Breaking News

ପାଇକ ମାଳ ବ୍ଲକରେ ବିଜେଡିବର ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ |   (26-Oct-2026)       ||      ହଳଦିଆ ପଦର ଓଭର ବ୍ରିଜ ରେ ପିଛା ଛାଡ଼ୁନି ଦୁର୍ଘଟଣା |   (26-Oct-2026)       ||      ଡ଼ାଇକି ଛକ ନିକଟରେ ଅଟୋ ବାଇକ ଧକ୍କା ||   (25-Oct-2026)       ||      ବର୍ଷା ଯୋଗୁଁ ସୋମବାରେ ଖୋଲିବାକୁ ଥିବା କଳିଙ୍ଗ ଘାଟି ରାସ୍ତା କିଛିଦିନ ପରେ ଖୋଲିବ    (25-Oct-2026)       ||      ନିଜ ପିଲାଙ୍କ ବିଷୟ ରେ ଏକ ଅଲଗା କଥା କହିଲେ ତୁକାରାମ ମୁଣ୍ଡେ |    (25-Oct-2026)       ||      ଆର ଏଣ୍ଡ ବି ର ନିର୍ବାହୀ ଯନ୍ତ୍ରୀ ତପନ ସେଠୀ ଭିଜିଲାନ୍ସ ରେ ଧରା ପଡିଲେ ||   (25-Oct-2026)       ||      "ସାବୁତ ନିଯୋଗ ଇଷ୍ଟେଟ ଚେସ ବ୍ୟାଟଲ ସିଜନ -1ରେ ପୁରୀରେ ଶୁଭମ ରଥ ଚାମ୍ପିୟାନ |   (25-Oct-2026)       ||      ମହିଳା ସ୍ୱୟଂ ସହାୟିକା ଗୋଷ୍ଟି ର ନୂତନ ଷ୍ଟେସେନେରୀ ଦୋକାନ କୁ ଉଦଘାଟନ କଲେ ବ୍ରହ୍ମପୁର ମେୟର |   (25-Oct-2026)       ||      ବାୟୁସେନା କର୍ମଚାରୀ ଙ୍କ ସଡ଼କ ଦୁର୍ଘଟଣା ରେ ମୃତ୍ୟୁ |    (25-Oct-2026)       ||      "ୱାନ ଷ୍ଟେସନ ୱାନ ପ୍ରଡକ୍ଟ ` ଷ୍ଟଲ କୁ ରାୟଗଡା ରେଳ ଷ୍ଟେସନ ରେ ଉଦଘାଟିତ |   (25-Oct-2026)       ||      କାଲିମେଘି ପଞ୍ଚାୟତ ରେ ବିକାଶରେ ବାଧକ ସାଜିଛି ରାଜ ନୈତିକ ତିକ୍ତତା |    (24-Oct-2026)       ||      ଅଜଣା ଟ୍ରାକ ଧକ୍କା ରେ ପ୍ରଥମ ବର୍ଷ ନର୍ସିଂ ଛାତ୍ର ମୃତ |   (24-Oct-2026)       ||      ପୋଲମା ପଞ୍ଚାୟତ ରେ ନିଜେପିର ପ୍ରଥମଶକ୍ତି କେନ୍ଦ୍ର କାର୍ଯ୍ୟାଳୟ ଉଦଘାଟିତ |    (24-Oct-2026)       ||      ସାମ୍ବାବ୍ୟ ବାତ୍ୟାକୁ ନେଇ ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ ଆଗୁଆ ପ୍ରସ୍ତୁତି ||   (24-Oct-2026)       ||      ବିଜେପୁର ରେ ନାବାଳିକାକୁ ହତ୍ୟା ଅଭିଯୋଗ, ପୋଖରୀ କୂଳରୁ ମୃତ ଦେହ ଉଦ୍ଧାର ||   (24-Oct-2026)       ||      ପିସିସି ସଦସ୍ୟ ଙ୍କ ଦ୍ୱାରା ଶ୍ରମିକ କାର୍ଡ ବଣ୍ଟନ |   (24-Oct-2026)       ||      ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ଭାବ୍ୟ ବାତ୍ୟା କୁ ନେଇ ଆଗୁଆ ପ୍ରସ୍ତୁତି ||   (24-Oct-2026)       ||      ଦଶହରା ପରେ ମା ଦୁର୍ଗା ଙ୍କୁ ଭକ୍ତି ପୂର୍ଣ୍ଣ ବିଦାୟ ଦେଲେ ଶ୍ରଦ୍ଧାଳୁ ଓ ଆୟୋଜକ ||   (23-Oct-2026)       ||      ସିଙ୍ଗାରି ଅଞ୍ଚଳର 300ରୂ ଉର୍ଦ୍ଧ କର୍ମୀ ଓସମର୍ଥକ ବିଜେପିରେ ମିଶିଲେ ||   (23-Oct-2026)       ||      ରକ୍ତ ହୀନତା ଯୋଗୁଁ ଜଣେ 20ବର୍ଷୀୟା ଯୁକ୍ତ ତିନିର ଛାତ୍ରୀଙ୍କ ମୃତ୍ୟୁ ||   (23-Oct-2026)       ||     

