Breaking News

ସ୍ୱାମୀ ହତ୍ୟା ମାମଲାରେ ପତ୍ନୀ ଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ |   (11-Sep-2026)       ||      ବାଲେଶ୍ୱର କୁ କେଉଁଠୁ ଆସିଲେ 5ବଣ ମଣିଷ, ମଣିଷ ସହିତ ମିଶି ଯାଉଛି ସେମାନଙ୍କ 97% DNA |    (11-Sep-2026)       ||      ନବେ ଦଶକ ରେ ଝିଅ ଙ୍କ ହୃଦୟ ରେ ରାଜ କରୁଥିବା ଅଭିନେତା ଆଜି ବାହାଘର ପାର୍ଟିରେ କରୁଛନ୍ତି ଡେନ୍ସ |   (11-Sep-2026)       ||      ଶେରଗଡ଼ ରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ |    (10-Sep-2026)       ||      ସିଏଚ ନୂଆଙ୍ଗା ଓ ଶିକୁଳା ରେ ବିଜେପି ର ସେବା ସଂକଳ୍ପ ଅଭିଯାନ |    (10-Sep-2026)       ||      କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲକାଙ୍କୁ "ସଂସଦ ରତ୍ନ ସମ୍ମାନ |   (10-Sep-2026)       ||      ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ରେ 247ଜଣଙ୍କ ପଞ୍ଜିକରଣ ||   (10-Sep-2026)       ||      ପୃଥକ ପୃଥକ ଦୁର୍ଘଟଣା ରେ କୋଦଳା ଠାରେ ଜଣେ ମୃତ, ପାଞ୍ଚ ଗୁରୁତର,    (10-Sep-2026)       ||      ଏକ କୋଟିରୁ ଉର୍ଦ୍ଧ ଟଙ୍କାର ଗଞ୍ଜେଇ କୁ ଜବତ କଲା ପୋଲସରା ପୋଲିସ |   (10-Sep-2026)       ||      ଲାଞ୍ଜିଗଡ ରେ ପହଁଚିଲେ ଅଞ୍ଚଳ ବାସୀ, ଲୋଦ ଶିକାକା ଙ୍କ ଜାମିନ ପାଇଁ |    (10-Sep-2026)       ||      ଲୁକାୟିତ କଳାକୁ ବଜାର ଦେବା ଉପରେ ଗୁରୁତ୍ୱ ଦେବାକୁ ଆଲୋଚନା |    (10-Sep-2026)       ||      ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ, ଉଲ୍ଲାସ ଜନ ସଚେତନତା କାର୍ଯ୍ୟକ୍ରମ ||   (10-Sep-2026)       ||      ଶାରଳା ସଂସ୍କୃତ ମହା ବିଦ୍ୟାଳୟ ର 14 ତମ ପ୍ରତିଷ୍ଠା ଦିବସ ପାଳିତ ||   (10-Sep-2026)       ||      ହାତରେ ଲାଗିବନି ଅଟା, ରୁଟି କରିବାର ସହଜ ପ୍ରଣାଳୀ ||   (10-Sep-2026)       ||      17 ବର୍ଷ ରେ 1700 ରୁ ଅଧିକ ଦଣ୍ଡ ନୃତ୍ୟ ପରିବେଷଣ କରିଛନ୍ତି ଦେବେନ୍ଦ୍ର ନାଏକ ||   (10-Sep-2026)       ||      ଛୁରୀ ଦେଖାଇ ଲୁଟ ଅଭିଯୁକ୍ତ କୁ କୋର୍ଟ ଚାଲାଣ ||   (09-Sep-2026)       ||      ଗଣେଶ ପୂଜା ପାଇଁ ମୂର୍ତ୍ତି ନିର୍ମାଣ ରେ କାରିଗର ବ୍ୟସ୍ତ |    (09-Sep-2026)       ||      ସାମାନ୍ୟ କଥାକୁ ନେଇ ଜଣେ ଯୁବକଙ୍କୁ ମରଣା ନ୍ତାକ ଆକ୍ରମଣ |    (09-Sep-2026)       ||      ନାବାଳିକା ଙ୍କୁ ବଳତ୍କାର କରିବା ଅଭିଯୋଗ ରେ 20ବର୍ଷ ଜେଲ ଦଣ୍ଡ ସହ 70 ହଜାର ଜୋରିମାନା |    (09-Sep-2026)       ||      ବୈଦ୍ୟନାଥ ପୁର ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରତାରଣା କରି କୋର୍ଟ ଚାଲାଣ ||   (09-Sep-2026)       ||     

