Breaking News

ରାଜ୍ୟ ଯୋଜନା ବୋର୍ଡ ଗଠିତ, ଗଞ୍ଜାମ ଜିଲ୍ଲା ଅଧକ୍ଷ ହେଲେ ପୂର୍ଣ୍ଣ ଚନ୍ଦ୍ର ସେଠୀ |    (01-Apr-2026)       ||      ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ଓଡିଶା ଦିବସ--2026 ପାଳିତ |   (01-Apr-2026)       ||      ଉତ୍କଳ ସମ୍ମିଳନୀ ଖୋର୍ଦ୍ଧା ଜିଲ୍ଲା ଶାଖା ତରଫରୁ ଉତ୍କଳ ଦିବସ ପାଳିତ | |   (01-Apr-2026)       ||      ଖଲ୍ଲିକୋଟ ସରକାରୀ ଚାରୁ ଓକାରୁକାଳ ମହାବିଦ୍ୟାଳୟ ରେ ଉତ୍କଳ ଦିବସ ପାଳିତ ||   (01-Apr-2026)       ||      ବୁଗୁଡ଼ା ପିପୁଲ୍ସ କଲେଜ ତରଫରୁ ଉତ୍କଳ ଦିବସ ପାଳନ |   (01-Apr-2026)       ||      ବାଲିଗୁଡା ରେ ଉତ୍କଳ ଦିବସ ପାଳିତ |   (01-Apr-2026)       ||      ଖଲ୍ଲିକୋଟ ବ୍ଳକ ଅନ୍ତର୍ଗତ କନକା କ୍ଲଷ୍ଟର ରେ ଖଡିଛୁଆଁ ପ୍ରବେଶ ଉତ୍ସବ ପାଇଁ ଅଭିଭାବକ ଙ୍କୁ ନିମନ୍ତ୍ରଣ ପତ୍ର ବଣ୍ଟନ |    (01-Apr-2026)       ||      ପୋଲସରା ରେ ଉତ୍କଳ ଦିବସ ଅବସର ରେ ପଞ୍ଚ ମହାପୁରୁଷ ଙ୍କ ପ୍ରତିମୂର୍ତ୍ତି ସ୍ଥାପନ ||   (01-Apr-2026)       ||      କେନ୍ଦ୍ରୀୟ ବିଦ୍ୟାଳୟ, ଆଇଟି ବିପି ଖୋର୍ଦ୍ଧା ରେ ଉତ୍କଳ ଦିବସ ପାଳିତ |    (01-Apr-2026)       ||      ହରିଡା ଖଣ୍ଡି ରୋଡ଼ ରାଧା କୃଷ୍ଣ ମନ୍ଦିର ରେ ବ୍ରହ୍ମଚାରୀ ଙ୍କ ଆତ୍ମ ହତ୍ୟା |    (01-Apr-2026)       ||      ଖୋର୍ଦ୍ଧା ଜିଲ୍ଲା କର୍ମଜିବୀ ସାମ୍ବାଦିକ ସଂଘ ପକ୍ଷରୁ ଉତ୍କଳ ଦିବସ ରେ ରୋଗୀଙ୍କୁ ଫଳ ବଣ୍ଟନ |    (01-Apr-2026)       ||      ଶିଶୁମନ୍ଦିର ରେ ପ୍ରବେଶ ଉତ୍ସବ ଓ ଉତ୍କଳ ଦିବସ ପାଳିତ |   (01-Apr-2026)       ||      ପୁରୁଷୋତ୍ତମପୁର ସହର ସ୍ଥିତ ସରସ୍ବତୀ ଶିଶୁ ମନ୍ଦିର ରେ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ |    (01-Apr-2026)       ||      ପଥର ବୋଝେଇ ଟ୍ରାକ୍ଟର ଧକ୍କାରେ ଦୁଇ ଯୁବକ ମୃତ |    (01-Apr-2026)       ||      ପୋଲସରା ତହସିଲ କାର୍ଯ୍ୟାଳୟ ପକ୍ଷରୁ ଜନ ଗଣନା -2027 ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ||   (31-Mar-2026)       ||      ଖଲ୍ଲିକୋଟ 16ନଂ ଜାତୀୟ ରାଜପଥ ବଡ଼ଘାଟି ଉପରେ ଓଲଟିଲା ଏସଡ଼ି ଭର୍ତ୍ତି ଟେଙ୍କେର ||    (31-Mar-2026)       ||      ଚତୁର୍ଥ ପାଳି ଚୈତ ମଙ୍ଗଳବାର ରେ ପଦ୍ମଫୁଲ ବେଶରେ ଦର୍ଶନ ଦେଲେ ମା ପାଟଖଣ୍ଡା |    (31-Mar-2026)       ||      ନାବାଳିକା କୁ ଦୁଷ୍କର୍ମ ଜଣେ ନାବାଳକ ସହ ଦୁଇ ଅଭିଯୁକ୍ତ ଗିରଫ |    (31-Mar-2026)       ||      ନୁଆଁ ସାହି ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ |    (31-Mar-2026)       ||      ଖୋର୍ଦ୍ଧା ଓକିଲ ସଙ୍ଘ ନିର୍ବାଚନ ରେ ଲୋତକ ବିନ୍ଦୁ ପଟନାୟକ,, ଓସମ୍ପାଦକ ହେଲେ ଲିଙ୍ଗ ରାଜ ସାହୁ |    (30-Mar-2026)       ||     

