Breaking News

ପାର୍ଷାଲି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |   (07-Oct-2026)       ||      ବଡ଼ ଦ୍ୱାର ସାହିରେ ଧୁମ ଧାମ ରେ ସରିଲା ଗଜାନନ ଭସାଣି ଉତ୍ସବ |   (07-Oct-2026)       ||      ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ |    (07-Oct-2026)       ||      ସାର୍ଵ ଜନୀନ ଦୁର୍ଗାପୂଜା କମିଟିର ସାମ୍ବାଦିକ ସମ୍ମିଳନୀ |    (07-Oct-2026)       ||      ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||     

ଆମେରିକା ଯିବାକୁ ତେଲେଙ୍ଗନା ମୁଖ୍ୟମନ୍ତ୍ରୀ ଙ୍କୁ କେନ୍ଦ୍ର ସରକାର ଙ୍କ ଠାରୁ ମିଳିଲାନି ଅନୁମତି |

22-Aug-2026

ରେବନ୍ତ ରେଡ୍ଡୀଙ୍କ ଆମେରିକା ଗସ୍ତ ବାତିଲ, କେନ୍ଦ୍ର ରୁ ମିଳିଲାନି ଅନୁମତି |

ଓଡିଶା ଜନ ମତ ବ୍ୟୁରୋ,

 ରାଜନୀତିରେ ବେଳେ ବେଳେ ସବୁ କିଛି ସମ୍ଭବ ଓ କେତେକାଂଶ ରେ ଅସମ୍ଭଵ ହୋଇଥାଏ |, ଏପରି ଏକ ଘଟଣା ଘଟିଛି ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଙ୍କ  ଉପରେ |  ସେ ତାଙ୍କ ପ୍ରତିନିଧି ମାନଙ୍କୁ ଧରି ତେଲେଙ୍ଗାନା ର ଶିକ୍ଷା ଉପରେ ଅଗ୍ରଗତି କରିବା ଉଦ୍ଦେଶ୍ୟ ରେ ବିଦେଶ ଗ୍ରସ୍ତ କରିଥିଲେ | ତେବେ କେନ୍ଦ୍ର ସରକାରଙ୍କ ଅନୁମତି ନ ମିଳିବାରୁ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଏ. ରେବନ୍ତ ରେଡ୍ଡୀଙ୍କ ଆମେରିକା ଗସ୍ତ ବାତିଲ ହୋଇଛି। ବିଦେଶ ମନ୍ତ୍ରଣାଳୟ ତାଙ୍କ ଆମେରିକା ଗସ୍ତ ପାଇଁ ‘ରାଜନୈତିକ ଦୃଷ୍ଟିକୋଣରୁ’ ଅନୁମତି ଦେଇନଥିବା ରେବନ୍ତ ରେଡ୍ଡୀଙ୍କ କାର୍ଯ୍ୟାଳୟ ଶୁକ୍ରବାର ଅଭିଯୋଗ କରିଛି। ଏହା ପରେ ସେ ଆମେରିକା ନ ଯାଇ ଅଗଷ୍ଟ ୨୩ରେ ଲଣ୍ଡନରୁ ସିଧାସଳଖ ହାଇଦ୍ରାବାଦ ଫେରିବେ।
ରେବନ୍ତ ରେଡ୍ଡୀ ଅଗଷ୍ଟ ୨୦ରେ ‘ତେଲଙ୍ଗାନା ରାଇଜିଂ’ ପ୍ରତିନିଧିମଣ୍ଡଳୀ ସହ ୧୦ ଦିନିଆ ବ୍ରିଟେନ୍‌ ଓ ଆମେରିକା ଗସ୍ତରେ ବାହାରିଥିଲେ। ପ୍ରଥମେ ସେ ବ୍ରିଟେନ୍‌ ଯାଇଥିଲେ ଏବଂ ପରେ ଆମେରିକାର ବୋଷ୍ଟନ୍‌, ନ୍ୟୁୟର୍କ ଆଦି ସହର ଯିବାର କାର୍ଯ୍ୟକ୍ରମ ଥିଲା। ତେଲଙ୍ଗାନା ସରକାର ବ୍ରିଟେନ୍‌ ଓ ଆମେରିକା ଉଭୟ ଗସ୍ତ ପାଇଁ କେନ୍ଦ୍ରର ଅନୁମତି ମାଗିଥିଲେ। କିନ୍ତୁ କେବଳ ବ୍ରିଟେନ୍‌ ଗସ୍ତକୁ ଅନୁମତି ମିଳିଥିଲା। ପ୍ରତିନିଧିମଣ୍ଡଳୀ ଲଣ୍ଡନରେ ପହଞ୍ଚିବା ପରେ ଆମେରିକା ଗସ୍ତକୁ ଅନୁମତି ନ ମିଳିବା ବିଷୟରେ ରାଜ୍ୟ ସରକାରଙ୍କୁ ଜଣାଇ ଦିଆଯାଇଥିଲା।