ଗଞ୍ଜାମ ଜିଲ୍ଳାର 12 ଗୋଟି ଉଚ୍ଚ ବିଦ୍ୟାଳୟ କୁ ମାଧ୍ୟମିକଉଚ୍ଚ ବିଦ୍ୟାଳୟ ରେ ଉନ୍ନୀତ କରିଥିବାରୁମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ବ୍ରହ୍ମପୁର ସାଂସଦ ||

02-Sep-2026

ପ୍ରେସ୍ ବିଜ୍ଞପ୍ତି ଜରିଆରେ 12ଗୋଟି ହାଇସ୍କୁଲ କୁ +2କରିଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ଶିକ୍ଷା ମନ୍ତ୍ରୀଙ୍କୁ ସାଧୁବାଦ ଜଣାଇଲେ  ବ୍ରହ୍ମପୁର ସାଂସଦ  |

|ଓଡିଶା ଜନ ମତ ବ୍ୟୁରୋ,

​ଡ. ପ୍ରଦୀପ କୁମାର ପାଣିଗ୍ରାହୀଙ୍କ  ଛେଲିଗଡ଼ ଠାରେ ବିସ୍ଥାପିତ ଲୋକମାନଙ୍କୁ ଜାଗା ଓ ପଟ୍ଟା ବାଣ୍ଟ୍ସନ ଅବସର ରେ ଗଞ୍ଜାମ ଜିଲ୍ଳାର ବହୁବିଧ ସମସ୍ୟା ଉପରେ ଆଗରୁ ମୁଖ୍ୟମନ୍ତ୍ରୀ ଙ୍କୁ ଚିଠି ଲେଖିଥିଲେ | ଏବଂ ସେଦିନ ବୈଠକ ରେ ସବୁକିଛି ଉପସ୍ଥିତ ଜନ ସାଧାରଣ ଙ୍କ  ଆଗରେ ମୁଖ୍ୟମନ୍ତ୍ରୀ ଙ୍କୁ ଭାଷଣ ମାଧ୍ୟମରେ ଜଣାଇ ଥିଲେ | ତେବେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ଶିକ୍ଷା ମନ୍ତ୍ରୀ  ଏମଧ୍ୟରେ ​ଗଞ୍ଜାମ ଜିଲ୍ଲାର ୧୨ଟି ଉଚ୍ଚ ବିଦ୍ୟାଳୟକୁ ଉଚ୍ଚ ମାଧ୍ୟମିକ (+୨) ବିଦ୍ୟାଳୟରେ ଉନ୍ନୀତ କରାଯିବା ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କୁ ସାଧୁବାଦ ଜଣାଇଲେ ସାଂସଦ ଡ. ପ୍ରଦୀପ କୁମାର ପାଣିଗ୍ରାହୀ
​‘ସମଗ୍ର ଶିକ୍ଷା’ ଅଧୀନରେ ୨୦୨୬-୨୦୨୭ ଶିକ୍ଷାବର୍ଷରୁ କାର୍ଯ୍ୟକ୍ଷମ ହେବ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ।  
​ଗଞ୍ଜାମ ଜିଲ୍ଲାର ୧୧ଟି ବ୍ଲକରେ ୧୦ଟି କଳା (Arts) ଓ ୨ଟି ବିଜ୍ଞାନ (Science) ବିଭାଗ ମଞ୍ଜୁର।  
