Breaking News

ଚୀନର ନେପାଳକୁ ସତର୍କ ବାଣୀ ପୁଣି ତିନିଦିନ ମଧ୍ୟରେ ବନ୍ୟା ଆଶଙ୍କା |   (28-Aug-2026)       ||      ପ୍ରେମିକ ଙ୍କ କାର ରେ ଚୁମ୍ବନ ଦେଲେ ପ୍ରେମିକା, ଅଧିକାରୀ ଙ୍କୁ ଅର୍ଥ ଦେଇ ହଟ ହଟା ହେଲେ ପ୍ରେମିକ |   (28-Aug-2026)       ||      ରାୟଗଡା ରେ ଭାରତୀୟ ମଜୁଦୁର ସଂଘ ର ରାଷ୍ଟ୍ରୀୟ ପର୍ଯ୍ୟାବରଣ ଦିବସ ପାଳିତ |   (28-Aug-2026)       ||      ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରା ବାହୁଦା ବନ୍ଦର, ଓ ଶିଳ୍ପ ନିବେଶ ଦ୍ୱାରା ବଦଳିବ ଗରିବଙ୍କ ଭାଗ୍ୟ |   (28-Aug-2026)       ||      ରକ୍ଷା ବନ୍ଧନ ର ପୌରାଣିକ ମତ, ଓ ଶିକ୍ଷଣୀୟ କଥା |   (28-Aug-2026)       ||      ମନ୍ଦିର ସମନ୍ବିତ ଉର୍ନ୍ନତି କରଣ ସକାଶେ ବିଧାୟକ ଙ୍କ ପ୍ରସ୍ତୁତି ବୈଠକ |    (28-Aug-2026)       ||      ଶକ୍ତିଶ୍ରୀ ସେଲ ପକ୍ଷରୁ ଆଇନ ସଚେତନତା କର୍ମଶାଳା ପୋଲସରା ବିଜ୍ଞାନ ମହାବିଦ୍ୟାଳୟ ରେ ଅନୁଷ୍ଠିତ ||   (28-Aug-2026)       ||      "ନିଶାମୁକ୍ତ ଓଡିଶା ଅଭିଯାନ ` ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ପାଳିତ ||   (28-Aug-2026)       ||      2026 ର ଶ୍ରେଷ୍ଠ ଅଧକ୍ଷ ଭାବେ ଶାରଳା ସଂସ୍କୃତ ମହାବିଦ୍ୟାଳୟ ଅଧକ୍ଷଙ୍କୁ ସମ୍ମାନିତ |   (28-Aug-2026)       ||      ରୀତିନୀତି ଅନୁଯାୟୀ ଗହ୍ମାପର୍ବ ମାହାଳହାଟ ଜଗନ୍ନାଥ ମନ୍ଦିର ରେ ଅନୁଷ୍ଠିତ |   (28-Aug-2026)       ||      4ଦଶନ୍ଧି ଧରି ଅସୁବିଧା ରେ ଥିବା ବିସ୍ଥାପିତ ଙ୍କ ସମସ୍ୟା ର ସମାଧାନ କଲେ ମୁଖ୍ୟମନ୍ତ୍ରୀ ||   (28-Aug-2026)       ||      ବରଗଡ଼ ଜିଲ୍ଲା ର ମାଆ, ଝିଅ ନେପାଳ ବନ୍ୟା ରେ ନିଖୋଜ, ସ୍ୱାମୀ ସୁରକ୍ଷିତ ||   (28-Aug-2026)       ||      ରକ୍ଷାବନ୍ଧନ ରେ 120 ଭାଇ ହାତରେ ନିଶା ମୁକ୍ତ ପାଇଁ ରାକ୍ଷୀ ବାନ୍ଧିଲେ 120 ଭଉଣୀ ||   (28-Aug-2026)       ||      ଯାତ୍ରା କରୁଥିଲା ବେଳେ ହଠାଥ ପେଣ୍ଡେଲ ରେ ଅସୁସ୍ଥ ହୋଇ ପଡିଲେ ପିୟୁଷ ତ୍ରିପାଠୀ ||   (28-Aug-2026)       ||      ପାଇକ ମାଳ ରେ ରାଜ୍ୟ ସ୍ତରୀୟ ଗହ୍ମା ପୂର୍ଣ୍ଣିମା ମହୋତ୍ସବ ଅନୁଷ୍ଠିତ ||   (28-Aug-2026)       ||      ଗୋପପୁର ଆଶ୍ରମ ରେ ମହିମା ଧର୍ମ ର ବିରାଟ ଧାର୍ମିକ ସମାବେଶ ଅନୁଷ୍ଠିତ ||   (28-Aug-2026)       ||      ଗୋପପୁର ଆଶ୍ରମ ରେ ମହିମା ଧର୍ମ ର ବିରାଟ ଧାର୍ମିକ ସମାବେଶ ଅନୁଷ୍ଠିତ ||   (28-Aug-2026)       ||      ନେପାଳ ବନ୍ୟା ରେ ବହୁତ ଓଡ଼ିଆ ଙ୍କୁ ଠାବ ମଧ୍ୟରେ ଖୋର୍ଦ୍ଧା ର ଦୁଇ ଦମ୍ପତି ଏବେବି ନିଖୋଜ ||   (28-Aug-2026)       ||      ଜମି ମାଲିକ ଙ୍କ ଅଜାଣତ ରେ ବିକ୍ରି ହୋଇଗଲା ଜମି, ଦୁଇ ଜଣ ନିଲମ୍ବିତ ||   (27-Aug-2026)       ||      କୌଣସି କଥାରେ ଉତ୍ୟକ୍ତ ସ୍ୱାମୀ ସ୍ତ୍ରୀକୁ ହତ୍ୟା କରି ସେମଧ୍ୟ କଲେ ଆତ୍ମ ହତ୍ୟା ||   (27-Aug-2026)       ||     

