Breaking News

ସମବାୟ ମନ୍ତ୍ରୀ ଦେଲେ ସୂଚନା, ଧାନ ନଷ୍ଟ ହେଲେ ଚାଷୀ ଙ୍କୁ ମିଳିବ କ୍ଷତି ପୂରଣ |    (22-Dec-2024)       ||      ଅଦିନିଆ ବର୍ଷା ପାଣି ପଶି କଟାଯାଇଥିବା ଧାନ, ପରିବାଚାଷ କ୍ଷତିଗ୍ରସ୍ତ |    (22-Dec-2024)       ||      ପୁରୁଷୋତ୍ତମପୁର ସରସ୍ବତୀ ଶିଶୁମନ୍ଦିର ରେ ଜାତୀୟ ଗଣିତ ଦିବସ ଓ ମାତୃ କର୍ମଶାଳା ଅନୁଷ୍ଠିତ |    (22-Dec-2024)       ||      ବୁଗୁଡ଼ା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର 27ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ |    (22-Dec-2024)       ||      ବୁଗୁଡ଼ା ନିୟୁ ଏରା ପବ୍ଲିକ ସ୍କୁଲ ରେ ବାର୍ଷିକ କ୍ରୀଡା ଅନୁଷ୍ଠିତ |   (22-Dec-2024)       ||      ବୁଗୁଡ଼ା ପିପୁଲସ ହାଇସ୍କୁଲ ର 1992 ମାଟ୍ରିକ ବ୍ୟାଚ ଛାତ୍ର ଙ୍କ ପ୍ରଥମ ବନ୍ଧୁ ମିଳନ |    (22-Dec-2024)       ||      ଖଲ୍ଲିକୋଟ କନକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ |    (22-Dec-2024)       ||      ଲଗାଣ ବର୍ଷା ରେ ଚାଷୀ ବେହାଲ |    (21-Dec-2024)       ||      ପାଟ ଖଣ୍ଡା ପବ୍ଲିକ ସ୍କୁଲ ରେ 27ତମ ବାର୍ଷିକ କ୍ରୀଡା ଉଦଯାପିତ |   (21-Dec-2024)       ||      ବାଲିଗୁଡା କାଳୀ ମନ୍ଦିର ଠାରେ ଜଳିଗଲା କ୍ରିଷ୍ଣା ଘରୋଇ ବସ |    (21-Dec-2024)       ||      ଅଦିନିଆ ଲଗାଣ ବର୍ଷାରେ ଭିଜିଲା ଚାଷୀଙ୍କ କଟା ଧାନ, ଚିନ୍ତାରେ ଚାଷୀ |    (21-Dec-2024)       ||      କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଶିକ୍ଷା ମନ୍ତ୍ରୀ ଙ୍କ ପାଖରେ ଦାବୀ କଲେ ଆସ୍କା ସାଂସଦ |   (21-Dec-2024)       ||      ଲୋକସଭା ର ସରିଲା ଶୀତ ଅଧିବେଶନ ||   (21-Dec-2024)       ||      ଉତ୍ତମ ସେବା ପାଈଁ ଜରଡ଼ା ଥାନା ଷ୍ଟାଫ ଏସପି ଙ୍କ ଠାରୁ ସମ୍ବର୍ଦ୍ଧିତ ||   (20-Dec-2024)       ||      ବୁଗୁଡ଼ା ଅଞ୍ଚକ ରେ ଲଗାଣ ବର୍ଷା ରେ କଟା ଧାନ ଫସଲ ନଷ୍ଟ |    (20-Dec-2024)       ||      ବାଲିଗୁଡା ଥାନା କୁଟିକିଆ ଅଞ୍ଚଳ ରୁ 120 ଏକର ଗଞ୍ଜେଇ ଗଛ ନଷ୍ଟ କଲା ପୋଲିସ |   (20-Dec-2024)       ||      ଜିଲ୍ଲା ଶିକ୍ଷା ବିଭାଗ ର ଜିଲ୍ଲା ପ୍ରକଳ୍ପ ପରିଚାଳନା ବିଭାଗ ର ବୈଠକ ଅନୁଷ୍ଠିତ |   (20-Dec-2024)       ||      ଦଣ୍ଡପଦର ଆଦର୍ଶ ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ଅନୁଷ୍ଠିତ |    (20-Dec-2024)       ||      ପୁରୁଷୋତ୍ତମପୁର ଏନଏସି ବୈଠକ ହଲ ରେ ସପ୍ତମ କାଉନ ସିଲ ବୈଠକ ଅନୁଷ୍ଠିତ |    (20-Dec-2024)       ||      ଯୋଗାଣ ସହାୟକ ନିଯୁକ୍ତି ରେ ଆଦିବାସୀ ଙ୍କୁ ପ୍ରାଥମିକତା ଦେବା ପାଈଁ ବିଡ଼ିଓ ଙ୍କୁ ଦାବି ପତ୍ର ପ୍ରଦାନ |    (20-Dec-2024)       ||     