ବିଶ୍ୱ କର୍କଟ ଦିବସ ଅବସର ରେ କ୍ରାନ୍ତି ତରଫରୁ ଦେଶ ବାସୀଙ୍କୁ ଆହ୍ୱାନ |

04-Feb-2025

ବିଶ୍ଵ କର୍କଟ ଦିବସ ଅବସରରେ କ୍ରାନ୍ତି ତରଫରୁ ଦେଶବାସୀଙ୍କୁ ଆହ୍ବାନ

:
("ଆସ ମିଳିମିଶି ସଚେତନ କରିବା, କର୍କଟ ମୁକ୍ତ ଭାରତ ଗଠନ କରିବା")
 
             .ଓଡିଶା ଜନ ମତ ବ୍ୟୁରୋ, 

ବ୍ରହ୍ମପୁର ତା ୦୪.୦୨.୨୦୨୫ ରିଖ ବିଶ୍ବ କର୍କଟ ଦିବସ ଅବସରରେ  "ଆସ ମିଳିମିଶି ସଚେତନ କରିବା, କର୍କଟ ମୁକ୍ତ ଭାରତ ଗଠନ କରିବା" ଏହି ବାର୍ତ୍ତା ଦେଶବାସୀଙ୍କୁ ଆହ୍ବାନ ଦେବାପାଇଁ ବ୍ରହ୍ମପୁରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ କ୍ରାନ୍ତି ଓ ବିଶାଖାପାଟଣା ସ୍ଥିତ ମହାତ୍ମାଗାନ୍ଧୀ କ୍ୟାନ୍ସର ହସପିଟାଲ ଓ ରିସର୍ଚ୍ଚ ସେଣ୍ଟର ଉଦ୍ୟମରେ ବ୍ରହ୍ମପୁର ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ଖେଳ ପଡିଆ ଠାରେ କ୍ରାନ୍ତି ଅନୁଷ୍ଠାନର  କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ମୁଖ କର୍କଟ ରୋଗୀ ଡ଼ ଦେବାନନ୍ଦ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ସଚେତନତା କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଡା ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ବିଇଏମସି ର ମେୟର ସଂଘମିତ୍ରା ଦଳେଇ,ପୂର୍ବତନ ଓଡ଼ିଶା କାଜୁ ନିଗମ ଅଧ୍ୟକ୍ଷ ସୁବାସ ମହାରଣା,ବିଶାଖାପାଟଣା ସ୍ଥିତ ମହାତ୍ମାଗାନ୍ଧୀ କ୍ୟାନ୍ସର ହସପିଟାଲ ଓ ରିସର୍ଚ୍ଚ ସେଣ୍ଟର ର ବରିଷ୍ଟ ରେଡିଆସାନ ଓଙ୍କୋଲଜୀ ଡ଼ାକ୍ତର କାହୁଁ ଚରଣ ପାତ୍ର,ବ୍ରହ୍ମପୁର ବରିଷ୍ଟ ମଧୁମେୟ ଡାକ୍ତର ସୁନିଲ କୋଟା, ଏମ .କେ.ସି.ଜି ମେଡିକାଲ କଲେଜ ଓ ହସପିଟାଲର ଟିବି ଓ ଚେଷ୍ଟର 
