Breaking News

ସମବାୟ ମନ୍ତ୍ରୀ ଦେଲେ ସୂଚନା, ଧାନ ନଷ୍ଟ ହେଲେ ଚାଷୀ ଙ୍କୁ ମିଳିବ କ୍ଷତି ପୂରଣ |    (22-Dec-2024)       ||      ଅଦିନିଆ ବର୍ଷା ପାଣି ପଶି କଟାଯାଇଥିବା ଧାନ, ପରିବାଚାଷ କ୍ଷତିଗ୍ରସ୍ତ |    (22-Dec-2024)       ||      ପୁରୁଷୋତ୍ତମପୁର ସରସ୍ବତୀ ଶିଶୁମନ୍ଦିର ରେ ଜାତୀୟ ଗଣିତ ଦିବସ ଓ ମାତୃ କର୍ମଶାଳା ଅନୁଷ୍ଠିତ |    (22-Dec-2024)       ||      ବୁଗୁଡ଼ା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର 27ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ |    (22-Dec-2024)       ||      ବୁଗୁଡ଼ା ନିୟୁ ଏରା ପବ୍ଲିକ ସ୍କୁଲ ରେ ବାର୍ଷିକ କ୍ରୀଡା ଅନୁଷ୍ଠିତ |   (22-Dec-2024)       ||      ବୁଗୁଡ଼ା ପିପୁଲସ ହାଇସ୍କୁଲ ର 1992 ମାଟ୍ରିକ ବ୍ୟାଚ ଛାତ୍ର ଙ୍କ ପ୍ରଥମ ବନ୍ଧୁ ମିଳନ |    (22-Dec-2024)       ||      ଖଲ୍ଲିକୋଟ କନକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ |    (22-Dec-2024)       ||      ଲଗାଣ ବର୍ଷା ରେ ଚାଷୀ ବେହାଲ |    (21-Dec-2024)       ||      ପାଟ ଖଣ୍ଡା ପବ୍ଲିକ ସ୍କୁଲ ରେ 27ତମ ବାର୍ଷିକ କ୍ରୀଡା ଉଦଯାପିତ |   (21-Dec-2024)       ||      ବାଲିଗୁଡା କାଳୀ ମନ୍ଦିର ଠାରେ ଜଳିଗଲା କ୍ରିଷ୍ଣା ଘରୋଇ ବସ |    (21-Dec-2024)       ||      ଅଦିନିଆ ଲଗାଣ ବର୍ଷାରେ ଭିଜିଲା ଚାଷୀଙ୍କ କଟା ଧାନ, ଚିନ୍ତାରେ ଚାଷୀ |    (21-Dec-2024)       ||      କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଶିକ୍ଷା ମନ୍ତ୍ରୀ ଙ୍କ ପାଖରେ ଦାବୀ କଲେ ଆସ୍କା ସାଂସଦ |   (21-Dec-2024)       ||      ଲୋକସଭା ର ସରିଲା ଶୀତ ଅଧିବେଶନ ||   (21-Dec-2024)       ||      ଉତ୍ତମ ସେବା ପାଈଁ ଜରଡ଼ା ଥାନା ଷ୍ଟାଫ ଏସପି ଙ୍କ ଠାରୁ ସମ୍ବର୍ଦ୍ଧିତ ||   (20-Dec-2024)       ||      ବୁଗୁଡ଼ା ଅଞ୍ଚକ ରେ ଲଗାଣ ବର୍ଷା ରେ କଟା ଧାନ ଫସଲ ନଷ୍ଟ |    (20-Dec-2024)       ||      ବାଲିଗୁଡା ଥାନା କୁଟିକିଆ ଅଞ୍ଚଳ ରୁ 120 ଏକର ଗଞ୍ଜେଇ ଗଛ ନଷ୍ଟ କଲା ପୋଲିସ |   (20-Dec-2024)       ||      ଜିଲ୍ଲା ଶିକ୍ଷା ବିଭାଗ ର ଜିଲ୍ଲା ପ୍ରକଳ୍ପ ପରିଚାଳନା ବିଭାଗ ର ବୈଠକ ଅନୁଷ୍ଠିତ |   (20-Dec-2024)       ||      ଦଣ୍ଡପଦର ଆଦର୍ଶ ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ଅନୁଷ୍ଠିତ |    (20-Dec-2024)       ||      ପୁରୁଷୋତ୍ତମପୁର ଏନଏସି ବୈଠକ ହଲ ରେ ସପ୍ତମ କାଉନ ସିଲ ବୈଠକ ଅନୁଷ୍ଠିତ |    (20-Dec-2024)       ||      ଯୋଗାଣ ସହାୟକ ନିଯୁକ୍ତି ରେ ଆଦିବାସୀ ଙ୍କୁ ପ୍ରାଥମିକତା ଦେବା ପାଈଁ ବିଡ଼ିଓ ଙ୍କୁ ଦାବି ପତ୍ର ପ୍ରଦାନ |    (20-Dec-2024)       ||     

