Breaking News

ସମବାୟ ମନ୍ତ୍ରୀ ଦେଲେ ସୂଚନା, ଧାନ ନଷ୍ଟ ହେଲେ ଚାଷୀ ଙ୍କୁ ମିଳିବ କ୍ଷତି ପୂରଣ |    (22-Dec-2024)       ||      ଅଦିନିଆ ବର୍ଷା ପାଣି ପଶି କଟାଯାଇଥିବା ଧାନ, ପରିବାଚାଷ କ୍ଷତିଗ୍ରସ୍ତ |    (22-Dec-2024)       ||      ପୁରୁଷୋତ୍ତମପୁର ସରସ୍ବତୀ ଶିଶୁମନ୍ଦିର ରେ ଜାତୀୟ ଗଣିତ ଦିବସ ଓ ମାତୃ କର୍ମଶାଳା ଅନୁଷ୍ଠିତ |    (22-Dec-2024)       ||      ବୁଗୁଡ଼ା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର 27ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ |    (22-Dec-2024)       ||      ବୁଗୁଡ଼ା ନିୟୁ ଏରା ପବ୍ଲିକ ସ୍କୁଲ ରେ ବାର୍ଷିକ କ୍ରୀଡା ଅନୁଷ୍ଠିତ |   (22-Dec-2024)       ||      ବୁଗୁଡ଼ା ପିପୁଲସ ହାଇସ୍କୁଲ ର 1992 ମାଟ୍ରିକ ବ୍ୟାଚ ଛାତ୍ର ଙ୍କ ପ୍ରଥମ ବନ୍ଧୁ ମିଳନ |    (22-Dec-2024)       ||      ଖଲ୍ଲିକୋଟ କନକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ |    (22-Dec-2024)       ||      ଲଗାଣ ବର୍ଷା ରେ ଚାଷୀ ବେହାଲ |    (21-Dec-2024)       ||      ପାଟ ଖଣ୍ଡା ପବ୍ଲିକ ସ୍କୁଲ ରେ 27ତମ ବାର୍ଷିକ କ୍ରୀଡା ଉଦଯାପିତ |   (21-Dec-2024)       ||      ବାଲିଗୁଡା କାଳୀ ମନ୍ଦିର ଠାରେ ଜଳିଗଲା କ୍ରିଷ୍ଣା ଘରୋଇ ବସ |    (21-Dec-2024)       ||      ଅଦିନିଆ ଲଗାଣ ବର୍ଷାରେ ଭିଜିଲା ଚାଷୀଙ୍କ କଟା ଧାନ, ଚିନ୍ତାରେ ଚାଷୀ |    (21-Dec-2024)       ||      କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଶିକ୍ଷା ମନ୍ତ୍ରୀ ଙ୍କ ପାଖରେ ଦାବୀ କଲେ ଆସ୍କା ସାଂସଦ |   (21-Dec-2024)       ||      ଲୋକସଭା ର ସରିଲା ଶୀତ ଅଧିବେଶନ ||   (21-Dec-2024)       ||      ଉତ୍ତମ ସେବା ପାଈଁ ଜରଡ଼ା ଥାନା ଷ୍ଟାଫ ଏସପି ଙ୍କ ଠାରୁ ସମ୍ବର୍ଦ୍ଧିତ ||   (20-Dec-2024)       ||      ବୁଗୁଡ଼ା ଅଞ୍ଚକ ରେ ଲଗାଣ ବର୍ଷା ରେ କଟା ଧାନ ଫସଲ ନଷ୍ଟ |    (20-Dec-2024)       ||      ବାଲିଗୁଡା ଥାନା କୁଟିକିଆ ଅଞ୍ଚଳ ରୁ 120 ଏକର ଗଞ୍ଜେଇ ଗଛ ନଷ୍ଟ କଲା ପୋଲିସ |   (20-Dec-2024)       ||      ଜିଲ୍ଲା ଶିକ୍ଷା ବିଭାଗ ର ଜିଲ୍ଲା ପ୍ରକଳ୍ପ ପରିଚାଳନା ବିଭାଗ ର ବୈଠକ ଅନୁଷ୍ଠିତ |   (20-Dec-2024)       ||      ଦଣ୍ଡପଦର ଆଦର୍ଶ ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ଅନୁଷ୍ଠିତ |    (20-Dec-2024)       ||      ପୁରୁଷୋତ୍ତମପୁର ଏନଏସି ବୈଠକ ହଲ ରେ ସପ୍ତମ କାଉନ ସିଲ ବୈଠକ ଅନୁଷ୍ଠିତ |    (20-Dec-2024)       ||      ଯୋଗାଣ ସହାୟକ ନିଯୁକ୍ତି ରେ ଆଦିବାସୀ ଙ୍କୁ ପ୍ରାଥମିକତା ଦେବା ପାଈଁ ବିଡ଼ିଓ ଙ୍କୁ ଦାବି ପତ୍ର ପ୍ରଦାନ |    (20-Dec-2024)       ||     

ଦୁତୀୟ ଥର ବାପା ହେଲେ କ୍ରିକେଟିୟେର ଅଧିନାୟକ ରୋହିତ ଶର୍ମା |

18-Nov-2024

ପୁଣି ଦୁତୀୟ ଥର ବାପା ହେଲେ ରୋହିତ୍ ଶର୍ମା,
ପୁତ୍ର ସନ୍ତାନକୁ ଜନ୍ମ ଦେଲେ ରିତିକ ତିକା !

