Breaking News

ନବେ ଦଶକ ରେ ଝିଅ ଙ୍କ ହୃଦୟ ରେ ରାଜ କରୁଥିବା ଅଭିନେତା ଆଜି ବାହାଘର ପାର୍ଟିରେ କରୁଛନ୍ତି ଡେନ୍ସ |   (11-Sep-2026)       ||      ଶେରଗଡ଼ ରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ |    (10-Sep-2026)       ||      ସିଏଚ ନୂଆଙ୍ଗା ଓ ଶିକୁଳା ରେ ବିଜେପି ର ସେବା ସଂକଳ୍ପ ଅଭିଯାନ |    (10-Sep-2026)       ||      କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲକାଙ୍କୁ "ସଂସଦ ରତ୍ନ ସମ୍ମାନ |   (10-Sep-2026)       ||      ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ରେ 247ଜଣଙ୍କ ପଞ୍ଜିକରଣ ||   (10-Sep-2026)       ||      ପୃଥକ ପୃଥକ ଦୁର୍ଘଟଣା ରେ କୋଦଳା ଠାରେ ଜଣେ ମୃତ, ପାଞ୍ଚ ଗୁରୁତର,    (10-Sep-2026)       ||      ଏକ କୋଟିରୁ ଉର୍ଦ୍ଧ ଟଙ୍କାର ଗଞ୍ଜେଇ କୁ ଜବତ କଲା ପୋଲସରା ପୋଲିସ |   (10-Sep-2026)       ||      ଲାଞ୍ଜିଗଡ ରେ ପହଁଚିଲେ ଅଞ୍ଚଳ ବାସୀ, ଲୋଦ ଶିକାକା ଙ୍କ ଜାମିନ ପାଇଁ |    (10-Sep-2026)       ||      ଲୁକାୟିତ କଳାକୁ ବଜାର ଦେବା ଉପରେ ଗୁରୁତ୍ୱ ଦେବାକୁ ଆଲୋଚନା |    (10-Sep-2026)       ||      ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ, ଉଲ୍ଲାସ ଜନ ସଚେତନତା କାର୍ଯ୍ୟକ୍ରମ ||   (10-Sep-2026)       ||      ଶାରଳା ସଂସ୍କୃତ ମହା ବିଦ୍ୟାଳୟ ର 14 ତମ ପ୍ରତିଷ୍ଠା ଦିବସ ପାଳିତ ||   (10-Sep-2026)       ||      ହାତରେ ଲାଗିବନି ଅଟା, ରୁଟି କରିବାର ସହଜ ପ୍ରଣାଳୀ ||   (10-Sep-2026)       ||      17 ବର୍ଷ ରେ 1700 ରୁ ଅଧିକ ଦଣ୍ଡ ନୃତ୍ୟ ପରିବେଷଣ କରିଛନ୍ତି ଦେବେନ୍ଦ୍ର ନାଏକ ||   (10-Sep-2026)       ||      ଛୁରୀ ଦେଖାଇ ଲୁଟ ଅଭିଯୁକ୍ତ କୁ କୋର୍ଟ ଚାଲାଣ ||   (09-Sep-2026)       ||      ଗଣେଶ ପୂଜା ପାଇଁ ମୂର୍ତ୍ତି ନିର୍ମାଣ ରେ କାରିଗର ବ୍ୟସ୍ତ |    (09-Sep-2026)       ||      ସାମାନ୍ୟ କଥାକୁ ନେଇ ଜଣେ ଯୁବକଙ୍କୁ ମରଣା ନ୍ତାକ ଆକ୍ରମଣ |    (09-Sep-2026)       ||      ନାବାଳିକା ଙ୍କୁ ବଳତ୍କାର କରିବା ଅଭିଯୋଗ ରେ 20ବର୍ଷ ଜେଲ ଦଣ୍ଡ ସହ 70 ହଜାର ଜୋରିମାନା |    (09-Sep-2026)       ||      ବୈଦ୍ୟନାଥ ପୁର ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରତାରଣା କରି କୋର୍ଟ ଚାଲାଣ ||   (09-Sep-2026)       ||      ଦୁର୍ଘଟଣା ରେ ଆହତ ଦୁଇ ବ୍ୟକ୍ତି ମେଡିକାଲ ରେ ଭର୍ତ୍ତି ||   (09-Sep-2026)       ||      ପୋଲସରା ରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା -2026 ଅନୁଷ୍ଠିତ |   (09-Sep-2026)       ||     

ଆକ୍ଷୟ କୁମାର ଶିଳ୍ପା ସେଟ୍ଟିଙ୍କ ଅତୀତ କୁ ନେଇ ଖୁଲାସା କଲେ ନିର୍ଦେଶକ ସୁନୀଲ ଦର୍ଶନ |

08-Sep-2026

ନିର୍ଦେଶକ ସୁନୀଲ ଦର୍ଶନ ଙ୍କ ବଡ଼ ଖୁଲାସା,  ଅକ୍ଷୟ କୁମାର ଓ ଶିଳ୍ପା ଶେଟ୍ଟୀଙ୍କ ବିବାହ ହେବାର ଥିଲା, କିନ୍ତୁ ଭୁଲ ବୁଝାମଣା ଯୋଗୁଁ ଭାଙ୍ଗି ଯାଇଥିଲା  ||
ଓଡିଶା ଜନ ମତ ବ୍ୟୁରୋ,

ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ଏବଂ ଶିଳ୍ପା ଶେଟ୍ଟୀଙ୍କ ଅତୀତର ସମ୍ପର୍କକୁ ନେଇ ନିର୍ଦ୍ଦେଶକ ସୁନୀଲ ଦର୍ଶନ ଏକ ବଡ଼ ଖୁଲାସା କରିଛନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ, ଗୋଟିଏ ସମୟରେ ଅକ୍ଷୟ ଓ ଶିଳ୍ପାଙ୍କ ସମ୍ପର୍କ ବହୁତ ଗଭୀର ଥିଲା ଏବଂ ଉଭୟ ବିବାହ କରିବାକୁ ଯାଉଥିଲେ। କିନ୍ତୁ କିଛି ଭୁଲ ବୁଝାମଣା ଯୋଗୁଁ ସେମାନଙ୍କର ଏହି ସମ୍ପର୍କ ଭାଙ୍ଗିଯାଇଥିଲା।
ମିନିଟ୍ସ ଅଫ୍ ମସାଲା`କୁ ଦେଇଥିବା ଏକ ସାକ୍ଷାତକାରରେ ସୁନୀଲ ଦର୍ଶନ କହିଛନ୍ତି ଯେ, ସେହି ସମୟରେ ଅକ୍ଷୟ ଓ ଶିଳ୍ପାଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ଥିଲା ଏବଂ ସେ ଭାବିଥିଲେ ଯେ ଉଭୟ ବିବାହ କରିବେ। କିନ୍ତୁ କିଛି କାରଣରୁ ଭୁଲ ବୁଝାମଣା ସୃଷ୍ଟି ହୋଇଥିଲା, ଯାହା ସେମାନଙ୍କ ବ୍ରେକଅପ୍‌ର କାରଣ ବନିଥିଲା।

ସୁନୀଲ ଦର୍ଶନ ୧୯୯୯ ମସିହାରେ ଅକ୍ଷୟ ଓ ଶିଳ୍ପାଙ୍କୁ ନେଇ `ଜାନୱର` ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ। ସେହି ସମୟରେ ଅକ୍ଷୟଙ୍କର ଲଗାତାର ଫ୍ଲପ୍ ଫିଲ୍ମ ଯୋଗୁଁ କ୍ୟାରିୟର ଖରାପ ପରିସ୍ଥିତି ଦେଇ ଗତି କରୁଥିଲା। `ଜାନୱର` ହିଟ୍ ହେବା ପରେ ଅକ୍ଷୟଙ୍କ କ୍ୟାରିୟର ପୁଣି ଥରେ ଟ୍ରାକ‌କୁ ଫେରିଥିଲା ଏବଂ ତାଙ୍କର ଅଟକି ରହିଥିବା ଅନ୍ୟ ଫିଲ୍ମଗୁଡ଼ିକ (ଯେପରିକି `ହେରା ଫେରି`, `ଧଡ଼କନ୍`) ମୁକ୍ତିଲାଭ କରିବାକୁ ପ୍ରସ୍ତୁତ ହୋଇଥିଲା।
ସୁନୀଲ ଦର୍ଶନ ଆହୁରି ମଧ୍ୟ ପ୍ରକାଶ କରିଛନ୍ତି ଯେ, `ଜାନୱର` ପରେ ମାର୍କେଟରେ ଗୁଜବ ଉଠିଥିଲା ଯେ ସେ ହ୍ରିତିକ ରୋସନଙ୍କୁ ପରବର୍ତ୍ତୀ ଫିଲ୍ମ ପାଇଁ ସାଇନ୍ କରୁଛନ୍ତି। ଏହା ଶୁଣି ଅକ୍ଷୟ ତାଙ୍କ ପାଖକୁ ଆସି ଭୁଲ ବୁଝାମଣା ଦୂର କରିଥିଲେ ଏବଂ ସୁନୀଲଙ୍କ ସହ ୧୦୦ଟି ଫିଲ୍ମ କରିବାକୁ ପ୍ରତିଶ୍ରୁତି ଦେଇଥିଲେ।

ଉଲ୍ଲେଖ ଥାଉ କି ଅକ୍ଷୟ କୁମାର ବର୍ତ୍ତମାନ ତାଙ୍କ ଆଗାମୀ ଫିଲ୍ମ `ହୈୱାନ୍`କୁ ନେଇ ଚର୍ଚ୍ଚାରେ ଅଛନ୍ତି, ଯେଉଁଥିରେ ସେ ୧୭ ବର୍ଷ ପରେ ସୈଫ୍ ଅଲ୍ଲୀ ଖାନ୍‌ଙ୍କ ସହ ନଜର ଆସିବେ। ଏହି ଫିଲ୍ମର ନିର୍ଦ୍ଦେଶନା ପ୍ରିୟଦର୍ଶନ ଦେଉଛନ୍ତି।

News Comment

You Might Also Like

BACK TO TOP