କାଙ୍କଡ଼ ର ସେବନ, ବହୁ ରୋଗର ନିରାକାରଣ |

07-Sep-2026

କାଙ୍କଡ଼,ଖାଇବା ଦ୍ୱାରା ଅନେକ ଉପକାରିତା ,ପାଖ ମାଡ଼ିବନି ଗୋଟିଏ ବି ରୋଗ; ତ୍ବଚା କରିବ ଚକଚକ |

ଓଡିଶା ଜନ ମତ ବ୍ୟୁରୋ, 

ତଟକା ପରିବା ସମସ୍ତଙ୍କୁ ଖାଇବାର ଆବଶ୍ୟକତା ରହିଛି । ଏହା ଶରୀରରେ ଶକ୍ତି ଯୋଗାଇବାର କାମ କରେ । ଖାଲି ଶକ୍ତି ଯୋଗାଏ ନାହିଁ ଶରୀରରେ ଲୁକ୍କାୟିତ ଅନେକ ରୋଗକୁ ଧୀରେ ଧୀରେ ମାରିବାର ମଧ୍ୟ କାମ କରେ ।
ପିଲାବେଳୁ ପାଠ ବହିରେ ପଢ଼ିଆସିଛେ ‘ମାଙ୍କଡ଼ ଖାଏ କାଙ୍କଡ଼ କଷି , ବାଙ୍କ ବାବୁଙ୍କ ବାଡ଼ିରେ ପଶି’ । କାଙ୍କଡ଼ .. ପ୍ରାୟତଃ ଅନେକ ଲୋକ ଏହି କଣ୍ଟାଭଳି ଦେଖାଯାଉଥିବା ପରିବାଟିକୁ ଖାଇବାକୁ ପସନ୍ଦ କରନ୍ତି ନାହିଁ । କିନ୍ତୁ ଏହି ପରିବାଟି ଦେହ ପାଇଁ କେତେ ଭଲ ବୋଧହୁଏ କେହି ଜାଣିନାହାନ୍ତି । ତଟକା ପରିବା ସମସ୍ତଙ୍କୁ ଖାଇବାର ଆବଶ୍ୟକତା ରହିଛି । ଏହା ଶରୀରରେ ଶକ୍ତି ଯୋଗାଇବାର କାମ କରେ । ଖାଲି ଶକ୍ତି ଯୋଗାଏ ନାହିଁ ଶରୀରରେ ଲୁକ୍କାୟିତ ଅନେକ ରୋଗକୁ ଧୀରେ ଧୀରେ ମାରିବାର ମଧ୍ୟ କାମ କରେ । ପ୍ରୋଟିନ୍ ଏବଂ ଆଇରନ୍‌ରେ ଭରପୂର ଏହି ପରିବାରେ କମ୍ କ୍ୟାଲୋରୀ ଥିବା ସଙ୍ଗେ ସଙ୍ଗେ ଫାଇବର ଏବଂ ଆଣ୍ଟିଅକ୍ସିଡାଣ୍ଟ ମଧ୍ୟ ଭରପୂର ପରିମାଣରେ ଥାଏ, ତେଣୁ କାଙ୍କଡ଼ ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ ଏବଂ ହଜମ ସମ୍ବନ୍ଧୀୟ ଅନେକ ସମସ୍ୟା ଦୂର ହୋଇଥାଏ । ଏହା ବ୍ୟତୀତ ସଂକ୍ରମଣକୁ ହ୍ରାସ କରିବାରେ ମଧ୍ୟ ଏହା ସହାୟକ ହୋଇଥାଏ । ତେବେ ଆସନ୍ତୁ କାଙ୍କଡ଼ର ଉପକାରିତା ସମ୍ବନ୍ଧରେ ଅଧିକ ଜାଣିବା । 
