Breaking News

ସମବାୟ ମନ୍ତ୍ରୀ ଦେଲେ ସୂଚନା, ଧାନ ନଷ୍ଟ ହେଲେ ଚାଷୀ ଙ୍କୁ ମିଳିବ କ୍ଷତି ପୂରଣ |    (22-Dec-2024)       ||      ଅଦିନିଆ ବର୍ଷା ପାଣି ପଶି କଟାଯାଇଥିବା ଧାନ, ପରିବାଚାଷ କ୍ଷତିଗ୍ରସ୍ତ |    (22-Dec-2024)       ||      ପୁରୁଷୋତ୍ତମପୁର ସରସ୍ବତୀ ଶିଶୁମନ୍ଦିର ରେ ଜାତୀୟ ଗଣିତ ଦିବସ ଓ ମାତୃ କର୍ମଶାଳା ଅନୁଷ୍ଠିତ |    (22-Dec-2024)       ||      ବୁଗୁଡ଼ା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର 27ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ |    (22-Dec-2024)       ||      ବୁଗୁଡ଼ା ନିୟୁ ଏରା ପବ୍ଲିକ ସ୍କୁଲ ରେ ବାର୍ଷିକ କ୍ରୀଡା ଅନୁଷ୍ଠିତ |   (22-Dec-2024)       ||      ବୁଗୁଡ଼ା ପିପୁଲସ ହାଇସ୍କୁଲ ର 1992 ମାଟ୍ରିକ ବ୍ୟାଚ ଛାତ୍ର ଙ୍କ ପ୍ରଥମ ବନ୍ଧୁ ମିଳନ |    (22-Dec-2024)       ||      ଖଲ୍ଲିକୋଟ କନକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ |    (22-Dec-2024)       ||      ଲଗାଣ ବର୍ଷା ରେ ଚାଷୀ ବେହାଲ |    (21-Dec-2024)       ||      ପାଟ ଖଣ୍ଡା ପବ୍ଲିକ ସ୍କୁଲ ରେ 27ତମ ବାର୍ଷିକ କ୍ରୀଡା ଉଦଯାପିତ |   (21-Dec-2024)       ||      ବାଲିଗୁଡା କାଳୀ ମନ୍ଦିର ଠାରେ ଜଳିଗଲା କ୍ରିଷ୍ଣା ଘରୋଇ ବସ |    (21-Dec-2024)       ||      ଅଦିନିଆ ଲଗାଣ ବର୍ଷାରେ ଭିଜିଲା ଚାଷୀଙ୍କ କଟା ଧାନ, ଚିନ୍ତାରେ ଚାଷୀ |    (21-Dec-2024)       ||      କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଶିକ୍ଷା ମନ୍ତ୍ରୀ ଙ୍କ ପାଖରେ ଦାବୀ କଲେ ଆସ୍କା ସାଂସଦ |   (21-Dec-2024)       ||      ଲୋକସଭା ର ସରିଲା ଶୀତ ଅଧିବେଶନ ||   (21-Dec-2024)       ||      ଉତ୍ତମ ସେବା ପାଈଁ ଜରଡ଼ା ଥାନା ଷ୍ଟାଫ ଏସପି ଙ୍କ ଠାରୁ ସମ୍ବର୍ଦ୍ଧିତ ||   (20-Dec-2024)       ||      ବୁଗୁଡ଼ା ଅଞ୍ଚକ ରେ ଲଗାଣ ବର୍ଷା ରେ କଟା ଧାନ ଫସଲ ନଷ୍ଟ |    (20-Dec-2024)       ||      ବାଲିଗୁଡା ଥାନା କୁଟିକିଆ ଅଞ୍ଚଳ ରୁ 120 ଏକର ଗଞ୍ଜେଇ ଗଛ ନଷ୍ଟ କଲା ପୋଲିସ |   (20-Dec-2024)       ||      ଜିଲ୍ଲା ଶିକ୍ଷା ବିଭାଗ ର ଜିଲ୍ଲା ପ୍ରକଳ୍ପ ପରିଚାଳନା ବିଭାଗ ର ବୈଠକ ଅନୁଷ୍ଠିତ |   (20-Dec-2024)       ||      ଦଣ୍ଡପଦର ଆଦର୍ଶ ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ଅନୁଷ୍ଠିତ |    (20-Dec-2024)       ||      ପୁରୁଷୋତ୍ତମପୁର ଏନଏସି ବୈଠକ ହଲ ରେ ସପ୍ତମ କାଉନ ସିଲ ବୈଠକ ଅନୁଷ୍ଠିତ |    (20-Dec-2024)       ||      ଯୋଗାଣ ସହାୟକ ନିଯୁକ୍ତି ରେ ଆଦିବାସୀ ଙ୍କୁ ପ୍ରାଥମିକତା ଦେବା ପାଈଁ ବିଡ଼ିଓ ଙ୍କୁ ଦାବି ପତ୍ର ପ୍ରଦାନ |    (20-Dec-2024)       ||     