ଏସୋସିଷ୍ଟଟ ପ୍ରଫେସର ଡାକ୍ତର ପ୍ରୀୟଜୀତ ଜେନା, ମନୁ ସେନା ର ଚେୟାରପର୍ସନ ମୀନା ଦ୍ୟାନ ସାମନ୍ତରାୟ, ସାମନ୍ତରାୟ ଏକାଡେମୀ ର ନିର୍ଦେଶକ ଦେବେଶ ସାମନ୍ତରାୟ ଓ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ଅଧକ୍ଷ ଇଁ ରଞ୍ଜନ କୁମାର ପରିଡ଼ାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହ ବିଭିନ୍ନ ଗଣମାଧ୍ୟମ ବ୍ୟକ୍ତି ବିଶେଷ ଉପସ୍ଥିତ ରହି  ବିଶ୍ବ କର୍କଟ ଦିବସ ଅବସରରେ ଜନସାଧାରଣଙ୍କୁ କର୍କଟ ରୋଗର ଭୟାବହତା ବିଷୟରେ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ସଚେତନତା କରାଇଥିଲେ।କ୍ରାନ୍ତି ଅନୁଷ୍ଠାନର କାର୍ଯନିର୍ବାହୀ ନିର୍ଦ୍ଦେଶକ ଡ଼ ଦେବାନନ୍ଦ ଦାଶଙ୍କ ପ୍ରତ୍ୟେକ ତତ୍ଵାବଧାନ ରେ ଉକ୍ତ ସଚେତନତା ସଭା ଓ ବିଶାଳ ପଦଯାତ୍ରାରେ ସେ ଜଣେ ମୁଖ କର୍କଟ ରୋଗୀ ହୋଇଥିବା ଯୋଗୁଁ ସେ ଲୋକମାନଙ୍କୁ କହିଥିଲେ କର୍କଟ ରୋଗ ପ୍ରତି ଜନସାଧାରଣଙ୍କ ମଧ୍ୟରେ  ସଠିକ୍ ସଚେତନ ନଥିବାରୁ , ଏହି ରୋଗରେ ପୀଡିତ ମୃତ୍ୟୁ ସୁନିଶ୍ଚିତ ବୋଲି ଭାବି ନିଅନ୍ତି ଏବଂ ପ୍ରତ୍ୟେକ ବର୍ଷ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟୁଛି। କର୍କଟ ରୋଗର ଚିକିତ୍ସା ବର୍ତମାନ ସମୟରେ ଅତ୍ୟନ୍ତ ସହଜ ଓ ଉପଯୁକ୍ତ ଚିକିତ୍ସା ମିଳିଲେ ଏଥିରୁ ରୋଗୀ ବଞ୍ଚି ପାରିବ।ସେ ଉପସ୍ଥିତି ସମସ୍ତଙ୍କୁ ନିବେଦନ କରି କହିଥିଲେ ଆସନ୍ତୁ ସମସ୍ତେ ମିଳମିଶି ସଚେତନ କରିବା ଓ ଭାରତକୁ କର୍କଟ ମୁଖରୁ ରକ୍ଷା କରିବା। ଉପସ୍ଥିତ ସମସ୍ତଙ୍କୁ ଶପଥ କରାଇ ତମାଖୁ ଛାଡ଼ନ୍ତୁ ଜୀବନ ବାଛନ୍ତୁ ଏହି ମନ୍ତ୍ର ସଂକଳ୍ପ କରାଇଥିଲେ। ଡ. ପାତ୍ର କର୍କଟ ରୋଗ ବିଷୟରେ ଆଲୋକପାତ କରାଇବା ସହ ଲୋକ ମାନେ କିପରି ସୁବିଧାରେ ଚିକିତ୍ସା କରି ପାରିବେ ସମସ୍ତ ଙ୍କୁ ଅବଗତ କରାଇଥିଲେ। ସମସ୍ତ ଅତିଥି ମାନେ ପ୍ଲାକ କାଡ ଦେଖାଇ ବିଶାଳ ପଦଯାତ୍ର (ୱାକଥନ୍ )କୁ ଶୁଭାରମ୍ଭ କରିଥିଲେ।