ବ୍ରହ୍ମପୁର ସାଂସଦ ଙ୍କ ମାର୍ଥାପଲ୍ଲୀ ଗ୍ରସ୍ତ |

23-Nov-2024

ବ୍ରହ୍ମପୁର ସାଂସଦଙ୍କ ମାର୍ଥାପଲ୍ଲୀ ଗ୍ରସ୍ତ l

       ଓଡିଶା  ଜନମତ  ବ୍ୟୁରୋ,

କୁକୁଡାଖଣ୍ଡି ଅନ୍ତର୍ଗତ ହୁଗୁଳାପଟ୍ଟା ନିକଟସ୍ଥ ମାର୍ଥାପଲ୍ଲୀ ଏବଂ ଗୁରୁଣ୍ଠି ଗ୍ରସ୍ତ ରେ ବ୍ରହ୍ମପୁର ସାଂସଦ ଡ଼ଃ ପ୍ରଦୀପ ପାଣିଗ୍ରାହୀଙ୍କ ଯୋଗଦାନ l ପ୍ରଥମେ ଗୁରୁଣ୍ଠି ଗ୍ରାମ ୨ ଯୁବକଙ୍କ ଗତ କିଛିଦିନ ପୂର୍ବେ ସ୍ୱାଭାବିକ ମୁର୍ତ୍ୟୁ ଘଟିଥିବା ଶୁଣି ତାଙ୍କ ଦୁଃଖଦ ପରିବାର ବର୍ଗଙ୍କୁ ଆଶ୍ୱାସନା ଦେଇ ମାର୍ଥା ପଲ୍ଲୀ ରେ ଆୟୋଜିତ ଖୁଟିଶାଳ ଯାତ୍ରାରେ ଅନୁଷ୍ଠିତ ୨ ରାମାୟଣ ମଞ୍ଚସ୍ଥ କାର୍ଯ୍ୟକ୍ରମ କୁ ଗ୍ରାମବାସି ଙ୍କ ଅନୁରୋଧ କ୍ରମେ  ସାଂସଦ ପ୍ରଦୀପ ପାଣିଗ୍ରାହୀ ଯୋଗଦେଇ ରାମାୟଣ ନାଟକ ୨ ପାର୍ଟି ପୌରାଣିକ ନାଟକ ମଞ୍ଚକୁ ଉଦ୍ଘାଟନ କରିଥିଲେ l ଉଦ୍ଘାଟନ ଅବସରରେ ସାଂସଦ ଶ୍ରୀ ପାଣିଗ୍ରାହୀ ବାଭବିହଳ ହୋଇ ଗ୍ରାମବାସି ଙ୍କୁ ଆନ୍ତରିକତା ଭଲ ପାଇବା ସହ ୨୦୨୦ ଏବଂ ଏହାର ପରବର୍ତୀ ସମୟରେ ବିଜେଡି ପକ୍ଷରୁ ତାଙ୍କୁ ବିରୋଧ କରାଯାଇଥିବା ବେଳେ ବିଧାୟକ ଭାବେ ତାଙ୍କ ଯୋଗଦାନ କୁ ବିଜେଡି ଅସହ୍ୟ ହୋଇ ନାନା ଅସୁବିଧା କରିଥିବା ଶ୍ରୀ ପାଣିଗ୍ରାହୀ କହିଥିଲେ ଏହି ଅସମୟ ଘୋଡ଼ିସନ୍ଦୀ ମୁହୂର୍ତ୍ତ ରେ ମାର୍ଥାପଲ୍ଲୀ ଗ୍ରାମ ଲୋକ ମାନେ ବିଧାୟକ ଙ୍କୁ ମନ ପକାଇଥିଲେ ଏବଂ ତାଙ୍କୁ ନିମନ୍ତ୍ରଣ କରିଥିଲେ l ଶ୍ରୀ ପାଣିଗ୍ରାହୀ ଆଉରି ମଧ୍ୟ କହିଛନ୍ତି ଯେତେବେଳେ ବିଜେଡିରୁ ବିଧାୟକ ହୋଇଥିଲେ ପରେ ତତ୍କାଳୀନ ସରକାର ତାଙ୍କୁ ବିଜେଡି ଦଳରୁ ବହିସ୍କୃତ କରି ନାନା ଅସୁବିଧା ହଇରାଣ ହରକତ କରି ତାଙ୍କ ନିର୍ବାଚନ ମଣ୍ଡଳୀକୁ ଯିବାକୁ ଶ୍ରୀ ପାଣିଗ୍ରାହୀଙ୍କୁ ବାଟଓଗାଳିଥିଲେ ସେହି ଅସୁବିଧା ସମୟରେ ମାର୍ଥାପଲ୍ଲୀ ଗ୍ରାମଲୋକେ ବିଧାୟକ ଭାବେ ତାଙ୍କୁ ସମସ୍ତ କ୍ଷେତ୍ର ରେ ତାଙ୍କୁ ଅତିଥି ଭାବେ ଗ୍ରାମର ବିଭିନ୍ନ କାର୍ଯ୍ୟକ୍ରମ ରେ ବିଧାୟକ ଭାବେ ନିମନ୍ତ୍ରଣ କରି ଆସୁଥିବାରୁ ଗ୍ରାମଲୋକଙ୍କ ସହଯୋଗ କୁ ସାଂସଦ କେବେ ବୁଲିବେ ନାହିଁ ବୋଲି କହିଛନ୍ତି l ଗ୍ରାମର ଯେକୌଣସି ବିକାଶ କାର୍ଯ୍ୟ ନିମନ୍ତେ ଯେତେବେଳେ କୌଣସି ବ୍ୟକ୍ତି ଆସିବେ ଦଳମତ ନିର୍ବିଶେଷରେ ତାଙ୍କ କାର୍ଯ୍ୟ ସରକାରୀ ସ୍ତରରେ ନିଜେ ହସ୍ତକ୍ଷେପ କରି ସହଯୋଗ କରିବେ ବୋଲି ସାଂସଦ ଶ୍ରୀ ପାଣିଗ୍ରାହୀ ମତବ୍ୟକ୍ତ କରିଥିଲେ l ସାଂସଦଙ୍କ ଗ୍ରସ୍ତବେଳେ ଗ୍ରାମରେ ତାଙ୍କୁ ଗାଁ ପରିକ୍ରମା କରିଥିଲେ l ପ୍ରଦୀପଙ୍କ ଗ୍ରସ୍ତ ବେଳେ ଏନ.ଗଙ୍ଗାଧର  ପାତ୍ର,ପ୍ରଦୀପ ସେନାର ଯୁବ ନେତା ଏମ.ପର୍ଶୁରାମ,ଗୁରୁଣ୍ଠି ସରପଞ୍ଚ ବି. ମାଗତା ପାତ୍ର, ହୁଗୁଳାପଟ୍ଟା ସରପଞ୍ଚ ବାପେୟା ପାତ୍ର, ଆର.ବାବୁଲା,ଗୁରୁଣ୍ଠି ପୂର୍ବତନ ସମିତି ସଭ୍ୟ ଏମ.ବିସିକେଶନ, ସୁଦାମ ସ୍ୱାଇଁ, ରଞ୍ଜନବରଡ଼, ଙ୍କ ସମେତ ମାର୍ଥାପଲ୍ଲୀ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଲୋକେ ଉପସ୍ଥିତ ରହିଥିଲେ l

News Comment

You Might Also Like

BACK TO TOP