Breaking News

ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||      ବାଲି ଚୋରା ଚାଲାଣ ଅଭିଯୋଗ ରେ ପାଇକମାଳ ପୋଲିସ ଦ୍ୱାରା ଜଣକୁ ଗିରଫ ସହ ବାଲି ହାଇୱା ଜବତ କଲା |    (05-Oct-2026)       ||      ଛତ୍ରପୁର ରେ ଅବସର ପ୍ରାପ୍ତ ସହକାରୀ ଯୋଗାଣ ଅଧିକାରୀ ଙ୍କ ଦ୍ୱାଦଶାହ କାର୍ଯ୍ୟ ପାଳିତ |   (05-Oct-2026)       ||      ଝାଡବାଇ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ||   (05-Oct-2026)       ||      ଗରଦ ପୁର ମଧୁବାବୁ ପାଠାଗାର ରେ କବିବର ରାଧାନାଥ ଜୟନ୍ତୀ ପାଳିତ ||   (05-Oct-2026)       ||      ଜିଲ୍ଲା କଂଗ୍ରେସର ପରିବର୍ଦ୍ଧିତ୍ବ କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ |   (05-Oct-2026)       ||      ବରଗଡ଼ ଜିଲ୍ଲା ରେ ଜିଲ୍ଲପାଳ ଙ୍କ ନିର୍ଦ୍ଧେଶ ରେ ବାଦ ପଡ଼ିଥିବା ଓ ନୂତନ ଯୁବ ଭୋଟର ଙ୍କ ପାଇଁ ସ୍ୱତନ୍ତ୍ର ଅଭିଯାନ ||   (04-Oct-2026)       ||      ବ୍ରହ୍ମପୁର ନିମଖଣ୍ଡି ଥାନା ଅଞ୍ଚଳ ରେ ବନ୍ଧୁର ଆକ୍ରମଣ ରେ ବନ୍ଧୁର ମୃତ୍ୟୁ |    (04-Oct-2026)       ||      ପୋଲମା ବିଦ୍ୟାଳୟ ଛାତ୍ର ସୁଶାନ୍ତ ଙ୍କୁ ଜାତୀୟ ଥ୍ରୋ- ବଲରେ ସ୍ଵର୍ଣ ପଦକ |   (04-Oct-2026)       ||      ଆଲିଜିନିଗୁଡା ଆମ୍ବ ତୋଟା ରେ ବିଜେଡିର ବିଶାଳ ମିଶ୍ରଣ ପର୍ବ |   (04-Oct-2026)       ||     