ଉଚ୍ଚ ରକ୍ତଚାପ ଥିବା ଲୋକଙ୍କ ପାଇଁ କାଙ୍କଡ଼ ବହୁତ ଲାଭଦାୟକ । HealthbenefitsTimes ର ଏକ ରିପୋର୍ଟ ଅନୁସାରେ , କାଙ୍କଡ଼ ସିଝା ପାଣି ପିଇବା ଦ୍ୱାରା ଉଚ୍ଚ ରକ୍ତଚାପକୁ ସନ୍ତୁଳିତ କରାଯାଇପାରେ । ମୌସୁମୀ ସମୟରେ ଲୋକମାନେ ପ୍ରାୟତଃ ଜ୍ୱର, ଥଣ୍ଡା ଏବଂ କାଶ ଭଳି ସାଧାରଣ ଭାଇରାଲ୍ ସଂକ୍ରମଣରେ ପୀଡ଼ିତ ହୁଅନ୍ତି । ଏପରି ପରିସ୍ଥିତିରେ ଆପଣ ଏହି ସଂକ୍ରମଣକୁ ରୋକିବା ପାଇଁ ଖାଦ୍ୟରେ କାଙ୍କଡ଼ ଖାଇପାରିବେ । ଏହି ପରିବାରେ ଆଣ୍ଟି-ଆଲର୍ଜି, ଆଣ୍ଟିଅକ୍ସିଡାଣ୍ଟ, ଆଣ୍ଟିବ୍ୟାକ୍ଟେରିଆଲ୍ ଏବଂ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ରହିଛି । 
ତେବେ ଖାଲି ଶରୀର ପାଇଁ ନୁହେଁ ତ୍ବଚା ପାଇଁ ମଧ୍ୟ ଭାରି ଭଲ କାଙ୍କଡ଼ । ସତେଜ କାଙ୍କଡ଼ ରସକୁ ଚର୍ମରେ ଲଗାଇବା ଦ୍ୱାରା ପିମ୍ପଲ୍ ଏବଂ ବ୍ରଣ ଭଲ ହୋଇଥାଏ । ଏହାଛଡ଼ା ଅନ୍ୟାନ୍ୟ ଚର୍ମ ସମସ୍ୟା ପାଇଁ ଏହାର ଭଜା ମଞ୍ଜି ଲାଭଦାୟକ ହୋଇଥାଏ । କାଙ୍କଡ଼ ପ୍ରକୃତରେ ଏକ ଥଣ୍ଡା ପରିବା ଯାହା ଖାଇବା ଦ୍ବାରା ହଜମ ସହଜରେ ହୋଇଥାଏ । ଏହାର ମଣ୍ଡ ଏବଂ ମଞ୍ଜିରେ ଫାଇବର ଭରପୂର ମାତ୍ରାରେ ଥାଏ ଯାହା ଗ୍ୟାଷ୍ଟ୍ରିକ୍ ଅଲସର, ହେମୋରୋଇଡ୍ ଏବଂ କୋଷ୍ଠକାଠିନ୍ୟ ଭଳି ସ୍ୱାସ୍ଥ୍ୟ ସମସ୍ୟା ଦୂର କରେ । କାଙ୍କଡ଼ ହେଉଛି ଏକ କମ୍ କ୍ୟାଲୋରୀଯୁକ୍ତ ପରିବା । ଯାହା ଶରୀରର ଅତିରିକ୍ତ ଚର୍ବି ହ୍ରାସ କରିବାରେ ସାହାଯ୍ୟ କରେ । ତେଣୁ ଖାଦ୍ୟରେ କାଙ୍କଡ଼ର ବ୍ୟବହାର ନିହାତି କରନ୍ତୁ ।

News Comment

You Might Also Like

BACK TO TOP