Breaking News

ନବେ ଦଶକ ରେ ଝିଅ ଙ୍କ ହୃଦୟ ରେ ରାଜ କରୁଥିବା ଅଭିନେତା ଆଜି ବାହାଘର ପାର୍ଟିରେ କରୁଛନ୍ତି ଡେନ୍ସ |   (11-Sep-2026)       ||      ଶେରଗଡ଼ ରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ |    (10-Sep-2026)       ||      ସିଏଚ ନୂଆଙ୍ଗା ଓ ଶିକୁଳା ରେ ବିଜେପି ର ସେବା ସଂକଳ୍ପ ଅଭିଯାନ |    (10-Sep-2026)       ||      କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲକାଙ୍କୁ "ସଂସଦ ରତ୍ନ ସମ୍ମାନ |   (10-Sep-2026)       ||      ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ରେ 247ଜଣଙ୍କ ପଞ୍ଜିକରଣ ||   (10-Sep-2026)       ||      ପୃଥକ ପୃଥକ ଦୁର୍ଘଟଣା ରେ କୋଦଳା ଠାରେ ଜଣେ ମୃତ, ପାଞ୍ଚ ଗୁରୁତର,    (10-Sep-2026)       ||      ଏକ କୋଟିରୁ ଉର୍ଦ୍ଧ ଟଙ୍କାର ଗଞ୍ଜେଇ କୁ ଜବତ କଲା ପୋଲସରା ପୋଲିସ |   (10-Sep-2026)       ||      ଲାଞ୍ଜିଗଡ ରେ ପହଁଚିଲେ ଅଞ୍ଚଳ ବାସୀ, ଲୋଦ ଶିକାକା ଙ୍କ ଜାମିନ ପାଇଁ |    (10-Sep-2026)       ||      ଲୁକାୟିତ କଳାକୁ ବଜାର ଦେବା ଉପରେ ଗୁରୁତ୍ୱ ଦେବାକୁ ଆଲୋଚନା |    (10-Sep-2026)       ||      ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ, ଉଲ୍ଲାସ ଜନ ସଚେତନତା କାର୍ଯ୍ୟକ୍ରମ ||   (10-Sep-2026)       ||      ଶାରଳା ସଂସ୍କୃତ ମହା ବିଦ୍ୟାଳୟ ର 14 ତମ ପ୍ରତିଷ୍ଠା ଦିବସ ପାଳିତ ||   (10-Sep-2026)       ||      ହାତରେ ଲାଗିବନି ଅଟା, ରୁଟି କରିବାର ସହଜ ପ୍ରଣାଳୀ ||   (10-Sep-2026)       ||      17 ବର୍ଷ ରେ 1700 ରୁ ଅଧିକ ଦଣ୍ଡ ନୃତ୍ୟ ପରିବେଷଣ କରିଛନ୍ତି ଦେବେନ୍ଦ୍ର ନାଏକ ||   (10-Sep-2026)       ||      ଛୁରୀ ଦେଖାଇ ଲୁଟ ଅଭିଯୁକ୍ତ କୁ କୋର୍ଟ ଚାଲାଣ ||   (09-Sep-2026)       ||      ଗଣେଶ ପୂଜା ପାଇଁ ମୂର୍ତ୍ତି ନିର୍ମାଣ ରେ କାରିଗର ବ୍ୟସ୍ତ |    (09-Sep-2026)       ||      ସାମାନ୍ୟ କଥାକୁ ନେଇ ଜଣେ ଯୁବକଙ୍କୁ ମରଣା ନ୍ତାକ ଆକ୍ରମଣ |    (09-Sep-2026)       ||      ନାବାଳିକା ଙ୍କୁ ବଳତ୍କାର କରିବା ଅଭିଯୋଗ ରେ 20ବର୍ଷ ଜେଲ ଦଣ୍ଡ ସହ 70 ହଜାର ଜୋରିମାନା |    (09-Sep-2026)       ||      ବୈଦ୍ୟନାଥ ପୁର ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରତାରଣା କରି କୋର୍ଟ ଚାଲାଣ ||   (09-Sep-2026)       ||      ଦୁର୍ଘଟଣା ରେ ଆହତ ଦୁଇ ବ୍ୟକ୍ତି ମେଡିକାଲ ରେ ଭର୍ତ୍ତି ||   (09-Sep-2026)       ||      ପୋଲସରା ରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା -2026 ଅନୁଷ୍ଠିତ |   (09-Sep-2026)       ||     

