Breaking News

ଗଣେଶ ପୂଜା କୁ ଆସୁଛି ହରର ଓଡ଼ିଆସିନେମା " ଦାହନ " |    (22-Aug-2026)       ||      ଭଞ୍ଜନଗର ଉତ୍ତର ଘୁମୁସର ବନ ଖଣ୍ଡ ରେ ଦୁଇଟି ବାଘ ଛୁଆ ରାସ୍ତା ପାରହେଉଥିବା ଦୃଶ୍ୟ |    (22-Aug-2026)       ||      ଅନ୍ଧବିଶ୍ୱାସ ର କରୁଣ ପରିଣତି , ଧନ ପ୍ରାପ୍ତି ପାଇଁ ଘରେ ଦେଇଥିଲେ ନର ବଳି |   (22-Aug-2026)       ||      ଜଗନ୍ନାଥ ପ୍ରସାଦ ରାସ୍ତାରେ ଦୁଇ ବାଘ ଛୁଆ ଦେଖିବାକୁ ମିଳୁଛି |    (22-Aug-2026)       ||      ଗାନ୍ଧୀ ସ୍କୁଲ ଅଫ ଇଞ୍ଜିନିୟରିଙ୍ଗ ର 19ତମ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ||   (22-Aug-2026)       ||      କୃତିତ୍ୱ ଦେଖାଇଲେ ଖଲ୍ଲିକୋଟ, ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା ରେ ଛାତ୍ର ଛାତ୍ରୀ ମାନେ |    (22-Aug-2026)       ||      କାଲିମେଘି ପଞ୍ଚାୟତ ରେ ଶବଗୃହ ନଥିବାରୁ ଅସୁବିଧା ଭୋଗୁଛନ୍ତି ପଞ୍ଚାୟତ ବାସୀ |   (22-Aug-2026)       ||      ଏକ ପ୍ରକୃତ କର୍ମୀଙ୍କ ନିସ୍ୱାର୍ଥ ପର ସେବା ନିଷ୍ଟାର ଅନନ୍ୟ ଉଦାହରଣ କରିଥିବା ବ୍ୟକ୍ତି |    (22-Aug-2026)       ||      ଶବ ଦାହ କରିବାକୁ ଯାଇ ଶବ ହୋଇଗଲେ କରୁଣା କର |   (22-Aug-2026)       ||      ପଞ୍ଚମ ରାଜ୍ୟ ସ୍ତରୀୟ ଫୋଟୋ ପ୍ରତିଯୋଗିତା ରେ ଫୋଟଗ୍ରାଫର ସମ୍ମାନିତ |    (22-Aug-2026)       ||      ବାଲିଗୁଡା ପୋଲିସ ଦ୍ୱାରା ବ୍ରାଉନ ସୁଗାର ସହିତ ଟଙ୍କା,ମୋବାଇଲ ଓ ମୁଖ୍ୟ ଅଭିଯୁକ୍ତ ଗିରଫ |    (22-Aug-2026)       ||      ଆମେରିକା ଯିବାକୁ ତେଲେଙ୍ଗନା ମୁଖ୍ୟମନ୍ତ୍ରୀ ଙ୍କୁ କେନ୍ଦ୍ର ସରକାର ଙ୍କ ଠାରୁ ମିଳିଲାନି ଅନୁମତି |   (22-Aug-2026)       ||      ପୁଣି ଦ୍ୱତୀୟ ବିବାହ କଲେ ଜଣେ ଅଭିନେତା ||   (22-Aug-2026)       ||      ଜିରୋ ରନ ରେ କେବେବି ଆଉଟ ହୋଇ ନଥିବା ଜଣେ କ୍ରିକେଟିଏର |   (21-Aug-2026)       ||      କନ୍ୟାରୀ ବାଡ଼ିରେ ବେସାହାରା ହୋଇଥିବା ଚାରି କୁନି ଛୁଆଙ୍କୁ ସାହାଯ୍ୟ କଲେ ବିଧାୟକ ପ୍ରତାପ ନାୟକ |    (21-Aug-2026)       ||      ସାଧାରଣ ଲୋକଙ୍କ ପାଈଁ ନାହିଁ ଶ୍ମଶାନ କୁ ରାସ୍ତା , ଶବସଂସ୍କାର ପାଈଁ ହଟ ହଟା |   (21-Aug-2026)       ||      ଜୁଆ ଆଡ୍ଡା ଉପରେ ପୋଲିସ ର ଚଢ଼ାଉ ବାଇକ, ଟଙ୍କା ସହ 7ଜଣ ଗିରଫ |    (21-Aug-2026)       ||      ତପ୍ତପାଣି ଉଷ୍ଣ ପଶ୍ରବଣ ପରିଦର୍ଶନ କରି କନ୍ଧୁଣୀ ଦେବୀଙ୍କ ଉନ୍ନୟନ ବୁଲି ଦେଖିଲେ ବିଧାନ ସଭା ଗୃହ କମିଟି |   (21-Aug-2026)       ||      ବେଗୁନିଆପଡା ବ୍ଲକରେ ସାମାଜିକ ସୁରକ୍ଷା ଜନ ଶୁଣାଣୀ ଅନୁଷ୍ଠିତ |   (21-Aug-2026)       ||      ବସ ସହିତ ବୁଲେଟ ମୁହାଁମୁହିଁ ଧକ୍କାରେ ଯୁବକ ମୃତ |    (21-Aug-2026)       ||     

