Breaking News

ନବେ ଦଶକ ରେ ଝିଅ ଙ୍କ ହୃଦୟ ରେ ରାଜ କରୁଥିବା ଅଭିନେତା ଆଜି ବାହାଘର ପାର୍ଟିରେ କରୁଛନ୍ତି ଡେନ୍ସ |   (11-Sep-2026)       ||      ଶେରଗଡ଼ ରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ |    (10-Sep-2026)       ||      ସିଏଚ ନୂଆଙ୍ଗା ଓ ଶିକୁଳା ରେ ବିଜେପି ର ସେବା ସଂକଳ୍ପ ଅଭିଯାନ |    (10-Sep-2026)       ||      କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲକାଙ୍କୁ "ସଂସଦ ରତ୍ନ ସମ୍ମାନ |   (10-Sep-2026)       ||      ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ରେ 247ଜଣଙ୍କ ପଞ୍ଜିକରଣ ||   (10-Sep-2026)       ||      ପୃଥକ ପୃଥକ ଦୁର୍ଘଟଣା ରେ କୋଦଳା ଠାରେ ଜଣେ ମୃତ, ପାଞ୍ଚ ଗୁରୁତର,    (10-Sep-2026)       ||      ଏକ କୋଟିରୁ ଉର୍ଦ୍ଧ ଟଙ୍କାର ଗଞ୍ଜେଇ କୁ ଜବତ କଲା ପୋଲସରା ପୋଲିସ |   (10-Sep-2026)       ||      ଲାଞ୍ଜିଗଡ ରେ ପହଁଚିଲେ ଅଞ୍ଚଳ ବାସୀ, ଲୋଦ ଶିକାକା ଙ୍କ ଜାମିନ ପାଇଁ |    (10-Sep-2026)       ||      ଲୁକାୟିତ କଳାକୁ ବଜାର ଦେବା ଉପରେ ଗୁରୁତ୍ୱ ଦେବାକୁ ଆଲୋଚନା |    (10-Sep-2026)       ||      ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ, ଉଲ୍ଲାସ ଜନ ସଚେତନତା କାର୍ଯ୍ୟକ୍ରମ ||   (10-Sep-2026)       ||      ଶାରଳା ସଂସ୍କୃତ ମହା ବିଦ୍ୟାଳୟ ର 14 ତମ ପ୍ରତିଷ୍ଠା ଦିବସ ପାଳିତ ||   (10-Sep-2026)       ||      ହାତରେ ଲାଗିବନି ଅଟା, ରୁଟି କରିବାର ସହଜ ପ୍ରଣାଳୀ ||   (10-Sep-2026)       ||      17 ବର୍ଷ ରେ 1700 ରୁ ଅଧିକ ଦଣ୍ଡ ନୃତ୍ୟ ପରିବେଷଣ କରିଛନ୍ତି ଦେବେନ୍ଦ୍ର ନାଏକ ||   (10-Sep-2026)       ||      ଛୁରୀ ଦେଖାଇ ଲୁଟ ଅଭିଯୁକ୍ତ କୁ କୋର୍ଟ ଚାଲାଣ ||   (09-Sep-2026)       ||      ଗଣେଶ ପୂଜା ପାଇଁ ମୂର୍ତ୍ତି ନିର୍ମାଣ ରେ କାରିଗର ବ୍ୟସ୍ତ |    (09-Sep-2026)       ||      ସାମାନ୍ୟ କଥାକୁ ନେଇ ଜଣେ ଯୁବକଙ୍କୁ ମରଣା ନ୍ତାକ ଆକ୍ରମଣ |    (09-Sep-2026)       ||      ନାବାଳିକା ଙ୍କୁ ବଳତ୍କାର କରିବା ଅଭିଯୋଗ ରେ 20ବର୍ଷ ଜେଲ ଦଣ୍ଡ ସହ 70 ହଜାର ଜୋରିମାନା |    (09-Sep-2026)       ||      ବୈଦ୍ୟନାଥ ପୁର ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରତାରଣା କରି କୋର୍ଟ ଚାଲାଣ ||   (09-Sep-2026)       ||      ଦୁର୍ଘଟଣା ରେ ଆହତ ଦୁଇ ବ୍ୟକ୍ତି ମେଡିକାଲ ରେ ଭର୍ତ୍ତି ||   (09-Sep-2026)       ||      ପୋଲସରା ରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା -2026 ଅନୁଷ୍ଠିତ |   (09-Sep-2026)       ||     

କଲ୍ୟାଣ ସିଂହ ପୁର ବ୍ଲକ ରାଉତ ପରଡ଼ିଗୁଡା ଗ୍ରାମର 70ବର୍ଷୀୟ ବୃଦ୍ଧା ଙ୍କ ଭତ୍ତା ଟଙ୍କା ଏକାଉଣ୍ଟ ରୁ ଗାଏବ ||

