Breaking News

ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||      ବାଲି ଚୋରା ଚାଲାଣ ଅଭିଯୋଗ ରେ ପାଇକମାଳ ପୋଲିସ ଦ୍ୱାରା ଜଣକୁ ଗିରଫ ସହ ବାଲି ହାଇୱା ଜବତ କଲା |    (05-Oct-2026)       ||      ଛତ୍ରପୁର ରେ ଅବସର ପ୍ରାପ୍ତ ସହକାରୀ ଯୋଗାଣ ଅଧିକାରୀ ଙ୍କ ଦ୍ୱାଦଶାହ କାର୍ଯ୍ୟ ପାଳିତ |   (05-Oct-2026)       ||      ଝାଡବାଇ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ||   (05-Oct-2026)       ||      ଗରଦ ପୁର ମଧୁବାବୁ ପାଠାଗାର ରେ କବିବର ରାଧାନାଥ ଜୟନ୍ତୀ ପାଳିତ ||   (05-Oct-2026)       ||      ଜିଲ୍ଲା କଂଗ୍ରେସର ପରିବର୍ଦ୍ଧିତ୍ବ କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ |   (05-Oct-2026)       ||      ବରଗଡ଼ ଜିଲ୍ଲା ରେ ଜିଲ୍ଲପାଳ ଙ୍କ ନିର୍ଦ୍ଧେଶ ରେ ବାଦ ପଡ଼ିଥିବା ଓ ନୂତନ ଯୁବ ଭୋଟର ଙ୍କ ପାଇଁ ସ୍ୱତନ୍ତ୍ର ଅଭିଯାନ ||   (04-Oct-2026)       ||      ବ୍ରହ୍ମପୁର ନିମଖଣ୍ଡି ଥାନା ଅଞ୍ଚଳ ରେ ବନ୍ଧୁର ଆକ୍ରମଣ ରେ ବନ୍ଧୁର ମୃତ୍ୟୁ |    (04-Oct-2026)       ||      ପୋଲମା ବିଦ୍ୟାଳୟ ଛାତ୍ର ସୁଶାନ୍ତ ଙ୍କୁ ଜାତୀୟ ଥ୍ରୋ- ବଲରେ ସ୍ଵର୍ଣ ପଦକ |   (04-Oct-2026)       ||      ଆଲିଜିନିଗୁଡା ଆମ୍ବ ତୋଟା ରେ ବିଜେଡିର ବିଶାଳ ମିଶ୍ରଣ ପର୍ବ |   (04-Oct-2026)       ||     