ନୂଆଦିଲ୍ଲୀ ରେ ଉତ୍କଳ କେଶରୀ ଙ୍କ ଚିତ୍ର ଆଙ୍କି ସମ୍ବର୍ଦ୍ଧିତ ହେଲେ ଚିତ୍ରଶିଳ୍ପୀ ଶ୍ରୀତଧି ରଥ |

22-Nov-2024

ନୂଆଦିଲ୍ଲୀ ରେ ଉତ୍କଳ କେଶରୀ ଙ୍କ ଚିତ୍ର ଆଙ୍କି ସର୍ବଶ୍ରେଷ୍ଟ ଚିତ୍ର ଶିଳ୍ପୀ ହେଲେ  ଶ୍ରୀତଧି ରଥ,

               ଓଡିଶା ଜନ ମତ ବ୍ୟୁରୋ,

 ନୂଆଁ ଦିଲ୍ଲୀ :--ଆଧୁନିକ ଓଡ଼ିଶାର ନିର୍ମାଣ ସହ ସାମ୍ବା ଦିକତା, ଓଡ଼ିଆ ଭାଷା ଓ ସାହିତ୍ୟ କ୍ଷେତ୍ରରେ ଡଃ. ହରେକୃଷ୍ଣ ମହତାବଙ୍କର ଅବଦାନ ଅତୁଳନୀୟ। ଦେଶ ପାଇଁ ତ୍ୟାଗ ଓ ନିଷ୍ଠା ସହିତ ସ୍ବତନ୍ତ୍ର ଓଡ଼ିଶା ଗଠନ କରିବା ଦିଗରେ ତାଙ୍କର ବଳିଷ୍ଠଭୂମିକା କେବେ ଭୁଲି ହେବ ନାହିଁ। ଆଜି ଏହି ବିଶିଷ୍ଟ ସ୍ବାଧୂନତା ସଂଗ୍ରାମୀ ତଥା ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀଙ୍କ125 ତମ ଜୟନ୍ତୀରେ ନୂଆଁ ଦିଲ୍ଲୀ ରେ  15 ଜଣ ଚିତ୍ର ଶିଳ୍ପୀ ମଧ୍ୟରେ  ମହତାବ ଙ୍କ ଚିତ୍ର   ଅଙ୍କନ  କରି ସର୍ବଶ୍ରେଷ୍ଟ ଚିତ୍ର ଶିଳ୍ପୀର ମାନ୍ୟତା ପାଇଓଡିଶା ତଥା ଗଞ୍ଜାମ କୁ ଗୌରବା ନିତ୍ୱ କରିଛନ୍ତି  ବୁଗୁଡ଼ାର ଜଣେ ଚିତ୍ର ଶିଳ୍ପୀ ଡକ୍ଟର ସ୍ଥିତଧି ରଥ  | 
ବୁଗୁଡ଼ାର ଜଣେପ୍ରଖ୍ୟାତ ଚିତ୍ରସ୍ତି ଶିଳ୍ପୀ ଡକ୍ଟର ସ୍ଥିତଧି ରଥ ଭାରତର ରାଜଧାନୀ ନୂଆଁ ଦିଲ୍ଲୀ ରେ ଓଡ଼ିଶାର ଉତ୍କଳ କେଶରୀ ଡ଼ ହରେକୃଷ୍ଣ ମହତାବଙ୍କ  ଚିତ୍ର ଅଙ୍କନ କରି ସମସ୍ତଙ୍କୁ ଗୌରବା ନ୍ବିତକରି ଦେଇଛନ୍ତି |  ଓଡ଼ିଶାର ଉତ୍କଳ କେଶରୀ ଡ଼ ହରେକୃଷ୍ଣ ମହତାବ ଙ୍କ ୧୨୫ ତମ ଜୟନ୍ତୀ କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ଦ୍ଵାରା ନୂଆଦିଲ୍ଲୀରେ ଧୂମଧାମରେ ପାଳନ କରାଯାଇଛି । ଏହି ଅବସରରେ ଓଡିଶାର ୧୫ ଜଣ ପ୍ରଖ୍ୟାତ ଚିତ୍ରକରଙ୍କୁ ନେଇ ଏକ ରାଷ୍ଟ୍ରୀୟ ଚିତ୍ରଶିଳ୍ପୀ ଶିବିର ଦିଲ୍ଲୀ ଲଳିତ କଳା ଏକାଡେ଼ମୀ ଠାରେ ନଭେମ୍ବର ୧୩ ରୁ ୨୦ ମଧ୍ୟରେ ଅନୁଷ୍ଠିତ ହୋଇ ଯାଇଛି ।ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ସହରର ଖ୍ୟାତନାମା ଶିଳ୍ପୀ ଡକ୍ଟର ସ୍ଥିତଧୀ ରଥ ଏହି ଚିତ୍ରଶିଳ୍ପୀ ଶିବିରପାଇଁନିମନ୍ତ୍ରିତହୋଇଛନ୍ତି । ଏହି ପ୍ରଦର୍ଶନୀକୁ ନୂଆ ଦିଲ୍ଲୀ ସ୍ଥିତ ଵିଜ୍ଞାନ ଭବନରେ ମହା ମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ଵାରା ନଭେମ୍ବର ୨୧ ତାରିଖ ଦିନ ଉଦଘାଟିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମାନ୍ୟ ବର କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶିଖୱାତ୍ତ, ଓଡିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ମାନ୍ୟବର ସାଂସଦ ଭର୍ତ୍ତୃହରି ମହତାବ ଅତିଥି ଭାବେଯୋଗ ଦେଇଥିଲେ ।  ତେବେ ତାଙ୍କରି ଚିତ୍ରକଳା ର ଯାଦୁ ରେ ସେ  ମହତାବଙ୍କ ଜୀବନଶୈଳୀ ଉପରେ ଅଙ୍କିତ ଫୋଟ ଚିତ୍ର "ଉତ୍କଳରକେଶରୀ"ଶ୍ରେଷ୍ଠଆକର୍ଷଣୀୟ ଚିତ୍ର ହୋଇ ଥିଲା। ରାଷ୍ଟ୍ରପତି ଦ୍ରୌପଦୀ ମୂର୍ମୁସାଂସଦ ଭର୍ତ୍ତୃହରି ମହତାବ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଚିତ୍ରର ଉଚ୍ଚ ପ୍ରଶଂସା କରିବା ପୂର୍ବକ ଡକ୍ଟର ସ୍ଥିତଧୀ ରଥଙ୍କୁ ସମ୍ମାନିତ କରିଥିଲେ । କେନ୍ଦ୍ର ମନ୍ତ୍ରୀ ଗଜେନ୍ଦ୍ର ସିଂ ଶୀଖାୱାତ ପୁଷ୍ପ ପ୍ରଦାନ ପୂର୍ବକ ସମସ୍ତ ଶିଳ୍ପୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଯାହା ଦ୍ୱାରା ଓଡିଶା ସହିତ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଆଜି ଗର୍ବ ଓ ଗୌରବା ନ୍ବିତ  ହୋଇ ପାରିଛି, ଏପରି ଜଣେ ମହାନ  ଚିତ୍ର କର ଙ୍କୁ ପାଇ |

News Comment

You Might Also Like

BACK TO TOP