​ଗ୍ରାମାଞ୍ଚଳରେ ଉଚ୍ଚ ମାଧ୍ୟମିକ ଶିକ୍ଷାର ସୁଦୃଢ଼ୀକରଣ ସହ ଛାତ୍ରୀମାନଙ୍କ ଶିକ୍ଷା ତ୍ୟାଗ (ଡ୍ରପଆଉଟ୍) ହାର ହ୍ରାସ କରିବାରେ ବଡ଼ ପଦକ୍ଷେପ।
​ବ୍ରହ୍ମପୁର: କେନ୍ଦ୍ର ସରକାରଙ୍କ ‘ସମଗ୍ର ଶିକ୍ଷା’ ଯୋଜନାର ପ୍ରକଳ୍ପ ଅନୁମୋଦନ ବୋର୍ଡ (PAB)ର ସୁପାରିଶକ୍ରମେ ଗଞ୍ଜାମ ଜିଲ୍ଲାର ୧୨ଟି ସରକାରୀ ଉଚ୍ଚ ବିଦ୍ୟାଳୟକୁ ଉଚ୍ଚ ମାଧ୍ୟମିକ (+୨) ବିଦ୍ୟାଳୟକୁ ଉନ୍ନୀତ କରାଯାଇଥିବାରୁ ବ୍ରହ୍ମପୁର ଲୋକସଭା ସାଂସଦ ଡ. ପ୍ରଦୀପ କୁମାର ପାଣିଗ୍ରାହୀ ରାଜ୍ୟର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ ଆନ୍ତରିକ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି।  
​ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବିଜ୍ଞପ୍ତି ସଂଖ୍ୟା ୨୨୬୭୯/SME, ତାରିଖ ୩୧.୦୮.୨୦୨୬ ଅନୁଯାୟୀ ସମଗ୍ର ରାଜ୍ୟର ୭୧ଟି ଉଚ୍ଚ ବିଦ୍ୟାଳୟକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଉନ୍ନୀତ କରାଯାଇଛି, ଯେଉଁଥିରେ ଗଞ୍ଜାମ ଜିଲ୍ଲାକୁ ସର୍ବାଧିକ ୧୨ଟି ବିଦ୍ୟାଳୟ ମିଳିଛି। ଏହି ସମସ୍ତ ବିଦ୍ୟାଳୟ ଆଗାମୀ ୨୦୨୬-୨୦୨୭ ଶିକ୍ଷାବର୍ଷରୁ ନିଜ ନିଜ ମଞ୍ଜୁରୀପ୍ରାପ୍ତ ବିଭାଗରେ ଶିକ୍ଷାଦାନ ଆରମ୍ଭ କରିବ।  
​ଗଞ୍ଜାମ ଜିଲ୍ଲାରେ ଉନ୍ନୀତ ହୋଇଥିବା ୧୨ଟି ବିଦ୍ୟାଳୟର ତାଲିକାଓ ବ୍ଲକ ସହିତ ସ୍କୁଲ ଗୁଡିକର ନାମ ହେଲା 1-
​ଏସ୍.ଆର୍.କେ. ନୋଡାଲ୍ ହାଇସ୍କୁଲ, କେନ୍ଦୁବାଡ଼ି, ପୋଲସରା ବ୍ଲକ୍ – କଳା (Arts) ,