ଏହି ବିଶାଳ ସମାରୋହ ଓ ଗଣ ପଦଯାତ୍ରାରେ ବିଭିନ୍ନ ସାମାଜିକ ଅନୁଷ୍ଠାନ, ସ୍ବେଛାସେବୀ ମାନଙ୍କ ସହ  ସାମନ୍ତରାୟ ଏକାଡେମୀ, ଆର୍ୟାନ ଗୁରୁକୂଳ, କେ.ସି. ପବ୍ଲିକ ସ୍କୁଲ, ଆଇ ଟି ଆଈ ବ୍ରହ୍ମପୁର, ଜ୍ଞାନ ବିକାଶ ଇଂଲିଶ ମିଡ଼ିୟମ ସ୍କୁଲ, ନାଳନ୍ଦା ହାୟର ସେକେଣ୍ଡାରୀ ସ୍କୁଲ, ସେଣ୍ଟ ଜାଭିୟର୍ସ ସ୍କୁଲ, ୟୁସିପି ଇଂଜିନିୟରିଂ ସ୍କୁଲ , ସିଦ୍ଧ  ଭୈରବୀ  ହାୟର ସେକେଣ୍ଡାରୀ ସ୍କୁଲ, ବ୍ରହ୍ମପୁର ପୋଲିସ ବାହିନୀ , ଆଇଏସଆରଡି ଓ ୱାନ ଷ୍ଟେପ ସେଣ୍ଟର ର କର୍ମକର୍ତ୍ତା ସହ ସମସ୍ତ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ପ୍ରାୟ ୧୮୦୦ ଯୁବକ ଯୁବତୀ ଯୋଗଦେଇ ପଦଯାତ୍ରାରେ କର୍କଟ ରୋଗ ବିଷୟରେ ଲୋକମାନଙ୍କୁ ସଚେତନତା କରାଇଥିଲେ। ବ୍ରହ୍ମପୁର ସହର ର ଏସଡିପିଓ, ରିସର୍ଭ ଇନ୍ସପେକ୍ଟର,ଅନ୍ୟାନ୍ୟ ପୋଲିସ କର୍ମଚାରୀ, ସମସ୍ତ ଗଣ ମାଧ୍ୟମ ବ୍ୟକ୍ତି ବିଶେଷ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ।
ଏହି ବିଶାଳ ସମାରୋହ କାର୍ଯ୍ୟକ୍ରମକୁ ବିଜେପି ନେତା  ରାମ ସାମଲ ,କ୍ରାନ୍ତି ଅନୁଷ୍ଠାନର ଦେବରାଜ ରାଉତ, ନିର୍ମଳା ଦାଶ , ଅରୁଣ ପଟ୍ଟନାୟକ,ଚର୍ଚ୍ଚିକା ଦାଶ , ଚିନ୍ମୟାନନ୍ଦ ଦାଶ , ବି ସଂଜୟ ପାତ୍ର, ଆଶିଷ ବେହେରା, ଦିଲେଶ ରାଓ, ପୂର୍ଣ୍ଣ ଚନ୍ଦ୍ର ସାହୁ ଓ ମହାତ୍ମାଗାନ୍ଧୀ କ୍ୟାନ୍ସର ହସପିଟାଲ ଓ ରିସର୍ଚ୍ଚ ସେଣ୍ଟରର ଏ. ପ୍ରତାପ ରାଓ, ପି. ଆନନ୍ଦ ରାଓ ଓ ଗୌତମ , ଆଇ ଟି ଆଇ ର ରତିକାନ୍ତ ପରିଡ଼ା,ଟୁଟୁ ପାଢ଼ି ସମେତ ସମସ୍ତ ଟିଓ ଓ ଏ ଟି ଓ,କ୍ରାନ୍ତି ଅନୁଷ୍ଠାନର ସମସ୍ତ ସଦସ୍ୟ ଉପସ୍ଥିତି ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।ଶେଷରେ ଡ଼ଃ ଦେବାନନ୍ଦ ଦାଶ ସମସ୍ତଙ୍କୁ ସହଯୋଗ ପାଇଁ ହୃଦୟରୁ ଧନ୍ୟବାଦ ଦେଇଥିଲେ।
 
News Comment

You Might Also Like

BACK TO TOP