Breaking News

ନବେ ଦଶକ ରେ ଝିଅ ଙ୍କ ହୃଦୟ ରେ ରାଜ କରୁଥିବା ଅଭିନେତା ଆଜି ବାହାଘର ପାର୍ଟିରେ କରୁଛନ୍ତି ଡେନ୍ସ |   (11-Sep-2026)       ||      ଶେରଗଡ଼ ରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ |    (10-Sep-2026)       ||      ସିଏଚ ନୂଆଙ୍ଗା ଓ ଶିକୁଳା ରେ ବିଜେପି ର ସେବା ସଂକଳ୍ପ ଅଭିଯାନ |    (10-Sep-2026)       ||      କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲକାଙ୍କୁ "ସଂସଦ ରତ୍ନ ସମ୍ମାନ |   (10-Sep-2026)       ||      ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ରେ 247ଜଣଙ୍କ ପଞ୍ଜିକରଣ ||   (10-Sep-2026)       ||      ପୃଥକ ପୃଥକ ଦୁର୍ଘଟଣା ରେ କୋଦଳା ଠାରେ ଜଣେ ମୃତ, ପାଞ୍ଚ ଗୁରୁତର,    (10-Sep-2026)       ||      ଏକ କୋଟିରୁ ଉର୍ଦ୍ଧ ଟଙ୍କାର ଗଞ୍ଜେଇ କୁ ଜବତ କଲା ପୋଲସରା ପୋଲିସ |   (10-Sep-2026)       ||      ଲାଞ୍ଜିଗଡ ରେ ପହଁଚିଲେ ଅଞ୍ଚଳ ବାସୀ, ଲୋଦ ଶିକାକା ଙ୍କ ଜାମିନ ପାଇଁ |    (10-Sep-2026)       ||      ଲୁକାୟିତ କଳାକୁ ବଜାର ଦେବା ଉପରେ ଗୁରୁତ୍ୱ ଦେବାକୁ ଆଲୋଚନା |    (10-Sep-2026)       ||      ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ, ଉଲ୍ଲାସ ଜନ ସଚେତନତା କାର୍ଯ୍ୟକ୍ରମ ||   (10-Sep-2026)       ||      ଶାରଳା ସଂସ୍କୃତ ମହା ବିଦ୍ୟାଳୟ ର 14 ତମ ପ୍ରତିଷ୍ଠା ଦିବସ ପାଳିତ ||   (10-Sep-2026)       ||      ହାତରେ ଲାଗିବନି ଅଟା, ରୁଟି କରିବାର ସହଜ ପ୍ରଣାଳୀ ||   (10-Sep-2026)       ||      17 ବର୍ଷ ରେ 1700 ରୁ ଅଧିକ ଦଣ୍ଡ ନୃତ୍ୟ ପରିବେଷଣ କରିଛନ୍ତି ଦେବେନ୍ଦ୍ର ନାଏକ ||   (10-Sep-2026)       ||      ଛୁରୀ ଦେଖାଇ ଲୁଟ ଅଭିଯୁକ୍ତ କୁ କୋର୍ଟ ଚାଲାଣ ||   (09-Sep-2026)       ||      ଗଣେଶ ପୂଜା ପାଇଁ ମୂର୍ତ୍ତି ନିର୍ମାଣ ରେ କାରିଗର ବ୍ୟସ୍ତ |    (09-Sep-2026)       ||      ସାମାନ୍ୟ କଥାକୁ ନେଇ ଜଣେ ଯୁବକଙ୍କୁ ମରଣା ନ୍ତାକ ଆକ୍ରମଣ |    (09-Sep-2026)       ||      ନାବାଳିକା ଙ୍କୁ ବଳତ୍କାର କରିବା ଅଭିଯୋଗ ରେ 20ବର୍ଷ ଜେଲ ଦଣ୍ଡ ସହ 70 ହଜାର ଜୋରିମାନା |    (09-Sep-2026)       ||      ବୈଦ୍ୟନାଥ ପୁର ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରତାରଣା କରି କୋର୍ଟ ଚାଲାଣ ||   (09-Sep-2026)       ||      ଦୁର୍ଘଟଣା ରେ ଆହତ ଦୁଇ ବ୍ୟକ୍ତି ମେଡିକାଲ ରେ ଭର୍ତ୍ତି ||   (09-Sep-2026)       ||      ପୋଲସରା ରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା -2026 ଅନୁଷ୍ଠିତ |   (09-Sep-2026)       ||     

ଜଗନ୍ନାଥ କଲୋନୀ ଠାରେ ଗଣେଶ ପୂଜା ପାଈଁ ଶୁଭ ଖୁଣ୍ଟି ସ୍ଥାପନ ||

30-Aug-2026

ଜଗନ୍ନାଥ କଲୋନିରେ ଗଣେଶ ପୂଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନ

ଧୁମଧାମରେ ପୂଜା ପାଇଁ ପ୍ରସ୍ତୁତି; ୨ ଦିନ ଧରି ଅନ୍ନପ୍ରସାଦ, ଦୀପ ଯଜ୍ଞ ଓ କଳାହାଣ୍ଡି ମେଲୋଡିର ବ୍ୟବସ୍ଥା

