Breaking News

ବାଲେଶ୍ୱର କୁ କେଉଁଠୁ ଆସିଲେ 5ବଣ ମଣିଷ, ମଣିଷ ସହିତ ମିଶି ଯାଉଛି ସେମାନଙ୍କ 97% DNA |    (11-Sep-2026)       ||      ନବେ ଦଶକ ରେ ଝିଅ ଙ୍କ ହୃଦୟ ରେ ରାଜ କରୁଥିବା ଅଭିନେତା ଆଜି ବାହାଘର ପାର୍ଟିରେ କରୁଛନ୍ତି ଡେନ୍ସ |   (11-Sep-2026)       ||      ଶେରଗଡ଼ ରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ |    (10-Sep-2026)       ||      ସିଏଚ ନୂଆଙ୍ଗା ଓ ଶିକୁଳା ରେ ବିଜେପି ର ସେବା ସଂକଳ୍ପ ଅଭିଯାନ |    (10-Sep-2026)       ||      କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲକାଙ୍କୁ "ସଂସଦ ରତ୍ନ ସମ୍ମାନ |   (10-Sep-2026)       ||      ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ରେ 247ଜଣଙ୍କ ପଞ୍ଜିକରଣ ||   (10-Sep-2026)       ||      ପୃଥକ ପୃଥକ ଦୁର୍ଘଟଣା ରେ କୋଦଳା ଠାରେ ଜଣେ ମୃତ, ପାଞ୍ଚ ଗୁରୁତର,    (10-Sep-2026)       ||      ଏକ କୋଟିରୁ ଉର୍ଦ୍ଧ ଟଙ୍କାର ଗଞ୍ଜେଇ କୁ ଜବତ କଲା ପୋଲସରା ପୋଲିସ |   (10-Sep-2026)       ||      ଲାଞ୍ଜିଗଡ ରେ ପହଁଚିଲେ ଅଞ୍ଚଳ ବାସୀ, ଲୋଦ ଶିକାକା ଙ୍କ ଜାମିନ ପାଇଁ |    (10-Sep-2026)       ||      ଲୁକାୟିତ କଳାକୁ ବଜାର ଦେବା ଉପରେ ଗୁରୁତ୍ୱ ଦେବାକୁ ଆଲୋଚନା |    (10-Sep-2026)       ||      ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ, ଉଲ୍ଲାସ ଜନ ସଚେତନତା କାର୍ଯ୍ୟକ୍ରମ ||   (10-Sep-2026)       ||      ଶାରଳା ସଂସ୍କୃତ ମହା ବିଦ୍ୟାଳୟ ର 14 ତମ ପ୍ରତିଷ୍ଠା ଦିବସ ପାଳିତ ||   (10-Sep-2026)       ||      ହାତରେ ଲାଗିବନି ଅଟା, ରୁଟି କରିବାର ସହଜ ପ୍ରଣାଳୀ ||   (10-Sep-2026)       ||      17 ବର୍ଷ ରେ 1700 ରୁ ଅଧିକ ଦଣ୍ଡ ନୃତ୍ୟ ପରିବେଷଣ କରିଛନ୍ତି ଦେବେନ୍ଦ୍ର ନାଏକ ||   (10-Sep-2026)       ||      ଛୁରୀ ଦେଖାଇ ଲୁଟ ଅଭିଯୁକ୍ତ କୁ କୋର୍ଟ ଚାଲାଣ ||   (09-Sep-2026)       ||      ଗଣେଶ ପୂଜା ପାଇଁ ମୂର୍ତ୍ତି ନିର୍ମାଣ ରେ କାରିଗର ବ୍ୟସ୍ତ |    (09-Sep-2026)       ||      ସାମାନ୍ୟ କଥାକୁ ନେଇ ଜଣେ ଯୁବକଙ୍କୁ ମରଣା ନ୍ତାକ ଆକ୍ରମଣ |    (09-Sep-2026)       ||      ନାବାଳିକା ଙ୍କୁ ବଳତ୍କାର କରିବା ଅଭିଯୋଗ ରେ 20ବର୍ଷ ଜେଲ ଦଣ୍ଡ ସହ 70 ହଜାର ଜୋରିମାନା |    (09-Sep-2026)       ||      ବୈଦ୍ୟନାଥ ପୁର ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରତାରଣା କରି କୋର୍ଟ ଚାଲାଣ ||   (09-Sep-2026)       ||      ଦୁର୍ଘଟଣା ରେ ଆହତ ଦୁଇ ବ୍ୟକ୍ତି ମେଡିକାଲ ରେ ଭର୍ତ୍ତି ||   (09-Sep-2026)       ||     

