ଶେଷ |    (25-Apr-2026)       ||      ପ୍ରଥମ ଥର କରି ବାଲିଗୁଡା ବନ ଖଣ୍ଡ ରୁ ରଥ ତିଆରି ପାଈଁ ପୁରୀ କାଠ ଗଲା |    (25-Apr-2026)       ||      ବିଜ୍ଞାନ ମହା ବିଦ୍ୟାଳୟ ରେ ପାଳିତ ହେଲା ବିଶ୍ୱ ମେଲେରିଆ ଦିବସ |    (25-Apr-2026)       ||      ପୋଲସରା ବିଜ୍ଞାନ ମହାବିଦ୍ୟାଳୟ ରେ ଛାତ୍ରୀ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ |    (25-Apr-2026)       ||      ପୋଲସରା ରେ ଜାତୀୟ ପଞ୍ଚାୟତ ରାଜ ଦିବସ ପାଳିତ |    (24-Apr-2026)       ||      ପୁରୁଷୋତ୍ତମପୁର ବ୍ଲକରେ ପାଳନ ହେଲା ଜାତୀୟ ପଞ୍ଚାୟତ ରାଜ ଦିବସ    (24-Apr-2026)       ||      ପୁଞ୍ଜି କଁୟା ଛକଠା ରେ ଟଙ୍କା ଵ୍ୟଗ ଲୁଟିନେଲେ ଲୁଟେରା ||   (24-Apr-2026)       ||      ବୁଗୁଡ଼ା ଆଞ୍ଚଳିକ ବରିଷ୍ଟ ନାଗରିକ ମଞ୍ଚ ପକ୍ଷରୁ ପଣା ବଣ୍ଟନ |    (23-Apr-2026)       ||      ପ୍ଲଟ ବ୍ୟବସାୟୀଙ୍କୁ ଅପହରଣ ପରେ ହତ୍ୟା ରେ ସାମିଲ ଅଭିଯୁକ୍ତ କୁ ଗିରଫକଲା ପୋଲିସ |   (23-Apr-2026)       ||      ଟିକାବାଲି ଥାନା ରେ ପୂର୍ବରୁ ତିନୋଟି ଚୋରି ଘଟଣା ରେ ଫେରାର ହୋଇଥିବା ଅଭିଯୁକ୍ତ ଗିରଫ |    (23-Apr-2026)       ||      ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଷ୍ଟି ସଂଘର୍ଷ, ଦୁଇ ପକ୍ଷରୁ ଚାରି ଜଣ ଗିରଫ |    (23-Apr-2026)       ||      ରୁକ୍ମୁଣୀ ନଗର ବାସିନ୍ଦା ବୁଦ୍ଧିମନ୍ତ ପାଢ଼ୀଙ୍କର ଦେହାନ୍ତ |   (22-Apr-2026)       ||      ଶ୍ରଦ୍ଧା ଫାଉଣ୍ଡେସନ ର ବାର୍ଷିକ ଉତ୍ସବ ଅନୁଷ୍ଠିତ |    (21-Apr-2026)       ||      ଏଡସ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ||   (21-Apr-2026)       ||      19 ଥର ରକ୍ତ ଦେଈ ଉଦାହରଣ ସାଜିଲେ ଦିବ୍ୟଙ୍ଗ ଶିକ୍ଷକ ରବୀନ୍ଦ୍ର ସେଠୀ |   (21-Apr-2026)       ||      ନୂତନ ଗୁରୁଣ୍ଠି ଠାରେ ମାଆ ମଙ୍ଗଳ ଙ୍କ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ପାଈଁ ଜଳ ଯାତ୍ରା ଅନୁଷ୍ଠିତ |    (21-Apr-2026)       ||     

ଟିକିରି କୁ ବ୍ଲକ ମାନ୍ୟତା ଦାବିରେ, ଜନସାଧାରଣ ଙ୍କ 2ୟ ବୈଠକ ଅନୁଷ୍ଠିତ |

07-Jan-2025

ଟିକିରି କୁ ବ୍ଳକ ମାନ୍ୟତା ପାଇଁ ବୈଠକ 
---------------------------------------------
             ଓଡିଶା ଜନମତ  ବ୍ୟୁରୋ,

ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଟିକିରି ସ୍ଥିତ ହନୁମାନ ମନ୍ଦିରରେ ଆଜି ଟିକିରି  କୁ ବ୍ଳକମାନ୍ୟତା ପାଇଁ ବୈଠକ ଅନୁଷ୍ଠିତ ହୋଇଥିଲା ।  ଏହା ସହ  ଆଜି ଆବାହକ ଥିଲେ ଟିକିରି  ସରପଞ୍ଚ ଜଗବନ୍ଧୁ ମାଝି । ତାଙ୍କଦ୍ଵାରା ଏହି ବୈଠକ ଅନୁଷ୍ଠିତ ହୋଇଥିଲା | ମୁଖ୍ୟ ଉଦ୍ଦେଶ୍ୟ  ବହୁତ ଦିନ ଧରି  ଟିକିରି କୁ ବ୍ଳକ ମାନ୍ୟତା ପାଇଁ ଦାବି ହୋଇ ଆସୁଥିବା ବେଳେ  ପୂର୍ବ  ରୁ ୧୧/୨/୨୦୨୪ ଏହି ପରି ଦ୍ଵିତୀୟ ବୈଠକ ଅନୁଷ୍ଠିତ  ହୋଇଥିଲା।  କିନ୍ତୁ ଆଜି ଯାଏ କୈାଣସି ସୁଫଳ ମିଳି ପାରିନାହିଁ।  ଯାହା ଫଳ ରେ ପୁନର୍ବାର ଆଜି ଟିକିରି  ହନୁମାନ ମନ୍ଦିର ରେ ବୈଠକ ଅନୁଷ୍ଠିତ ହୋଇଥିଲା  | ଏହି  ବୈଠକ ରେ ବ୍ଳକ  ଅଧ୍ୟକ୍ଷ କଣ୍ଠ ମାଝି ,ପୂର୍ବତନ ବିଧାୟକ  ମକରନ୍ଦ ମୁଦୁଲି, ଟିକିରି  ପୂର୍ବତନ ସରପଞ୍ଚ  ସାଧୁ ଚରଣ ମାଝି, ବଣିକ ସଂଘ ସଭାପତି ମନୋଜ୍ କୁମାର ବେହେରା, ବଣିକ ସଂଘ ଉପଦେଷ୍ଟା ସିମାଚଳ ଷଡ଼ଙ୍ଗୀ,  ପୂର୍ବତନ ଜିଲ୍ଲାପରିଷଦ ବିଜେଡି  ବିନୋଦ ନାଏକ , ସମାଜ ସେବୀ ହରପ୍ରସାଦ ନାୟକ, ଆଉ ଜଣେ ସମାଜ ସେବୀ ବିଦ୍ୟାଦୁରିଆ,ରାଜେନ୍ଦ୍ର ଦୁରିଆ, ଓ ଅନ୍ୟ ମାନେ ହେଲେ ହରିହର ମିଶ୍ର, ପଞ୍ଚାନନ ସାହୁ  , ଗୈାରାଙ୍ଗ ସାହୁ ଙ୍କସହ ଆଉ କିଛି ବୁଦ୍ଧି ଜୀବି ବ୍ୟକ୍ତି ଉପସ୍ଥିତ ରହି ଥିଲେ |

News Comment

You Might Also Like

BACK TO TOP