ଅନ୍ଧବିଶ୍ୱାସ ର କରୁଣ ପରିଣତି , ଧନ ପ୍ରାପ୍ତି ପାଇଁ ଘରେ ଦେଇଥିଲେ ନର ବଳି |

22-Aug-2026

ଧନପ୍ରାପ୍ତି ପାଇଁ ଘରେ ଦେଇଥିଲେ ନରବଳି ||

ଓଡିଶା ଜନ ମତ ବ୍ୟୁରୋ |

ଧନ ପ୍ରାପ୍ତି ପାଈଁ ପୂଜା ଘରେ ପୋତା ଯାଇଥୁଲା ମୁଣ୍ଡ, ପୋଖରୀରେ ଫିଙ୍ଗିଥିଲେ ଗଣ୍ଡି, ମନୁଷ୍ୟ ଅନ୍ଧ ବିଶ୍ୱାସ ରେ ପ୍ରଲୋଭିତ ହୋଇ  ଧନ ପାଇବା ଆଶାରେ ଯେ କିଭଳି ଅପରାଧିକ ନାରକୀୟ କାଣ୍ଡ  ଘଟାଇ ପାରେ ତାର ଏକ ନିଛକ ଘଟଣା ଦେଖିବାକୁ ମିଳିଛି 
ବଲାଙ୍ଗୀର ଦେଓଗାଁ ଥାନା ଅନ୍ତର୍ଗତ ବଗଡା ଗ୍ରାମରେ | ପୋଖରୀରୁ ମୁଣ୍ଡବିହୀନ ଶବ ଜବତ ମାମଲାର ଖୋଳତାଡ଼ରେ ପୁଲିସକୁ ଏକ ଚାଞ୍ଚଲ୍ୟ ଓ ଶିହିରଣ ସୃଷ୍ଟି କାରୀ ଘଟଣାର ଖିଅ ମିଳିଛି। ବ୍ୟକ୍ତିକୁ ନରବଳି ଦିଆଯିବା  ପରେ ମୁଣ୍ଡ-ଓ ଗଣ୍ଡି କୁ ଅଲଗା କରି ଫିଙ୍ଗି ଦିଆଯାଇଥିବା ସ୍ପଷ୍ଟ ହୋଇଛି। ଏହି ଘଟଣାରେ ଦୁଇଜଣ ମହିଳାଙ୍କ ସମେତ ୫ ଜଣଙ୍କୁ ଗିରଫ କରାଯାଇଛି। ପୁର୍ନ ପୁଲିସ ମୁଖ୍ୟ ଅଭିଯୁକ୍ତ ଶତ୍ରୁଘ୍ନ ସାହୁଙ୍କୁ ଗିରଫ କରିଛି । ଗତକାଲି ଦେଓଗାଁ ଥାନା ବଗଡା ଗାଁର  ଏକ ପୋଖରୀରୁ ଜଣେ ବ୍ୟକ୍ତିଙ୍କ ମୁଣ୍ଡବିହୀନ ଶବ ମିଳିଥିଲା। ଶବର ପୋଷାକ ଆଦିର ଅନୁସନ୍ଧାନ କରି ପୁଲିସ ଏହା ତୁଷୁରା ଥାନା ତେବଡା ମୁଣ୍ଡା ଗାଁର ସନ୍ତୋଷ ଖର୍ସେଲ  (୪୦)ବୋଲି ଜଣାପଡ଼ିଥିଲା। ତେବେ ମୁଣ୍ଡ ନ ମଳିବାରୁ ପୁଲିସର ତଦନ୍ତ ଆଗକୁ ବଡ଼ିପାରୁନଥିଲା। ଶେଷ ଥର ପାଇଁ ସନ୍ତୋଷ ବଗଡ଼ା ଗାଁର
