Breaking News

ଆର ଉଦୟଗିରି ପୋଲିସ ଦ୍ୱାରା 251 କେଜି ଗଂଜେଇ ସହ ଦୁଇ ଅଭିଯୁକ୍ତ ଗିରଫ |   (06-Aug-2026)       ||      ଦ୍ଇ ଜଣ ସନ୍ଦେହୀ ଯୁବକଙ୍କ ଠାରୁ ଦୁଇ ଦେଶୀ ପିସ୍ତଲ, ଗୁଳି ଓ ଅଭିଯୁକ୍ତ ଙ୍କୁ ଗିରଫ କଲା ବେଲଙ୍ଗା ପୋଲିସ |   (06-Aug-2026)       ||      ବାଲିପଦର ପୋଲିସ କୁ ବଡ଼ ସଫଳତା, ଦେଶୀ ବନ୍ଧୁକ କାରଖାନା ରୁ ସରଞ୍ଜାମ,ଦୁଇବନ୍ଧୁକଓ ଦୁଇବ୍ୟକ୍ତି ଗିରଫ |    (06-Aug-2026)       ||      ସଂସ୍କୃତି ଅନୁଷ୍ଠାନ ର ନୂତନ କାର୍ଯ୍ୟକାରିଣୀ ଗଠନ, ସରସ୍ୱତୀ ହେଲେ ସଭନେତ୍ରୀ |   (06-Aug-2026)       ||      ପଞ୍ଜିକୃତଚାଷୀ,ସମବାୟ ବ୍ୟଙ୍କ ରୁ ଋଣ ନେଇଥିବା ଚାଷୀ ମିଳୁଛି ସାର, ଅନ୍ୟଚାଷୀଙ୍କୁ ନାହିଁ |   (06-Aug-2026)       ||      ବାଲିଗୁଡା ଓ ସିପାଞ୍ଜିରୀ ଦଳ ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନ ସିପ ରେ ବିଜୟୀ |   (06-Aug-2026)       ||      ମ ରାମ ପୁର ରେ ବିଜେପି ମଣ୍ଡଳ ଉପ ସଭାପତି ଙ୍କୁ ନିର୍ମମ ହତ୍ୟା    (06-Aug-2026)       ||      କଲ୍ୟାଣ ସିଂହ ପୁର ଗାଁରେ ପଶିଲେ ଦୁଇ ହାତୀ ବ୍ୟାପକ କଲେ କ୍ଷୟ କ୍ଷତି ||   (06-Aug-2026)       ||      ଆରପାରିରେ ଗଜନୀ ର ଖଳନାୟକ ତଥା ମହାଭାରତ ର ଅଶ୍ୱସ୍ତମା ପ୍ରଦୀପ ରାୱାତ |    (06-Aug-2026)       ||      ସ୍କୁଲ କାନ୍ଥ ଭୁଷୁଡ଼ି 2ଛାତ୍ର ଗୁରତର , ମେଡିକାଲ ରେ ଚିକିତ୍ସିତ |   (06-Aug-2026)       ||      ଖଡ଼ିଆଳ ରାଜସ୍ବ ସହାୟକ ଙ୍କ ଉପରେ ତୁରନ୍ତ କାର୍ଯ୍ୟନୁଷ୍ଠାନ ନେଲେ ଜିଲ୍ଲା ପାଳ ||   (06-Aug-2026)       ||      ଭାରତ ରେ ଅଛି ଅଜବ ଗାଁ ଯେଉଁଠି ମହିଳା ମାନେ ପାଞ୍ଚଦିନ ଲୁଗା ପନ୍ଧନ୍ତି ନାହିଁ ||   (06-Aug-2026)       ||      କବିସୂର୍ଯ୍ୟ ନଗର ର ପୂର୍ବତନ ବିଧୟିକା ଙ୍କ ସ୍ମୃତିରେ ରକ୍ତଦାନ ଶିବିର ଅନୁଷ୍ଠିତ |    (06-Aug-2026)       ||      ରାଜ୍ୟ ଓଷ୍ଟା ସଙ୍ଘ ପକ୍ଷରୁ ପ୍ରତିବାଦ ସଭା |   (06-Aug-2026)       ||      ଭୟା ଭୟ ଅଗ୍ନି କାଣ୍ଡରେ କେଶପୁର ବଜାର ରେ ଜଳିଗଲା 4ଗୋଟି ଦୋକାନ |    (06-Aug-2026)       ||      କାନ୍ଧୁଣିଦେବୀ ଙ୍କୁ ଦର୍ଶନ କରି ଫେରିଲେ ମହାମହିମ ରାଷ୍ଟ୍ରପତି |   (05-Aug-2026)       ||      ଭୂମିହୀନ ଙ୍କୁ ଜମି ପଟା ଶିକ୍ଷା ଓ ସୁବିଧା ଦାବିରେ ସ୍ଵାସ୍ତ୍ୟ ଆଇଆରଳ ବୈଠକ |    (05-Aug-2026)       ||      ଖରିପଡ଼ିଆ କୋର କୋରା ରାସ୍ତାରେ 4ଫୁଟ ଉଚର ବନ୍ୟାଜଳ ପ୍ରବାହିତ |    (05-Aug-2026)       ||      ଟ୍ରାଫିକ ସମସ୍ୟା ଯୋଗୁଁ ବାଲିମେଳା ଦୈନିକ ବଜାର ରେ ଯାତ୍ରୀ ହନ୍ତସନ୍ତ |   (05-Aug-2026)       ||      ରାଷ୍ଟ୍ରପତି ଙ୍କ ଭବନ ରେ ଶୋଭା ପାଇବ ତିନି ରଥର ତିନି ଚକ, ସମ୍ମତି ଦେଲେ ମହାମହିମ |    (05-Aug-2026)       ||     

