Breaking News

ନବେ ଦଶକ ରେ ଝିଅ ଙ୍କ ହୃଦୟ ରେ ରାଜ କରୁଥିବା ଅଭିନେତା ଆଜି ବାହାଘର ପାର୍ଟିରେ କରୁଛନ୍ତି ଡେନ୍ସ |   (11-Sep-2026)       ||      ଶେରଗଡ଼ ରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ |    (10-Sep-2026)       ||      ସିଏଚ ନୂଆଙ୍ଗା ଓ ଶିକୁଳା ରେ ବିଜେପି ର ସେବା ସଂକଳ୍ପ ଅଭିଯାନ |    (10-Sep-2026)       ||      କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲକାଙ୍କୁ "ସଂସଦ ରତ୍ନ ସମ୍ମାନ |   (10-Sep-2026)       ||      ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ରେ 247ଜଣଙ୍କ ପଞ୍ଜିକରଣ ||   (10-Sep-2026)       ||      ପୃଥକ ପୃଥକ ଦୁର୍ଘଟଣା ରେ କୋଦଳା ଠାରେ ଜଣେ ମୃତ, ପାଞ୍ଚ ଗୁରୁତର,    (10-Sep-2026)       ||      ଏକ କୋଟିରୁ ଉର୍ଦ୍ଧ ଟଙ୍କାର ଗଞ୍ଜେଇ କୁ ଜବତ କଲା ପୋଲସରା ପୋଲିସ |   (10-Sep-2026)       ||      ଲାଞ୍ଜିଗଡ ରେ ପହଁଚିଲେ ଅଞ୍ଚଳ ବାସୀ, ଲୋଦ ଶିକାକା ଙ୍କ ଜାମିନ ପାଇଁ |    (10-Sep-2026)       ||      ଲୁକାୟିତ କଳାକୁ ବଜାର ଦେବା ଉପରେ ଗୁରୁତ୍ୱ ଦେବାକୁ ଆଲୋଚନା |    (10-Sep-2026)       ||      ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ, ଉଲ୍ଲାସ ଜନ ସଚେତନତା କାର୍ଯ୍ୟକ୍ରମ ||   (10-Sep-2026)       ||      ଶାରଳା ସଂସ୍କୃତ ମହା ବିଦ୍ୟାଳୟ ର 14 ତମ ପ୍ରତିଷ୍ଠା ଦିବସ ପାଳିତ ||   (10-Sep-2026)       ||      ହାତରେ ଲାଗିବନି ଅଟା, ରୁଟି କରିବାର ସହଜ ପ୍ରଣାଳୀ ||   (10-Sep-2026)       ||      17 ବର୍ଷ ରେ 1700 ରୁ ଅଧିକ ଦଣ୍ଡ ନୃତ୍ୟ ପରିବେଷଣ କରିଛନ୍ତି ଦେବେନ୍ଦ୍ର ନାଏକ ||   (10-Sep-2026)       ||      ଛୁରୀ ଦେଖାଇ ଲୁଟ ଅଭିଯୁକ୍ତ କୁ କୋର୍ଟ ଚାଲାଣ ||   (09-Sep-2026)       ||      ଗଣେଶ ପୂଜା ପାଇଁ ମୂର୍ତ୍ତି ନିର୍ମାଣ ରେ କାରିଗର ବ୍ୟସ୍ତ |    (09-Sep-2026)       ||      ସାମାନ୍ୟ କଥାକୁ ନେଇ ଜଣେ ଯୁବକଙ୍କୁ ମରଣା ନ୍ତାକ ଆକ୍ରମଣ |    (09-Sep-2026)       ||      ନାବାଳିକା ଙ୍କୁ ବଳତ୍କାର କରିବା ଅଭିଯୋଗ ରେ 20ବର୍ଷ ଜେଲ ଦଣ୍ଡ ସହ 70 ହଜାର ଜୋରିମାନା |    (09-Sep-2026)       ||      ବୈଦ୍ୟନାଥ ପୁର ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରତାରଣା କରି କୋର୍ଟ ଚାଲାଣ ||   (09-Sep-2026)       ||      ଦୁର୍ଘଟଣା ରେ ଆହତ ଦୁଇ ବ୍ୟକ୍ତି ମେଡିକାଲ ରେ ଭର୍ତ୍ତି ||   (09-Sep-2026)       ||      ପୋଲସରା ରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା -2026 ଅନୁଷ୍ଠିତ |   (09-Sep-2026)       ||     

ରଣ ବୀର କାପୁରଙ୍କ ଅଭିନୀତ ରାମାୟଣ ଫିଲିମ ରିଲିଜ ପୂର୍ବରୁ 700କୋଟି ଅଫରକୁ ମନା କଲେ ନିର୍ମାତା |

02-Sep-2026

ଫିଲିମ ରିଲିଜ ପୂର୍ବରୁ ୭୦୦ କୋଟି ଅଫରକୁ ମନା କଲେ ନିର୍ମାତା  |

ଓଡିଶା ଜନ ମତ ବ୍ୟୁରୋ,

ରାମାୟଣ ନାମଟି ଶୁଣିଲେ ସମସ୍ତ ଜନସାଧାରଣ ଙ୍କ ମନରେ ଆଗ୍ରହ, ଭକ୍ତି  ଓ ଶ୍ରଦ୍ଧା ଆପେ ଆପେ ଚାଲିଆସେ |  ସେହିଁ ଅଯୋଧ୍ୟା ପତି  ମର୍ଯ୍ୟଦା ପୁରୁଷ ରାମଚନ୍ଦ୍ର ଙ୍କ ଗାଥା, କଥା ସବୁକିଛି ପାଇଁ ||ତେବେ ରଣବୀର କାପୁରଙ୍କ ଆଗାମୀ ଫିଲ୍ମ ରାମାୟଣ ଫିଲ୍ମର ଟିଜର ଦର୍ଶକଙ୍କୁ ବେଶ ପସନ୍ଦ ଆସିଛି । ଫିଲ୍ମର ରିଲିଜକୁ ଦର୍ଶକମା ମାନେ ଏବେଠାରୁ ଉତ୍କ
ଣ୍ଠା ସହକାରେ ଅପେକ୍ଷା କରିଛନ୍ତି । ଇତି ମଧ୍ୟରେ ଏହାର ମେକର୍ସଙ୍କୁ ୭୦୦ କୋଟି ଟଙ୍କାର ବଡ ଅଫର ମିଳିଥିଲେ ମଧ୍ୟ ସେ ଏହାକୁ ପ୍ରତ୍ୟାଖ୍ୟାନ କରି ଦେଇଛନ୍ତି । ରାମାୟଣ ଫିଲ୍ମ ୨ଟି ପାର୍ଟରେ ୪୦୦ 000 କୋଟି ବଜେଟରେ ନିର୍ମିତ ହେଉଛି। ଏହା ପୂର୍ବରୁ ଓଟିଟି ରାଇଟ୍ ପାଇଁ ନମିତ ମାଲହୋତ୍ରାଙ୍କୁ ଏହି ଅଫର ମିଳିଥିଲା । ସେ ମନା କରି ଦେଇଛନ୍ତି । ରାମାୟଣର ପ୍ରଥମ ପାର୍ଟ ରିଲିଜ ହେବା ପରେ ଏହା ଓଟିଟି ପ୍ଲାଟଫର୍ମକୁ ଆସିବ । ପୂର୍ବରୁ ରାଇଟ୍ ଦେବା ପାଇଁ ମେକର୍ସ ରାଜି ନାହାନ୍ତି । ଅନ୍ୟ ଏକ ରିପୋର୍ଟ ଅନୁସାରେ ନମିତ ୧୦୦୦ କୋଟି ଚାହୁଁଛନ୍ତି । ଯାହାକି ଏ ପର୍ଯ୍ୟନ୍ତ ଅଫର ହୋଇନି । ପ୍ରଥମ ପାର୍ଟ ଦୀପାବଳୀ ଅବସରରେ ରିଲିଜ ହେବ । ସେହିପରି ଏହାର ଦ୍ଵିତୀୟ ଭାଗ ଆସନ୍ତା ବର୍ଷ ଦୀପାବଳୀରେ ପରଦାକୁ ଆସିବ । ରାମାୟଣକୁ ସମ୍ପୂର୍ଣ ଅତ୍ୟାଧୂନିକ ଟୋକ୍ନୋଲୋଜି ମାଧ୍ଯମରେ ନମିତ ଦର୍ଶକଙ୍କ ସମ୍ମୁଖକୁ ଆଣିବାକୁ ଯାଉଛନ୍ତି ନିର୍ମାତା ।

News Comment

You Might Also Like

BACK TO TOP