Breaking News

ଶାନ୍ତିନଗର ପୋଖରୀ ରେ ବୁଡି ଦୁଇ ନାବାଳିକା ମୃତ |    (08-Oct-2026)       ||      ମାଝୀଗୁଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହାତ୍ସବ ସୁରଭି ଅନୁଷ୍ଠିତ |    (08-Oct-2026)       ||      ଚାଷୀଙ୍କ ବିଭିନ୍ନ ସମସ୍ୟା ପାଇଁ ମୁଣ୍ଡ ଟେକିଲା ଅଖିଳ ଭାରତୀୟ କୃଷକ ସଂଘଟନ |   (08-Oct-2026)       ||      ନବମ ରାଷ୍ଟ୍ରୀୟ ପୋଷଣ ମାସ-- 2026ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ଅନୁଷ୍ଠିତ |    (08-Oct-2026)       ||      ଖୋର୍ଦ୍ଧା ରେ ସେବା ସଂକଳ୍ପ ପଦଯାତ୍ରା, ଲୋକଙ୍କ ସହ ଯୋଡି ହେବାଜୁ ମୁଖ୍ୟମନ୍ତ୍ରୀ ଙ୍କ ଆହ୍ୱାନ |   (08-Oct-2026)       ||      ଖୋର୍ଦ୍ଧା ରେ ସେବା ସଂକଳ୍ପ ପଦଯାତ୍ରା ରେ ଯୋଡି ହେବାକୁ ମୁଖ୍ୟମନ୍ତ୍ରୀ ଙ୍କ ଆହ୍ୱାନ |   (07-Oct-2026)       ||      17ବର୍ଷରୁ କମ ଫୁଟବଲ ଚୟନ ରେ ଅନିୟମିତତା ନେଇ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଧିକାରୀଙ୍କୁ ଅଭିଯୋଗ |    (07-Oct-2026)       ||      ପ୍ରକୃତ ମାଲିକ ଙ୍କ ଅଜାଣତ ରେ ଅନ୍ୟ ବ୍ୟକ୍ତିଙ୍କ ନାମରେ ଦଲିଲ |    (07-Oct-2026)       ||      ଖୋର୍ଦ୍ଧା ବ୍ଲଜ ସ୍ତରୀୟ ଯୁବ ସମାବେଶ -2026 କେରଙ୍ଗ ରେ ଅନୁଷ୍ଠିତ |    (07-Oct-2026)       ||      ପୋଲସରା ରେ ବିଜେଡିର "ଜନ ସମ୍ପର୍କ ପଦଯାତ୍ରା ` ଆରମ୍ଭ |    (07-Oct-2026)       ||      ସାପକାମୁଡ଼ାରେ ତାଳସର ଗ୍ରାମର ଜଣେ ମହିଳାଙ୍କ ମୃତ୍ୟୁ |   (07-Oct-2026)       ||      70 ତମଜିଲ୍ଲା ସ୍ତରୀୟ ବିଦ୍ୟାଳୟ ସମୂହ ଖୋ, ଖୋ ପ୍ରତିଯୋଗିତା ବେଗୁନିଆପଡା ଠାରେ ଅନୁଷ୍ଠିତ |    (07-Oct-2026)       ||      ଗୋଳାବନ୍ଧ ଆର୍ମି କଲେଜ ପାଖରେ ଯୁବକଙ୍କ ମୃତ ଦେହ ଗଛ ଡ଼ାଳ ରୁ ଉଦ୍ଧାର କଲା ପୋଲିସ |    (07-Oct-2026)       ||      ପାର୍ଷାଲି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |   (07-Oct-2026)       ||      ବଡ଼ ଦ୍ୱାର ସାହିରେ ଧୁମ ଧାମ ରେ ସରିଲା ଗଜାନନ ଭସାଣି ଉତ୍ସବ |   (07-Oct-2026)       ||      ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ |    (07-Oct-2026)       ||      ସାର୍ଵ ଜନୀନ ଦୁର୍ଗାପୂଜା କମିଟିର ସାମ୍ବାଦିକ ସମ୍ମିଳନୀ |    (07-Oct-2026)       ||      ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||     

କାଲିମେଘି ପଞ୍ଚାୟତ ରେ ଶବଗୃହ ନଥିବାରୁ ଅସୁବିଧା ଭୋଗୁଛନ୍ତି ପଞ୍ଚାୟତ ବାସୀ |

22-Aug-2026

କାଳିମେଘି ପଞ୍ଚାୟତରେ  ଶବଦାହ ଗୃହ ନାହିଁ l ସମସ୍ୟା ଭୋଗୁଛନ୍ତି ସାଧାରଣ ଜନତା l

ଓଡିଶା ଜନମତ,କୋଦଳା :22/08/26:

ନରେନ୍ଦ୍ର ନାଥ ଗୌଡ଼

ରାଜ୍ୟ ସରକାର କିମ୍ବା ସ୍ଥାନୀୟ ପ୍ରଶାସନ ପକ୍ଷରୁ ପ୍ରତି ପଞ୍ଚାୟତ ଓ ସହରାଞ୍ଚଳରେ ଆଧୁନିକ ଶବଦାହ ଗୃହ ନିର୍ମାଣ ହେଉଥିବା ବେଳେ ଏଥିରୁ ବାଦ ପଡିଛି ବେଗୁନିଆପଡା ବ୍ଲକ ଅନ୍ତର୍ଗତ କାଳିମେଘି ଗ୍ରାମ ପଞ୍ଚାୟତ l ମୋଟ 22 ଖଣ୍ଡ ଗ୍ରାମ ଏବଂ 15 ଗୋଟି ରାଜସ୍ବ ଗ୍ରାମ ଥିବା ଏହି ପଞ୍ଚାୟତ ବେଗୁନିଆପଡା ବ୍ଲକର ସର୍ବବୃହତ ପଞ୍ଚାୟତ ହୋଇଥିବା ସ୍ଥଳେ କାଳିମେଘି, ଯୋଗିଆଗୁଳ, ମାରୁଡ଼ିପଲ୍ଲୀ, ଲୁହାକୋଟ ଆଦି ଗ୍ରାମ ସମେତ ଅଧିକାଂଶ ଗ୍ରାମରେ ଶବଦାହ ଗୃହ ନଥିବାରୁ ସାଧାରଣରେ ଆସନ୍ତୋଷ ପ୍ରକାଶ ପାଇଛି l ପଞ୍ଚାୟତର କେନ୍ଦ୍ରସ୍ଥଳ କାଳିମେଘି ଗ୍ରାମରେ ପ୍ରାୟ 600 ରୁ ଉର୍ଦ୍ଧ ପରିବାର ବସବାସ କରୁଛନ୍ତି l ଏପରି ସ୍ଥଳେ ଶବଦାହ ଗ୍ରୁହ ନଥିବାରୁ ଲୋକେ ନାନାଦି ସମସ୍ୟା ଭୋଗୁଛନ୍ତି l ବର୍ତମାନ ବର୍ଷା ଋତୁ ଚାଲିଥିଭାରୁ ପାରମ୍ପରିକ ସ୍ମଶାନରେ ବର୍ଷା ସମୟରେ ଖୋଲା ଆକାଶ ତଳେ ଶବଦାହ କରିବାରେ ଅସୁବିଧା ହେଉଛି l ଧୂଆଁ ଓ ଦୁର୍ଗନ୍ଧ ଯୋଗୁଁ ଆଖପାଖ ଅଞ୍ଚଳରେ ରହୁଥିବା ଲୋକଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ରହୁଛି l ଏହାଛଡା ଉପଯୁକ୍ତ ବ୍ୟବସ୍ଥା ନଥିବାରୁ ଶବ ସତ୍କାର ପାଇଁ ଅଧିକ ସମୟ ଏବଂ ଜାଳେଣି କାଠ ସଙ୍କଟ ଦେଖାଦେଇଛି l ଏନେଇ କାଳିମେଘି ସରପଞ୍ଚ ଶ୍ରୀମତୀ ଅର୍ଚ୍ଚନା ତ୍ରିପାଠୀ ପ୍ରଶାସନ ସହଯୋଗ କରୁନଥିବା କହିଛନ୍ତି l ଦୀର୍ଘ ଦୁଇ ବର୍ଷ ହେଲା ପଞ୍ଚାୟତକୁ ପାଞ୍ଚୋଟି ଶବଦାହ ଗୃହ ପାଇଁ ନିର୍ମାଣ ପାଇଁ ସୁପାରିଶ ହୋଇଥିବା ସ୍ଥଳେ ବ୍ଲକ ପ୍ରଶାସନଙ୍କ ଅସହଯୋଗ ଯୋଗୁଁ ଏହା ସମ୍ଭବ ହୋଇପାରୁନାହିଁ କହିଛନ୍ତି ଶ୍ରୀମତୀ ତ୍ରିପାଠୀ l ଏସମ୍ପର୍କରେ ବ୍ଲକ କନିଷ୍ଟ ଯନ୍ତ୍ରୀ ପ୍ରକାଶ ଚନ୍ଦ୍ର ଜେନାଙ୍କ ସହ ଯୋଗାଯୋଗ କରିବାରେ "ବର୍ତମାନ ପୁରୁଣା (ଏମଜିଏନଆରଜିଏ) ସ୍କିମ ବନ୍ଦ ଅଛି, ଏବେ ନୁଆଁ ସ୍କିମ (ଭିଭି ଗି ରାମ ଜି) ରେ କାମ ଆରମ୍ଭ ହେବ" ବୋଲି କହିଛନ୍ତି l

News Comment

You Might Also Like

BACK TO TOP