ବାଚସ୍ପତି ସୁରମା ପାଢ଼ୀ ଙ୍କ ଦ୍ୱାରା କନ୍ଧମାଳ ରେଞ୍ଜର ଙ୍କୁ ସମ୍ବର୍ଦ୍ଧିତ |

18-Nov-2024

ବାଚସ୍ପତି ସୁରମା ପାଢ଼ୀ ଙ୍କ ଦ୍ୱାରା କନ୍ଧମାଳ ର ରେଞ୍ଜର ଙ୍କୁ ମାନ ପତ୍ର ପ୍ରଦାନ  |

ଓଡିଶା ଜନମତ  ବ୍ୟୁରୋ,

କନ୍ଧମାଳ ଜିଲ୍ଲାର ଦାରିଙ୍ଗିବାଡି ରେଞ୍ଜ ଅଧୂକାରୀ ମାଧବ ଚନ୍ଦ୍ର ବେହେରା  ଙ୍କୁ ଭଲ କାର୍ଯ୍ୟ ପାଇଁ ମାନନୀୟା ବାଚସ୍କୃତି ଶ୍ରୀମତି ସୁରମା ପାଢୀ ଉପଢୌକନ, ମାନପତ୍ର, ସିଲ୍କଓ ପୁଷ୍ପଗୁଛ ଦେଇ ସମ୍ମାନିତ କରିଛନ୍ତି। ଓ .ୟୁ .ଡବ୍ଲୁ. .ଡବ୍ଲୁ. ଜେ (OUWJ) ତରଫରୁ ଭୁବନେଶ୍ବର ର ହୋଟେଲ କେଶରୀ ରେ ସଭାପତି ସୁଜ୍ଞାନ ଚୌଧରିଙ୍କପୌରହିତ୍ୟ ରେ  ଏହା ଆୟୋଜନ କରା ଯାଇଥିଲା ।ଏଥିରେ ମୁଖ୍ୟ ଅତିଥ୍‌ ଭାବେ ମାନନୀୟା ବାଚସ୍ପତି ଶ୍ରୀମତି ସୁରମା ପାଢୀ, ସମ୍ମାନୀତ ଅତିଥ୍‌ ଭାବେ ମାନ୍ୟବର ରାଜସ୍ବ ମନ୍ତ୍ରୀ ଶ୍ରଯୁକ୍ତ ସୁରେଶ ପୂଜାରୀ ମାନ୍ୟବର ବିଧାୟକ ବାବୁ ସିଂ, ଗୋଲକ ମହାପାତ୍ର, ଅର୍ଗସ ଟିଭି ର ମୁଖ୍ୟ ସମ୍ପାଦକ ସଞ୍ଜୟ ଜେନା ପ୍ରମୁଖ ଯୋଗ ଦେଇଥିଲେ I ଜଙ୍ଗଲ ଓ ବନ୍ୟପ୍ରାଣୀ ଙ୍କ ସୁରକ୍ଷାକ୍ଷେତ୍ର ରେ ଉଲ୍ଲେଖ ନୀୟଅବଦାନ ପାଈଁ କନ୍ଧମାଳ ଜିଲ୍ଲାର ଦାରିଙ୍ଗିବାଡି ରେଞ
ଅଧୂକାରୀ ମାଧବ ଚନ୍ଦ୍ର ବେହେରା ଙ୍କୁ ମାନନୀୟା ବାଚସ୍ପତିଶ୍ରୀମତି ସୁରମା ପାଢୀ ସମ୍ମାନିତ କରିଥିଲେ। ଶ୍ରୀ ବେହେରାଙ୍କ ନିଜ ଗ୍ରାମ ଗଞ୍ଜାମ ଜିଲ୍ଲାର ଜଗନ୍ନାଥ ପ୍ରସାଦ,ତାଙ୍କ ପିତାଙ୍କ ନାମ ସ୍ବର୍ଗତ ରାମଚନ୍ଦ୍ର ବେହେରା ଓ ମାତା ଙ୍କନାମସ୍ବର୍ଗତବନବାସୀ ବେହେରା। ଶ୍ରୀ ବେହେରା ଙ୍କ ପିଲା ଦିନୁସମାଜସେବା ପ୍ରତି ଆଗ୍ରହ ରହିଥୁଲା,ସେ ଚାକିରୀ କରିବାପରେଜଙ୍ଗଲ,ପରି ବେଶ,ଓ ବନ୍ୟପ୍ରାଣୀ ଙ୍କ ସୁରକ୍ଷା ପାଇଁଯତ୍ନବାନ ରହି ଥିଲେ। ସେଥିପାଇଁ ଶ୍ରୀ ବେହେରା ଙ୍କୁ ସମ୍ମାନିତ କରାଯାଇଥିଲା | ଏହି ଖବର ପ୍ରସାରିତ ହେବା ପରେ ତାଙ୍କୁ ବିଭିର୍ଣ୍ଣ ସ୍ଥାନରୁ  ଅଭିନନ୍ଦନ ଓ ଶୁଭେଚ୍ଛା ଜଣା ଯାଇଛି।

News Comment

You Might Also Like

BACK TO TOP