ଶାଶୁ ଙ୍କୁ ଭରଣ ପୋଷଣ ଦେବେ ବୋହୁ, ପଞ୍ଜାବ ହରିୟାଣା କୋର୍ଟ ଙ୍କ ବଡ଼ ରାୟ ||

08-Jan-2025

ଶାଶୁଙ୍କୁ ରକ୍ଷଣାବେକ୍ଷଣ ଭତା ଦେବେ ବୋହୂ,ପଞ୍ଜାବ, ହରିୟାଣା କୋର୍ଟ ଙ୍କ ବଡ଼ ରାୟ,

          ଓଡିଶା ଜନମତ ବ୍ୟୁରୋ

ନୂଆଦିଲ୍ଲୀ, : ସ୍ୱାମୀ ଚାକିରୀ ପରେ କିମ୍ବା ସେହି ସମୟରେ ମରିଯାଇଥିବା ସ୍ତ୍ରୀ ମାନଙ୍କ ଚଳିବା ଖର୍ଚ୍ଚ ଦେବେ ବୋହୁ,  ଅନୁକମ୍ପାମୂଳକ ନିଯୁକ୍ତି ପ୍ରସଙ୍ଗରେ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ଏକ ଗୁରୁତ୍ଵପୂର୍ଣ ନିଷ୍ପତି ନେଇଛନ୍ତି ।କୋର୍ଟ କହିଛନ୍ତି ଯେ ଯେଉଁ ମହିଳା ସ୍ଵାମୀଙ୍କ ମୃତ୍ୟୁ ପରେ ଅନୁକମ୍ପା ଚାକିରି ପାଆନ୍ତି, ତାଙ୍କୁ ତାଙ୍କ ଶାଶୁଙ୍କୁ ରକ୍ଷଣାବେକ୍ଷଣଭତା ଦେବାକୁ ପଡିପାରେ । କୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଯଦିଓ ଉତ୍କଚଓ 
ର ଧାରା ୧୨୫ ଅନୁଯାୟୀ ତାଙ୍କ ଶାଶୁ ଓ ଶ୍ଵଶୁରଙ୍କରକ୍ଷଣାବେକ୍ଷଣ  ପାଇଁ ବୋହୂ ଦାୟୀ ନୁହଁନ୍ତି, ତେବେ ଏହାକୁ ନ୍ୟାୟ ପାଇଁ ବ୍ୟତିକ୍ରମ ଭାବରେ ପ୍ରୟୋଗ କରାଯାଇ ପାରେ । ଏହିରାୟ ଦେବା ବେଳେ ଜଷ୍ଟିସ ହରପ୍ରୀତ ସିଂ ବଂଚଫ୍ୟାମିଲି କୋର୍ଟର ଆଦେଶକୁ ସମର୍ଥନ କରିଛନ୍ତି ।ଯେଉଁଥି ରେ ମହିଳାଙ୍କୁ ତାଙ୍କ ଶାଶୁଙ୍କୁ ପ୍ରତିମାସରେ୧୦ହଜାର ଟଙ୍କା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।କହି ରଖୁଛୁ କି, ଏହି ମାମଲା ୨୦୦୨ର,ଚାକିରିଆ ବୋହୂ ଶାଶୁଙ୍କୁଦେବେଭତ୍ତାଯେତେ ବେଳେ ଆବେଦନ‌କାରୀ ମହିଳାଙ୍କ ସ୍ଵାମୀଙ୍କର ମୃତ୍ୟୁ ହୋଇଥିଲା  ୨୦୦୫ରେ,ମହିଳାଙ୍କୁ ରେଳ କୋଚ କାରଖାନାରେ ଜୁନିୟର କିରାଣୀ ପଦରେ ଅନୁକମ୍ପା ନିଯୁକ୍ତି ଦିଆଯାଇଥିଲା । ଏହା ପରେ ସେ ତାଙ୍କଶାଶୁ ଘର ଛାଡି ପୁଅ ସହିତ ରହିଥିଲେ । ୨୦୨୨ରେ, ତାଙ୍କ ଶାଶୁ ଫ୍ୟାମିଲି କୋର୍ଟଙ୍କ ନିକଟକୁ ଯାଇ ରକ୍ଷଣାବେକ୍ଷଣ ପାଇଁ ଦାବି କରିଥିଲେ । ମାର୍ଚ୍ଚ ୨୦୨୪ରେ କୋର୍ଟ ମହିଳାଙ୍କୁ ତାଙ୍କ ଶାଶୁଙ୍କୁ ରକ୍ଷଣାବେକ୍ଷଣ ଦେବାକୁ ନିର୍ଦ୍ଦେଶ ଦେଇ ଥିଲେ।ମହିଳା ଜଣକ କୋର୍ଟଙ୍କୁ କହିଛନ୍ତି ଯେ, ଶାଶୁଙ୍କର ଅନ୍ୟ ପିଲାମାନେ ମଧ୍ଯ ଅଛନ୍ତି, ଯେଉଁମାନେ ସେମାନଙ୍କର ଯନୂ ନେଇ ପାରିବେ,ଏବଂ ଯୁକ୍ତି ମଧ୍ୟ କରିଛନ୍ତି ଯେ ଶାଶୁ ୨୦ ବର୍ଷ ପରେ କୋର୍ଟରେ ପହଂଚିଛନ୍ତି । କୋର୍ଟ ଏହା ମଧ୍ୟ କହିଛନ୍ତି ଯେ ମହିଳାଙ୍କଆୟ ମାସକୁ ୮୦ ହଜାର ଟଙ୍କା ଏବଂ ସେ କ୍ଷତିପୂରଣ ଭାବରେ ମାସକୁ ୧୦ହଜାର ଟଙ୍କା ଦେବାକୁ ସକ୍ଷମ ଅଟନ୍ତି ।

News Comment

You Might Also Like

BACK TO TOP