Breaking
News
Breaking
News
27-Jul-2025
ଗଛରେ ପିଟି ହୋଇ ମୋଟରସାଇକେଲ ଚାଳକ ମୃତ ।
ଓଡିଶା ଜନମତ, ବ୍ରହ୍ମପୁର, କୈଳାଶ ଚନ୍ଦ୍ର ଚୌଧୁରୀ,
ହିଞ୍ଜିଳି ଥାନା ଅର୍ନ୍ତଗତ କଞ୍ଚୁରୁ ଦୁର୍ବନ୍ଧ ରାସ୍ତାରେ ଶଙ୍କର ବେହେରା ନାମକ ଜଣେ ଯୁବକ ମୋଟରସାଇକେଲ ରେ ଯିବା ବେଳେ ଗଛରେ ପିଟି ହୋଇ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଛି। ମୃତ ଯୁବକ ର ଘର ହିଞ୍ଜିଳି ସହର କେଉଟ ସାହି ଓ କୌଣସି କାମରେ ଆସିଥିବା ବେଳେ ଦୁର୍ଘଟଣାର ସମ୍ମୁଖୂନ ହୋଇଛି। ଖବର ପାଇ ପରିବାର ଲୋକେ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ମୋଟରସାଇକେଲ ଓ ଶବ ଜବତ କରି ଘଟଣାର ତଦନ୍ତ ଆରମ୍ଭକରିଛନ୍ତି।
BACK TO TOP