ବ୍ରହ୍ମପୁର ଡକ୍ଟରର୍ସ ଫୋରମ୍ସ ର ମାସିକ ବୈଠକ ଅନୁଷ୍ଠିତ |

07-Sep-2026

ଡକ୍ଟରର୍ସ ଫୋରମ୍,ବ୍ରହ୍ମପୁର ର ମାସିକ ବୈଠକ ଅନୁଷ୍ଠିତ ||

ଓଡିଶା ଜନ ମତ, ବ୍ରହ୍ମପୁର, 

କୈଳାଶ ଚନ୍ଦ୍ର ଚୌଧୁରୀ :---

ବ୍ରହ୍ମପୁର ସହର ସ୍ଥାନୀୟ ବାବାଜୀତୋଟା ସାହି ସ୍ଥିତ ଡକ୍ଟରର୍ସ ଫୋରମ୍ ର କାର୍ଯ୍ୟାଳୟ ଠାରେ *ଡକ୍ଟରର୍ସ ଫୋରମ୍,ବ୍ରହ୍ମପୁର* ର ଚଳିତ ସେପ୍ଟେମ୍ୱର ମାସର ମାସିକ ବୈଠକ ସଭାପତି ଡାକ୍ତର.ଶଙ୍କର୍ଷଣ ପାତ୍ର ଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।

ପ୍ରଥମେ ତିନି ଥର "ଓଁକାର ମନ୍ତ୍ର ଓ ସର୍ବେ ଭାବନ୍ତୁ ସୁଖିନଃ" ଧ୍ୱନି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଏହି ବୈଠକରେ ଫୋରମ୍ ବହୁ ଆନୁସାଙ୍ଗିକ ବିଷୟ ଏବଂ ଆସନ୍ତା ନଭେମ୍ଵର ମାସ ପର୍ଯ୍ୟନ୍ତ ଫୋରମ୍ ର ଅନେକ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରାଯାଇଥିଲା ।
ଏହି ବୈଠକ ରେ କୋଷାଧକ୍ଷ ଡାକ୍ତର.ସମରେନ୍ଦ୍ର କୁମାର ସାହୁ ଙ୍କ ସମେତ ଡାକ୍ତର.ଇନ୍ଦୁଭୂଷଣ ପଟ୍ଟନାୟକ, ଡାକ୍ତର.ପ୍ରଶାନ୍ତ କୁମାର ପଣ୍ଡା, ଡାକ୍ତର.ଗୀତାଞ୍ଜଳି ପଟ୍ଟନାୟକ, ଡାକ୍ତର.ଟି.ଅଜୟ କୁମାର ପାତ୍ର, ଡାକ୍ତର.ସିଏଚ୍.ଗାନ୍ଧୀ ଚୌଧୁରୀ, ଡାକ୍ତର.ଭାସ୍ଵତୀ ପଣ୍ଡା, ଡାକ୍ତର.ରବୀନ୍ଦ୍ରନାଥ ଗନ୍ତାୟତ, ଡାକ୍ତର.ସିଦ୍ଧନାଥ କର ପ୍ରମୁଖ ଉପସ୍ଥିତ ଥିଲେ । 
ପରିଶେଷରେ ଜାତୀୟ ସଙ୍ଗୀତ ଗାଇବା ସହ ବୈଠକକୁ ସମାପନ କରାଯାଇଥିଲା ।
କୋଷାଧକ୍ଷ ଡାକ୍ତର.ସମରେନ୍ଦ୍ର କୁମାର ସାହୁ ଉପସ୍ଥିତ ସମସ୍ତ ଡାକ୍ତର ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

News Comment

You Might Also Like

BACK TO TOP