ସାଧାରଣ ଲୋକଙ୍କ ପାଈଁ ନାହିଁ ଶ୍ମଶାନ କୁ ରାସ୍ତା , ଶବସଂସ୍କାର ପାଈଁ ହଟ ହଟା |

21-Aug-2026

ସାଧାରଣରେ ଅସନ୍ତୋଷ ଶ୍ମଶାନ ରାସ୍ତା ନାହିଁ |

ଓଡିଶା ଜନ ମତ ବ୍ୟୁରୋ, 

 ରାଜ୍ୟ ସରକାର ଜନ ସାଧାରଣ ଙ୍କ ଉନ୍ନତି ପାଈଁ ବହୁତ କିଛି କରୁଥିଲେ ମଧ୍ୟ କିଛି ପଞ୍ଚାୟତ ର ଅଧିବାସୀ ସାଧାରଣ ମୌଳିକ ଅଧିକାର ରୁ ବଞ୍ଚିତ ହେଉ ଥିବାର ଏକ ନଜର ସାମ୍ନାକୁ ଆସିଛି | ଜାତି ,ଧର୍ମ,ବର୍ଣ୍ଣ ନିର୍ବିଶେଷରେ ଗରିବ ଧନୀ ସମସ୍ତ ଙ୍କୁ ମୃତ୍ୟୁ ପରେ ଶ୍ମଶାନ କୁ ଯିବାକୁ ପଡି ଥାଏ । କିନ୍ତୁ ମୃତ୍ୟୁ ର ଶେଷ ଯାତ୍ରା ରେ ଯଦି ଶ୍ମଶାନ ଯିବାକୁ ରାସ୍ତା ଟିଏ ନ ମିଳିଲା ତା ହେଲେ ବ୍ୟକ୍ତିର ଧନ ,ମାନ ସମ୍ମାନ ତୁଚ୍ଛ ହୋଇଥାଏ।ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ସଦର ଉମୁରାହାଣ୍ଡି ଓ ଖ୍ରୀଷ୍ଟିୟାନ ଶ୍ମଶାନ ରେ । ଡାବୁଗାଁ ସଦର ର ଏହି ଦୁଇଟି ଶ୍ମଶାନ କୁ ଯିବାକୁ ରାସ୍ତା ନ ଥିବାରୁ ସାଧାରଣରେ ଅସନ୍ତୋଷ ଦେଖା ଦେଇଛି। ସୂଚନା ଅନୁଯାଇ ଡାବୁଗାଁ - ଉମୁରାହାଣ୍ଡି ଗ୍ରାମ ମଧ୍ୟରେ ଥିବା ଅଙ୍ଗିନଦି ପାର୍ଶ୍ବରେ ସାଧାରଣ ଲୋକଙ୍କ ନିମନ୍ତେ ଏକ ଶ୍ମଶାନ ରହିଛି।ଏହି ଶ୍ମଶାନ ଉପରେ ନୂଆଗୁଡା, ଭେଲୁଆଗୁଡ଼ା, ଜଗନ୍ନାଥ ଗୁଡା, ତଥା କିଛି କଲାର ଓ ଗୌଡ ସମ୍ପ୍ରଦାୟର ଲୋକେ ନିର୍ଭର କରନ୍ତି। କେଉଁ କାଳରୁ ଏହି ଅଙ୍ଗିନଦି ପାର୍ଶ୍ୱ ଶ୍ମଶାନ କୁ ରାସ୍ତା ଥିବା ସହ ଲୋକେ ନିଜ ଆତ୍ମୀୟ ପରିଜନ ଙ୍କ ମୃତ୍ୟୁ ପରେ ଏଠାରେ ଶେଷ କୃତ୍ୟ କରି ଆସୁଥିଲେ। ତେବେ ଡାବୁଗାଁ - ଉମୁରାହାଣ୍ଡି ଗ୍ରାମକୁ ସିଧା ସଂଯୋଗ ପାଇଁ ଅଙ୍ଗି ନଦୀ ଉପରେ ଏକ ନୂତନ ପୋଲ ନିର୍ମାଣ କାର୍ଯ୍ୟ ଜାରି ରହିଛି। ଏହି ପୋଲ ନିର୍ମାଣ ଯୋଗୁ ଗାର୍ଡ ୱାଲ୍ ଉଚ୍ଚ ହୋଇଯାଇଛି। ଯୋ ଦ୍ଵାରା ଏହି ଉଚ୍ଚ ପୋଲ ତଳ ରାସ୍ତା କୁ ଯିବା ବିପଦ ରହିଛି। ଶ୍ମଶାନ ପାର୍ଶ୍ୱରେ ପଟ୍ଟା ଧାରୀଙ୍କ ଜମି ରହିଥିବାରୁ ସେମାନେ ରାସ୍ତା ଦେବା ଅସମ୍ଭବ ମନେ ହେଉଛି। ଏହି ପୋଲ ଉପର ରାସ୍ତା ତଳକୁ ଯିବାକୁ ପାହାଚ ନିର୍ମାଣ ହୋଇ ପାରିଲେ ଲୋକେ ସୁବିଧାରେ ଶବ କୁ ସାଥିରେ ଶ୍ମଶାନ ପର୍ଯ୍ୟନ୍ତ ନେଇ ପାରିବେ। ସେହିପରି କେଉଁ ଅନାଦି କାଳରୁ ଡାବୁଗାଁ ରେଭିନ୍ୟୁ ସାହି ନିକଟ ସଂରକ୍ଷିତ ଜଙ୍ଗଲ ପାର୍ଶ୍ୱରେ ଥିବା ଖ୍ରୀଷ୍ଟ ଧର୍ମାବଲମ୍ବୀ ମାନଙ୍କ ଶ୍ମଶାନ( କବର) ରହିଥିଲେ ସୁଦ୍ଧା ସେମାନଙ୍କୁ ରାସ୍ତା ନ ଥିବାରୁ ଜମି ହିଡ଼ ଦେଇ ଏକ ଅଣ ଓସାରିଆ ପାଦ ଚଲା ରାସ୍ତାରେ ବହୁତ କଷ୍ଟ ରେ କବର କୁ ଶବ ନେଉଛନ୍ତି।ବିଶେଷ କରି ବର୍ଷା ଋତୁରେ କେହି ଆତ୍ମୀୟ ପରିଜନ ଙ୍କ ମୃତ୍ୟୁ ହେଲେ ଏହି ଅଣ ଓସାରିଆ ପାଦ ଚଲା ରାସ୍ତାରେ ଶବ ନେବା ରେ ଅସୁବିଧା ସୃଷ୍ଟି ହେଉଛି। ଏଥି ପୂର୍ବରୁ ଖ୍ରୀଷ୍ଟ ଧର୍ମାବଲମ୍ବୀ ମାନେ ସ୍ଥାନୀୟ ପ୍ରଶାସନ ସହ ଜିଲ୍ଲାପାଳ ଙ୍କ ଅଭିଯୋଗ ପ୍ରକୋଷ୍ଠରେ ବାରମ୍ବାର ଅଭିଯୋଗ ପରେ ମଧ୍ୟ କୌଣସି ସୁଫଳ ମିଳି ନାହିଁ। ଯୋ ଦ୍ଵାରା ସେମାନେ ନିରାଶ ହୋଇ ରହିଛନ୍ତି। ପ୍ରଶାସନ ଏଥିପ୍ରତି ଗୁରୁତ୍ୱ ଦେଇ ଉମୁରା ହାଣ୍ଡି ନିକଟ ଅଙ୍ଗିନଦି ଶ୍ମଶାନ ଓ ଖ୍ରୀଷ୍ଟିୟାନ ଶ୍ମଶାନ କୁ ସ୍ଥାୟୀ ପକ୍କା ରାସ୍ତା ନିର୍ମାଣ କରିବାକୁ ସ୍ଥାନୀୟ ଲୋକେ ଦାବୀ କରିଛନ୍ତି।

News Comment

You Might Also Like

BACK TO TOP