ରୋଜଗାର ଅଭାବରୁ 4ଯୁବକ ଙ୍କ ଦାଦନ ମୁହାଁ ||

08-Sep-2026

ଘର ସମସ୍ୟା ଓ ସ୍ଥାନୀୟ ରୋଜଗାର ଅଭାବରୁ ୪ ଯୁବକ ଦାଦନ ମୁହାଁ

ଓଡିଶା ଜନମତ ରାୟଗଡା,୭/୯,

କାମେଶ୍ୱର କରକରିଆ :-----

 ଘରର ଆର୍ଥିକ ସମସ୍ୟା ଓ ଅଞ୍ଚଳରେ ପର୍ଯ୍ୟାପ୍ତ ରୋଜଗାର ସୁଯୋଗ ନ ମିଳିବାରୁ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ କରପା ପଞ୍ଚାୟତ ହେଚକଣା ଗ୍ରାମର ୪ ଜଣ ଯୁବକ ପୁଣିଥରେ ଦାଦନ ଯିବାକୁ ବାଧ୍ୟ ହୋଇଛନ୍ତି। ଚାଷ କାମ ସାରି ଗାଁରୁ ବାହାରକୁ ଯାଇ ଶ୍ରମିକ ଭାବେ କାମ କରି ପରିବାର ଚଳାଇବାକୁ ସେମାନେ ଦାଦନ ଯାତ୍ରା କରିଥିବା ଜଣାପଡ଼ିଛି।
ଦାଦନ ଯାଉଥିବା ଯୁବକମାନେ ହେଲେ ଗିରିଧାରୀ ଶ୍ରେଣୀକା (୨୮), କଲାଙ୍ଗ କାଡ୍ରାକା (୨୬), ପ୍ରସାଦ ମଣ୍ଡିକା (୨୬) ଓ ରାମଚନ୍ଦ୍ର କାଡ୍ରାକା (୨୫)। ସେମାନେ ପୂର୍ବରୁ ଆନ୍ଧ୍ରପ୍ରଦେଶକୁ ଦାଦନ ଖଟିବାକୁ ଯାଇଥିଲେ। ଚାଷ କାମ ପାଇଁ ଗାଁକୁ ଫେରିଥିବା ପରେ ଚାଷ କାମ ସାରି ପୁଣି ବାହାର ରାଜ୍ୟକୁ ଯାଇଥିବା କହିଛନ୍ତି।
ଯୁବକମାନଙ୍କ କହିବାନୁଯାୟୀ ଅଞ୍ଚଳରେ ନିୟମିତ କାମ ମିଳୁନାହିଁ। କାମ ମିଳିଲେ ମଧ୍ୟ ମଜୁରି ଟଙ୍କା ପାଇବା ପାଇଁ ଦୀର୍ଘ ସମୟ ଧରି ଘୁରିବାକୁ ପଡ଼ୁଛି। କେତେକ କାମର ମଜୁରି ତିନିରୁ ଚାରି ମାସ ଧରି ମିଳିନଥିବାରୁ ପରିବାର ଚଳାଇବା କଷ୍ଟକର ହୋଇପଡ଼ୁଛି। ତେଣୁ ବାହାରକୁ ଯାଇ କାମ କରି ସପ୍ତାହକୁ ଥରେ ଘରକୁ ଟଙ୍କା ପଠାଇଲେ ପରିବାର ଚଳିପାରୁଛି ବୋଲି ସେମାନେ କହିଛନ୍ତି। ପ୍ରତିବର୍ଷ ଚାଷ ସମୟରେ ଗାଁକୁ ଫେରି ଚାଷ କାମ ସାରିବା ପରେ ପୁଣି ଦାଦନ ଖଟିବାକୁ ଯିବାକୁ ପଡ଼ୁଛି। ଗାଁରେ ରହିଲେ ପରିବାରର ଭରଣପୋଷଣ କିପରି ହେବ ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ସ୍ଥାନୀୟ ଅଞ୍ଚଳରେ ନିୟମିତ କାମ ଓ ସମୟରେ ମଜୁରି ମିଳିଲେ ବାହାରକୁ ଯିବାର ଆବଶ୍ୟକତା ରହିବନାହିଁ ବୋଲି ସେମାନେ କହିଛନ୍ତି। ଏନେଇ ଶ୍ରମିକ ଅଧିକାରୀ ଲୋକେଶ୍ୱରୀ ମାଝୀଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନଥିଲା। ଅନ୍ୟପକ୍ଷରେ ଜିଲ୍ଲା ଶ୍ରମ ଅଧିକାରୀ ରବୀନ୍ଦ୍ରନାଥ ତ୍ରିପାଠୀ କହିଛନ୍ତି ଯେ, ସରକାରୀ ନିୟମ ଅନୁଯାୟୀ ଦାଦନ ଯାଉଥିବା ଶ୍ରମିକମାନେ ବ୍ଲକ, ଥାନା ଓ ଶ୍ରମ ବିଭାଗ କାର୍ଯ୍ୟାଳୟକୁ ସୂଚନା ଦେଇ ଯିବା ଆବଶ୍ୟକ। ପ୍ରତ୍ୟେକ ପଞ୍ଚାୟତର ସରପଞ୍ଚଙ୍କୁ ନେଇ ଦାଦନ ଶ୍ରମିକଙ୍କ ସୁରକ୍ଷା ଓ ସରକାରୀ ନିୟମ ସମ୍ପର୍କରେ ସଚେତନତା କରାଯିବ। ଦାଦନ ଯାଉଥିବା ଶ୍ରମିକମାନେ ନିଜର ପରିଚୟ ଓ ଯାତ୍ରା ସମ୍ପର୍କିତ ସୂଚନା ବ୍ଲକ, ଥାନା ଓ ଶ୍ରମ ବିଭାଗ କାର୍ଯ୍ୟାଳୟରେ ଦେଇ ଯାଇପାରିବେ ବୋଲି ସେ କହିଛନ୍ତି। ସ୍ଥାନୀୟ ଅଞ୍ଚଳରେ ରୋଜଗାର ସୁଯୋଗ ସୃଷ୍ଟି ସହ ଶ୍ରମିକଙ୍କ ପ୍ରାପ୍ୟ ମଜୁରି ସମୟରେ ପ୍ରଦାନ କରାଗଲେ ଦାଦନ ପ୍ରବଣତା ହ୍ରାସ ପାଇପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

News Comment

You Might Also Like

BACK TO TOP