ଜିରୋ ରନ ରେ କେବେବି ଆଉଟ ହୋଇ ନଥିବା ଜଣେ କ୍ରିକେଟିଏର |

21-Aug-2026

କେବେ ବି ଜିରୋ ରନ୍‌ରେ ଆଉଟ ହୋଇନଥିବା ଜଣେ ଷ୍ଟାର କ୍ରିକେଟର |

ଓଡିଶା ଜନ ମତ ବ୍ୟୁରୋ,

କ୍ୟାରିୟର ସାରା ଧମାକାଦାର ରେକର୍ଡ କରିଥିଲେ ।ଏବଂ କେବେବି ଜିରୋ ରନ ରେ ଆଉଟ ହୋଇନଥିବା କ୍ରିକେଟର ଜଣେ ||ଟିମ୍ ଇଣ୍ଡିଆର ଏମିତି ଜଣେ ଖେଳାଳି ଯିଏକି ତାଙ୍କ କ୍ରିକେଟ କ୍ୟାରିୟରେ କେବେ ବି ଦିନିକିଆ ଫର୍ମାଟରେ ଖାତା ଖୋଲିବା ପୂର୍ବରୁ ଅର୍ଥାତ ଶୂନରେ ଆଉଟ ହୋଇନଥିଲେ । କିଏ ସେ କ୍ରିକେଟର? ଜାଣିଛନ୍ତି କି? ଯଦି ନା ତେବେ ଜାଣନ୍ତୁ ତାଙ୍କ ବାବଦରେ...
ଭାରତ ପାଇଁ ବର୍ଷ ବର୍ଷ ଧରି କ୍ରିକେଟ ଖେଳିଛନ୍ତି ସେ । କିନ୍ତୁ ଦିନିକିଆ ଫର୍ମାଟରେ ତାଙ୍କୁ କେହି ବି ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟନ ପଠାଇବାରେ ସଫଳ ହୋଇନଥିଲେ । ଯାହାକି ଏକ ବିରଳ ରେକର୍ଡ କହିଲେ ଅତ୍ୟୁକ୍ତି ହେବ ନାହିଁ । ଏମିତି ସେମିତି ନୁହେଁ ଅନେକ ନାଁ ବି କରିଛନ୍ତି ସେ ।
ଭାରତ ପାଇଁ ବର୍ଷ ବର୍ଷ ଧରି କ୍ରିକେଟ ଖେଳିଛନ୍ତି ସେ । 
ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟରରେ ମୋଟ ୨୪୮୯ ରନ୍ କରିଥିଲେ ଟିମ୍ ଇଣ୍ଡିଆର କିମ୍ବଦନ୍ତୀ କ୍ରିକେଟର । ଆଉ ଦୁଇଟି ଓ୍ବିକେଟ ବି ନେଇଥିଲେ । ତେବେ ODI ଫର୍ମାଟରେ କେବେ ଶୂନ ରନ୍‌ରେ ଆଉଟ ହୋଇନଥିବା ବ୍ୟାଟର । ସେ ହେଉଛନ୍ତି ୟଶପାଲ୍‌ ଶର୍ମା ।
ଭାରତ ପାଇଁ ମୋଟ ୪୨ଟି ଦିନିକିଆ ମ୍ୟାଚ୍‌ ଖେଳିଥିବା ୟଶପାଲ୍‌ ଶର୍ମା ମୋଟ ୮୮୩ ରନ୍ କରିଥିଲେ । ଯେଉଁଥିରେ ୪ଟି ଅର୍ଦ୍ଧଶତକ ବି ରହିଛି । ଦିନିକିଆରେ ତାଙ୍କର ସର୍ବାଧିକ ବ୍ୟକ୍ତିଗତ ସ୍କୋର ହେଉଛି ୮୯ ରନ୍ ।
ODI ଫର୍ମାଟରେ ୪୨ଟି ମ୍ୟାଚ୍‌ ଖେଳିଥିଲେ ବି କେବେ ଜିରୋରେ ଆଉଟ ହୋଇନଥିଲେ ୟଶପାଲ ଶର୍ମା । ସେତେବେଳେ ଓ୍ବେଷ୍ଟଇଣ୍ଡିଜ୍‌ ଟିମ୍ ଘାତକ ଥିଲା ଏବଂ ବୋଲରମାନେ ଭୟଙ୍କର ବୋଲିଂ ବି କରୁଥିଲେ । କିନ୍ତୁ ୟଶପାଲ ଶର୍ମା ସମସ୍ତଙ୍କୁ ସାମ୍ନା କରୁଥିଲେ ।
୧୯୮୩ ମସିହାରେ ଭାରତ ଦିନିକିଆ ବିଶ୍ବକପ୍‌ ଚାମ୍ପିୟନ ହୋଇଥିଲା ଆଉ ୟଶପାଲ୍‌ ଶର୍ମା ସେତେବେଳେ ଟିମ୍ ଇଣ୍ଡିଆର ସଦସ୍ୟ ଥିଲେ । ସେତେବେଳେ ଓ୍ବେଷ୍ଟଇଣ୍ଡିଜ୍‌ ଟିମ୍ ବିଶ୍ବର ସବୁଠୁ ଶକ୍ତିଶାଳୀ ଟିମ୍ ଥିଲା । ଆଉ ଦମଦାର ପ୍ରଦର୍ଶନ କରୁଥିଲା । ଭାରତ ଇଣ୍ଡିଜକୁ ସାମ୍ନାକୁ କରି ପ୍ରଥମ ଥର ଚାମ୍ପିୟନ ହୋଇଥିଲା ।
୧୯୭୮ ମସିହାରେ ମାତ୍ର ୨୪ ବର୍ଷ ବୟସରେ ପାକିସ୍ତାନ ବିପକ୍ଷରେ ଡେବ୍ୟୁ କରିଥିଲେ ୟଶପାଲ୍‌ ଶର୍ମା । ପରେ ପରେ ୧୯୭୯ ମସିହାରେ ଟେଷ୍ଟ ଡେବ୍ୟୁ କରିଥିଲେ ସେ । ୧୯୭୯ରୁ ୧୯୮୫ ମଧ୍ୟରେ ସେ ମୋଟ ୩୭ଟି ଟେଷ୍ଟ ଏବଂ ୪୨ଟି ଦିନିକିଆ ଖେଳିଥିଲେ ।
୧୯୭୮ ମସିହାରେ ମାତ୍ର ୨୪ ବର୍ଷ ବୟସରେ ପାକିସ୍ତାନ ବିପକ୍ଷରେ ଡେବ୍ୟୁ କରିଥିଲେ ୟଶପାଲ୍‌ ଶର୍ମା । ପରେ ପରେ ୧୯୭୯ ମସିହାରେ ଟେଷ୍ଟ ଡେବ୍ୟୁ କରିଥିଲେ ସେ । ୧୯୭୯ରୁ ୧୯୮୫ ମଧ୍ୟରେ ସେ ମୋଟ ୩୭ଟି ଟେଷ୍ଟ ଏବଂ ୪୨ଟି ଦିନିକିଆ ଖେଳିଥିଲେ ।
ଟେଷ୍ଟ ଫର୍ମାଟରେ ୨ଟି ଶତକ ଏବଂ ୯ଟି ଅର୍ଦ୍ଧଶତକ ମାରିଥିବା ୟଶପାଲ୍‌ ଶର୍ମା ମୋଟ ୧୬୦୬ ରନ୍ କରିଥିବା ବେଳେ ଦିନିକିଆରେ ୪ ଅର୍ଦ୍ଧଶତକ ସହିତ ୮୮୩ ରନ୍ କରିଥିଲେ । ବିଶ୍ବ ଜିତାଇବାରେ ବି ତାଙ୍କ ଭୂମିକା ବେଶ୍‌ ଗୁରୁତ୍ବପୂର୍ଣ୍ଣ ଥିଲା । ବିଶ୍ବରେ ସେ ୮ଟି ମ୍ୟାଚ ଖେଳି ୨୪୦ ରନ କରିଥିଲେ ।
୨୦୨୧ରେ ୟଶପାଲ ଶର୍ମାଙ୍କ ପରଲୋକ ଘଟିଥିଲା । କିନ୍ତୁ କ୍ରିକେଟ ଜଗତରେ ସେ ଛାଡିଯାଇଥିବା ଛାପ ଏବଂ ରେକର୍ଡ ଭାଙ୍ଗିବା ବେଶ୍‌ କଷ୍ଟକର । ।

News Comment

You Might Also Like

BACK TO TOP