ଛଅ ମାସ ହେଲା ଭତ୍ତା ଟଙ୍କା ମିଳି ନଥିବାରୁ ବହୁତ ଦୁର୍ଦିନ ରେ ରହୁଛନ୍ତି ଵୃଦ୍ଧା |

04-Aug-2026

 ବିଧବା ଭତ୍ତା  କାହାପାଇଁ, ବହୁଦିନ ହେଲା ଭତ୍ତା ରୁ ବଞ୍ଚିତ ଵୃଦ୍ଧା |
ଓଡିଶା ଜନ ମତ ବ୍ୟୁରୋ, 

 ରାଜ୍ୟ ସରକାର, ବିକଳାଙ୍ଗ, ବୃଦ୍ଧ, ଵୃଦ୍ଧା ଓ ବିଧବା ଙ୍କ  ହାତ ଚଳଣି ପାଇଁ  ଭତ୍ତା ର ବ୍ୟବସ୍ତା କରିଛନ୍ତି | କିନ୍ତୁ ଏବେ ତିନିରୁ ଚାରିମାସ ହେଲା ଭତ୍ତା ପ୍ରଦାନ ରେ ଅସୁବିଧା ହେଉଥିବାର ବ୍ଲକରେ ଅଭିଯୋଗ ହେଉଛି | ଯାହାଦ୍ୱାରା ସେମାନଙ୍କ ଚଳିବା ରେ ବାଧକ ହେଉଛି ||କିନ୍ତୁ ଏପରି ଜଣେ ବୟସ୍କା ଵୃଦ୍ଧା ଅଛନ୍ତି ଯାହାକୁ ଛଅ ମାସ ହେଲା ଭତ୍ତା ଟଙ୍କା ମିଳିନଥିବାର ସେ ଅଭିଯୋଗ କରିଛନ୍ତି | ଆସନ୍ତୁ ଜାଣିବା ସେଇ ବୃଦ୍ଧାଙ୍କ ଅର୍ଥାଭାବରୁ ତାଙ୍କର ଦୟନୀୟ ଅବସ୍ଥା ର ବିକଳ ଚିତ୍ର ||ତାହା ହେଉଛି ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ନେହେନା ଗ୍ରାମର ବିଧବା ବୃଦ୍ଧା ଶାନ୍ତି ସୁନାନୀ (୮୨)ଙ୍କୁ ଗତ ଛଅ ମାସ ଧରି ବିଧବା ଭତ୍ତା ମିଳୁନଥିବା ଅଭିଯୋଗ କରିଛନ୍ତି। ଏହି  ୩୫୦୦ ଟଙ୍କା ଭତ୍ତାହିଁ ତାଙ୍କର ଜୀବନ ନିର୍ବାହର ମୁଖ୍ୟ ଆଧାର ହୋଇଥିବା ବେଳେ, ଦୀର୍ଘ ଛଅ ଧରି ଏହା ବନ୍ଦ ରହିବାରୁ ସେ ଆର୍ଥିକ ସଙ୍କଟ ମଧ୍ୟରେ ରହି ଦୁର୍ଦ୍ଦିନରେ ଜୀବନ କାଟୁଛନ୍ତି। ଶାନ୍ତି ସୁନାନୀ ଭତ୍ତା ପୁନଃ ଚାଲୁ କରିବା ପାଇଁ ସମ୍ପୃକ୍ତ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସମସ୍ୟାର ସମାଧାନ ହୋଇନଥିବା ସେ ଅଭିଯୋଗ କରିଛନ୍ତି। ବୃଦ୍ଧାବସ୍ଥାରେ ଖାଦ୍ୟ, ଔଷଧ ଓ ଦୈନନ୍ଦିନ ଖର୍ଚ୍ଚ ବହନ କରିବା ତାଙ୍କ ପାଇଁ କଷ୍ଟସାଧ୍ୟ ହୋଇ ପଡ଼ିଛି। ତେଣୁ ପ୍ରଶାସନ ତୁରନ୍ତ ତାଙ୍କର ବକେୟା ଭତ୍ତା ପ୍ରଦାନ ସହ ନିୟମିତ ଭାବେ ଭତ୍ତା ଯୋଗାଇବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।ଛଅ ମାସ ହେଲା ବିଧବା ଭତ୍ତା ବନ୍ଦ: ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ନେହେନା ଗ୍ରାମର ବିଧବା ବୃଦ୍ଧା ଶାନ୍ତି ସୁନାନୀ" 

News Comment

You Might Also Like

BACK TO TOP