ଶତ୍ରୁଘ୍ନ ସାହୁ ସହ ଯାଉଥିବା ଦେଖାଯାଇଥିଲା। ଏହା ଜଣାପଡ଼ିବା ପରେ ଶତ୍ରୁଘ୍ନକୁ ଡାକି ପୁଲିସ ପଚରାଉଚରା କରିଥିଲା। ପଚରାଉଚରା ପରେ ଯାହା ଜଣାପଡ଼ିଲା ସେଥିରେ ପୁଲିସର ରୋମଟାଙ୍କୁରି ଉଠିଥିଲା। ଧନପ୍ରାପ୍ତି, ପରିବାରରେ ସୁଖସମୃଦ୍ଧି ନିମନ୍ତେ ଶତ୍ରୁଘ୍ନ ମାନସିକ କରିଥିଲା। ଏଥିପାଇଁ ସେ ଘରେ ଅନେକ ଗୁଣିଗାରେଡ଼ି କରୁଥିଲା। ଏକ ପଥର ଓ ତମ୍ବା ନାଗ ଆଦି ରଖି ପୂଜାର୍ଚ୍ଚନା କରୁଥିଲା । ଶେଷରେ ନିଜର ଇଚ୍ଛାର ତ୍ବରିତ ପୂରଣ ନିମନ୍ତେ ନରବଳି ଦେବାକୁମନସ୍ଥ କରିଥିଲା। ସନ୍ତୋଷକୁ ଫୁସୁଲାଇ ଓ ପ୍ରଲୋଭିତ କରି ନିଜ ଘରକୁ ଡାକି     ଅଣିଥିଲା। ଘରେ ଖାଇବାରେ ନିଶା ଦେଇ ଅଚେତ କରିବା ପରେ ମଧ୍ୟରାତ୍ରୀରେ ପୂଜାର୍ଚ୍ଚନା କରି ମୁଣ୍ଡ କାଟି ପଥରରେ ରକ୍ତ ଚଡ଼ାଇଥିଲା। ମୁଣ୍ଡଟିକୁ ପୂଜାସ୍ଥାନରେ ଖୋଳି ପୋତି ଦେବା ପରେ ଗଣ୍ଡିଟିକୁ ନିଜ ଘର ଠାରୁ ୫ଶହ ମିଟର ଦୂର ପୋଖରୀରେ ଫିଙ୍ଗି ଦେଇଥିଲା। ପୁଲିସ, ସମ୍ପ୍ରତି ଅଭିଯୁକ୍ତ ଶତ୍ରୁଘ୍ନର ଭାଉଜ, ମା ଓ ଭାଇକୁ ଗିରଫ କରିଛି। ଅଭିଯୁକ୍ତ
ଶତ୍ରୁଘ୍ନ ମଧ୍ୟ କିଭଳି ଘରେ ନରବଳି ଦେଇଥିଲା ତା’ର ଡେମୋ କରି ଦେଖାଇଛି। ବଳିରେ ବ୍ୟବହୃତ ଧାରୁଆ ଅସ୍ତ୍ର ଜବତ କରାଯାଇଛି। ମାମଲାର ତଦନ୍ତ ଉତ୍ତରାଞ୍ଚଳ ଆଇଜି ହିମାଂଶୁ ତତ୍ବାବଧାନରେ ହେଉଛି। ୬ ବର୍ଷ ପୂର୍ବେ ଦେଓଗାଁ ଥାନା ଅଧୀନ ସିଲେଟକାନି ଗାଁରେ ବବଲୁ ବଗର୍ତ୍ତୀ (୧୦) ବଳି ଦିଆଯାଇଥିଲା। ବର୍ତମାନ ଏହି ନରବଳି ପରେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ଏହାକୁ ନେଇ ବୁଦ୍ଧିଜୀବୀ ମହଲରେ ଗଭୀର ଉଦ୍‌ବେଗ ପ୍ରକାଶ ପାଇଛି।

News Comment

You Might Also Like

BACK TO TOP