08-Sep-2026

ବୃଦ୍ଧାଙ୍କ ଭତ୍ତା ଟଙ୍କା ଗାଏବ ଅଭିଯୋଗ

ଦୁଇ ବର୍ଷର ଟଙ୍କା ଅନ୍ୟ ଆକାଉଣ୍ଟରୁ ଉଠାଣ ଅଭିଯୋଗ

ଓଡିଶା ଜନମତ ରାୟଗଡା , ୦୭/୯,

କାମେଶ୍ୱର କରକରିଆ): -----

ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପୂଜାରୀଗୁଡ଼ା ପଞ୍ଚାୟତ ରାଉତ ପରଡିଗୁଡ଼ା ଗ୍ରାମର ଜଣେ ୭୦ ବର୍ଷୀୟ ବୃଦ୍ଧାଙ୍କ ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ତାଙ୍କ ଅଜାଣତରେ ଉଠାଯାଇଥିବା ଅଭିଯୋଗ ହୋଇଛି। ବୃଦ୍ଧା ହିକକା ନୀଳାଇଙ୍କ ଭତ୍ତା ଟଙ୍କା ଗତ ଦୁଇ ବର୍ଷ ଧରି ଅନଲାଇନ୍‌ ମାଧ୍ୟମରେ ତାଙ୍କ ଏସ୍‌ବିଆଇ ଜମାଖାତା ନମ୍ବର ( ୩୫୩୩୨୩୫୦୯୪୭୯) କୁ ଆସୁଥିବା ବେଳେ ସେ ଟଙ୍କା ଉଠାଇ ପାରୁନଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ ପୂର୍ବରୁ ବୃଦ୍ଧାଙ୍କୁ ହାତରେ ଭତ୍ତା ଟଙ୍କା ମିଳୁଥିଲା। ଅନଲାଇନ୍‌ ବ୍ୟବସ୍ଥା ହେବା ପରେ ତାଙ୍କ ବ୍ୟାଙ୍କ ଖାତାକୁ ପ୍ରତିମାସ ଭତ୍ତା ଟଙ୍କା ଜମା ହେଉଥିବା ଜଣାପଡ଼ିଥିଲା। ତେବେ ଶାରୀରିକ ଅସୁବିଧା ଯୋଗୁଁ ବୃଦ୍ଧାଙ୍କ ପକ୍ଷେ ବ୍ୟାଙ୍କ କିମ୍ବା ଜନସେବା କେନ୍ଦ୍ରକୁ ଯାଇ ଟଙ୍କା ଉଠାଇବା ସମ୍ଭବ ହେଉନଥିଲା। ସମ୍ପର୍କୀୟ ଭଣଜା ହୁଇକା ସୁବା ବୃଦ୍ଧାଙ୍କୁ ଧରି ମାଝୀଗୁଡ଼ାସ୍ଥିତ ଏସ୍‌ବିଆଇ ଶାଖାକୁ ଯାଇ ଖାତା ଯାଞ୍ଚ କରିଥିଲେ। ସେଠାରେ ଖାତାରେ ଟଙ୍କା ନଥିବା ଜଣାପଡ଼ିବା ପରେ ସେମାନେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ବିଶ୍ୱଜିତ ସାମନ୍ତସିଂଙ୍କୁ ଭେଟିଥିଲେ। ଅଧିକାରୀଙ୍କ ପକ୍ଷରୁ ପ୍ରତିମାସ ଭତ୍ତା ଟଙ୍କା ଖାତାକୁ ଜମା ହେଉଥିବା କୁହା ଯାଇଥିଲା। ପରେ ଏକ ଜନସେବା କେନ୍ଦ୍ରରେ ମିନି ଷ୍ଟେଟମେଣ୍ଟ ଯାଞ୍ଚ କରିବାରୁ ଏକ ଏୟାରଟେଲ ପେମେଣ୍ଟ ବ୍ୟାଙ୍କ ଆଇଡି ମାଧ୍ୟମରେ ଟଙ୍କା ଉଠାଯାଇଥିବା ଜଣାପଡ଼ିଥିବା ବୃଦ୍ଧାଙ୍କ ସମ୍ପର୍କୀୟମାନେ ଅଭିଯୋଗ କରିଛନ୍ତି। ଘଟଣା ସମ୍ପର୍କରେ ବୃଦ୍ଧା ଓ ତାଙ୍କ ସମ୍ପର୍କୀୟମାନେ କଲ୍ୟାଣସିଂହପୁର ଥାନାରେ ଜଣାଇଥିବା ବେଳେ ପୁଲିସ ପକ୍ଷରୁ ଘଟଣା ସମ୍ପର୍କରେ ତଦନ୍ତ କରାଯିବ ବୋଲି କୁହାଯାଇଥିବା ସେମାନେ କହିଛନ୍ତି। ଏନେଇ ସମ୍ପର୍କୀୟ ହୁଇକା ସୁବା କହିଛନ୍ତି ବୃଦ୍ଧାଙ୍କ ଭତ୍ତା ଟଙ୍କା ଯିଏ ଉଠାଇଥିବେ ସେ ଯଦି ଟଙ୍କା ଫେରାଇ ଦିଅନ୍ତି ତେବେ ସେମାନେ କୌଣସି ଅସୁବିଧା କରିବେ ନାହିଁ। ନଚେତ୍‌ ଆଇନର ଆଶ୍ରୟ ନେବେ ବୋଲି ସେ କହିଛନ୍ତି। ବୃଦ୍ଧାଙ୍କ ଭତ୍ତା ଟଙ୍କା କିପରି ଅନ୍ୟ ମାଧ୍ୟମରେ ଉଠାଯାଇଥିଲା ଏବଂ ଏଥିରେ କାହାର ସମ୍ପୃକ୍ତି ରହିଛି ତାହାର ତଦନ୍ତ କରି ଦୋଷୀଙ୍କ ବିରୋଧରେ ଆଇନଗତ ପଦକ୍ଷେପ ସହ ଟଙ୍କା ଫେରସ୍ତ କରିବାକୁ ଦାବି ହୋଇଛି।

News Comment

You Might Also Like

BACK TO TOP