ରେବନ୍ତ ରେଡ୍ଡୀଙ୍କ ଆମେରିକା ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ଥିଲା ବିଶ୍ୱର ପ୍ରମୁଖ ଶିକ୍ଷାନୁଷ୍ଠାନଗୁଡ଼ିକ ସହ ତେଲଙ୍ଗାନାର ଭାଗୀଦାରି ବଢ଼ାଇବା। ହାୱାର୍ଡ ବିଶ୍ୱବିଦ୍ୟାଳୟ, ମାସାଚୁସେଟ୍ସ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି (ଏମ୍‌ଆଇଟି), ନର୍ଥଇଷ୍ଟର୍ଣ୍ଣ ବିଶ୍ୱବିଦ୍ୟାଳୟ ଓ ଭର୍ଜିନିଆ ଟେକ୍‌ ସହ ଶିକ୍ଷା, ଦକ୍ଷତା ବିକାଶ ଓ ତାଲିମ କ୍ଷେତ୍ରରେ ବୁଝାମଣାପତ୍ର ଓ ଭାଗୀଦାରି ଚୁକ୍ତି କରିବାର ଯୋଜନା ଥିଲା। ହାଇଦ୍ରାବାଦକୁ ବିଶ୍ୱସ୍ତରୀୟ ଶିକ୍ଷା ଓ ଜ୍ଞାନର କେନ୍ଦ୍ର କରିବା ମଧ୍ୟ ଏହି ଗସ୍ତର ଏକ ପ୍ରମୁଖ ଲକ୍ଷ୍ୟ ଥିଲା। ତେ‌େବ କେନ୍ଦ୍ରର ନିଷ୍ପତ୍ତିକୁ ନେଇ ରେଭନ୍ତ ରେଡ୍ଡୀ କହିଛନ୍ତି ଯେ, ସେ ଏହି ନିଷ୍ପତ୍ତିକୁ ମାନି ଲଣ୍ଡନରୁ ଫେରିବେ। ତେବେ ଶିକ୍ଷା ଓ ଯୁବପିଢ଼ିର ଭବିଷ୍ୟତ ଭଳି ପ୍ରସଙ୍ଗକୁ ରାଜନୀତି ଓ ନିର୍ବାଚନଠାରୁ ଊର୍ଦ୍ଧ୍ୱରେ ରଖିବା ଉଚିତ ବୋଲି ସେ ମତ ଦେଇଛନ୍ତି। ତାଙ୍କ ଆମେରିକା ଗସ୍ତ ବାତିଲ ହୋଇଥିଲେ ମଧ୍ୟ ସାଙ୍ଗରେ ଯାଇଥିବା ତେଲେଙ୍ଗାନାର ଅଧିକାରୀମାନେ ଆମେରିକା ଯାଇ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଜାରି ରଖିବେ ଏବଂ ପ୍ରସ୍ତାବିତ ବୁଝାମଣାପତ୍ର ଓ ଚୁକ୍ତିଗୁଡ଼ିକୁ ଚୂଡ଼ାନ୍ତ କରିବେ। ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ରେବନ୍ତ ରେଡ୍ଡୀଙ୍କ ଆମେରିକା ଗସ୍ତ ପାଇଁ ଦାଖଲ ହୋଇଥିବା କାର୍ଯ୍ୟକ୍ରମ ତାଙ୍କ ପଦବୀ ଓ ଗସ୍ତର ଉଦ୍ଦେଶ୍ୟ ଅନୁଯାୟୀ ଉପଯୁକ୍ତ ନ ଥିଲା। ଏହି କାରଣରୁ ଗସ୍ତକୁ ରାଜନୈତିକ ଅନୁମତି ଦିଆଯାଇ ନ ଥିଲା। ତେବେ  ଏ ରେବନ୍ତ ରେଡ଼  ଙ୍କ ସହ ତାଙ୍କ ରାଜ୍ୟର ବରିଷ୍ଟ ଶିକ୍ଷା ବିତ ମାନେ  ଶାସନ ରେ ଥିବା  ରାଜନୈତିକ ବ୍ୟକ୍ତି ବିଶେଷ ଙ୍କୁ ନିନ୍ଦା କରିଛନ୍ତି ;

News Comment

You Might Also Like

BACK TO TOP