ଓଡିଶା ଜନମତ ରାୟଗଡା ,୩୦/୦୮,

କାମେଶ୍ୱର କରକରିଆ :------

ଆସନ୍ତା ସେପ୍ଟେମ୍ବର ୧୪ ତାରିଖରେ ହେବାକୁ ଥିବା ପବିତ୍ର ଗଣେଶ ପୂଜା ନିମନ୍ତେ କଲ୍ୟାଣସିଂହପୁର ସଦର ବ୍ଲକ ଜଗନ୍ନାଥ କଲୋନିଠାରେ ଶୁଭ ଖୁଣ୍ଟି ସ୍ଥାପନ କରାଯାଇଛି। ଧାର୍ମିକ ପରମ୍ପରା ଓ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇ ଏହି ଶୁଭ କାର୍ଯ୍ୟର ଶୁଭାରମ୍ଭ ହୋଇଛି।ଏହି ଅବସରରେ କର୍ତ୍ତା ଭାବେ ଯୁବ ସମାଜସେବୀ ଅଭିଳାଷ ମହାନନ୍ଦିଆ ଓ ତାଙ୍କ ପତ୍ନୀ ରୁଦମା ମହାନନ୍ଦିଆ ଯୋଗଦେଇଥିଲେ। ପୁରୋହିତ ସନ୍ତୋଷ କୁମାର ଦାସ ଙ୍କ ଦ୍ୱାରା ବୈଦିକ ରୀତିନୀତିରେ କଳସ, ଗୁଆ ପଇଡ଼, ନଡ଼ିଆ, କଦଳୀ, ଧୂପଦୀପ, ଫୁଲ, ଚନ୍ଦନ ଆଦି ପୂଜା ସାମଗ୍ରୀରେ ପୂଜାର୍ଚ୍ଚନା କରାଯାଇଥିଲା। ଏଥିସହ ନୂଆ ଖୁଣ୍ଟିରେ ବାନା ଲଗାଇ ଗଣେଶ ପୂଜାର ଶୁଭଖୁଣ୍ଟି ଶୁଭାରମ୍ଭ କରାଯାଇଛି।
ଚଳିତବର୍ଷ ଜଗନ୍ନାଥ କଲୋନିରେ ଗଣେଶ ପୂଜାକୁ ଧୁମଧାମରେ ପାଳନ କରିବା ପାଇଁ କମିଟି ପକ୍ଷରୁ ବ୍ୟାପକ ଆୟୋଜନ କରାଯାଉଛି। ଦୁଇଦିନ ଧରି ଭକ୍ତବୃନ୍ଦଙ୍କ ପାଇଁ ଅନ୍ନପ୍ରସାଦର ବ୍ୟବସ୍ଥା ରହିଥିବା ବେଳେ ଭକ୍ତିମୟ ପରିବେଶ ସୃଷ୍ଟି ପାଇଁ ଦୀପ ଯଜ୍ଞର ମଧ୍ୟ ଆୟୋଜନ କରାଯାଇଛି। ପ୍ରାୟ ୧ ଲକ୍ଷ ୫୫ ହଜାର ଦୀପ ପ୍ରଜ୍ୱଳନ କରାଯିବାର ଯୋଜନା ରହିଛି। ପୂଜା ଅବସରରେ ଭକ୍ତଙ୍କ ମନୋରଞ୍ଜନ ପାଇଁ କଳାହାଣ୍ଡି ମେଲୋଡି କାର୍ଯ୍ୟକ୍ରମ ରହିଥିବା ବେଳେ ରାତିରେ ସାଂସ୍କୃତିକ ଭଜନ ଓ କୀର୍ତ୍ତନ ପରିବେଷଣ କରାଯିବ। ଏଥିସହ ଗଣେଶଙ୍କ ବିସର୍ଜନ ଉତ୍ସବ ଓ ଭୋଗରାଗର ମଧ୍ୟ ବ୍ୟବସ୍ଥା କରାଯାଇଛି। ପୂଜା କମିଟିର ସଭାପତି ଅଭିଳାଷ ମହାନନ୍ଦିଆ, ଉପସଭାପତି ମାନସିଂ ଗରଡ଼ିଆ, ସମ୍ପାଦକ ରାଜକୁମାର ତୁରୁକଙ୍କ ସମେତ ଦୁର୍ଗେସ ବାଗ ଓ ଘାସିରାମ ବେନିଆ, ଦୀପକ କୁମାର ପରିଡା, ପୀତବାସ ଗରଡ଼ିଆ, ଶୁଭମ ଖରା ପ୍ରମୁଖ କହିଛନ୍ତି ଯେ ଚଳିତବର୍ଷ ଗଣେଶ ପୂଜାକୁ ଭକ୍ତି, ଶ୍ରଦ୍ଧା ଓ ଉତ୍ସାହର ସହ ପାଳନ କରିବା ପାଇଁ ସମସ୍ତ ପ୍ରସ୍ତୁତି ଚାଲିଛି। ଅଞ୍ଚଳର ସମସ୍ତ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ପୂଜାରେ ସାମିଲ ହୋଇ ଗଣେଶଙ୍କ ଆଶୀର୍ବାଦ ଲାଭ କରିବାକୁ କମିଟି ପକ୍ଷରୁ ଆହ୍ୱାନ କରାଯାଇଛି।

News Comment

You Might Also Like

BACK TO TOP