2--​ତଳସରା ନୋଡାଲ୍ ହାଇସ୍କୁଲ, ବେଗୁନିଆପଡ଼ା ବ୍ଲକ୍ – କଳା (Arts) ,

3---​ସରକାରୀ ୟୁ.ଜି. ହାଇସ୍କୁଲ, ଏମ୍. ତେନ୍ତୁଳିଆ, ପୋଲସରା ବ୍ଲକ୍ – କଳା (Arts),

4----​ସରକାରୀ ୟୁ.ଜି. ହାଇସ୍କୁଲ, ସି.ଏଚ୍. ନୂଆଗାଁ, ପୁରୁଷୋତ୍ତମପୁର ବ୍ଲକ୍ – କଳା (Arts) ,

5----​ଗୋବିନ୍ଦପୁର ହାଇସ୍କୁଲ, ଗୋବିନ୍ଦପୁର, ଶେରଗଡ଼ ବ୍ଲକ୍ – କଳା (Arts) ,

6---​ରୟତ ଉଚ୍ଚ ବିଦ୍ୟାପୀଠ, ଜଗନ୍ନାଥପ୍ରସାଦ (ଜେ.ଏନ୍. ପ୍ରସାଦ) ବ୍ଲକ୍ – କଳା (Arts) ,

7---​ଜଗଦଳପୁର ହାଇସ୍କୁଲ, ଗୁଣ୍ଠପଡ଼ା, ଆସିକା ବ୍ଲକ୍ – କଳା (Arts),

8----​ଏସ୍.ପି.ଏମ୍.ଆର୍. ବିଦ୍ୟାପୀଠ, ଜରଡ଼ାଗଡ଼, ପାତ୍ରପୁର ବ୍ଲକ୍ – କଳା (Arts) ,

9----​କେ.ଏସ୍. ହାଇସ୍କୁଲ, ବାଲୁଙ୍କେଶ୍ୱର ନଗର, ରଙ୍ଗେଇଲୁଣ୍ଡା ବ୍ଲକ୍ – କଳା (Arts) ,

10--​ଗୋକର୍ଣ୍ଣପୁର ନୋଡାଲ୍ ହାଇସ୍କୁଲ, ଦିଗପହଣ୍ଡି ବ୍ଲକ୍ – କଳା (Arts) ,

11---​ବିପୁଳିଙ୍ଗି ହାଇସ୍କୁଲ, ଛତ୍ରପୁର ବ୍ଲକ୍ – ବିଜ୍ଞାନ (Science) ,

12---​ଭଗବତୀ ବିଦ୍ୟାପୀଠ, ବୁରୁପଡ଼ା, ହିଞ୍ଜିଳିକାଟୁ ବ୍ଲକ୍ – ବିଜ୍ଞାନ (Science) ,
​ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ପଠାଇଥିବା ପତ୍ରରେ ଡ. ପାଣିଗ୍ରାହୀ ଉଲ୍ଲେଖ କରିଛନ୍ତି ଯେ, ଗ୍ରାମାଞ୍ଚଳ ଓ ଉପାନ୍ତ ଅଞ୍ଚଳରେ ୧୦ଟି କଳା ଏବଂ ୨ଟି ବିଜ୍ଞାନ ବିଭାଗ ଖୋଲିବା ଦ୍ୱାରା ଛାତ୍ରଛାତ୍ରୀମାନଙ୍କୁ ଆଉ ଉଚ୍ଚଶିକ୍ଷା ପାଇଁ ଦୂର ସହରକୁ ଯିବାକୁ ପଡ଼ିବ ନାହିଁ। ଏହା ବିଶେଷ କରି ଗ୍ରାମାଞ୍ଚଳର ଝିଅମାନଙ୍କ ମାଟ୍ରିକ ପରବର୍ତ୍ତୀ ଶିକ୍ଷା ତ୍ୟାଗ (ଡ୍ରପଆଉଟ୍) ହାର ହ୍ରାସ କରିବାରେ ବେଶ୍ ସହାୟକ ହେବ।  
​୨୦୨୬-୨୦୨୭ ଶିକ୍ଷାବର୍ଷ ଆରମ୍ଭ ପୂର୍ବରୁ ଏହି ସମସ୍ତ ବିଦ୍ୟାଳୟରେ ଆବଶ୍ୟକୀୟ ଭିତ୍ତିଭୂମି, ଶ୍ରେଣୀଗୃହ, ବିଜ୍ଞାନାଗାର ଏବଂ ଶିକ୍ଷକ ନିଯୁକ୍ତି ଯେପରି ସୁନିଶ୍ଚିତ ହେବ, ସେଥିପାଇଁ ସେ ଜିଲ୍ଲା ଓ ରାଜ୍ୟ ପ୍ରଶାସନ ସହିତ ନିରନ୍ତର ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବେ ବୋଲି ସାଂସଦ ପ୍ରକାଶ କରିଛନ୍ତି। ଏହାଦ୍ୱାରା ସହରକୁ ଯାଇପାରୁ ନଥିବା  ଗରିବ ମେଧାବୀ ଛାତ୍ର, ଛାତ୍ରୀ  ପ୍ରକୃତରେ ଉପକୃତ ହୋଇ ପାରିବେ |

News Comment

You Might Also Like

BACK TO TOP