           ଓଡିଶା ଜନମତ  ବ୍ୟୁରୋ,

ଭାରତୀୟ କ୍ରିକେଟ ଦଳରଅଧୁନାୟକ ରୋହିତ ଶର୍ମା ପୁଣି ଥରେ ବାପା ହେବାର ସୌଭାଗ୍ୟ ପାଇଛନ୍ତି  | ସେ ଦୁତୀୟ ଥର ବାପା ହେଲେ | ଏହା ପୂର୍ବରୁ ମଧ୍ୟ ସେ ବାପା ହୋଇଥିଲେ, ସେତେବେଳେ କନ୍ୟା ସନ୍ତାନ ର ଆଉ ଏବେ ପୁତ୍ର ସନ୍ତାନର ବାପା ହେଲେ ଅଧୂନାୟକ ରୋହିତ ଶର୍ମା। ପୂର୍ବରୁ ତାଙ୍କର ଝିଅ ଥ‌ିବା ବେଳେ ଏବେ ସେ ଏକ ପୁତ୍ର ସନ୍ତାନର ବାପା ହୋଇଛନ୍ତି।ଏବିଷୟରେ ରୋହିତ ଓ ତାଙ୍କ ପତ୍ନୀରିତିକା ସଜଦେହଘୋଷଣାକରି ନଥିଲେ ବି ଦୁହିଁଙ୍କ ସହ ଜଡ଼ିତ ଜଣେ ସମ୍ପର୍କୀୟଙ୍କ ସୂତ୍ରରୁ ଏହିଖବରଜାତୀୟଗଣମାଧ୍ୟମ ରେ ମିଳିଥିବା ଦାବିକରାଯାଉଛି |ଏହି ଖବର ଭାଇରାଲ ହେବା ପରେ ରୋହିତଙ୍କ ପ୍ରଶଂସକ ମାନେ ରୋହିତ ଏବଂରିତିକାଙ୍କୁ ଶୁଭେଚ୍ଛାଦେବାଆରମ୍ଭକରିଛନ୍ତି। ତେବେ ଏପର୍ଯ୍ୟନ୍ତ ରୋହିତ କିମ୍ବା ରିତିକା ଅକାରୀକ କିଛି ସୂଚନା ଦେଇନାହାନ୍ତି | 
ଟିମ୍ ଇଣ୍ଡିଆକୁ ଅଷ୍ଟ୍ରେଲିଆ ବିପକ୍ଷରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବାକୁ ହେବ ଏଥିପାଇଁ ବିରାଟ କୋହଲିଙ୍କ ସମେତ ଅନେକ ବରିଷ୍ଠ ଖେଳାଳି ଅଷ୍ଟ୍ରେଲିଆ ରେ ପହଞ୍ଚିଛନ୍ତି। କିନ୍ତୁ ରୋହିତ ଏପର୍ଯ୍ୟନ୍ତ ସେଠାରେ ପହଞ୍ଚି ନାହାନ୍ତି। ପତ୍ନୀଙ୍କ ପ୍ରସବ ପାଇଁ ରୋହିତ ବିସିସିଆଇକୁ ଛୁଟି ମାଗିଛନ୍ତି ବୋଲି ଖବର ଆସିଥିଲା। ବର୍ଭମାନ ଗଣମାଧ୍ଯମ ରିପୋର୍ଟରେ ଚର୍ଚ୍ଚା ହେଉଛି ଯେ ରିତିକା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି।ଉଲ୍ଲେଖଯୋଗ୍ୟ,  ରିତିକା ପୂର୍ବରୁ ରୋହିତଙ୍କମ୍ୟାନେଜର ଥିଲୋ ଏହା ପରେ ଦୁହେଁ ଭଲ ବନ୍ଧୁ ହେଲେ ଏବଂ ବନ୍ଧୁତା ପ୍ରେମରେ ପରିଣତ ହେଲା | କିଛି ମାସର ପ୍ରେମ ସମ୍ପର୍କ ପରେ ରୋହିତ ଏବଂ ରିତିକା ବିବାହ କରିବାକୁ ନିଷ୍ପଭି ନେଇ ୨୦୧୫ରେ ବିବାହ କରିଥିଲେ | ଏହା ପରେ ଡିସେମ୍ବର ୨୦୧୮ରେ ରିତିକା କନ୍ୟା ସନ୍ତାନ ସମାଇରାଙ୍କୁ ଜନ୍ମ ଦେଇଥିଲେ | ସେମାନେ ଦୁହେଁ ବହୁତ ଖୁସି ଅଛନ୍ତି  | କାରଣ ଝିଅ ଓ ପୁଅ ଦୁଇଟି  ତାଙ୍କର ଜନ୍ମ ହୋଇଛି  |

News Comment

You Might Also Like

BACK TO TOP